Browsing Category
ରାଜ୍ୟ
ଆଞ୍ଚଳିକ ପାଣିପାଗ କେନ୍ଦ୍ରକୁ ମିଳିଲେ ନୂଆ ନିର୍ଦ୍ଦେଶକ: ଏହି ଅଧିକାରୀଙ୍କୁ ମିଳିଲା ନିଯୁକ୍ତି
ଭୁବନେଶ୍ୱର: ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରରେ ଯୋଗ ଦେଇଛନ୍ତି ଜଣେ ନୂଆ ନିର୍ଦ୍ଦେଶକ । ନୂଆ ନିର୍ଦ୍ଦେଶକ ଭାବରେ ମନୋରମା ମହାନ୍ତିଙ୍କୁ ଏହି ଦାୟିତ୍ୱ ପ୍ରଦାନ କରାଯାଇଛି । ଏହାପୂର୍ବରୁ ସେ ଅହମ୍ମଦାବାଦ…
ଭୟଙ୍କର ନିଆଁରେ ଜଳିଗଲା ୧୦ ବଖରା ଘର: ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ
ଭାପୁର: ସକାଳୁ ସକାଳୁ ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟଣା ଦେଖିବାକୁ ମିଳିଛି । ଭାପୁର ଅଞ୍ଚଳରେ ନିଆଁ ଲାଗି ଜଳିଯାଇଛି ୧୦ ବଖରା ଘର ଜଳି ପୋଡ଼ି ପାଉଁ ହୋଇଯାଇଛି । ୪ଟି ପରିବାରର ୧୦ ବଖରା ଘରେ ନିଆଁ ଲାଗିଯାଇଛି । ଏହାଫଳରେ…
ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଗାଡ଼ି ମାଡ଼ିଯିବାରୁ ୨ ବାଇକ ଆରୋହୀ ମୃତ
କାଲିମେଳା: ଏକ ବଡ଼ଧରଣର ସଡ଼କ ଦୁର୍ଘଟଣା ସାମ୍ନାକୁ ଆସିଛି । ଦୁଇ ଜଣଙ୍କ ଉପରେ ଏଜ ଅଜଣାଗାଡ଼ି ମାଡ଼ିଯାଇଛି । ଗାଡ଼ି ଚାପିଦେବାରୁ ୨ ବାଇକ ଆରୋହୀଙ୍କର ମୃତ୍ୟୁ ଘଟିଛି । ଏମଭି ୯୬ ପୋଲ ନିକଟରେ ଏହି ମର୍ମନ୍ତୁଦ ଦୁର୍ଘଟଣା…
ଆଦିବାସୀ ମହିଳାଙ୍କୁ ହତ୍ୟା ଘଟଣା: ଆଜି ଭ୍ରଷ୍ଟାଚାର ବିରୋଧ ସଂଗଠନର ଚନ୍ଦ୍ରପୁର ଗସ୍ତ
ଗୁଣପୁର: ଚନ୍ଦ୍ରପୁରରେ ଆଦିବାସୀ ମହିଳାଙ୍କ ହତ୍ୟା ଘଟଣାକୁ ନେଇ ସାରା ଜିଲ୍ଲାରେ ଅସନ୍ତୋଷ ତେଜୁଥିବାବେଳେ ଶୁକ୍ରବାର ଦିନ ଅଖିଳ ଭାରତ ଭ୍ରଷ୍ଟାଚାର ବିରୋଧୀ ସଂଗଠନର ତଥ୍ୟ ଅନୁସନ୍ଧାନକାରୀ ଦଳ ଚନ୍ଦ୍ରପୁର ଗସ୍ତ…
ଉଚ୍ଚଶିକ୍ଷା ଲାଭ ନିମନ୍ତେ କାଳିଆ ଛାତ୍ରବୃତ୍ତିରେ ବଡ ପରିବର୍ତ୍ତନ କଲେ ରାଜ୍ୟ ସରକାର, ଜାଣନ୍ତୁ କ’ଣ କ’ଣ ହେଲା ସାମିଲ ?
ଭୁବନେଶ୍ୱର : ଉଚ୍ଚଶିକ୍ଷା ଲାଭ ନିମନ୍ତେ କାଳିଆ ଯୋଜନାରେ ହିତାଧିକାରୀଙ୍କ ପିଲାମାନଙ୍କୁ ଦିଆଯାଉଥିବା କାଳିଆ ଛାତ୍ରବୃତ୍ତିକୁ ପରିବର୍ଦ୍ଧିତ କରାଯାଇଛି । କାଳିଆ ଛାତ୍ରବୃତ୍ତି ଯେପରି ଅଧିକ ଉପଯୋଗୀ ହେବ ଏବଂ ଏହା…
Big Breaking: ଘୋଷଣା ହେଲା ଓଡ଼ିଶା କ୍ରିକେଟ ରଣଜୀ ଟିମ
ଭୁବନେଶ୍ୱର: ଓଡ଼ିଶା କ୍ରିକେଟର ରଣଜୀ ଦଳ ଆଜି ଘୋଷଣା କରାଯାଇଛି । ଏହି ଦଳରେ ୧୫ ଜଣ ରହିଥିବା ସୂଚନା ମିଳିଛି । ତେବେ ବ୍ୟାଟର ଶାନ୍ତନୁ ମିଶ୍ରଙ୍କୁ ଦଳର ଅଧିନାୟକ ଭାବେ ନିଯୁକ୍ତ କରାଯାଇଛି । ଆସନ୍ତା ୫ ତାରିଖରେ…
ଆଇ.ପି.ଏସ୍. ପଦୋନ୍ନତି : ୫ IPSଙ୍କୁ ଆଇଜି ଓ ୬ଜଣଙ୍କୁ ମିଳିଛି ଡି.ଆଇ.ଜି. ପାହ୍ୟା
ଭୁବନେଶ୍ୱର: ରାଜ୍ୟ ସରକାର ୧୧ ଜଣ ବରିଷ୍ଠ ପୁଲିସ୍ ପ୍ରଶାସନିକ ଅଧିକାରୀଙ୍କୁ ପଦୋନ୍ନତି ଦେଇଛନ୍ତି । ୫ ଜଣ ଆଇ.ପି.ଏସ୍. ଅଧିକାରୀଙ୍କୁ ଆଇ.ଜି. ପାହ୍ୟାକୁ ପଦୋନ୍ନତି ମିଳିଥିବାବେଳେ ୬ ଜଣ ଆଇ.ପି.ଏସ୍.…
ଓଡ଼ିଶା ଦେଇ ଚାଲିବାକୁ ଥିବା ଅମୃତ ଭାରତ ଏକ୍ସପ୍ରେସ୍ ଟ୍ରେନ୍ର କାଲି ଲୋକାର୍ପଣ କରିବେ ମୋଦୀ
ଭୁବନେଶ୍ୱର: ଓଡ଼ିଶା ଦେଇ ଚାଲିବାକୁ ଥିବା ଅମୃତ ଭାରତ ଏକ୍ସପ୍ରେସ୍ ଟ୍ରେନ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିବାର କାର୍ଯ୍ୟକ୍ରମ ରହିଛି । ଏ ସମ୍ପର୍କରେ ରେଳ…
ଗଣଶିକ୍ଷା ବିଭାଗର ୪୮୨ ଜଣ ସ୍ନାତ୍ତକୋତ୍ତର ଶିକ୍ଷକଙ୍କୁ ଆଜି ନିଯୁକ୍ତି ପତ୍ର ବାଣ୍ଟିଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଅନୁଦାନପ୍ରାପ୍ତ ବେସରକାରୀ ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ ୪୮୨ ଜଣ ସ୍ନାତକୋତ୍ତର ଶିକ୍ଷକମାନଙ୍କୁ ନିଯୁକ୍ତି ପତ୍ର ପ୍ରଦାନ…
Big Breaking: ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାଙ୍କ ବଢିଲା କାର୍ଯ୍ୟକାଳ
ଭୁବନେଶ୍ୱର: ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାଙ୍କ କାର୍ଯ୍ୟକାଳ ବଢିବା ଖବର ସାମ୍ନାକୁ ଆସିଛି । ପ୍ରଦୀପ ଜେନାଙ୍କ କାର୍ଯ୍ୟକାଳ ୬ ମାସ ବଢାଇଲେ ରାଜ୍ୟ ସରକାର । ଆସନ୍ତା ୨୦୨୪ ବର୍ଷର ଜୁନ ୩୦ ତାରିଖ ପର୍ଯ୍ୟନ୍ତ ଏହି…