
Browsing Category
ରାଜ୍ୟ
ହଷ୍ଟେଲରେ ଜଣ୍ଡିସ ଅତଙ୍କ, ୨୮ ଛାତ୍ର ଆକ୍ରାନ୍ତ
ଓଡ଼ିଶା ଭାସ୍କର: କେନ୍ଦୁଝର ଡିଗ୍ରୀ ଇଂଜିନିୟରିଂ କଲେଜ ହଷ୍ଟେଲରେ ଜଣ୍ଡିସ ଆତଙ୍କ । ଜଣ୍ଡିସରେ ହଷ୍ଟେଲର ୨୮ ଜଣ ଛାତ୍ର ଆକ୍ରାନ୍ତ ଥିବା ଜଣାପଡ଼ିଛି । ମେଡ଼ିକାଲ ଟିମ୍ ହଷ୍ଟେଲରେ ଛାତ୍ରଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିବା…
ମହାନଦୀ ଡଙ୍ଗା ବୁଡି ଘଟଣା: ମୃତ୍ୟୁସଂଖ୍ୟା ୭କୁ ବୃଦ୍ଧି
ଝାରସୁଗୁଡ଼ା: ଗତକାଲି ଲଖନପୁର ବ୍ଲକ ଶରଧା ନିକଟ ମହାନଦୀରେ ଡଙ୍ଗା ବୁଡିଯାଇଥିଲା । ଏହି ଡଙ୍ଗାରେ ପ୍ରାୟ ୫୦ ଜଣ ଯାତ୍ରା କରୁଥିଲେ । ଏମାନେ ବରଗଡ଼ ବାଞ୍ଜିପାଲିକୁ ଯାଉଥିଲେ । ଏଥିରୁ ପ୍ରାୟ ୪୩ ଜଣ ଲୋକଙ୍କୁ ସ୍ଥାନୀୟ…
ସକାଳୁ ନିଆଁ ବର୍ଷା: ସାଢେ ୮ରେ ଭବାନୀପାଟଣାର ତାପମାତ୍ରା ୩୫ ଡିଗ୍ରୀ
ଭୁବନେଶ୍ୱର: ଆଜି ରାଜ୍ୟରେ ସକାଳୁ ସକାଳୁ ନିଆଁ ବର୍ଷା ପରିସ୍ଥିତି ଦେଖାଦେଇଛି । ସକାଳ ସାଢେ ୮ଟା ସୁଦ୍ଧା ଭବାନୀପାଟଣାର ତାପମାତ୍ରା ୩୫ ଡିଗ୍ରୀ ରେକର୍ଡ କରିଛି । ସେହିଭଳି ବଲାଙ୍ଗୀରର ତାପମାତ୍ରା ୩୪.୨ ଡିଗ୍ରୀ…
ସୁନା ଚେନ୍ ପାଇଁ ସଙ୍ଘବଦ୍ଧ ଆକ୍ରମଣ ଓ ହତ୍ୟା ଉଦ୍ୟମ; ଅଭିଯୋଗ ପରେ ଗିରଫ ହେଲା ଅଭିଯୁକ୍ତ
ଭୁବନେଶ୍ଵର: ସୁନା ଚେନ୍ ପାଇଁ ସଙ୍ଘବଦ୍ଧ ଆକ୍ରମଣ ଓ ହତ୍ୟା ଉଦ୍ୟମ । ଏୟାରଫୀଲ୍ଡ ଥାନା ଅଞ୍ଚଳରେ ଚାଞ୍ଚଲ୍ୟ । ଅଭିଯୋଗକାରୀ ବିରଞ୍ଚିନାରାୟଣ ବେହେରାଙ୍କର ଅଭିଯୋଗ ଭିତ୍ତିରେ ତଦନ୍ତ କରିବା ସହ ନିମ୍ନୋକ୍ତ…
କମିଶନରେଟ୍ ପୋଲିସ ପକ୍ଷରୁ ସତର୍କ ସୂଚନା: ଆପଣଙ୍କ ମୋବାଇଲକୁ ଆସୁଥିବା ନକଲି ଟ୍ରାଫିକ ଚାଲାଣ ମେସେଜ୍ ଲିଙ୍କ ଉପରେ କ୍ଲିକ୍ କରନ୍ତୁନି,…
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଦିନକୁ ଦିନ ସାଇବର କ୍ରାଇମ୍ ବଢ଼ିବାରେ ଲାଗିଛି । ଠକମାନେ ଠକାମିର ନୂଆ ନୂଆ ତରିକା ଆପଣାଉଛନ୍ତି । ନକଲି ଟ୍ରାଫିକ ଚାଲାଣ, ମିଛ ପୋଲିସ ଅଫିସର ଆଦି ତରିକା ଆପଣାଇ ସାଇବର ଫ୍ରଡମାନେ…
ସତ ହେଲାନି ୭ବର୍ଷର ପ୍ରେମ; ଦେଉଥିଲା ଶାରୀରିକ-ମାନସିକ ନିର୍ଯ୍ୟାତନା, ବାନ୍ଧିନେଲା ପୋଲିସ
ଭବନେଶ୍ଵର: (ଓଡ଼ିଶା ଭାସ୍କର) ନୟାପଲ୍ଲୀ ଥାନା ପୋଲିସ ଅଭିଯୋଗକାରିଣୀ ପ୍ରୋମିକାଙ୍କର ଅଭିଯୋଗ ଭିତ୍ତିରେ ତଦନ୍ତ କରିବା ସହ ଶଙ୍କର ଦଳେଇ (୨୬) ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି । ସୂଚନାଯୋଗ୍ୟ ଯେ,…
‘ଗ୍ରୀଷ୍ମ ପ୍ରବାହ ଯୋଗୁଁ ଜୁନ ୧୫ ପର୍ଯ୍ୟନ୍ତ ସ୍କୁଲ ଛୁଟି’: ଏଭଳି ମିଥ୍ୟା ଖବରକୁ ନେଇ ସୂଚନା ଓ ଲୋକସମ୍ପର୍କ ବିଭାଗ ଜାରି କଲା ସୂଚନା
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ଏବେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ଚଳିତ ବର୍ଷ ପ୍ରଥମ ଥର ପାଇଁ ପାରଦ ୪୪ ଡିଗ୍ରୀ ଛୁଇଁଥିବା ବେଳେ ୪୪.୩ ଡିଗ୍ରୀ ସହ ବୌଦ୍ଧ ରାଜ୍ୟର ସବୁଠାରୁ ଉତ୍ତର ସହର ହୋଇଛି ।…
ଏମ୍ସ ଭୁବନେଶ୍ୱରରେ ବିଶ୍ୱ ଯକୃତ ଦିବସ: ବିଭିନ୍ନ ଯକୃତ ରୋଗ ସମ୍ପର୍କରେ ରୋଗୀ ସଚେତନତା ଏବଂ ଚିକିତ୍ସକଙ୍କ ସହିତ ସିଧାସଳଖ ପ୍ରଶ୍ନୋତ୍ତର…
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜି ବିଶ୍ୱ ଯକୃତ ଦିବସ ପାଳନ ଅବସରରେ, ଏମ୍ସ ଭୁବନେଶ୍ୱର ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜି ବିଭାଗ ପକ୍ଷରୁ ଯକୃତ ରୋଗ ଏବଂ ଏକ ସୁସ୍ଥ ଜୀବନଶୈଳୀର ମହତ୍ତ୍ୱ ବିଷୟରେ ଏକ ସଚେତନତା ଏବଂ ପାରସ୍ପରିକ…
ରାଜଧାନୀରେ ଅସୁରକ୍ଷିତ ସାମ୍ବାଦିକ: କାର୍ଯ୍ୟରତ ସାମ୍ବାଦିକଙ୍କ ଉପରେ ହେଉଛି ରାତି ଅଧରେ ଆକ୍ରମଣ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସାମ୍ବାଦିକତା ଏଭଳି ଏକ ବୃତ୍ତି ଯେଉଁଥିରେ ଅନେକ ଯୁବକ, ଯୁବତୀଙ୍କୁ ବିଭିନ୍ନ ଗଣମାଧ୍ୟମ ସଂସ୍ଥାମାନଙ୍କରେ ରାତିରେ ବି କାମ କରିବାକୁ ପଡ଼ିଥାଏ । ଅନେକ ସାମ୍ବାଦିକ ଭାଇ ରାତି ୨ଟାରେ ବି…
ମହାନଦୀ ଡଙ୍ଗା ବୁଡ଼ି ଘଟଣା: ମୃତକଙ୍କ ପାଇଁ ୪ ଲକ୍ଷ ଲେଖାଏଁ ଅନୁକମ୍ପାମୂଳକ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଝାରସୁଗୁଡ଼ା ଜିଲ୍ଲା ଲଖନପୁର ଶରଧାରେ ମହାନଦୀରେ ଡଙ୍ଗା ବୁଡ଼ି ଘଟଣାରେ ୨ ଜଣ ବ୍ୟକ୍ତି ପ୍ରାଣ ହରାଇବା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଗଭୀର ଶୋକ ବ୍ୟକ୍ତ କରିଛନ୍ତି । ଏଥିସହିତ…