CHARIDHAM
Browsing Category

ରାଜ୍ୟ

Confuse କରୁଛି ଅନୁଭବଙ୍କ ଫେସବୁକ ପୋଷ୍ଟ: ବିଜେପିରେ ଥାଇ ଖୋଜୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନଙ୍କ ଆଶୀର୍ବାଦ!

ଭୁବନେଶ୍ୱର: ଓଡ଼ିଶା ରାଜନୀତିକୁ ନେଇ କମ୍ପୁଛି ଭୁବନେଶ୍ୱରରୁ ଦିଲ୍ଲୀ । ବିଶେଷ କରି ବିଜେଡିର ଅନେକ ଚିହ୍ନା ଚେହେରା ବିଜେପିରେ ସାମିଲ ହେବା ପରେ ଓଡ଼ିଶାରେ ରାଜନୀତି ସୂତା ଅଡ଼ୁଆ ହେବା ଭଳି ଲାଗୁଛି । ଏହା ମଧ୍ୟରେ ଏହି…

କଟକ ବାରବାଟୀରୁ ଏଥର ମୋକିମ୍ ନୁହଁନ୍ତି ଲଢିବେ ସୋଫିଆ !

କଟକ:ଏଥର କଟକ ବାରବାଟୀରୁ ମୋକିମଙ୍କ ବଦଳରେ ମୋକିମଙ୍କ ଝିଅ ଲଢିବା ନେଇ ଚର୍ଚ୍ଚା ହେଉଛି । ବାପାଙ୍କ ଆସନରୁ ସୋଫିଆ ଫିର୍ଦ୍ଦୋସ ଲଢିବେ ବୋଲି କୁହାଯାଉଛି । ଦିଲ୍ଲୀରୁ ଫେରିବା ପରେ କର୍ମୀଙ୍କ ସହ ଏ ବିଷୟରେ ଆଲୋଚନା…

ହିଞ୍ଜିଳିରୁ ଆରମ୍ଭ ହେଲା ବିଜେଡିର ଜୟ ଯାତ୍ରା; ‘ଆପଣଙ୍କ ସ୍ନେହ, ସମର୍ଥନ ପାଇଁ ଚିର ଋଣୀ’

ହିଞ୍ଜିଳି: (ଓଡ଼ିଶା ଭାସ୍କର) ହିଞ୍ଜିଳିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।  ହିଞ୍ଜିଳିରେ ପ୍ରଚାର ଆରମ୍ଭ କଲେ ନବୀନ ପଟ୍ଟନାୟକ । ଆଜିଠୁ ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ…

(Video) ଧୋକା ଦେଲା ବିଜେଡି… ସାଥ୍ ଦେବ ତ ବିଜେପି? ରାଜନୀତିରେ ଏକା ରହିଗଲେ ଅରିନ୍ଦମ!

ଓଡ଼ିଶା ଭାସ୍କର: ୨୦୨୪ ନିର୍ବାଚନରେ ଭରି ରହିଛି ଟ୍ୱିଷ୍ଟ ପରେ ଟ୍ୱିଷ୍ଟ । କିନ୍ତୁ ସବୁଠୁ ବଡ଼ ଟ୍ୱିଷ୍ଟ ଦେଇଛି ଓଡ଼ିଶା ପଲିଟିକ୍ସ । ରାଜ୍ୟରେ ବିଜେଡି-ବିଜେପି ଲଢେଇକୁ ନେଇ ରାଜନୀତି ମାହୋଲ ସରଗରମ । ପୁରରୁ ପଲ୍ଲୀ…

ଖସିଲା ସୁନା ଓ ରୂପା ଦର , ଜାଣନ୍ତୁ କେତେ ଖସିଲା ମୂଲ୍ୟ

ଭୁବନେଶ୍ୱର: ୟୁରୋପ ଓ ମଧ୍ୟପ୍ରାଚ୍ୟରେ ତିକ୍ତତା କାରଣରୁ ସୁନା, ରୂପା ଦରରେ ବୃଦ୍ଧି ଦେଖିବାକୁ ମିଳିଥିଲା । ବର୍ତ୍ତମାନ ଏହା ଗ୍ରାହକଙ୍କୁ କିଛିଟା ଆଶ୍ୱସ୍ତି ଦେଇଛି । ଆଜି ସୁନା ଓ ରୂପା ଦର ହ୍ରାସ ହେବାର ଦେଖିବାକୁ…

ଜଳିଗଲା ଅବକାରୀ କାର୍ଯ୍ୟାଳୟ: ଭୟାବହ ଅଗ୍ନିକାଣ୍ଡରେ ଗାଡ଼ି-କାଗଜପତ୍ର ପୋଡ଼ି ପାଉଁଶ

ଯୋଡ଼ା: କେନ୍ଦୁଝର ଜିଲ୍ଲା ଯୋଡ଼ା ବଡ଼ବିଲ ଅବକାରୀ ବିଭାଗ କାର୍ଯ୍ୟାଳୟରେ ଦେଖିବାକୁ ମିଳିଛି ଭୟାବହ ଅଗ୍ନିକାଣ୍ଡ । ବଡ଼ବିଲ ଥାନା କିରିବୁରୁ ଛକରେ ଥିବା କାର୍ଯ୍ୟାଳୟରେ ଏହି ଅଗ୍ନିକାଣ୍ଡ ଦେଖିବାକୁ ମିଳିଛି । ଏହି ଭୟାବହ…

ଆଜିଠୁ ଆରମ୍ଭ ବିଜୟ ଅଭିଯାନ! ପ୍ରଚାର ମଇଦାନକୁ ଓହ୍ଲାଇବେ ବିଜେଡି ସୁପ୍ରିମୋ, ହିଞ୍ଜିଳିରେ ଶଙ୍ଖନାଦ

ଭୁବନେଶ୍ୱର: ସାଧାରଣ ନିର୍ବାଚନ ପାଇଁ ପ୍ରଚାର ମଇଦାନ କମ୍ପିଉଠିଛି । ବିଜୟ ଆଶାରେ ସାରା ଓଡ଼ିଶାରେ କମ୍ପଉଠିଛି ବିଜେଡି ବିଜେପି ଜୟ ଜୟକାର ଧ୍ୱନୀ । ତେବେ ଏହି ପ୍ରକ୍ରିୟାରେ ଆଜି ସାମିଲ ହେବେ ଖୋଦ୍ ମୁଖ୍ୟମନ୍ତ୍ରୀ…

ଭୋଜି ଖାଇବା ସାଜିଲା କାଳ, ୫୦ରୁ ଉର୍ଦ୍ଧ୍ୱ ଅସୁସ୍ଥ, ୭ ଗୁରୁତର ମେଡିକାଲରେ ଭର୍ତ୍ତି

ବଲାଙ୍ଗିର: ବଲାଙ୍ଗିର ସ୍ଥିତ ଦେଓଗାଁ ଥାନା ଉପରଝର ଗାଁରେ ଭୋଜି ଖାଇ ୫୦ରୁ ଉର୍ଦ୍ଧ୍ୱ ଲୋକ ଅସୁସ୍ଥ । ଭୋଜି ଖାଇବା ପରେ ଲୋକଙ୍କୁ ଝାଡ଼ାବାନ୍ତି ହୋଇଥିବା ଜଣା ପଡ଼ିଛି । ତେବେ ଅସୁସ୍ଥଙ୍କ ଚିକିତ୍ସା ପାଇଁ ଗାଁରେ…

ବରପାଲି ଉତ୍କଳ ଗ୍ରାମୀଣ ବ୍ୟାଙ୍କ ଲୁଟ୍‌ ଘଟଣାର ପର୍ଦ୍ଦାଫାସ୍‌; ଜଣେ ଗିରଫ, ୪ଲକ୍ଷ ୨୬ହଜାର ଜବତ

ବରଗଡ଼: ( ଓଡ଼ିଶା ଭାସ୍କର ) ବରପାଲି ଉତ୍କଳ ଗ୍ରାମୀଣ ବ୍ୟାଙ୍କ ଲୁଟ୍‌ ଘଟଣାର ପର୍ଦ୍ଦାଫାସ୍‌ । ଜଣେ ଲୁଟେରା ଗିରଫ ହେବା ସହ, ୪ ଲକ୍ଷ ୨୬ ହଜାର ଟଙ୍କା ଜବତ ହୋଇଛି । ଲୁଟେରା ନିକଟରୁ ୫ଟି କାର୍‌, ୨ଟି ବାଇକ୍‌, ୭…

ଅସଲି ପୋଲିସ ହାତରେ ନକଲି ପୋଲିସ ଗିରଫ; ୩ ମାସରେ ରୁଜୁ ହୋଇଥିଲା ୧୧ ମାମଲା

ଭୁବନେଶ୍ଵର: (ଓଡ଼ିଶା ଭାସ୍କର) ଅସଲି ପୋଲିସ ହାତରେ ନକଲି ପୋଲିସ ଗିରଫ । କମିସନର ପୋଲିସ ସ୍ପେସିଆଲ କ୍ରାଇମ୍ ୟୁନିଟ ୭ ଜଣ ନକଳି ପୋଲିସକୁ ଗିରଫ କରିଛି । ସମସ୍ତ ଇରାନରୁ ଆସି ମଧ୍ୟାପ୍ରଦେଶରେ ରହୁଥିଲେ । ଇରାନୀ…