Browsing Category
ରାଜନୀତି
ହିମାଚଳରେ ବିଜେପି କାର୍ଯ୍ୟକ୍ରମରେ ଯୋଗ ଦେବେ ରାହୁଲ ଦ୍ରାବିଡ, କଣ କ୍ରିକେଟ୍ କୋଚଙ୍କ ଏହା ନୂତନ ଇନିଂସର ସଙ୍କେତ ?
ନୂଆଦିଲ୍ଲୀ: ଧର୍ମଶାଳାରେ ମେ ୧୨ରୁ ମେ ୧୫ ମଧ୍ୟରେ ଭାରତୀୟ ଜନତା ପାର୍ଟି ଯୁବ ମୋର୍ଚ୍ଚାର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ କମିଟିର ବୈଠକ ଆୟୋଜିତ ହେବ। ସବୁଠୁ ବଡ ବିଷୟ ଏଥିରେ ଯୋଗ ଦେବେ ଭାରତୀୟ କ୍ରିକେଟ୍ ଦଳର…
ରଣାଙ୍ଗନରେ ଅବତୀର୍ଣ୍ଣ ହୋଇଛନ୍ତି ଅଳକା-ରାଧାରାଣୀ-କିଶୋର: BJD-BJP-Congress, କେଉଁ ଦଳର ପ୍ରାର୍ଥୀଙ୍କୁ ଆପଣ ଭୋଟଦେଇ ଜିତାଇବେ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ଉପନିର୍ବାଚନକୁ ନେଇ ରାଜ୍ୟ ରାଜନୀତି ଏବେ ଚଳଚଞ୍ଚଳ ହୋଇ ଉଠିଛି । ଇତିମଧ୍ୟରେ ରାଜ୍ୟର ତିନି ପ୍ରମୁଖ ରାଜନୈତିକ ଦଳ ସେମାନଙ୍କର ପ୍ରାର୍ଥୀଙ୍କ ନାମ ଘୋଷଣା…
ବ୍ରଜରାଜନଗର ଉପନିର୍ବାଚନ: ପ୍ରାର୍ଥୀଙ୍କ ନିର୍ବାଚନ ଖର୍ଚ୍ଚ ସ୍ଥିର କଲେ ନିର୍ବାଚନ କମିଶନ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତା ୩୧ ତାରିଖରେ ବ୍ରଜରାଜନଗର ଉପନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ତେବେ ଏଥିପାଇଁ ରାଜ୍ୟର ତିନି ପ୍ରମୁଖ ରାଜନୈତିକ ଦଳ ଚଳଚଞ୍ଚଳ ହୋଇଉଠିଛନ୍ତି । ତେବେ ଏହାମଧ୍ୟରେ ରାଜ୍ୟ…
ମନମୋହନ ସିଂଙ୍କୁ ସମାଲୋଚନା କରୁଥିଲେ ଏବେ ଚୁପ୍ ବସିଛନ୍ତି, ପ୍ରଧାନମନ୍ତ୍ରୀ ସବୁଦିନ ପାଇଁ ସତ୍ୟ ଲୁଚାଇ ପାରିବେ ନାହିଁ- ରାହୁଲ ଗାନ୍ଧୀ
ନୁଆଦିଲ୍ଲୀ: ଡଲାର ତୁଳନାରେ ସର୍ବକାଳିନ ସର୍ବନିମ୍ନ ସ୍ତରରେ ପହଞ୍ଚିଛି ଟଙ୍କା । ଦେଶରେ ନିରନ୍ତର ଦରଦାମ ବୃଦ୍ଧି ମଧ୍ୟରେ ଦୁର୍ବଳ ହୋଇଚାଲିଛି ଟଙ୍କା । ସୋମବାର ଡଲାର ତୁଳନାରେ ଭାରତୀୟ ମୁଦ୍ରା ୭୭.୪୪ ଟଙ୍କାରେ…
ଶାହିନବାଗରେ ଚାଲିଲାନି ବୁଲଡୋଜର, ବିବାଦୀୟ ବୟାନ ଦେଲେ ବିଜେପି ନେତା
ଦିଲ୍ଲୀର ଶାହିନବାଗ ଅଞ୍ଚଳରେ ଜବରଦଖଲ ହଟାଇବାକୁ ପହଞ୍ଚିଥିବା ବୁଲଡୋଜରକୁ ଫେରିଆସିବାକୁ ପଡ଼ିଛି । ସ୍ଥାନୀୟ ଲୋକଙ୍କ ଜବରଦସ୍ତ ହଙ୍ଗାମା ମଧ୍ୟରେ ଫରି ଆସିଛନ୍ତି ଏମସିଡି ଅଧିକାରୀ । ସୂଚନା ମୁତାବକ ଆଜି ପୁର୍ବାହ୍ନ…
ଲୋକସଭା ନିର୍ବାଚନର ୬ ମାସ ପୂର୍ବରୁ ପଶ୍ଚିମବଙ୍ଗରେ ଲାଗିବ ରାଷ୍ଟ୍ରପତି ଶାସନ, ଏମିତି କାହିଁକି କହିଲେ ଟିଏମସି ସାଂସଦ
କୋଲକାତା: କେନ୍ଦ୍ରରେ କ୍ଷମତାସୀନ ଭାରତୀୟ ଜନତା ପାର୍ଟି(ବିଜେପି) ୨୦୨୪ ଲୋକସଭା ନିର୍ବାଚନର ଛଅ ମାସ ପୂର୍ବରୁ ପଶ୍ଚିମବଙ୍ଗରେ ରାଷ୍ଟ୍ରପତି ଶାସନ ଲାଗୁ କରିବାକୁ ଯୋଜନା କରୁଛି। ଏମିତି ସଙ୍ଗୀନ ଅଭିଯୋଗ…
ଇସ୍ତଫା ଦେଲେ ଜିଲ୍ଲା BJP ସଭାପତି, ବ୍ରଜରାଜନଗର ଉପନିର୍ବାଚନ ପୂର୍ବରୁ ଦଳକୁ ଝଟକା
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ଉପନିର୍ବାଚନକୁ ନେଇ ରାଜ୍ୟର ତିନି ପ୍ରମୁଖ ରାଜନୈତିକ ଦଳ ତତ୍ପର ହୋଇ ଉଠିଛନ୍ତି । ଇତିମଧ୍ୟରେ ଦୁଇ ବିରୋଧୀ ବିଜେପି ଓ କଂଗ୍ରେସ ଉପନିର୍ବାଚନ ପାଇଁ…
୨୦୨୪ ପାଇଁ କଂଗ୍ରେସର ପ୍ରସ୍ତୁତ ହେବ ରଣନୀତି ! ଆଜି ହାଇକମାଣ୍ଡଙ୍କୁ ଭେଟି ‘ୱାନ ଟୁ ୱାନ୍’ ଆଲୋଚନା କରିବେ ଦଳୀୟ ନେତା
ନୂଆଦିଲ୍ଲୀ/ଭୁବନେଶ୍ୱର: ରାଜ୍ୟ କଂଗ୍ରେସରେ ଗୋଷ୍ଠୀ କନ୍ଦଳ ଓ ନେତାଙ୍କ ମଧ୍ୟରେ ବାକ୍ଯୁଦ୍ଧ ଦୀର୍ଘ ଦିନ ହେବ ଲାଗି ରହିଛି । ଫଳରେ ରାଜ୍ୟରେ ଦଳ ଉଧେଇବାର ନାଁ ଧରୁନାହିଁ । ଏକ୍ଷେତ୍ରରେ କଂଗ୍ରେସ ସଂଗଠନକୁ ମଜଭୁତ…
ଆଜି ଭାରତ-ବାଂଲାଦେଶ ସୀମା ପରିଦର୍ଶନ କରିବେ ଶାହା
ଗୌହାଟୀ: ଆଜି ଭାରତ-ବାଂଲାଦେଶ ସୀମାରେ ମାନକଚାରରେ ପହଂଚିବା ପରେ ଦକ୍ଷିଣ ସଲମାରା-ମାନକଚର ଜିଲ୍ଲାର ମାନକଚର ପରିଦର୍ଶନ କରିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ସେ ମାନକଚାରରରେ ଆସାମମେଘାଳୟ ସୀମାରେ କାମାଖାବାରି…
ସୋସିଆଲ ମିଡିଆରେ ଭାଇରାଲ ହେଲା ଲାଲୁ ପ୍ରସାଦ ଯାଦବଙ୍କ ମୃତ୍ୟୁ ଖବର, ଖଣ୍ଡନ କଲା ଆରଜେଡି
ବିହାର: ଆଉ ଦୁନିଆରେ ନାହାନ୍ତି ଲାଲୁ ପ୍ରସାଦ ଯାଦବ । ଆଜି ଏଭଳି କିଛି ଖବର ବିହାରରେ ବନ୍ୟା ପରି ବ୍ୟାପିଥିଲା । ସ୍ଥିତି କିଛି ଏପରି ହେଲା ଯେ ଲାଲୁଙ୍କ ଦଳ ଆରଜେଡିକୁ ଏହି ବିଷୟରେ ବିବୃତି ଦେବାକୁ ପଡ଼ିଛି । ରବିବାର…