Browsing Category

ସାଧାରଣ ନିର୍ବାଚନ 2024

ଖୁବଶୀଘ୍ର ଆସିବ ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା: ଏହିସବୁ ଆସନ ପାଇଁ ହେବ ପ୍ରାର୍ଥୀ ଚୟନ

ଭୁବନେଶ୍ୱର: କିଛି ସମୟ ଭିତରେ ବିଜୁ ଜନତା ଦଳ ନିଜର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିପାରେ । ନିର୍ବାଚନ ପାଇଁ ବାକି ଥିବା ୧୨ଟି ଆସନରୁ ପ୍ରାର୍ଥୀଙ୍କ ନାମ ଘୋଷଣା କରିପାରେ ବିଜେଡି । ଏଥିରେ ଖଣ୍ଡପଡ଼ା,…

Breaking News; ନବୀନ ନିବାସରେ କୋରେଇ-ବାଲିକୁଦା ବିଧାୟକ: ଅଶୋକ-ରଘୁନନ୍ଦନଙ୍କ ଆଲୋଚନା କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ନବୀନ ନିବାସରେ ପହଞ୍ଚିଛନ୍ତି ଯାଜପୁର କୋରେଇ ବିଧାୟକ ଅଶୋକ ଚନ୍ଦ୍ର ବଳ । ତାଙ୍କ ସହିତ ବାଲିକୁଦା ବିଧାୟକ ରଘୁନନ୍ଦନ ଦାସ ମଧ୍ୟ ନବୀନ ନିବାସରେ ପହଞ୍ଚିଛନ୍ତି । ଉଭୟ ଆସନ ପାଇଁ ବର୍ତ୍ତମାନ ସୁଦ୍ଧା…

୨୪ରୁ ନିର୍ବାଚନ ପ୍ରଚାର ଆରମ୍ଭ କରିବେ ମୁଖ୍ୟମନ୍ତ୍ରୀ: ହିଞ୍ଜିଳିରୁ ହେବ ଅୟମାରମ୍ଭ

ଭୁବନେଶ୍ୱର: ନିର୍ବାଚନ ଯେତେ ପାଖେଇ ଆସୁଛି ସେତେ ବଢୁଛି ଚର୍ଚ୍ଚା । ଏବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରଚାର ଯୁଦ୍ଧକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ଆସନ୍ତା ୨୪ ତାରିଖରୁ ବିଜେଡି ସୁପ୍ରିମୋ ପ୍ରଚାର…

୧୧ଟି ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ

ନୂଆଦିଲ୍ଲୀ: ଏପ୍ରିଲ ୧୯ରୁ ଦେଶରେ ୭ଟି ପର୍ଯ୍ୟାୟରେ ଲୋକସଭା ନିର୍ବାଚନ ପାଇଁ ମତଦାନ ଆରମ୍ଭ ହୋଇଥିବା ବେଳେ ମେ ୧୩ରୁ ଓଡ଼ିଶାରେ ୪ଟି ପର୍ଯ୍ୟାୟରେ ମତଦାନ ଆରମ୍ଭ ହେବ । ନିର୍ବାଚନ ପୂର୍ବରୁ ରାଜନୈତିକ ଦଳମାନେ ବିଭିନ୍ନ…

ଲୋକସଭା ନିର୍ବାଚନ ଫଳାଫଳ ଘୋଷଣା ହେବାର ଏକ ସପ୍ତାହ ମଧ୍ୟରେ କେନ୍ଦ୍ରରେ ଗଠନ ହେବ ସରକାର: ସୂତ୍ର

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପାଇଁ ଏପ୍ରିଲ ୧୯ରୁ ଦେଶରେ ୭ଟି ପର୍ଯ୍ୟାୟରେ ମତଦାନ ଆରମ୍ଭ ହୋଇଛି । ଗଣତନ୍ତ୍ରର ଏହି ମହାନ୍ ପର୍ବରେ ମୋଟ ୫୪୩ଟି ଆସନ ପାଇଁ ଜନତା ଉପଯୁକ୍ତ ନେତାଙ୍କୁ ଚୟନ କରିବେ । ଏପ୍ରିଲ ୧୯ରୁ…

(Video) ବର୍ଷାଙ୍କୁ କାହିଁକି ଟିକେଟ ଦେଲା BJD? ବଡ଼ଚଣା ପାଇଁ ‘ସୁପ୍ରିମୋ’ଙ୍କ ମାଷ୍ଟରପ୍ଲାନ: ଜାଣନ୍ତୁ ୭ଟି ପ୍ରମୁଖ କାରଣ

ଓଡ଼ିଶା ଭାସ୍କର: ଷଷ୍ଠ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ୯ଟି ବିଧାନସଭା ଆସନରେ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି ବିଜେଡି । ଘୋଷଣା ପରେ ଏହି ତାଲିକାକକୁ ନେଇ ରାଜନୈତିକ ମାହୋଲ ସରଗରମ ହୋଇଛି । ଏହି ଷଷ୍ଠ ପର୍ଯ୍ୟାୟ…

ଲୋକସଭା ନିର୍ବାଚନରେ ୨ ଥର ମତଦାନ କରିବେ ଭୋଟର: ହିସାବ ହେବନି ପ୍ରଥମ ଭୋଟ୍

ନୂଆଦିଲ୍ଲୀ: ଚଳିତ ଲୋକସଭା ନିର୍ବାଚନକୁ ନେଇ ଆସିଛି ଏକବଡ଼ ଅପଡେଟ୍ । ଏଥର ଥରେ ନୁହେଁ ଦୁଇ ଥର ଲେଖାଏଁ ଭୋଟ୍ ଦେଇପାରିବେ ନାଗରିକ । ସମସ୍ତ ଭୋଟରଙ୍କୁ ମିଳିବ ୨ ଥର ଭୋଟ ଦେବାର ସୁଯୋଗ । ନିର୍ବାଚନର ପ୍ରଥମ ପର୍ଯାୟରେ…

ବଡ଼ ଅଘଟଣ: ବିଜେପିର ଜଣେ ଲୋକସଭା ପ୍ରାର୍ଥୀଙ୍କ ପରଲୋକ

ନୂଆଦିଲ୍ଲୀ: ଏପ୍ରିଲ ୧୯ରୁ ଦେଶରେ ୭ଟି ପର୍ଯ୍ୟାୟରେ ଲୋକସଭା ନିର୍ବାଚନ ପାଇଁ ମତଦାନ ଆରମ୍ଭ ହୋଇଥିବା ବେଳେ ମେ ୧୩ରୁ ଓଡ଼ିଶାରେ ୪ଟି ପର୍ଯ୍ୟାୟରେ ମତଦାନ ଆରମ୍ଭ ହେବ । ନିର୍ବାଚନ ପୂର୍ବରୁ ରାଜନୈତିକ ଦଳମାନେ ବିଭିନ୍ନ…

(Video) ଲୋକସଭା ନିର୍ବାଚନ: ମଣିପୁର ମତଦାନ କେନ୍ଦ୍ରରେ ଗୁଳି ବିନିମୟ, ୩ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ଜାତି ହିଂସା ଅଗ୍ନିରେ ଜଳୁଥିବା ମଣିପୁରରେ ଲୋକସଭା ନିର୍ବାଚନ ୨୦୨୪ର ପ୍ରଥମ ପର୍ଯ୍ୟାୟରେ ହିଂସା ହୋଇଛି । ଏଠାରେ ଏକ ବୁଥରେ ଗୁଳିବିନିମୟ କରାଯାଇଛି । ଏଥିରେ ତିନିଜଣଙ୍କ ମୃତ୍ୟୁ ଘଟିବାର ସୂଚନା ମିଳିଛି…

ଏଥର ପଦ୍ମ ପୋଖରୀରେ ପାଦ ଦେବେ ସୌମ୍ୟ! ପୁରୁଣା ଦଳ ବିରୋଧରେ ଉଠିବ ସ୍ୱର

ଭୁବନେଶ୍ୱର: ଓଡ଼ିଶା ରାଜନୀତିରେ ଏବେ ଦଳଡିଆଁ ପର୍ବକୁ ନେଇ ଖୁବ ଚର୍ଚ୍ଚା । ତେବେ ଏହି ଦଳଡିଆଁ ପର୍ବ ବିଜେଡି ପାଇଁ ମହଙ୍ଗା ପଡ଼ିଛି । ଦଳର ବଡ଼ ବଡ଼ ନେତା ଶଙ୍ଖ ଛାଡ଼ି ଅନ୍ୟ ଦଳରେ ସାମିଲ ହୋଇଥିବା ବେଳେ ବିଜେଡି ଏବେ ନୂଆ…