Browsing Category

ରାଜନୀତି

ବିନା ଭୋଟ୍‌ରେ ଜିତିଗଲେ ବିଜେପିର ଏହି ପ୍ରାର୍ଥୀ, ଜୁନ୍ ୪ ପୂର୍ବରୁ ଖୋଲିଗଲା ବିଜେପିର ଖାତା

ସୁରଟ:ସୁରଟ ଲୋକସଭା ସିଟ୍‌ରୁ ବିଜେପିର ମୁକେଶ ଦଲାଲଙ୍କୁ ଛାଡି ସମସ୍ତ ପ୍ରାର୍ଥର୍ୀ ନିଜର ନାମାଙ୍କନ ପତ୍ର ପ୍ରତ୍ୟାହାର କରି ନେଇଛନ୍ତି । ୨୨ ଏପ୍ରିଲ ପର୍ଯ୍ୟନ୍ତ ନିର୍ବାଚନ କ୍ଷେତ୍ରରୁ କେବଳ ଜଣେ ପ୍ରାର୍ଥୀ ମଇଦାନରେ…

(Video) ଟିକେଟ ନ ମିଳିଲା ନାହିଁ… ଶ୍ରୀମୟୀଙ୍କୁ ଗୁରୁଦାୟିତ୍ୱ ଦେଲେ ବିଜେଡି ସୁପ୍ରିମୋ: ଦଳରେ ରହି କରିବେ ଏହି କାର୍ଯ୍ୟ

ଓଡ଼ିଶା ଭାସ୍କର: ବିଜୁ ଜନତା ଦଳର ଖୁବ ଲୋକପ୍ରିୟ ଚେହେରା, ଶ୍ରୀମୟୀ ମିଶ୍ରଙ୍କ ଭୂମିକା ଏବେ ଖୁବ ଚର୍ଚ୍ଚାରେ । ଦିନେ ଲୋକସଭା ସାଂସଦ ପ୍ରାର୍ଥୀ ଭାବରେ ଦଳର ଅନ୍ୟ ନେତାମାନଙ୍କ ଅପେକ୍ଷା ଖୁବ ଆଗରେ ତାଙ୍କ ନାମ ରହିଥିଲା…

Big Breaking; (Video) ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜେଡି: ସାରଦା-ତୁଷାରକାନ୍ତିଙ୍କ ନାଁରେ ବାଜିଲା ମୋହର

ଭୁବନେଶ୍ୱର: ଆଗାମୀ ନିର୍ବାଚନ ପାଇଁ ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଢୋଷଣା କରିଛି ବିଜୁ ଜନତା ଦଳ ।ପୂର୍ବରୁ ୧୩୫ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଥିବା ବେଳେ ବର୍ତ୍ତମାନ ୬ଟି ଆସନ ପାଇଁ ପ୍ରାର୍ଥୀ ଚୟନ କରିଛି…

ଖୁବଶୀଘ୍ର ଆସିବ ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା: ଏହିସବୁ ଆସନ ପାଇଁ ହେବ ପ୍ରାର୍ଥୀ ଚୟନ

ଭୁବନେଶ୍ୱର: କିଛି ସମୟ ଭିତରେ ବିଜୁ ଜନତା ଦଳ ନିଜର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିପାରେ । ନିର୍ବାଚନ ପାଇଁ ବାକି ଥିବା ୧୨ଟି ଆସନରୁ ପ୍ରାର୍ଥୀଙ୍କ ନାମ ଘୋଷଣା କରିପାରେ ବିଜେଡି । ଏଥିରେ ଖଣ୍ଡପଡ଼ା,…

Breaking News; ନବୀନ ନିବାସରେ କୋରେଇ-ବାଲିକୁଦା ବିଧାୟକ: ଅଶୋକ-ରଘୁନନ୍ଦନଙ୍କ ଆଲୋଚନା କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ନବୀନ ନିବାସରେ ପହଞ୍ଚିଛନ୍ତି ଯାଜପୁର କୋରେଇ ବିଧାୟକ ଅଶୋକ ଚନ୍ଦ୍ର ବଳ । ତାଙ୍କ ସହିତ ବାଲିକୁଦା ବିଧାୟକ ରଘୁନନ୍ଦନ ଦାସ ମଧ୍ୟ ନବୀନ ନିବାସରେ ପହଞ୍ଚିଛନ୍ତି । ଉଭୟ ଆସନ ପାଇଁ ବର୍ତ୍ତମାନ ସୁଦ୍ଧା…

ନିର୍ବାଚନୀ ପ୍ରଚାର ସମୟରେ ଅସୁସ୍ଥ ହେଲେ ଅରୂପ ପଟ୍ଟନାୟକ

ପିପିଲି: ପିପିଲିରେ ନିର୍ବାଚନୀ ପ୍ରଚାର କରୁ୍ଥିବା ସମୟରେ ହଠାତ ଅସୁସ୍ଥ ହେଲେ ପୁରୀ ବିଜେଡ଼ି ଲୋକସଭା ପ୍ରାର୍ଥୀ ଅରୂପ ପଟ୍ଟନାୟକ । ଏହା ପରେ ପ୍ରଥମେ ପିପିଲି ହସ୍ପିଟାଲକୁ ଅଣାଯାଇଥିଲା । ପରେ ସ୍ୱାସ୍ଥ୍ୟବସ୍ଥା…

ଓଡ଼ିଶା ଆସିବେ ରାହୁଲ ଗାନ୍ଧୀ, ନିର୍ବାଚନୀ ପ୍ରଚାରରେ ଯୋଗ ଦେଇ ଜନସଭାକୁ ସମ୍ବୋଧିତ କରିବେ

ଭୁବନେଶ୍ୱର: ନିର୍ବାଚନକୁ ନେଇ ଓଡ଼ିଶାରେ ରାଜନୈତିକ ମାହୋଲ ବେଶ ସରଗରମ ରହିଛି । ଗୋଟିଏ ପଟେ ଟିକେଟକୁ ନେଇ ଟଣାଓଟରା ଚାଲିଥିବା ବେଳେ ଅନ୍ୟପଟେ ପ୍ରଚାରକୁ ନେଇ ଦଳୀୟ କର୍ମକର୍ତ୍ତା, ନେତା ଏବଂ ମନ୍ତ୍ରୀଙ୍କ ମଧ୍ୟରେ…

୨୪ରୁ ନିର୍ବାଚନ ପ୍ରଚାର ଆରମ୍ଭ କରିବେ ମୁଖ୍ୟମନ୍ତ୍ରୀ: ହିଞ୍ଜିଳିରୁ ହେବ ଅୟମାରମ୍ଭ

ଭୁବନେଶ୍ୱର: ନିର୍ବାଚନ ଯେତେ ପାଖେଇ ଆସୁଛି ସେତେ ବଢୁଛି ଚର୍ଚ୍ଚା । ଏବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରଚାର ଯୁଦ୍ଧକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ଆସନ୍ତା ୨୪ ତାରିଖରୁ ବିଜେଡି ସୁପ୍ରିମୋ ପ୍ରଚାର…

୧୧ଟି ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ

ନୂଆଦିଲ୍ଲୀ: ଏପ୍ରିଲ ୧୯ରୁ ଦେଶରେ ୭ଟି ପର୍ଯ୍ୟାୟରେ ଲୋକସଭା ନିର୍ବାଚନ ପାଇଁ ମତଦାନ ଆରମ୍ଭ ହୋଇଥିବା ବେଳେ ମେ ୧୩ରୁ ଓଡ଼ିଶାରେ ୪ଟି ପର୍ଯ୍ୟାୟରେ ମତଦାନ ଆରମ୍ଭ ହେବ । ନିର୍ବାଚନ ପୂର୍ବରୁ ରାଜନୈତିକ ଦଳମାନେ ବିଭିନ୍ନ…

ନିର୍ବାଚନ ପୂର୍ବରୁ ବିଜେଡି ସୁପ୍ରିମୋ ଦେଲେ ନିଯୁକ୍ତି: ଦଳର ୪ ଜଣ ବଡ଼ ନେତାଙ୍କୁ ମିଳିଲା ଗୁରୁ ଦାୟିତ୍ୱ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଏପ୍ରିଲ ୧୯ରୁ ଦେଶରେ ୭ଟି ପର୍ଯ୍ୟାୟରେ ଲୋକସଭା ନିର୍ବାଚନ ପାଇଁ ମତଦାନ ଆରମ୍ଭ ହୋଇଥିବା ବେଳେ ମେ ୧୩ରୁ ଓଡ଼ିଶାରେ ୪ଟି ପର୍ଯ୍ୟାୟରେ ମତଦାନ ଆରମ୍ଭ ହେବ । ନିର୍ବାଚନ ପୂର୍ବରୁ ରାଜନୈତିକ…