Browsing Category
ରାଜ୍ୟ
୨୯ ତାରିଖରୁ ଆନ୍ଦୋଳନ କରିବେ Teachers’ Association! ଡାକରା ଦେଲେ ପ୍ରାଥମିକ ଶିକ୍ଷକ ସଂଘ
ଭୁବନେଶ୍ୱର: ଆସନ୍ତା ୨୯ ତାରିଖରୁ ପ୍ରାଥମିକ ଶିକ୍ଷକ ସଂଘ ତରଫରୁ ଆନ୍ଦୋଳନ ପାଇଁ ଡାକରା ଦିଆଯାଇଛି । ଶିକ୍ଷକ ସଂଘ ତରଫରୁ ହୋଇଥିବା ସମସ୍ତ ଦାବି ପୂରଣ ନ ହେଲେ ପୁଣିଥରେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଧମକ ଦିଆଯାଇଛି ।…
ପୁରୀ: ମହାପ୍ରଭୁଙ୍କୁ ଦର୍ଶନ କରୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
ପୁରୀ: ଆଜି ଅପରାହ୍ଣରେ ପୁରୀ ଗସ୍ତରେ ଯାଇଛନ୍ତି ମୁଖ୍ୟମନ୍ତ୍ରୀ । ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରୁଛନ୍ତି ମୁଖ୍ୟମନ୍ତ୍ରୀ । ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରି ଶ୍ରୀଜଗନ୍ନାଥ ବଲ୍ଲଭ ପ୍ରମୋଦ…
Breaking News; ମାଟି ଅତଡ଼ା ଖସି ୨ ଶ୍ରମିକଙ୍କ ମୃତ୍ୟୁ: ଡ୍ରେନେଜ କାମ ବେଳେ ବଡ଼ ଅଘଟଣ
କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଯୋଡ଼ା ଥାନା ଅନ୍ତର୍ଗତ କମାରଯୋଡ଼ାରେ ଘଟିଯାଇଛି ଏକ ବଡ଼ ଅଘଟଣ । ଅଣ୍ଡରଗ୍ରାଉଣ୍ଡ ଡ୍ରେନେଜ କାମ ଚାଲିଥିବା ବେଳେ ହଠାତ୍ ମାଟି ଅତଡ଼ା ଖସିବାରୁ ୨ ଜଣ ଶ୍ରମିକ ପ୍ରାଣ ହରାଇଛନ୍ତି । ଡ୍ରେନେଜ…
ଭୁବନେଶ୍ୱର ଏମ୍ସରେ ଆରମ୍ଭ ହେଲା ଡ୍ରୋନ ସେବା: ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ବଡ଼ ସଫଳତା
ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର ଏମ୍ସ ହସ୍ପିଟାଲରେ ଆଜିଠାରୁ ଡ୍ରୋନ ସେବା ଆରମ୍ଭ ହୋଇଯାଇଛି । ଏଣିକି ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଏମ୍ସ ମେଡିକାଲରେ ଡ୍ରୋନ ସେବା ଉପଲବ୍ଧ ହୋଇପାରିବ । ଏମ୍ସ ମେଡିକାଲର…
କୋଲକାତାକୁ ଯାଉଥିବା ବିମାନ ଫେରିଆସିଲା ଓଡିଶା, ଜାଣନ୍ତୁ କାରଣ
ଓଡିଶା ଭାସ୍କର: କୋଲକାତାକୁ ଯାଉଥିବା ବିମାନ ଫେରିଆସିଲା ଓଡିଶା। ବିମାନରେ ବୈଷୟିକ ତ୍ରୁଟି ପରିଲକ୍ଷିତ ହେବା ପରେ ପାଇଲଟ୍ ବିମାନଟିକୁ ଫେରାଇ ଆଣିବାକୁ ବାଧ୍ୟ ହୋଇଥିଲେ ବୋଲି ଏୟାରଲାଇନ୍ସ କହିଛି।
ସୂଚନା…
ଆଜିଠୁ BJDର ପରିବାର ସମ୍ପର୍କ ଅଭିଯାନ: ଜାନୁଆରି ୨୩ରୁ ମାର୍ଚ୍ଚ ୫ ଯାଏ ଚାଲିବ କାର୍ଯ୍ୟକ୍ରମ
ଭୁବନେଶ୍ୱର: ଆଜିଠୁ BJDର ପରିବାର ସମ୍ପର୍କ ଅଭିଯାନ ଆରମ୍ଭ ହୋଇଛି । ଜାନୁଆରୀ ୨୩ରୁ ଆରମ୍ଭ ହୋଇ ଏହି ପରିବାର ସମ୍ପର୍କ ଅଭିଯାନ ମାର୍ଚ୍ଚ ୫ ବିଜୁ ଜୟନ୍ତୀ ଯାଏ ଚାଲିବ । ଏହି ପରିବାର ସମ୍ପର୍କ ଅଭିଯାନରେ ଘରେ ଘରେ…
Big Breaking: ପୋଲିସ-ମାଓବାଦୀ ଗୁଳି ବିନିମୟ
ବୌଦ୍ଧ: ପୁଣି ପୋଲିସ ଏବଂ ମାଓବାଦୀ ମଧ୍ୟରେ ଗୁଳି ବିନିମୟ ଘଟିଛି । ବୌଦ୍ଧ-କନ୍ଧମାଳ ସୀମାନ୍ତ ନଳୀକୁମ୍ପା ଜଙ୍ଗଲରେ ଏହି ଗୁଳି ବିନିମୟ ଘଟିଛି । ପୋଲିସର ସର୍ଚ୍ଚ ଅପରେସନ ଚାଲିଥିବା ବେଳେ ଏପରି ଘଟିଥିବା କୁହାଯାଉଛି ।…
ବାଣୀବିହାର ଓଭରବ୍ରିଜ ଉପରେ ଦୁର୍ଘଟଣା: ଏକାଧିକ ଆହତ
ଭୁବନେଶ୍ୱର: ବାଣୀବିହାର ଓଭରବ୍ରିଜ ଉପରେ ଦୁର୍ଘଟଣା ଘଟିବା ଖବର ସାମ୍ନାକୁ ଆସିଛି । ଓଏସଆରଟିସି ବସକୁ ଏକ ଘରୋଇ ବସ ଧକ୍କା ଦେଇଛି । ତେବେ ଏହି ଦୁର୍ଘଟଣାରେ ଏକାଧିକ ଆହତ ହୋଇଛନ୍ତି । ଦୁଇଟି ବସର ଡ୍ରାଇଭର ସହ ଏକାଧିକ…
ଆଜି ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଓ ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମ ଜୟନ୍ତୀ
ଓଡିଶା ଭାସ୍କର: ଆଜି ଭାରତମାତାର ଦୁଇ ଦୁଇ ଜଣ ବୀର ସୁପୁତ୍ରଙ୍କର ଜନ୍ମତିଥି। ଜଣେ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଓ ଆଉ ଜଣେ ବୀର ସୁରେନ୍ଦ୍ର ସାଏ। ସ୍ଵାଧିନତା ସଂଗ୍ରାମରେ ଉଭୟଙ୍କର ଅବଦାନ ଅତୁଳନୀୟ। ବ୍ରିଟିଶ ଶାସନ…
Breaking News: ବରିଷ୍ଠ ସାମ୍ବାଦିକ ଅରୁଣ ପଣ୍ଡାଙ୍କ ଦେହାନ୍ତ
କଟକ: ଓଡିଶାର ବରିଷ୍ଠ ସାମ୍ବାଦିକ ଅରୁଣ ପଣ୍ଡାଙ୍କ ଦେହାନ୍ତ। ୭୬ ବର୍ଷ ବୟସରେ କଟକ ସିଡିଏ ସ୍ଥିତ ବାସ ଭବନରେ ତାଙ୍କର ଦେହାନ୍ତ ହୋଇଥିବା ସୂଚନା ମିଳିଛି।