Browsing Category
ରାଜ୍ୟ
ଗର୍ଭାଶୟରୁ ବାହାରିଲା ୧୭ କେଜିର ଟ୍ୟୁମର, କୋରାପୁଟ ହସ୍ପିଟାଲରେ ସଫଳ ଅସ୍ତ୍ରୋପଚାର
ଓଡ଼ିଶା ଭାସ୍କର: କୋରାପୁଟ ସହିଦ ଲକ୍ଷ୍ମଣ ନାୟକ(ଏସଏଲଏନ) ମେଡିକାଲ କଲେଜ ଓ ହସ୍ପିଟାଲରେ ଦେଖିବାକୁ ମିଳିଛି ଏକ ବିରଳ ଘଟଣା। ଅସ୍ତ୍ରୋପଚାର ଦ୍ୱାରା ଜଣେ ମହିଳାଙ୍କ ଗର୍ଭାଶୟରୁ ୧୭ କେଲୋ ୨୭୦ ଗ୍ରାମ୍ ଓଜନର ଟ୍ୟୁମର…
ନିଶା ସେବନରେ ଦେଶର ତୃତୀୟ ସ୍ଥାନରେ ଭୁବନେଶ୍ୱର, ପ୍ରମୁଖତାରେ ରହିଛି ମଦ ଓ ଗଞ୍ଜେଇ
ଓଡ଼ିଶା ଭାସ୍କର: ନିଶାକବଳରେ ରାଜଧାନୀ ଭୁବନେଶ୍ୱରର ଯୁବପିଢ଼ି। ତେବେ ବଜାରରେ ଯେତେ ପ୍ରକାରର ନିଶା ଉପଲବ୍ଧ ହେଉଛି ତାହା ଭୁବନେଶ୍ୱର ଓ ଏହାର ଆଖପାଖ ଅଞ୍ଚଳରେ ଖୁବ ସେବନ ହେଉଛି। ଯାହା ଦ୍ୱାରା ନିଶା ସେବନରେ…
ଇଡିରେ ହାଜର ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ପୁଅ ପ୍ରୟାସକାନ୍ତି, ଚାଲିଛି ଜେରା
ଓଡ଼ିଶା ଭାସ୍କର: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ରେ ଆଜି ହାଜର ହୋଇଛନ୍ତି ଭଣ୍ଡାରିପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ପୁଅ ପ୍ରୟାସକାନ୍ତି। ବରପଦା ଇଂଜିନିୟରିଂ କଲେଜ ଜମି ଦୁର୍ନୀତି ମାମଲାରେ ସେ ଇଡିରେ ହାଜର…
(Video) ‘ଜୟ ଜଗନ୍ନାଥ’ କହି ଚଣ୍ଡିଖୋଲରେ ଭାଷଣ ଆରମ୍ଭ କଲେ ପ୍ରଧାନମନ୍ତ୍ରୀ ମୋଦୀ
ଓଡ଼ିଶା ଭାସ୍କର: ଆଜି ଦିନିକିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏହି ପରିପ୍ରେକ୍ଷୀରେ ସେ ରାଜ୍ୟବାସୀଙ୍କୁ ଭେଟିଦେଇଛନ୍ତି ୧୯ ହଜାର ୬ଶହ କୋଟି ଟଙ୍କାର ବିଭିନ୍ନ ବିକାଶମୂଳକ ପ୍ରକଳ୍ପ ।…
ଚଣ୍ଡିଖୋଲରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ: ୨୦ ହଜାର କୋଟି ପ୍ରକଳ୍ପ ଭେଟି
ଚଣ୍ଡିଖୋଲ: ଯାଜପୁର ଚଣ୍ଡିଖୋଲ ସଭାରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଚଣ୍ଡିଖୋଲ ସଭାରେ ପହଞ୍ଚି ସ୍ଥାନୀୟ ଅଞ୍ଚଳରେ ପ୍ରାୟ ୨୦ ହଜାର କୋଟି ଟଙ୍କାର ପ୍ରକଳ୍ପ ଭେଟି ଦେଇଛନ୍ତି ପ୍ରଧାନମନ୍ତ୍ରୀ । ଏହି…
(Video) ବିବାହ ପାଇଁ ପ୍ରତିବନ୍ଧକ ସାଜୁଛି ନେଟୱାର୍କ: ଏହି ଗାଁର ପୁଅକୁ ବାହା ହେବାକୁ ରାଜି ହେଉ ନାହାଁନ୍ତି ଝିଅ, ଚିନ୍ତାରେ ବାପା-ମାଆ
ଅନୁଗୁଳ: ଆଜିକାଲିର ଆଧୁନିକ ଯୁଗରେ ଉଭୟେ ମୋବାଇଲ ଏବଂ ନେଟୱାର୍କର ଆବଶ୍ୟକତା ପ୍ରଥମିକତାରେ ପରିଣତ ହୋଇଛି । ଖାଇବାକୁ ନଥିଲେ ମଧ୍ୟ ଚଳୁଛି ହେଲେ ମୋବାଇଲ କି ନେଟୱାର୍କ ନଥିଲେ ଚଳୁନି । ତେବେ ଏହି ନେଟୱାର୍କକୁ ନେଇ ବଡ଼…
ଇଣ୍ଡୋନେସିଆର ଭୂମିପୁତ୍ର ଭାବେ ପରିଚିତ ଜନନାୟକ ବିଜୁ ପଟ୍ଟନାୟକ, ଜାଣନ୍ତୁ ସ୍ୱର୍ଣ୍ଣିମ ଇତିହାସର କାହାଣୀ
ଓଡ଼ିଶା ଭାସ୍କର: କଳିଙ୍ଗର ବରପୁତ୍ର । ନୂତନ ଓଡ଼ିଶାର ବିନ୍ଧାଣୀ । ପ୍ରବାଦ ପୁରୁଷ ଭାବେ ପରିଚିତ ଏକ ଧାରରେ ସେ ଜଣେ ସ୍ୱାଧୀନତା ସଂଗ୍ରାମୀ, ସାହସୀ ପାଇଲଟ୍ ଏବଂ ଜଣେ ମହାନ ରାଜନେତା । ଓଡ଼ିଆ ମାଟିର ଗର୍ବ ଆଉ ଗୌରବ…
ଆଜି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ: ୨୦ହଜାର କୋଟି ପ୍ରକଳ୍ପର କରିବେ ଉଦ୍ଘାଟନ, ସୃଷ୍ଟି ହେବ ନିଯୁକ୍ତି
ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଅପରାହ୍ନରେ ଓଡ଼ିଶା ଗସ୍ତରେ ଆସି ଯାଜପୁର ଜିଲ୍ଲା ଚଣ୍ଡିଖୋଲ ନିକଟସ୍ଥ ବେଣାପୁର ପଡିଆରେ ଆୟୋଜନ ହେବାକୁ ଥିବା ଏକ କାର୍ଯ୍ୟକ୍ରମରେ ଯୋଗଦେବେ । ୨୦ହଜାର କୋଟି ଟଙ୍କାରୁ…
ସ୍ୱାସ୍ଥ୍ୟ ବିଭାଗ ଗଠନ କଲା ଗବେଷଣା ପାଣ୍ଠି: ଗବେଷଣା ପାଇଁ ବାର୍ଷିକ ଖର୍ଚ୍ଚ ହେବ ୯ କୋଟି, ୩ଟି ମେଡିକାଲ କଲେଜକୁ ୧ କୋଟି ଲେଖାଏଁ ମିଳିବ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗବେଷଣା କ୍ଷେତ୍ରରେ ଆଗ୍ରହୀ ଥିବା ଡାକ୍ତରଙ୍କ ପାଇଁ ଆସିଛି ଏକ ବଡ଼ ଖୁସି ଖବର । ଏଣିକି ମେଡିକାଲ କଲେଜରେ ଗବେଷଣା ପାଇଁ ଡାକ୍ତରଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବେ ରାଜ୍ୟ ସରକାର । ଦି…
ଆଜି୧୨ ଘଣ୍ଟିଆ ଲଇକେରା ବନ୍ଦ, ଗାଡ଼ି ଚଳାଚଳ ପ୍ରଭାବିତ
ଓଡ଼ିଶା ଭାସ୍କର: ଆଜି ଝାରସୁଗୁଡ଼ା ଲଇକେରାରେ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଉଛି । ଲଇକେରାକୁ ସବଡିଭିଜନ୍ ମନ୍ୟତା ଦାବିରେ ଉପଖଣ୍ଡ ଦାବି କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ୧୨ ଘଣ୍ଟିଆ ଲଇକେରା ବନ୍ଦ ପାଳନ କରାଯାଉଛି ।…