CHARIDHAM
Browsing Category

ରାଜ୍ୟ

Breaking: ଆଜି ଶ୍ରୀମନ୍ଦିରରେ ୪ ଘଣ୍ଟା ସାଧାରଣ ଦର୍ଶନ ବନ୍ଦ

ପୁରୀ: ଶ୍ରୀମନ୍ଦିରରେ ଆଜି ୪ ଘଣ୍ଟା ସାଧାରଣ ଦର୍ଶନ ବନ୍ଦ । ଆଜି ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ବନକ ଲାଗି ନୀତି । ଦ୍ୱିତୀୟ ଭୋଗମଣ୍ଡପ ଭୋଗ ଶେଷ ପରେ ସ୍ୱତନ୍ତ୍ର ନୀତି ହେବ । ଗୁପ୍ତ ନୀତି ପାଇଁ ୫ ଘଣ୍ଟା ବନ୍ଦ ରହିବ…

ପୋଲିସଙ୍କ ପାଇଁ ଆସିଲା ଟାଟୁର ଗାଇଡଲାଇନ: ଏଣିକି ଦେହ ମୁହଁ ଓ ହାତରେ କରିପାରିବେନି TATTOO

ଭୁବନେଶ୍ୱର: ଟାଟୁକୁ ନେଇ ଆସିଲା ନୂଆ ଗାଇଡଲାଇନ । ଦେହ ମୁହଁ ଓ ହାତରେ ଟାଟୁ କରିପାରିବେନି ପୋଲିସ କର୍ମଚାରୀ । ୧୫ ଦିନ ଭିତରେ ଟାଟୁ ଲିଭାଇବାକୁ ନିର୍ଦ୍ଦେଶ ଜାରି କରାଯାଇଛି । ସୁରକ୍ଷା ବାହିନୀ ଓ କମିସନରେଟ…

୧୨ ଘଣ୍ଟିଆ କଣ୍ଟାବାଞ୍ଜି ବନ୍ଦ, ତେଜିଲା ପୁରୁଣା ବସଷ୍ଟାଣ୍ଡ ଅଧୁନୀକରଣ ଦାବି

କଣ୍ଟାବାଞ୍ଜି: ଆଜି ୧୨ ଘଣ୍ଟିଆ କଣ୍ଟାବାଞ୍ଜି ବନ୍ଦ । ନୂଆ ବସଷ୍ଟାଣ୍ଡକୁ ବିରୋଧ ଏବଂ ପୁରୁଣା ବସଷ୍ଟାଣ୍ଡକୁ ଆଧୁନୀକରଣ ଦାବି ନେଇ ୧୨ ଘଣ୍ଟିଆ କଣ୍ଟାବାଞ୍ଜି ବନ୍ଦ ଡାକରା ଦିଆଯାଇଛି । କଣ୍ଟାବାଞ୍ଜି ନଗର କମିଟି ଏବଂ…

୨ ବାଇକ ମୁହାଁମୁହିଁ ଧକ୍କା: ୩ ମୃତ, ୪ ଗୁରୁତର

ଜୟପୁର: ୨ ବାଇକ ମୁହାଁମୁହାଁ ହୋଇ ମର୍ମନ୍ତୁଦ ଦୁର୍ଘଟଣା ଘଟିବା ଖବର ସାମ୍ନାକୁ ଆସିଛି । ଏହି ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୪ ଜଣ ଗୁରୁତର ଅଛନ୍ତି । ଏହି ମର୍ମନ୍ତୁଦ ଦୁର୍ଘଟଣାଟି ସଦର ଥାନା…

ଆସନ୍ତାକାଲି ପାଳନ ହେବ ନାହିଁ ‘ଇଦ୍’ : ଆଜି ଚାନ୍ଦ ନ ଦେଖାଯିବାରୁ ୧୧ରେ ‘ଇଦ୍’ ପାଳନ କରିବାକୁ ନିଷ୍ପତି

ଓଡ଼ିଶା ଭାସ୍କର(କଟକ): ଆସନ୍ତାକାଲି ପାଳନ ହେବ ନାହିଁ ଇଦ୍ । ତେବେ ଆସନ୍ତା ୧୧ ତାରିଖ ଅର୍ଥାତ ଗୁରୁବାର ଦିନ ପାଳନ ହେବ ଇଦ୍ । ଏନେଇ ଅଞ୍ଜୁମାନ ଇସଲାମିଆ ଆହେଲ ସୁନତ ଓ ଜମାତ ଚାନ୍ଦ କମିଟି ପକ୍ଷରୁ ନିଷ୍ପତି…

ପୁରୀ ଶ୍ରୀମନ୍ଦିରରେ ଶ୍ରୀଜୀଉମାନଙ୍କର ଆସନ୍ତାକାଲି ହେବ ବନକଲାଗି ନୀତି

ଭୁବନେଶ୍ୱର: ପୁରୀ ଶ୍ରୀମନ୍ଦିରରେ ଆସନ୍ତାକାଲି ଶ୍ରୀଜିଉଙ୍କର ବନକଲାଗି ନୀତି ଅନୁଷ୍ଠିତ ହେବ । ଚୈତ୍ର ଶୁକ୍ଳ ଦ୍ୱିତୀୟା ତିଥି ବୁଧବାର ଦିନ ଶ୍ରୀବିଗ୍ରହମାନଙ୍କ ବନକ ଲାଗି ନୀତି ଅନୁଷ୍ଠିତ ହେବା ନେଇ ଶ୍ରୀମନ୍ଦିର…

ବଡ଼ ଖବର; ରାଉରକେଲା ନିର୍ବାଚନରେ ଓହ୍ଲାଇବେ ଦିଲ୍ଲୀପ! କେବଳ ଘୋଷଣାକୁ ଅପେକ୍ଷା

ଭୁବନେଶ୍ୱର: ସାଧାରଣ ନିର୍ବାଚନ ଏବେ ରାଜ୍ୟ ରାଜନୀତିକୁ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ କରିିଛି । ଆସନ୍ତା ନିର୍ବାଚନରେ ଓଡ଼ିଶାର ସମସ୍ତ ଆସନରେ ବିଜୟୀ ଧ୍ୱଜା ଉଡ଼ାଇବାକୁ ଲକ୍ଷ୍ୟ ରଖିଛି ବିଜେପି । ତେଣୁ ସମସ୍ତ ଆସନରେ…

Big Breaking; ପାଳନ ହେବ ହନୁମାନ ଜୟନ୍ତୀ: କିନ୍ତୁ ଶୋଭାଯାତ୍ରା ଉପରେ ଲାଗିଲା ରୋକ୍

ସମ୍ବଲପୁର: ସମ୍ବଲପୁର ହନୁମାନ ଜୟନ୍ତୀ ଉତ୍ସବ ପାଳନକୁ ନେଇ ଶାନ୍ତି ଓ ସମନ୍ୱୟ କମିଟି ବୈଠକରେ ଏକ ବଡ଼ ନିଷ୍ପତ୍ତି ନିଆଯାଇଛି । ଏଥର ପବିତ୍ର ହନୁମାନ ଜୟନ୍ତୀରେ ଆଖଡ଼ା ଶୋଭାଯାତ୍ରା ବାହାରିବ ନାହିଁ ବୋଲି ଏହି ବୈଠକରେ…

Breaking; ୧୩ ତାରିଖରୁ ଆହୁରି ବଢିବ ତାତି: ଅସହ୍ୟ ଗରମରେ ଜଳିବ ଓଡ଼ିଶା

ଭୁବନେଶ୍ୱର: ଏପ୍ରିଲ ୧୩ ତାରିଖରୁ ସାରା ରାଜ୍ୟରେ ତାପମାତ୍ରା ଆହୁରି ବୃଦ୍ଧି ପାଇବାକୁ ଯାଉଛି । ୧୩ ତାରିଖ ପରଠାରୁ ତାତି ଆହୁରି ବଢିବ ବୋଲି ସୂଚନା ଦିଆଯାଇଛି । ଏହାସହିତ ଉତ୍ତର-ପଶ୍ଚିମ ଦିଗରୁ ଶୁଷ୍କ ବାୟୁ ପ୍ରଭାବ…

ରାଜ୍ୟ ସରକାର ଲାଗୁ କରିବେ ନୂଆ ବ୍ୟବସ୍ଥା: ଏଣିକି ଗ୍ରେଡେସନ୍ ଅନୁସାରେ ହେବ ଡାକ୍ତରଙ୍କ ପଦୋନ୍ନତି ଓ ବଦଳି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଏଣିକି ‘ଗ୍ରେଡେସନ’ ଅନୁସାରେ ଡାକ୍ତରଙ୍କର ବଦଳି ଓ ପଦୋନ୍ନତି ହେବ । ସମସ୍ତ ଡାକ୍ତରଙ୍କ ପାଇଁ ରାଜ୍ୟ ସରକାର ସମାନ ନୀତି ଆପଣାଇ ଗ୍ରେଡେସନ ନୀତି ଆଣିବାକୁ ନିଷ୍ପତ୍ତି ନେଇଛନ୍ତି । ଏହି…