Browsing Category
ରାଜ୍ୟ
ଆଜି ସନ୍ଧ୍ୟାରୁ ବିଭିନ୍ନ ଜିଲ୍ଲାରେ ବର୍ଷା ସମ୍ଭାବନା: ପାଣିପାଗ ବିଭାଗ
ଓଡିଶା ଭାସ୍କର: ଲଘୁଚାପର ରୂପ ନେଇଛି ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ଘୂର୍ଣ୍ଣିବଳୟ। ଏହି ଲଘୁଚାପ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତି କରିବାର ସହ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଅବପାତର ରୂପ ନେବ। ଏହାର…
ଦୁଇ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି, ଏନେଇ ଚଳଚଞ୍ଚଳ ସମଗ୍ର ମୟୂରଭଞ୍ଜ ଜିଲ୍ଲା
ଓଡିଶା ଭାସ୍କର; ଦୁଇ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଯାହାକୁ ନେଇ ଏବେ ସମଗ୍ର ମୟୂରଭଞ୍ଜ ଜିଲ୍ଲା ଚଳଚଞ୍ଚଳ ହୋଇଉଠିଛି । ସେହିପରି ରାଷ୍ଟ୍ରପତିଙ୍କ ସୁରକ୍ଷାକୁ ଦୃଷ୍ଟିରେ…
ରାଜ୍ୟ କ୍ୟାବିନେଟର ବଡ଼ ନିଷ୍ପତ୍ତି: ଆସନ୍ତା ୫ ବର୍ଷ ମଧ୍ୟରେ ନୂଆ ରୂପ ପାଇବ ୧୮୫୮ଟି ସରକାରୀ ଡାକ୍ତରଖାନା
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ସୁଦୃଢ଼ୀକରଣ କରିବା ପାଇଁ ରାଜ୍ୟ ସରକାର ଅନେକ ପଦକ୍ଷେପ ଗ୍ରହଣ କରୁଛନ୍ତି । ତେବେ ଖୁବଶୀଘ୍ର ରାଜ୍ୟର ସରକାରୀ ଡାକ୍ତରଖାନାର ରୂପ ବଦଳିବ । ଏଣିକି…
ଘାଟିରୁ ଖସିଲା କାର: ଘଟଣାସ୍ଥଳରେ ୩ ଜଣଙ୍କ ମୃତ୍ୟୁ, ଜଣେ ଗୁରୁତର
କୋରାପୁଟ: କୋରାପୁଟ ପଟାଙ୍ଗୀରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଖବର ସାମ୍ନାକୁ ଆସିଛି । ଘାଟିରୁ କାର ଖସି ଘଟଣାସ୍ଥଳରେ ୩ ଜଣଙ୍କର ମୃତ୍ୟୁ ଘଟିଛି । ଛତିଶଗଡ଼ରୁ ଆନ୍ଧ୍ର ଅଭିମୁଖେ କାର ଯାତ୍ରା କରୁଥିବା ଜଣାପଡିଛି ।…
କିଛି ସମୟ ପରେ ଅବପାତ! ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରିବ ଲଘୁଚାପ, ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଯିବା ମନା
ଭୁବନେଶ୍ୱର: ବଙ୍ଗୋପସାଗରରେ ସକ୍ରିୟ ଲଘୁଚାପ ସୃଷ୍ଟି ହୋଇଛି । ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଲଘୁଚାପ ଗତି କରିବ । ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ନେବ ଅବପାତ ରୂପ ନେବ । ପରେ ଉତ୍ତରପଶ୍ଚିମ ଦିଗରେ ଗତି କରିବ ।…
ଓଡ଼ିଶା ପାଇଁ ଆସୁଛି ବଡ଼ ବାତ୍ୟା! ୧୭ ତାରିଖରେ କରିବ ଲ୍ୟାଣ୍ଡଫଲ୍: ଉତ୍ତର-ପଶ୍ଚିମ ଦିଗରେ ବଢିଚାଲିଛି ଘୂର୍ଣ୍ଣିବଳୟ
ନୂଆଦିଲ୍ଲୀ: ଛଟ୍ ପୂଜା ସମୟରେ ଦେଶବାସୀଙ୍କ ପାଇଁ ମାଡ଼ି ଆସୁଛି ଏକ ବଡ଼ ବାତ୍ୟା । ଆସନ୍ତା ୧୭ ତାରିଖରେ ଏହା ଲାଣ୍ଡଫଲ କରିବାର ଆଶଙ୍କା କରାଯାଉଛି । ବର୍ତ୍ତମାନ ସୃଷ୍ଟି ହୋଇଥିବା ଏହି ଲଘୁଚାପ ବାୟୁକ୍ଷେତ୍ରରେ ପରିଣତ…
ଓଡ଼ିଶାରେ ମେଟ୍ରୋ ରେଳ ପ୍ରକଳ୍ପକୁ ଆଉ ଏକ ସଫଳତା: ଟ୍ୱିନ ସିଟିରେ ଗଡ଼ିବ ମେଟ୍ରୋ ଟ୍ରେନ
ଭୁବନେଶ୍ୱର: ରାଜ୍ୟରେ ମେଟ୍ରୋ ରେଳ ପ୍ରକଳ୍ପକୁ କ୍ୟାବିନେଟ ବୈଠକରେ ମୋହର ବାଜି ସାରିଛି । ଏଣିକି ରାଜ୍ୟ ଭିତରେ ମେଟ୍ରୋ ଟ୍ରେନର ସୁବିଧା ନେଇପାରିବେ କଟକ ଓ ଭୁବନେଶ୍ୱରର ବାସିନ୍ଦା । ଟ୍ୱିନ ସିଟିରେ ମେଟ୍ରୋ ରେଳ…
BIG BREAKING; ରାଜ୍ୟ କ୍ୟାବିନେଟ ବୈଠକରେ ୧୨ଟି ପ୍ରସ୍ତାବକୁ ଅନୁମୋଦନ
ଓଡିଶା ଭାସ୍କର; ରାଜ୍ୟ କ୍ୟାବିନେଟ ବୈଠକରେ ୧୨ଟି ପ୍ରସ୍ତାବକୁ ଅନୁମୋଦନ । ଏଥିରେ ମେଟ୍ରୋ ରେଳ ପ୍ରକଳ୍ପକୁ ମଞ୍ଜୁରି ମିଳିଛି । ଭୁବନେଶ୍ୱର ଏୟାରପୋର୍ଟରୁ ତ୍ରିଶୁଳିଆ ହେବ ମେଟ୍ରୋ ରେଳ । ମେଟ୍ରୋ ପ୍ରକଳ୍ପ ପାଇଁ…
BIG NEWS; ଆଜି ସନ୍ଧ୍ୟାରେ ବସିବ ରାଜ୍ୟ କ୍ୟାବିନେଟ ବୈଠକ; ଅଧ୍ୟକ୍ଷତା କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
ଓଡିଶା ଭାସ୍କର; ଆଜି ସନ୍ଧ୍ୟାରେ ରାଜ୍ୟ କ୍ୟାବିନେଟ ବୈଠକ ହେବା ନେଇ ସୂଚନା ମିଳିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ପରିଚାଳିତ ହେବ । ଲୋକସଭା ଭବନରେ ସମସ୍ତଙ୍କ ଉପସ୍ଥିତିରେ ଏହି ବୈଠକ…
Breaking News; ପୁରୀ ଷ୍ଟେସନ କୋଚିଂ ଡିପୋରେ ଭୟଙ୍କର ଅଗ୍ନିକାଣ୍ଡ: ଅଲଗା ହେଲା ଟ୍ରେନର ବଗି
ପୁରୀ: ୬ ମାସରୁ ରେଲୱେ ଷ୍ଟେସନରେ ଏବଂ ଟ୍ରେନ ଜନିତ ଦୁର୍ଘଟଣା ଖୁବ ବଢିବାରେ ଲାଗିଛି । ବର୍ତ୍ତମାନ ପୁରୀର ରେଲୱେ ଷ୍ଟେସନରେ ମଧ୍ୟ ଏକ ବଡ଼ ଧରଣର ଅଘଟଣ ଦେଖିବାକୁ ମିଳିଛି । ଷ୍ଟେସନର କୋଚିଂ ଡିପୋରେ ଭୟଙ୍କର…