Browsing Category
ରାଜ୍ୟ
ବାଲେଶ୍ୱର: ୱେବ୍ ସାମ୍ବାଦିକ ପରିଚୟରେ ବାଇକ୍ ଚୋରି କରୁଥିବା ୩ ଅଭିଯୁକ୍ତ ଗିରଫ
ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ଔପଦା ଥାନା ପୋଲିସ ଏକ ବାଇକ ଚୋରି ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଛି।ଏ ନେଇ ଆଜି ଔପଦା ଥାନାରେ ବାଲେଶ୍ୱର ଏସପି ସାଗରିକା ନାଥଙ୍କ ଏକ ସାମ୍ବାଦିକ ସମ୍ମିଳନୀ କରି ବାଇକ ଗ୍ୟାଙ୍ଗ ବିଷୟରେ…
ଗୋପବନ୍ଧୁ ଶିକ୍ଷା ସହାୟତା ଯୋଜନାରେ ଅନାଥ-କିନ୍ନରଙ୍କୁ ସାମିଲ କଲେ ରାଜ୍ୟ ସରକାର
ଭୁବନେଶ୍ୱର: ଅନାଥ, ବାଲ୍ୟ ବିବାହ ସମୟରେ ଉଦ୍ଧାର ହେଉଥିବା ବାଳିକା ଏବଂ କିନ୍ନର ଶିଶୁମାନଙ୍କୁ ଉଚ୍ଚ ଶିକ୍ଷାରେ ସହାୟତା ଯୋଗାଇଦେବେ ରାଜ୍ୟ ସରକାର। ସ୍ନାତକ ଓ ସ୍ନାତକୋତ୍ତର ଶିକ୍ଷା ପାଇଁ ସେମାନଙ୍କୁ ଗୋପବନ୍ଧୁ…
ବଣ୍ଡ୍ ଅବଧି ପୂରଣ ନକଲେ ଡାକ୍ତରୀ ଛାତ୍ରଛାତ୍ରୀ ଦେବେ ଦରମାର ଦୁଇଗୁଣା ଜରିମାନା: ଓଡ଼ିଶା ସରକାର
ଓଡ଼ିଶା ଭାସ୍କର: ଡାକ୍ତରୀ ଛାତ୍ରଛାତ୍ରୀଙ୍କ ପାଇଁ ଓଡିଶା ସରକାର ଏକ ବଡ଼ ନିର୍ଦ୍ଦେଶନାମା ଜାରି କରିଛନ୍ତି। ଏଣିକି ୨ବର୍ଷର ବଣ୍ଡ୍ ଅବଧି ପୂରଣ ନ କଲେ ଡାକ୍ତରୀ ଛାତ୍ରଛାତ୍ରୀଙ୍କୁ ଦୁଇଗୁଣା ଜରିମାନା ଦେବାକୁ ପଡିବ।…
କ୍ରିକେଟ ଖେଳ ବଚସାରୁ ଯୁବକଙ୍କୁ ଗାଁ’ ରାସ୍ତାରେ ଛୁରି ଭୁସି ହତ୍ୟା
ଖଲ୍ଲିକୋଟ: ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟରୁ ଆସିଲା ସାଙ୍ଘାତିକ ଖବର । କ୍ରିକେଟ ଖେଳ ବଚସାରୁ ଯୁବକଙ୍କୁ ହତ୍ୟା କରାଯାଇଛି । କଇରାଶି ଗାଁ ଶେଷ ମୁଣ୍ଡ ରାସ୍ତାରେ ଛୁରି ଭୁସି ହତ୍ୟା । ଅସୁସ୍ଥ ମାଆ ପାଇଁ ମେଡିସିନ୍…
ଗଞ୍ଜାମ ଜିଲ୍ଳା ସୁନାପୁର ବେଳାଭୂମିକୁ ମିଳିଲା ଅନ୍ତର୍ଜାତୀୟ ବ୍ଲୁ-ଫ୍ଲାଗ୍ ବିଚ୍ର ମାନ୍ୟତା
ଭୁବନେଶ୍ୱର: ଗଞ୍ଜାମ ଜିଲ୍ଲାର ସୁନାପୁର ବେଳାଭୂମିକୁ ଅନ୍ତର୍ଜାତୀୟ ‘ବ୍ଲୁ-ଫ୍ଲାଗ୍ ବିଚ୍’ର ମାନ୍ୟତା ମିଳିଛି । ପରିବେଶ ମାନ, ପରିଚ୍ଛନ୍ନତା ଓ ପର୍ଯ୍ୟଟକ ଅନୁକୂଳ ପରିବେଶ ଭଳି ବିଭିନ୍ନ ଦିଗକୁ ତର୍ଜମା କରିବା ପରେ…
ଭିଜିଲାନ୍ସ ରେଡ୍ ବେଳେ ଆସିଲା JE ଙ୍କ କଳା ଧନର ଲମ୍ବା ଚିଠା: ରହିଛି ୧୧ ପ୍ଲଟ, ୨ କୋଠା
ଓଡିଶା ଭାସ୍କର: ଆୟ ବର୍ହିଭୂତ ସଂପତ୍ତି ଠୁଳ କରିଥିବା ଅଭିଯୋଗରେ ଆଜି ମାଲକାନଗିରି ଜଳସମ୍ପଦ ବିଭାଗର କନିଷ୍ଠ ଯନ୍ତ୍ରୀ ସଞ୍ଜୟ କୁମାର ମହାନ୍ତିଙ୍କ ଘରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଥିଲା। ମାଲକାନଗିରି,…
ଶ୍ରୀମନ୍ଦିର ଭିତରେ ମାରପିଟ୍; ନୀଳଚକ୍ର ବାନା ବିକ୍ରିକୁ ନେଇ ମୁହାଁମୁହିଁ ହେଲେ ସେବାୟତ
ପୁରୀ: ଶ୍ରୀମନ୍ଦିର ଭିତରେ ମାରପିଟ୍, ଦୁଇ ସେବାୟତଙ୍କ ଭିତରେ ହାତାହାତି ସ୍ଥିତି ଉପୁଜିଛି । ନୀଳଚକ୍ର ବାନା ବିକ୍ରିକୁ ନେଇ ସେବାୟତ ମୁହାଁମୁହିଁ ହୋଇଥିବା ଖବର ରହିଛି । ଚୂନେରା ସେବାୟତ ଓ ଖୁଣ୍ଟିଆ ସେବାୟତଙ୍କ…
ଆସନ୍ତାକାଲି ମହାପ୍ରଭୁଙ୍କ ବନକଲାଗି ନୀତି: ୩ ରୁ ୪ ଘଣ୍ଟା ବନ୍ଦ ଧରିବ ସାଧାରଣ ଦର୍ଶନ
ପୁରୀ : ବନକଲାଗି ହେଉଛି ମହାପ୍ରଭୁଙ୍କର ଏକ ଗୁପ୍ତ ନୀତି, ଯାହାକି ଆସନ୍ତାକାଲି ଅନୁଷ୍ଠିତ ହେବ। ଏହି ବନକଲାଗି ନୀତି ସମୟରେ ଠାକୁରଙ୍କ ଦର୍ଶନ ଉପରେ କଟକଣା ରହିବ । ପ୍ରାୟତଃ ୩ ରୁ ୪ ଘଣ୍ଟା ବନ୍ଦ ରହିବ ସାଧାରଣ ଦର୍ଶନ…
ଭିଜିଲାନ୍ସ ଜାଲରେ JE: ଏକକାଳୀନ ୭ଟି ସ୍ଥାନରେ ଚାଲିଛି ଚଢ଼ାଉ
ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ JE ବା କନିଷ୍ଠ ଯନ୍ତ୍ରୀ । ମାଲକାନଗିରିରେ ଜଳସମ୍ପଦ ବିଭାଗର କନିଷ୍ଠ ଯନ୍ତ୍ରୀ ସଂଜୟ ମହାନ୍ତିଙ୍କ ଘର ଓ କାର୍ଯ୍ୟାଳୟରେ ଏକକାଳୀନ ଚଢ଼ାଉ ହୋଇଛି । ଚଢ଼ାଉ ବେଳେ ଭଡ଼ା ଘରୁ ୧ଲକ୍ଷ ୧୫ହଜାର…
Big News; ନକଲି ଶିକ୍ଷକଙ୍କ ଉପରେ ଛାଟ ପାହାର: ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶାଳୟର ଚିଠି
ଭୁବନେଶ୍ୱର: ସାରା ରାଜ୍ୟରେ ଅନେକ ସ୍ଥାନରୁ ନକଲି ଶିକ୍ଷକଙ୍କ ବିଷୟରେ ଜାଣିବାକୁ ମିଳିଛି । ଏହାପରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବା ପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରି ନେଇଛି ଓଡ଼ିଶାର ଶିକ୍ଷା ନିର୍ଦ୍ଦେଶଳୟ ।…