Browsing Category
ରାଜ୍ୟ
କରୋନା ନେଇ ବିଭିନ୍ନ ଦାବି ରଖିଲା ଓଡ଼ିଶା
ଭୁବନେଶ୍ୱର, ୧ା୪(ଓଡ଼ିଶା ଭାସ୍କର): କେନ୍ଦ୍ର କ୍ୟାବିନେଟ ସଚିବଙ୍କ ସହ ରାଜ୍ୟ ସରକାର ଭିଡ଼ିଓ କନଫରେନ୍ସ ଜରିଆରେ କରୋନା ନେଇ ଆଲୋଚନା କରିଛନ୍ତି । ବୈଠକରେ ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର, ପୋଲିସ ଡିଜି, ପୋଲିସ…
ଅଟକ ହେଲେ ୧୦୦ରୁ ଅଧିକ ଝାଡ଼ଖଣ୍ଡ ଶ୍ରମିକ
ବାରିପଦା, ୧ା୪(ଓଡ଼ିଶା ଭାସ୍କର): ବେତନଟୀ ଠାରେ ଅଟକ ହେଲେ ୧୦୦ରୁ ଉଦ୍ଧ୍ୱର୍ ଝାଡ଼ଖଣ୍ଡ ରାଜ୍ୟର ଶ୍ରମିକ । ଅଟକ ଶ୍ରମିକ ମାନେ ବିଶାଖାପାଟଣାରୁ ପାଦରେ ଚାଲି ଚାଲି ୪ଦିନରେ ପହଞ୍ଚିଛନ୍ତି ବେତନଟୀ। ତେବେ ସେମାନେ ଚାଲି…
କରୋନା ଆକ୍ରାନ୍ତ ଚିହ୍ନଟ ପରେ ଭଦ୍ରକ ପୁରୁଣା ବଜାର ସିଲ୍
ଭୁବନେଶ୍ୱର, ୧ା୪(ଓଡ଼ିଶା ଭାସ୍କର): ଓଡ଼ିଶାରେ ଚତୁର୍ଥ କୋରୋନା ପଜିଟିଭ୍ ରୋଗୀ ଚିହ୍ନଟ ଘଟଣା, ଭଦ୍ରକ ପୁରୁଣା ବଜାରକୁ ସିଲ୍ କଲା ପୋଲିସ । କରୋନା ଆକ୍ରାନ୍ତ ଚିହ୍ନଟ ପରେ ଭଦ୍ରକରେ ପ୍ରଶାସନର କଡ଼ା ପଦକ୍ଷେପ ।…
ଉତ୍କଳ ଦିବସରେ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର, ୧ା୪(ଓଡ଼ିଶା ଭାସ୍କର): ଉତ୍କଳ ଦିବସରେ ଓଡ଼ିଶାବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । କୋବିନ୍ଦ ତାଙ୍କ ଟ୍ୱିଟରେ ରାଜ୍ୟବାସୀଙ୍କୁ ଅଭିନନ୍ଦନ ଜଣାଇବା ସହ ରାଜ୍ୟର ଭବିଷ୍ୟତ…
ଓଡ଼ିଶାରେ ଚତୁର୍ଥ କରୋନା ରୋଗୀ ଚିହ୍ନଟ
ଭୁବନେଶ୍ୱର, ୩୧ା୩(ଓଡ଼ିଶା ଭାସ୍କର): ଦେଶରେ ଦିନକୁ ଦିନ ମହାମାରୀ କରୋନା ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଆଜି ଓଡ଼ିଶାରେ ମଧ୍ୟ ଆଉ ଜଣେ ବ୍ୟକ୍ତି କରୋନାରେ ଆକ୍ରାନ୍ତ ଥିବା ସୂଚନା ମିଳିଛି । ଏହାସହ ରାଜ୍ୟରେ…
ନିରାଡମ୍ବରରେ ପାଳନ ହେବ ଉତ୍କଳ ଦିବସ
ଭୁବନେଶ୍ୱର,୩୧ ।୩(ଓଡିଶା ଭାସ୍କର): ରାତି ପାହିଲେ ଉତ୍କଳ ଦିବସ । ୧୯୩୭ ଏପ୍ରିଲ ୧ ତାରିଖରେ ଗଠନ ହୋଇଥିଲା ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ, ଯାହା ସ୍ମୃତିରେ ପ୍ରତିବର୍ଷ ଏହି ଦିନରେ ଉକ୍ରଳ ଦିବସ ପାଳନ କରାଯାଏ । କିନ୍ତୁ…
ବଡବଡିଆଙ୍କୁ ମିଳିବ ଅଧା ଦରମା, ଜାଣନ୍ତୁ କିଏ କିଏ ସାମିଲ ?
ଭୁବନେଶ୍ୱର,୩୧ ।୩(ଓଡିଶା ଭାସ୍କର): କରୋନା ସ୍ଥିତିରେ ବ୍ୟୟକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏକ ବଡ ନିଷ୍ପତ୍ତି ନେଇଛନ୍ତି । ସବୁ ନେତା ଓ ଅଫିସରଙ୍କ ଦରମା ନେଇ ନବୀନ ନିଷ୍ପତ୍ତି ନେଇଥିବା…
ରାଜ୍ୟବାସୀଙ୍କ ସହଯୋଗ ଓ ସଚେତନତା ପାଇଁ କମ୍ କରୋନା ପଜିଟିଭ୍ କେସ୍ ଆସିଛି : ସୁବ୍ରତ ବାଗଚୀ
ଭୁବନେଶ୍ୱର, ୩୧ା୩(ଓଡ଼ିଶା ଭାସ୍କର): ପ୍ରତିଦିନ ପରି ଆଜି ମଧ୍ୟ କରୋନା ସମ୍ପର୍କିତ ଅପଡ଼େଟ୍ ଦେଇଛନ୍ତି ଆଇଇସି ମୁଖ୍ୟ ସୁବ୍ରତ ବାଗଚୀ । ସେ କହିଛନ୍ତି ରାଜ୍ୟର ପ୍ରଥମ ପଜିଟିଭ୍ ୧୫ମାର୍ଚ୍ଚରେ ଜଣାପଡ଼ିଥିଲା । ସେହିପରି…
ବର୍ଷା ଓ ବଜ୍ରପାତକୁ ନେଇ ପାଞ୍ଚ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
ଭୁବନେଶ୍ୱର, ୩୧ା୩(ଓଡ଼ିଶା ଭାସ୍କର): ଦିନକୁ ଦିନ ରାଜ୍ୟରେ ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି । ଏହାରି ମଧ୍ୟରେ ପଶ୍ଚିମବଙ୍ଗ ଓ ବାଙ୍ଗଲାଦେଶ ମଝିରେ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଏହାପ୍ରଭାବରେ…
ଜରୁରୀକାଳୀନ କର୍ମଚାରୀଙ୍କୁ ଦିଆଯାଇଥିବା ପାସର ଅପବ୍ୟବହାର କରନ୍ତୁ ନାହିଁ: ପୋଲିସ କମିଶନର
ଭୁବନେଶ୍ୱର, ୩୧ା୩(ଓଡ଼ିଶା ଭାସ୍କର): କରୋନା ସତର୍କତା ନେଇ ରାଜ୍ୟ ଲକ୍ ଡାଉନ ରହିଛି । ଏନେଇ ହସ୍ପିଟାଲ, ମିଡ଼ିଆ, ବ୍ୟାଙ୍କ ପରି ଜରୁରୀକାଳୀନ କର୍ମଚାରୀଙ୍କୁ ପାସ୍ ଦିଆଯାଇଥିଲା । ଯାନବାହନ ପାସ ଘରଠାରୁ ଅଫିସ୍ ଏବଂ…