Browsing Category

ରାଜ୍ୟ

ବାହାନଗା ଟ୍ରେନ୍ ଟ୍ରାଜେଡି; ତତ୍କାଳୀନ ୨ ରେଳ କର୍ମଚାରୀ ଚାକିରିରୁ ବହିଷ୍କୃତ

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ଗତ ବର୍ଷ ଜୁନ ମାସ ୨ ତାରିଖ ସନ୍ଧ୍ୟାରେ ବାଲେଶ୍ୱର ଜିଲ୍ଲା ବାହାନଗାରେ ଘଟିଯାଇଥିବା ମର୍ମନ୍ତୁଦ ଦୁର୍ଘଟଣା ଆଜି ପର୍ଯ୍ୟନ୍ତ ମନରୁ ଲିଭି ନାହିଁ । ଏହି ଦୁର୍ଘଟଣାରେ ୨୯୩ ଜଣ ଯାତ୍ରୀଙ୍କର…

କୁହୁଡି ଚାଦର ତଳେ ସାରା ଓଡ଼ିଶା; ଟ୍ୱିନ ସିଟିରେ କୋହଲା ପାଗ ସହ ଲାଗିରହିଛି ଝିପିଝିପି ବର୍ଷା

ଭୁବନେଶ୍ବର: ଟ୍ୱିନ ସିଟିରେ କୋହଲା ପାଗ ସହ ଲାଗିରହିଛି ଝିପିଝିପି ବର୍ଷା କଲବଲ ହେଉଛନ୍ତି ଲୋକ । ଉପାନ୍ତରୁ ଉପକୂଳ ସବୁଠି ଦେଖାଦେଇଛି ଏଭଳି ପାଗ । ଘନ କୁହୁଡିର ଚାଦର ତଳେ ସାରା ଓଡ଼ିଶା । ୨୫ ତାରିଖ ପର୍ଯ୍ୟନ୍ତ ଅତି…

ଅଜଣା ମହିଳାଙ୍କୁ ନେଇ ରାଜଧାନୀରେ ଚାଞ୍ଚଲ୍ୟ! ଆପାର୍ଟମେଣ୍ଟରେ ବିନା ପୋଷାକରେ ବୁଲିଲେ, ହଙ୍ଗାମା କଲେ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଦିନକୁ ଦିନ ରାଜଧାନୀ ଭୁବନେଶ୍ୱର ଯେତିକି ବିକାଶ କରୁଛି ସେହି ଅନୁପାତରେ ଏଠି ଅପରାଧୀଙ୍କ ଉତ୍ପାତ ବଢ଼ିବାରେ ଲାଗିଛି । ଗତ କିଛିଦିନ ମଧ୍ୟରେ ରାଜଧାନୀର ବହୁ ଆପାର୍ଟମେଣ୍ଟରୁ ବଡ଼ ଧରଣର…

ସମସ୍ତ ବିଭାଗୀୟ ମୁଖ୍ୟଙ୍କୁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ: ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀର ଲୋଗୋକୁ ବହୁଳ ଭାବେ ବ୍ୟବହାର କରାଯିବ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତା ଫେବୃଆରୀ ମାସ ୩ରୁ ୫ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରରେ ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଅନୁଷ୍ଠିତ ହେବ । ଏନେଇ ଗତ ୧୧ ତାରିଖରେ ମୁଖ୍ୟମନ୍ତ୍ରୀ ପଟ୍ଟନାୟକ ଏହାର ଲୋଗୋ…

ରାମ ମନ୍ଦିର ପ୍ରତିଷ୍ଠା ପାଇଁ ଟ୍ରାକ୍ଟରରେ ଯାଉଥିଲେ ଯାତ୍ରୀ: ଗାଡ଼ି ଓଲଟିବାରୁ ୧୫ ଜଣ…

ନୟାଗଡ଼: ଟ୍ରାକ୍ଟରରେ ଯାତ୍ରୀଙ୍କୁ ନେବା ଆଜି କାଳ ପାଲଟିଯାଇଛି । ୧୫ରୁ ଅଧିକ ଲୋକଙ୍କୁ ନେଇ ଯାଉଥିବା ବେଳେ ଅଧା ରାସ୍ତାରେ ଓଲଟି ପଡ଼ିଛି ଏହି ଟ୍ରାକ୍ଟର । ଫଳରେ ଗାଡ଼ିରେ ଥିବା ୧୫ ଜଣ ଯାତ୍ରୀ ଆହତ ହୋଇଥିବା ଜାଣିବାକୁ…

ତୁମେ ଜଗନ୍ନାଥ ତୁମେ ଶ୍ରୀରାମ: ପୁରୀରୁ ଅଯୋଧ୍ୟା, ଓଡ଼ିଶା-ଭାରତ-ବିଶ୍ୱ ସବୁଠି ଶୁଭୁଛି କେବଳ ତୁମରି ନାମ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ୨୦୨୪ ବର୍ଷ ଯୁଗ ଯୁଗ ପାଇଁ ନିଶ୍ଚିତ ଭାବେ ସ୍ୱତନ୍ତ୍ର ହୋଇ ରହିବ । ଚଳିତ ମାସ ୧୭ ତାରିଖରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପରିକ୍ରମା ପ୍ରକଳ୍ପ ଲୋକାର୍ପିତ ହୋଇ ଶ୍ରୀମନ୍ଦିର ଇତିହାସରେ ଏକ…

Breaking: ମାଡିଗଲା ଟ୍ରକ, ୩ ବାଇକ୍ ଆରୋହୀ ମୃତ

ଭୁବନେଶ୍ୱର: ଭଦ୍ରକରୁ ଏକ ମର୍ମନ୍ତୁଦ ଖବର ସାମ୍ନାକୁ ଆସିଛି । ଟ୍ରକ ମାଡିଯାଇ ୩ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଯାଇଛି । ରାଣୀତାଲ ସ୍ଥିତ ଘରୋଇ ଇଂଜିନିୟରିଂ କଲେଜ ସାମ୍ନାରେ ଏହି ଦୁର୍ଘଟଣା ଘଟିଛି । ଘଟଣାସ୍ଥଳରେ ୨…

Big Breaking: ୨୦ ଜଣଙ୍କୁ ରାଜ୍ୟପାଳ ପୋଲିସ ପଦକ

ଭୁବନେଶ୍ୱର: ୨୦୨୩ ବର୍ଷ ପାଇଁ ରାଜ୍ୟ ପୋଲିସ ମେଡାଲ ତାଲିକା ପ୍ରକାଶ ପାଇଛି । ୨ଜଣ ଆଇଜିଙ୍କ ସମେତ ୨୦ ଜଣ ପୋଲିସ ଅଧିକାରୀ ପାଇବେ ରାଜ୍ୟପାଳ ପଦକ । ପୂର୍ବାଞ୍ଚଳ ଆଇଜି ହିମାଂଶୁ ଲାଲ, କ୍ରାଇମବ୍ରାଞ୍ଚ ଆଇଜି ହିମାଂଶୁ…

Breaking…କାର୍ ଦୁର୍ଘଟଣାରେ ଫିଲ୍ମ ନିର୍ଦ୍ଦେଶକ ସୁଧାକର ବସନ୍ତ ଗୁରୁତର, SCBରେ ଭର୍ତ୍ତି

କଟକ: (ଓଡ଼ିଶା ଭାସ୍କର) ଦୁର୍ଘଟଣାରେ ଗୁରୁତର ହେଲେ ଓଡ଼ିଶାର ଚର୍ଚ୍ଚିତ ଫିଲ୍ମ ନିର୍ଦ୍ଦେଶକ ସୁଧାକର ବସନ୍ତ । ମଙ୍ଗୁଳି ଛକରେ ଟ୍ରକ୍‌କୁ ପଛରୁ ପିଟିଲା ସୁଧାକର ବସନ୍ତଙ୍କ କାର୍‌ । ଚଣ୍ଡୀଖୋଲ ପଟୁ କଟକ ଆଡ଼କୁ…

Wings India-2024: ବିମାନ ସଂଯୋଗୀକରଣରେ ଦେଶରେ ଶ୍ରେଷ୍ଠ ସ୍ଥାନ ଅଧିକାର କଲା ଓଡ଼ିଶା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶାସନ ସମୟରେ ଓଡ଼ିଶା ବିଭିନ୍ନ କ୍ଷେତ୍ରରେ ବିକାଶ ଲାଭ କରିବା ସହିତ ଦେଶ-ବିଦେଶରେ ବହୁ ସୁନାମ ଅର୍ଜନ କରିଛି । ତେବେ ପୁଣି ଥରେ ଜାତୀୟସ୍ତରରେ ଚମକିଛି…