Browsing Category

ରାଜ୍ୟ

NEET – UG SCAM: ମାଷ୍ଟରମାଇଣ୍ଡକୁ ଗିରଫ କଲା ସିବିଆଇ, ଏନଆଇଟି ସ୍ନାତକ ଓ ୨ ଏମବିବିଏସ ଛାତ୍ର ସାଜିଥିଲେ ସାଁବ୍ଲର…

ଓଡିଶା ଭାସ୍କର: କେନ୍ଦ୍ରୀୟ ଯାଞ୍ଚ ବ୍ୟୁରୋ ( ସିବିଆଇ ) ନିଟ – ୟୁଜି (NEET- UG) ପେପର ଲିକ ମାମଲାର ‘ମାଷ୍ଟମାଇଣ୍ଡ’ ଓ ‘ସାଁବ୍ଲର’ ବାବରେ କାମ କରୁଥିବା ୨ ଏମବିବିଏସ ଛାତ୍ରଙ୍କୁ ଗିରଫ କରିଛି । ଏକ ରିପୋର୍ଟରୁ ଏହା…

Big Breaking; ପ୍ରାର୍ଥନା ପରେ ଯୋଗ କରିବେ ସ୍କୁଲ ପିଲା: ଛାତ୍ରଛାତ୍ରୀଙ୍କ କ୍ରୀଡ଼ା ପ୍ରୋତ୍ସାହନ ପାଇଁ ଗାଇଡଲାଇନ୍

ଭୁବନେଶ୍ୱର: ସ୍କୁଲରେ ପାଠ ପଢୁଥିବା ଛାତ୍ରଛାତ୍ରୀଙ୍କ ସର୍ବାଙ୍ଗୀନ ଉନ୍ନତୀ ପାଇଁ ବଡ଼ ପଦକ୍ଷେପ ନିଆଯାଇଛି । ଏଣିକି ପିଲାଙ୍କ ଦୈନନ୍ଦିନ ଜୀବନରେ ସାମିଲ ହେବ ଯୋଗାଭ୍ୟାସ । ପ୍ରତ୍ୟେଖ ଦିନ ସ୍କୁଲରେ ପ୍ରାର୍ଥନା ପରେ…

ଶଙ୍ଖ ଭବନ ନିର୍ମାଣରେ ଜାଲିଆତି: ରାଜ୍ୟ ସରକାର କରିବେ ତଦନ୍ତ

ଭୁବନେଶ୍ୱର: ବିଜୁ ଜନତା ଦଳର ପାର୍ଟି ଅଫିସ ଶଙ୍ଖ ଭବନକୁ ନେଇ ବିବାଦ ଦେଖାଦେଇଛି । । ବିଜେଡିର କାର୍ୟ୍ୟାଳୟ ଶଙ୍ଖ ଭବନକୁ ନେଇ ତଦନ୍ତ ହେବ । ଶଙ୍ଖ ଭବନ ଯେଉଁ ସ୍ଥାନରେ ତିଆରି ହୋଇଛି ତାହା ବେଆଇନ ବୋଲି କୁହାଯାଉଛି…

ମାଇକ୍ରୋସଫ୍ଟ ଆଉଟରେଜ ପାଇଁ ଡାଉନ ଅଛି ସର୍ଭର, ଆକାଶରେ ଧକ୍କା ହେବେ କି ବିମାନ, ପଢନ୍ତୁ ଏ ରିପୋର୍ଟ

ଓଡିଶା ଭାସ୍କର: ଗତକାଲି ମାଇକ୍ରୋସଫ୍ଟର ସର୍ଭର ଡାଉନ ହେବା କାରଣରୁ ସାରା ବିଶ୍ୱ ଏବେ ଅସୁବିଧାର ସାମ୍ନା କରୁଛି । ଫଳରେ ଅନେକ ଏୟାରଲାଇନ ସର୍ଭିସେସ ଓ ଏୟାରପୋର୍ଟ ବାଧିତ ହୋଇଛି । ତେବେ ଯେଉଁ ସମୟରେ ମାଇକ୍ରୋସଫ୍ଟର…

‘ରାଜ୍ୟରେ ରହିବନି ଝୁମ୍ପୁଡ଼ି ଘର’: ସୁରେଶ ପୂଜାରୀ

ଭୁବନେଶ୍ୱର: ବିଜେପିର ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କର ବଡ଼ ବିବୃତ୍ତି ସାମ୍ନାକୁ ଆସିଛି । ତାଙ୍କ କହିବାନୁଯାୟୀ, ‘୨୦୩୬ ସୁଦ୍ଧା ନୂଆ ଓଡ଼ିଶା ଦେଖିବ ସାରା…

ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି: ‘ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର’ ନାମ ବଦଳିଲା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟ ସରକାର ଏକ ବଡ଼ ନିଷ୍ପତ୍ତି ଗ୍ରହଣ କରିଛନ୍ତି । ‘ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର’ ନାମ ପରିବର୍ତ୍ତନ କରାଯାଇଛି । ଏହା ବଦଳରେ ଏହି ପୁରସ୍କାରର ନାମ ଏବେ ‘ଓଡ଼ିଶା ରାଜ୍ୟ କ୍ରୀଡ଼ା…

ପ୍ରକାଶ ପାଇଲା +୨ ମେଧା ତାଲିକା, ସବୁଠାରୁ ଆଗରେ ରେଭେନ୍ସା

କଟକ: ଯୁକ୍ତ ୨ ପ୍ରଥମ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇଛି । କଳା, ବାଣିଜ୍ୟ ଓ ବିଜ୍ଞାନ ପାଇଁ ମେଧା ତାଲିକା ପ୍ରକାଶ ପାଇଛି । ମେଧା ତାଲିକାରେ ୪ ଲକ୍ଷ ୨୬ ହଜାର ୪୭୨ ପିଲା ସ୍ଥାନ ଅଧିକାର କରିଛନ୍ତି । ତେବେ ଏହି…

ପଦ୍ମଶ୍ରୀ କମଳା ପୂଜାରୀଙ୍କ ପରଲୋକ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସିଛି ଏକ ବଡ଼ ଦୁଃଖ ଖବର । ପଦ୍ମଶ୍ରୀ କମଳା ପୂଜାରୀଙ୍କ ପରଲୋକ ଘଟିଛି । ଅସୁସ୍ଥତା କାରଣରୁ କମଳା ବାରମ୍ବାର ମେଡିକାଲରେ ଆଡମିଟ୍ ହେବା ସହିତ ଚିକିତ୍ସିତ ହୋଇ ଆସୁଥିଲେ । କଟକ ଏସସିବିରେ…

Big News; ମାଗଣା Eye Test କରାଇବେ ଗାଡ଼ିଚାଳକ: NH କଡ଼ରେ ଚକ୍ଷୁ ପରୀକ୍ଷା ପାଇଁ ବ୍ୟବସ୍ଥା

କଟକ: ସିଲଭର ସିଟି କଟକରେ ଗାଡ଼ିଚାଳକମାନଙ୍କ ପାଇଁ ଏକ ବଡ଼ ପଦକ୍ଷେପ ନେଇଛନ୍ତି ସରକାର । ଏଣିକି ମାଗଣାରେ ଆଖି ପରୀକ୍ଷା କରାଇପାରିବେ ଗାଡ଼ିଚାଳକ । କଟକରେ ଗାଡ଼ିଚାଳକମାନଙ୍କର ମାଗଣା ଚକ୍ଷୁ ପରୀକ୍ଷା କରାଯିବ । ସାରା…

ସୁନାଥାଳି ଗଲା କୁଆଡେ: ମହାପ୍ରଭୁଙ୍କୁ ସୁନାଥାଳିରେ କାହିଁକି ଲାଗୁନି ଖେଚୁଡି ଭୋଗ

ପୁରୀ: ଶ୍ରୀମନ୍ଦିର ରତ୍ନଭଣ୍ଡାର ଖେଲିବା ନେଇ ଏବେ ସାରା ରାଜ୍ୟ ଚଳଚଞ୍ଚଳ ହୋଇଉଠିଛି । ବର୍ତ୍ତମାନ ମହାପ୍ରଭୁଙ୍କ ସୁନା ଥାଳି ଗାଏବ ହେବାନେଇ ପୁଣି ବିବାଦ ତେଜିଛି । ଶ୍ରୀମନ୍ଦିର ଇତିହାସରୁ ଜଣାପଡିଛି ଯେ, ମହାପ୍ରଭୁ…