Browsing Category
ରାଜନୀତି
ସଂସଦରେ ସୁରକ୍ଷା ଭାଙ୍ଗିବା ମାମଲା: ୪ ଅଭିଯୁକ୍ତଙ୍କୁ ହେପାଜତକୁ ନେଲା ପୋଲିସ
ନୂଆଦିଲ୍ଲୀ: ସଂସଦରେ ସୁରକ୍ଷା ବ୍ୟବସ୍ଥା ଉଲ୍ଲଙ୍ଘନ କରିବା ଅଭିଯୁକ୍ତଙ୍କୁ ମହଙ୍ଗା ପଡ଼ିଛି । ଏଭଳି ଏକ ସଙ୍ଗୀନ ଅଭିଯୋଗରେ ୪ ଜଣ ମୁଖ୍ୟ ଅଭିଯୁକ୍ତଙ୍କୁ ୭ ଦିନ ପାଇଁ ପୋଲିସ ହେପାଜତକୁ ପଠାଯାଇଛି । ଏହି ସମୟ ମଧ୍ୟରେ…
ଋତୁସ୍ରାବ ଅକ୍ଷମତା ନୁହେଁ, ଆବଶ୍ୟକ ନାହିଁ ପେଡ୍ ଲିଭ: ସ୍ମୃତି ଇରାନୀଙ୍କ ବଡ଼ ଘୋଷଣା
ନୂଆଦିଲ୍ଲୀ: ମହିଳାମାନଙ୍କ ଋତୁସ୍ରାବ ସମୟରେ ସେମାନଙ୍କୁ ଦରମା ସହିତ ଛୁଟି ଦେବା ପାଇଁ ଅନେକ କ୍ୟାମ୍ପେନ ଚଲାଯାଉଛି । ଏପରିକି ଏ ନେଇ ଅନେକ ସ୍ୱେଚ୍ଛାସେବୀ ସଂଗଠନମାନେ ମଧ୍ୟ ବିଭିନ୍ନ କ୍ୟାମ୍ପେନ ଚଲାଉଛନ୍ତି । ଅନେକ…
ସଂସଦର ସୁରକ୍ଷା କ୍ଷେତ୍ରରେ ତ୍ରୁଟି ମାମଲା: ପ୍ରଧାନମନ୍ତ୍ରୀ ମୋଦୀ ମନ୍ତ୍ରୀମାନଙ୍କୁ କହିଲେ ଏହାକୁ ଗୁରୁତର ସହ ନିଅନ୍ତୁ..
ନୂଆଦିଲ୍ଲୀ: ସଂସଦର ସୁରକ୍ଷା କ୍ଷେତ୍ରରେ ପ୍ରମୁଖ ତ୍ରୁଟି ସମ୍ପର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର (ଡିସେମ୍ବର ୧୪) କେନ୍ଦ୍ର ମନ୍ତ୍ରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସୂତ୍ରରୁ ପ୍ରକାଶ ଯେ,…
“ଭିଡିଓକୁ ସୁରକ୍ଷିତ ରଖନ୍ତୁ!”… କାହିଁକି ଏପରି ଲେଖିଲେ ଲଳିତ? ମୋବାଇଲରେ ଲୁଚି ରହିଛି ସଂସଦରେ ଷଡ଼ଯନ୍ତ୍ରର କାହାଣୀ
ନୂଆଦିଲ୍ଲୀ: ସଂସଦର ସୁରକ୍ଷା ବ୍ୟବସ୍ଥାକୁ ଭାଙ୍ଗି ଗତକାଲି ୨ ଜଣ ଅଜଣା ବ୍ୟକ୍ତି ଭିତରକୁ ପ୍ରବେଶ କରିବା ପରେ ଗୃହରେ ବେଶ ହଇଚଇ ସୃଷ୍ଟି ହୋଇଥିଲା । ତେବେ ଏ ନେଇ ସାରା ଦେଶରେ ଚର୍ଚ୍ଚା ଜୋର ଧରିଛି । ଏହା ସହିତ ସଂସଦର…
ଓଡିଶା ଯୁବ କଂଗ୍ରେସର ସଭାପତି ଓ ଉପ-ସଭାପତିଙ୍କ ନାମ ଘୋଷଣା କଲା କଂଗ୍ରେସ, ଜାଣନ୍ତୁ କାହାକୁ ମିଳିଲା ସ୍ଥାନ
ଓଡିଶା ଭାସ୍କର: ରଂଜିତ ପାତ୍ର ହେଲେ ରାଜ୍ୟ ଯୁବ କଂଗ୍ରେସ ସଭାପତି । ସେହିପରି ସାଗର ଦାସ ଓ କୃଷ୍ଣ ମହାନ୍ତି ରାଜ୍ୟ ଯୁବ କଂଗ୍ରେସର ଉପ-ସଭାପତି ହୋଇଛନ୍ତି। ଏହି ୩ ଯୁବ ନେତାଙ୍କ ନିଯୁକ୍ତିକୁ ନେଇ ଏଆଇସିସି ପକ୍ଷରୁ ଏକ…
ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ରାଜନେତା ଦାମୋଦର ରାଉତ ମେଡିକାଲରେ ଭର୍ତ୍ତି
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜନୈତିକ କ୍ଷେତ୍ରରୁ ଆସିଛି ଏକ ବଡ଼ ଖବର । ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ନେତା ଦାମୋଦର ରାଉତ ଅସୁସ୍ଥ ହୋଇପଡ଼ିଛନ୍ତି । ତେଣୁ ତାଙ୍କୁ ଚିକିତ୍ସା ନିମନ୍ତେ ମେଡିକାଲରେ ଭର୍ତ୍ତି…
ସଂସଦର ସୁରକ୍ଷା ଦାୟିତ୍ୱରେ କେଉଁମାନେ ନିୟୋଜିତ ? କେତେଟା ସ୍ତରରେ ହୋଇଥାଏ ଚେକିଂ….
ବୁଧବାର ଲୋକସଭା ସଂସଦରେ ଘଟିଥିବା ନିନ୍ଦନୀୟ ଘଟଣା ଦେଶବ୍ୟାପି ଚର୍ଚ୍ଚାର ବିଷୟ ପାଲଟିଛି । ସଂସଦର କଡ଼ା ସୁରକ୍ଷାବଳୟ ଭେଦି ୨ ଜଣ ଯୁବକ ଲୋକସଭାକୁ ପଶି ଆସିଥିଲେ । ଏହା ସଂସଦର ସୁରକ୍ଷାକୁ ନେଇ ପ୍ରଶ୍ନବାଚି ସୃଷ୍ଟି…
ସଂସଦ ଭବନରେ ସୁରକ୍ଷା ଭଙ୍ଗ ଘଟଣାରେ ୮ କର୍ମଚାରୀ ନିଲମ୍ବିତ
ନୂଆଦିଲ୍ଲୀ: (ଓଡ଼ିଶା ଭାସ୍କର) ସଂସଦ ଭବନରେ ସୁରକ୍ଷା ଭଙ୍ଗ ଘଟଣାରେ କାର୍ଯ୍ୟାନୁଷ୍ଠାନ। ସଂସଦର ସୁରକ୍ଷା ଦାୟିତ୍ୱରେ ଥିବା ୮ କର୍ମଚାରୀ ନିଲମ୍ବିତ। ୮ କର୍ମଚାରୀଙ୍କୁ ନିଲମ୍ବନ କଲା ଲୋକସଭା ସେକ୍ରେଟାରିଏଟ। ଗତକାଲି…
ବିଜେପି ଜିତିବ ୨୦୨୪ ନିର୍ବାଚନ? ୫ଟି ରାଜ୍ୟର ଫଳାଫଳ ଦେଲା ୫ଟି ବଡ଼ ସନ୍ଦେଶ
ନୂଆଦିଲ୍ଲୀ: ନିକଟରେ ସମାପ୍ତ ହୋଇଥିବା ୫ଟି ରାଜ୍ୟର ବିଧାନସଭା ନିର୍ବାଚନର ଫଳାଫଳ ୫ଟି ବଡ଼ ସନ୍ଦେଶ ଦେଇଛି । ୩ଟି ରାଜ୍ୟରେ ବିଜେପି ସରକାର ଗଠନ କରିଥିବା ବେଳେ ଗୋଟିଏ ରାଜ୍ୟରେ କଂଗ୍ରେସ ସରକାର ଗଠନ କରିଛି । ଏହିସବୁ…
ତିନି ଅପରାଧିକ ଆଇନ ବିଲରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ; ଆସନ୍ତା କାଲି ଏହା ଉପରେ ସଂସଦରେ ହେବ ତର୍କ
ନୂଆଦିଲ୍ଲୀ: ଦେଶର ଅର୍ଥନୈତିକ ନିରାପତ୍ତା ଏବଂ ଆର୍ଥିକ ସ୍ଥିରତା ପ୍ରତି ବିପଦ ସୃଷ୍ଟି କରି ଦଣ୍ଡବିଧାନ ଆଇନ ଅଧୀନରେ 'ଆତଙ୍କବାଦୀ କାର୍ଯ୍ୟ'ର ସଂଜ୍ଞାକୁ ବିସ୍ତାର କରିବାକୁ କେନ୍ଦ୍ର ସରକାର ମଙ୍ଗଳବାର ପ୍ରସ୍ତାବ…