CHARIDHAM
Browsing Category

ରାଜ୍ୟ

(Video) ଶେଷରେ ଧୋକ୍କାବାଜ୍ ପ୍ରେମିକ ବିକ୍ରମଙ୍କୁ କ୍ଷମା କରିଦେଲେ ରାଣୀ ପଣ୍ଡା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗତ କିଛିଦିନ ଧରି ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡାଙ୍କୁ ନେଇ ବେଶ୍ ଚର୍ଚ୍ଚା ଚାଲିଛି । ଦୀର୍ଘ ୭ ବର୍ଷ ଧରି ପ୍ରେମ ସମ୍ପର୍କରେ ରହିବା ପରେ ତାଙ୍କୁ ଧୋକ୍କା ଦେଇଥିବା ପ୍ରେମିକ ବିକ୍ରମ…

ଘାଟିରେ ଦୁର୍ଘଟଣାଗ୍ରସ୍ତ ହେଲା ବ୍ୟାଣ୍ଡ୍ ପାର୍ଟି ଗାଡ଼ି, ଜଣେ ମୃତ, ୯ ଆହତ

ନବରଙ୍ଗପୁର: ଆମ୍ବପାଣି ଘାଟିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଘାଟି ରାସ୍ତାରେ ଯାଉଥିବା ବେଳେ ଏକ ବ୍ୟାଣ୍ଡ୍ ପାର୍ଟି ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ଦୁର୍ଘଟଣାରେ ଘଟଣାସ୍ଥଳରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୯…

କ୍ୟାମ୍ପ୍ ଅଫିସରେ ମୋବାଇଲ ମେଳା ଆୟୋଜିତ, ୪୦ ଲକ୍ଷର ଚୋରୀ ଜିନିଷ ଉଦ୍ଧାର

ଭୁବନେଶ୍ୱର: କମିଶନରେଟ ପୋଲିସର କ୍ୟାମ୍ପ୍ ଅଫିସରେ ଆୟୋଜିତ ହୋଇ ଯାଇଛି ମୋବାଇଲ ମେଳା । ଚୋରି ମୋବାଇଲ ଫେରିପାଇଛନ୍ତି ଲୋକେ । ଚୋରି ମୋବାଇଲକୁ ଠାବ କରି ପୋଲିସ କମିଶନର ଅଭିଯୋଗକାରୀଙ୍କୁ ତାଙ୍କ ଜିନିଷ ହସ୍ତାନ୍ତର…

ଅଟୋକୁ ଧକ୍କା ଦେଲା ଟ୍ରକ୍‌, ୩ ମୃତ, ୮ ଗୁରୁତର

ନବରଙ୍ଗପୁର: ନବରଙ୍ଗପୁର ଯୋଡ଼େଙ୍ଗା ନିକଟରେ ଘଟିଯାଇଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଏକ ଅଟୋକୁ ଟ୍ରକ୍ ଧକ୍କା ଦେବା ଫଳରେ ଘଟଣାସ୍ଥଳରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୮ ଜଣ ଗୁରୁତର ଆହତ ହୋଇଛନ୍ତି । ମୃତକଙ୍କ…

(Video) ରାଜ୍ୟରେ ଦ୍ୱିତୀୟ ଅଂଶୁଘାତ ମୃତ୍ୟୁ: ତାତି ସହି ନପାରି ରାସ୍ତା ମଝିରେ ଚାଲିଗଲା ଯୁବତୀଙ୍କ ଜୀବନ…

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ନିକଟରେ ରାଜ୍ୟର ପ୍ରଥମ ଅଂଶୁଘାତ ଜନିତ ମୃତ୍ୟୁ ଖବର ସାମ୍ନାକୁ ଆସିଥିବା ପୁଣି ଆସିଛି ଦ୍ୱିତୀୟ ଘଟଣା । ଗତ ୧୫ ତାରିଖ ଦିନ ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ମହେଶପୁର ଅଞ୍ଚଳର…

ଏପ୍ରିଲ ୨୫ରେ ଓଡ଼ିଶା ଆସିବେ ଅମିତ ଶାହା, ନିର୍ବାଚନୀ ରଣନୀତି ନେଇ ଦଳୀୟ କର୍ମକର୍ତ୍ତାଙ୍କ ସହ କରିବେ ଆଲୋଚନା

ଭୁବନେଶ୍ୱର: କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା ଆସନ୍ତା ଏପ୍ରିଲ ୨୫ରେ ଓଡ଼ିଶା ଗସ୍ତରେ ଆସିବେ । ଏନେଇ ଆଜି ସୂଚନା ଦେଇଛନ୍ତି ବିଜେପିର ଉପସଭାପତି ଗୋଲକ ମହାପାତ୍ର । ଏପ୍ରିଲ ୨୫ରେ ସୋନପୁର ପହଞ୍ଚି ବିଶାଳ ଜନ…

ବଡ଼ ଖବର; ଏପ୍ରିଲ ୨୫ ତାରିଖରୁ ଖରାଦିନ ଛୁଟି: ସ୍କୁଲ ବନ୍ଦ ନେଇ ଘୋଷଣା କଲେ ରାଜ୍ୟ ସରକାର

ଭୁବନେଶ୍ୱର: ରାଜ୍ୟରେ ଗ୍ରୀଷ୍ମପ୍ରବାହ ଜାରି ରହିଛି । ତେଣୁ ସ୍କୁଲ ଛାତ୍ରଛାତ୍ରୀମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ସ୍କୁଲ ଛୁଟି ପାଇଁ ଘୋଷଣା କରିଛନ୍ତି ରାଜ୍ୟ ସରକାର । ଆସନ୍ତା ଏପ୍ରିଲ ୨୫ ତାରିଖରୁ ରାଜ୍ୟର ସମସ୍ତ…

ତାତିରେ ଲୋକେ କଲବଲ: ସାଢ଼େ ୧୧ଟା ସୁଦ୍ଧା ୪୧ ଡିଗ୍ରୀ ତାପମାତ୍ରା, ଏହିସବୁ ଜିଲ୍ଲାକୁ ଦିଆଗଲା ଅରେଞ୍ଜ ଓ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର: ଦିନକୁ ଦିନ ତାତି ବଢ଼ିବାରେ ଲାଗିଛି । ରବିବାର ସକାଳ ୮ଟା ୩୦ ସୁଦ୍ଧା ୩୭ ଡିଗ୍ରୀ ସହ ବାରିପଦା ସବୁଠୁ ଉତପ୍ତ ସହର ହୋଇଥିବା ବେଳେ ସାଢ଼େ ୧୧ଟା ସୁଦ୍ଧା ଝାରସୁଗୁଡ଼ା ଓ କେନ୍ଦୁଝରରେ ତାପମାତ୍ରା ୪୧ ଡିଗ୍ରୀ…

(Video) ବର୍ଷାଙ୍କୁ କାହିଁକି ଟିକେଟ ଦେଲା BJD? ବଡ଼ଚଣା ପାଇଁ ‘ସୁପ୍ରିମୋ’ଙ୍କ ମାଷ୍ଟରପ୍ଲାନ: ଜାଣନ୍ତୁ ୭ଟି ପ୍ରମୁଖ କାରଣ

ଓଡ଼ିଶା ଭାସ୍କର: ଷଷ୍ଠ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ୯ଟି ବିଧାନସଭା ଆସନରେ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି ବିଜେଡି । ଘୋଷଣା ପରେ ଏହି ତାଲିକାକକୁ ନେଇ ରାଜନୈତିକ ମାହୋଲ ସରଗରମ ହୋଇଛି । ଏହି ଷଷ୍ଠ ପର୍ଯ୍ୟାୟ…

ସକାଳୁ ସକାଳୁ ତାତିଲାଣି ଓଡ଼ିଶା: ବାରିପଦାରେ ୩୭ ଡିଗ୍ରୀ ତାପମାତ୍ରା, ଜଳୁଛି ଭୁବନେଶ୍ୱର

ଭୁବନେଶ୍ୱର: ରାତି ପାହିଲେ ତତଲା କଡ଼େଇରେ ସିଝୁଛି ଓଡ଼ିଶା । ସକାଳୁ ସକାଳୁ ଅସହ୍ୟ ଗରମରେ ରଜ୍ୟର ବିଭିନ୍ନ ସହର ଏବେ କଲବଲ ହେଉଛି । ସକାଳ ସାଢ଼େ ୮ଟା ସୁଦ୍ଧା ବାରିପଦା ସବୁଠାରୁ ଉତ୍ତପ୍ତ ସହର ଭାବରେ ରେକର୍ଡ କରାଯାଇଛି…