Browsing Category
ରାଜନୀତି
ଇସ୍ତଫା ଦେବେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ? ବିଜେପି ସାଂସଦଙ୍କ ବୟାନକୁ ନେଇ ଝାଡ଼ଖଣ୍ଡ ରାଜନୀତି ସରଗରମ୍
ନୂଆଦିଲ୍ଲୀ: ୨୦୨୪ ଲୋକସଭା ନିର୍ବାଚନକୁ ଆଉ କିଛି ମାତ୍ର ବାକିଥିବା ବେଳେ ଏନେଇ ପ୍ରମୁଖ ରାଜନୈତିକ ଦଳମାନେ ପ୍ରସ୍ତୁତି ପ୍ରକ୍ରିୟା ଆରମ୍ଭ କରିଦେଇଛନ୍ତି । ତେବେ ଏହା ମଧ୍ୟରେ ଝାଡ଼ଖଣ୍ଡ ରାଜନୀତିରେ ଅଚାନକ ହଲଚଲ…
‘ଜେଲ୍ ଯିବାକୁ ପ୍ରସ୍ତୁତ ରୁହନ୍ତୁ’; କାହିଁକି ଏପରି କହିଲେ ଅରବିନ୍ଦ କେଜ୍ରିୱାଲ ?
ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ ରବିବାର କହିଛନ୍ତି ଯେ ଆମ୍ ଆଦମୀ ପାର୍ଟି କାର୍ଯ୍ୟ ସମ୍ବନ୍ଧୀୟ ରାଜନୀତି କରିଛି ଏବଂ ଦଳୀୟ କର୍ମୀମାନେ ଜେଲ୍ ଯିବାକୁ ପ୍ରସ୍ତୁତ ରହିବା ଉଚିତ୍।…
ଏହି ସମୟରେ ହେବ ପ୍ରଭୁ ରାମଙ୍କ ପ୍ରାଣ-ପ୍ରତିଷ୍ଠା କାର୍ଯ୍ୟକ୍ରମ, ଚମ୍ପତ ରାୟ ଦେଲେ ସୂଚନା
ନୂଆଦିଲ୍ଲୀ: ଅଯୋଧ୍ୟାରେ ପ୍ରଭୁ ରାମଙ୍କ ମନ୍ଦିରର ପ୍ରାଣ-ପ୍ରତିଷ୍ଠାର କାର୍ଯ୍ୟକ୍ରମ ଆଗାମୀ ୨୨ ଜାନୁଆରୀ ୧୨ଟା ୨୦ ମିନିଟରେ ହେବ । ରାମ ମନ୍ଦିରର ନିର୍ମାଣ କରୁଥିବା ସଂସ୍ଥା ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର…
‘ଗାଜା ସ୍ଥିତ ଭାଇ ଭଉଣୀମାନଙ୍କୁ ଟିକେ ମନେ ପକାନ୍ତୁ…’, ସୋସିଆଲ ମିଡ଼ିଆରେ ପୋଷ୍ଟ କଲେ ପ୍ରିୟଙ୍କା ଗାନ୍ଧୀ
ନୂଆଦିଲ୍ଳୀ: ସାରା ବିଶ୍ୱ ପାଳନ କରୁଛି ନୂଆବର୍ଷ । ସବୁଆଡ଼େ ଉତ୍ସବର ମାହୋଲ । ଏଥିମଧ୍ୟରେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ଏକ ପୋଷ୍ଟକୁ ନେଇ ଚର୍ଚ୍ଚା ହେଉଛି । ଗାଜା ଓ ହମାସ ମଧ୍ୟରେ ଜାରି ରହିଥିବା…
ବିଜେଡି ସୁପ୍ରିମୋଙ୍କ ବଡ଼ ନିଷ୍ପତ୍ତି: ପୂର୍ବତନ ମନ୍ତ୍ରୀ ଦାମୋଦର ରାଉତଙ୍କ ଉପରୁ ବହିଷ୍କାର ହଟିଲା
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଉ କିଛି ମାସ ପରେ ରାଜ୍ୟରେ ବିଧାନସଭା ଓ ଲୋକସଭା ନିର୍ବାଚନ ଅନୁଷ୍ଠିତ ହେବ । ସେନେଇ ଏବେଠାରୁ ରାଜ୍ୟର ନିର୍ବାଚନୀ କ୍ଷେତ୍ରଗୁଡ଼ିକ ଚଳଚଞ୍ଚଳ ହୋଇ ଉଠିବା ସହିତ ରାଜନୈତିକ ଦଳମାନେ ମଧ୍ୟ…
ହାଜମା ଖରାପ ଥିଲେ ହାଜମୋଲା ଖା’ନ୍ତୁ… ଏପରି କାହିଁକି କହିଲେ କେଶବ ପ୍ରସାଦ ?
ନୂଆଦିଲ୍ଲୀ: ଅଯୋଧ୍ୟାରେ ରାମ ମନ୍ଦିର ଉଦ୍ଘାଟନକୁ ନେଇ ରାଜନୈତିକ ଅସ୍ଥିରତା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଏହି ଉତ୍ସବରେ ସାମିଲ ହେବା ନେଇ ଗୋଟେ ପଟେ ଅନେକ ବିପକ୍ଷ ଦଳକୁ ନିମନ୍ତ୍ରଣ ଦିଆଯାଇଥିବା ବେଳେ…
ମସଜିଦରେ ‘ଜୟ ଶ୍ରୀ ରାମ’ ଜପ ପାଇଁ ନିବେଦନ କଲେ RSS ନେତା ଇନ୍ଦେଶ କୁମାର
ନୂଆଦିଲ୍ଲୀ: ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ(RSS)ର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ଇନ୍ଦେଶ କୁମାର ପୁଣି ଥରେ ନିଜ ବୟାନକୁ ନେଇ ଚର୍ଚ୍ଚାରେ ଅଛନ୍ତି । ଚଳିତ ବର୍ଷ ଜାନୁଆରୀ ୨୨ରେ ଅଯୋଧ୍ୟା ରାମ ମନ୍ଦିରରେ ଶ୍ରୀ ରାମ…
୩ ବିଜେପି ନେତା ଦଳରୁ ବହିଷ୍କୃତ IIT-BHU ଛାତ୍ରୀ ଦୁଷ୍କର୍ମ ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ
ନୂଆଦିଲ୍ଲୀ: ଆଇଆଇଟି-ଭୁ ଛାତ୍ରୀ ଦୁଷ୍କର୍ମ ମାମଲାରେ ୩ ଜଣ ବିଜେପି ନେତାଙ୍କ ବିରୋଧରେ ବଡ଼ଧରଣର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଏହି ତିନି ଜଣ ନେତା ଭାଜପା ନେତା ଜଣାପଡ଼ିବା ପରେ କଂଗ୍ରେସ ପକ୍ଷରୁ ଆକ୍ରମଣ…
‘ପ୍ରଧାନମନ୍ତ୍ରୀଙ୍କ ଏଭଳି ନିଷ୍ଠୁରତା ଦେଖି କଷ୍ଟ ଲାଗୁଛି’; ରାହୁଲ ଗାନ୍ଧୀ
ନୂଆଦିଲ୍ଲୀ: ଶନିବାର ଦିଲ୍ଲୀର କର୍ତ୍ତବ୍ୟ ପଥରେ ମେଜର ଧ୍ୟାନଚାନ୍ଦ ଖେଳ ରତ୍ନ ଏବଂ ଅର୍ଜୁନ ପୁରସ୍କାର ଥୋଇ ଭିନେଶ ଫୋଗଟ ନିଜର ପ୍ରତିବାଦ ପ୍ରକାଶ କରିଛନ୍ତି। କିଛି ଦିନ ତଳେ ଭିନେଶ ଫୋଗଟ ପ୍ରଧାନମନ୍ତ୍ରୀ ମୋଦିଙ୍କୁ…
୨୦୨୪ରେ ଆଉ ୩ଟି ଗୁପ୍ତଚର ଉପଗ୍ରହ ଲଞ୍ଚ୍ କରିବ ଉତ୍ତର କୋରିଆ
ଓଡ଼ିଶା ଭାସ୍କର: ଉତ୍ତର କୋରିଆର ସରକାରୀ ଗଣମାଧ୍ୟମ ଅନୁଯାୟୀ, ଉତ୍ତର କୋରିଆ ନିଜର ସେନାକୁ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ନୂଆ ବର୍ଷ 2024 ରେ ଆଉ ତିନୋଟି ଗୁପ୍ତଚର ଉପଗ୍ରହ ଉତକ୍ଷେପଣ କରିବାକୁ ଘୋଷଣା କରିଛି । ଗତ…