Browsing Category

ରାଜ୍ୟ

‘ବିଜେଡ଼ି-ବିଜେପି ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ଵ…’ କହିଲେ ଜୟରାମ ରମେଶ

ରାଉଲକେଲା: ଆଜି ଓଡ଼ିଶାରେ ଭାରତ ଯୋଡ଼ୋ ନ୍ୟାୟ ଯାତ୍ରାର ୨ୟ ଦିନ । ଏହି ଅବସରରେ ରାଉଲକେଲାରେ ରୋଡ୍ ଶୋ କରିଥିଲେ କଂଗ୍ରେସ ନେତା ରାହୁଲ ଗାନ୍ଧୀ । ରୋଡ୍ ଶୋ ସମୟରେ ସେଠାରେ ଉପସ୍ଥିତ ଜନ ସାଧାରଣଙ୍କ ସହ ନେତା ଓ…

୨୮ଟି ନୂଆ ଜିଲ୍ଲା ଗଠନ ଦାବୀ ପ୍ରସଙ୍ଗ, ମନ୍ତ୍ରୀ କହିଲେ ଉପଯୁକ୍ତ ସମୟରେ ସରକାର ଉପଯୁକ୍ତ ପଦକ୍ଷେପ ନେବେ

ଭୁୁବନେଶ୍ୱର: ରାଜ୍ୟରେ ବିଭିନ୍ନ ସମୟରେ ନୂଆ ଜିଲ୍ଲା ଗଠନ ନେଇ ସ୍ଥାନୀୟ ନେତା ତଥା ବିଭିନ୍ନ ସଂଗଠନ ପକ୍ଷରୁ ଦାବୀ ଉଠିଛି । ତେବେ ଏ ସଂପର୍କରେ ଆଜି ବିଧାନସଭା ଅଧିବେଶନ ସମୟରେ ଗୃହରେ ଆଲୋଚନା ହୋଇଛି । ଏ ବିଷୟରେ ଆଜି…

ମେମୁ ଟ୍ରେନ ଭିତରୁ ମିଳିଲା ମୃତଦେହ, ମୃତ୍ୟୁର କାରଣ ଅସ୍ପଷ୍ଟ

ଭୁବନେଶ୍ୱର: ଖୋର୍ଦ୍ଧା-କେନ୍ଦୁଝର ମେମୁ ଟ୍ରେନରୁ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଟମ୍‌କା ଷ୍ଟେସନ ନିକଟରେ ଟ୍ରେନ ଭିତରୁ ମିଳିଲା ମୃତଦେହ । ତେବେ ମୃତ୍ୟୁର କାରଣ କ’ଣ ରହିଛି ତାହା ଏ ପର୍ଯ୍ୟନ୍ତ…

ଜଷ୍ଟିସ ଚକ୍ରଧାରୀ ଶରଣ ସିଂ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଶପଥ ନେଲେ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାପରତି ଭାବେ ଜଷ୍ଟିସ ଚକ୍ରଧାରୀ ଶରଣ ସିଂ ଶପଥ ଗ୍ରହଣ କରିଛନ୍ତି । ଜଷ୍ଟିସ ଚକ୍ରଧାରୀଙ୍କୁ ରାଜ୍ୟପାଳ ରଘୁବର ଦାସ ଶପଥ ପାଠ କରାଇଛନ୍ତି । ଜଷ୍ଟିସ ଚକ୍ରଧାରୀ…

ଶିକ୍ଷକଙ୍କ ଘର ଉପରକୁ ବୋମାମାଡ଼, କାରଣ ଅସ୍ପଷ୍ଟ

ଓଡ଼ିଶା ଭାସ୍କର: ଖୋର୍ଦ୍ଧା ଜିଲ୍ଲାରୁ ଏକ ବଡ଼ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ମଙ୍ଗଳବାର ରାତିରେ ଜିଲ୍ଲାର ମୁଖ୍ୟ ଚିକିତ୍ସାଳୟ ସମ୍ମୁଖ ସୁଦର୍ଶନ ବିହାରର ଜଣେ ଶିକ୍ଷକଙ୍କ ଘର ଉପରକୁ ବୋମାମାଡ଼ କରାଯାଇଥିବା…

ମଧୁବାବୁ ପେନସନ ଯୋଜନାରେ ଆଉ ୪ଲକ୍ଷ ଲୋକଙ୍କୁ କରାଯିବ ସାମିଲ; ପ୍ରସ୍ତାବ ଅନୁମୋଦନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମଧୁବାବୁ ପେନସନ ଯୋଜନାରେ ଆଉ ୪ଲକ୍ଷ ଲୋକଙ୍କୁ ସାମିଲ କରାଯିବ । ଏନେଇ ପ୍ରସ୍ତାବ ଅନୁମୋଦନ କଲେ ମୁଖ୍ୟମନ୍ତ୍ରୀ । ଏହାଦ୍ବାରା ରାଜ୍ୟର ସମୁଦାୟ ମଧୁବାବୁ ପେନସନ ହିତାଧିକାରୀଙ୍କ ସଂଖ୍ୟା ୩୨.୭୫ରୁ ବୃଦ୍ଧି…

ମୁଖ୍ୟମନ୍ତ୍ରୀ କଳାକାର ଯୋଜନା: ସାମିଲ ହେବେ ଆଉ ୩୦ ହଜାର କଳାକାର

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ କଳାକାରଙ୍କୁ ସୁବିଧା-ସୁଯୋଗ ଯୋଗାଇ ଦେବା ପାଇଁ ରାଜ୍ୟ ସରକାର ପଦକ୍ଷେପ ନେଉଛନ୍ତି । ‘ମୁଖ୍ୟମନ୍ତ୍ରୀ କଳାକାର ଯୋଜନା’ରେ ସାମିଲ ହେବେ ରାଜ୍ୟର ବିଭିନ୍ନ କଳାକାର । ଏହି ଯୋଜନାରେ ଆଉ ୩୦…

BIG BREAKING: ଜାରି ହେଲା ୧୦ମ ଓ ୧୨ଶ ଶ୍ରେଣୀ ବୋର୍ଡ ପରୀକ୍ଷା ଆଡମିଟ୍ କାର୍ଡ

ନୂଆଦିଲ୍ଲୀ: ଆସନ୍ତା ୧୫ରୁ ତାରିଖରୁ ଆରମ୍ଭ ହେବାକୁ ଯାଉଛି କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍ଇ) ଦ୍ୱାରା ପରିଚାଳିତ ୧୦ମ ଓ ୧୨ଶ ଶ୍ରେଣୀ ବୋର୍ଡ ପରୀକ୍ଷା। ଉଭୟ ଦଶମ ଓ ଦ୍ୱାଦଶ ଶ୍ରେଣୀ ର ସିବିଏସଇ ବୋର୍ଡ…

ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ-୨୦୨୪: ଉନ୍ମୋଚିତ ହେଲା ‘ଉତ୍କଳ ପ୍ରସଙ୍ଗ’ ଓ ‘ଓଡ଼ିଶା ରିଭ୍ୟୁ’ର ସ୍ୱତନ୍ତ୍ର ସଂଖ୍ୟା

ଭୁବନେଶ୍ୱର: ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଅବସରରେ ଆଜି ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ପ୍ରକାଶିତ ‘ଉତ୍କଳ ପ୍ରସଙ୍ଗ’ ଓ ‘ଓଡ଼ିଶା ରିଭ୍ୟୁ’ର ସ୍ୱତନ୍ତ୍ର ସଂଖ୍ୟା ଉନ୍ମୋଚିତ ହୋଇଯାଇଛି । ଏହି ଅବସରରେ ସୂଚନା…

+2 1st year ଛାତ୍ରୀଙ୍କୁ ଅସଦାଚରଣ କରି ଗିରଫ ହେଲେ ପଦାର୍ଥ ବିଜ୍ଞାନ ଅଧ୍ୟାପକ

ଓଡ଼ିଶା ଭାସ୍କର: ଜଣେ ପଦାର୍ଥ ବିଜ୍ଞାନ ଅଧ୍ୟାପକଙ୍କ କାରନାମା ସାମ୍ନାକୁ ଯାଇଛି। ତେବେ କଲେଜର ଜଣେ ଛାତ୍ରୀଙ୍କୁ ଅସଦାଚରଣ କରିବା ଅଭିଯୋଗରେ ଉକ୍ତ ପଦାର୍ଥ ବିଜ୍ଞାନ ଅଧ୍ୟାପକଙ୍କୁ ଗିରଫ କରାଯାଇଛି। ସମ୍ୱଲପୁର…