Browsing Category

ରାଜନୀତି

ଆଜି ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ଭାବେ ପୁଷ୍କରସିଂ ଧାମି

ଡେରାଡୁନ: ଆଜି ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ଭାବେ ପୁଷ୍କରସିଂ ଧାମି ଦ୍ୱିତୀୟ ଥର ପାଇଁ ପଥ ଗ୍ରହଣ କରିବେ । ସୋମବାର ବିଧାୟକଦଳ ବୈଠକରେ ତାଙ୍କୁ ସର୍ବସମ୍ମତ ନେତା ନିର୍ବାଚିତ କରାଯାଇଥିଲା । ତେବେ ଶ୍ରୀ ଧାମି…

ସରିଲା ନିର୍ବାଚନ ପ୍ରଚାର, କାଲି ୧୦୬ ପୌରପାଳିକା, ୩ ମହାନଗର ପାଇଁ ହେବ ମତଦାନ

ଭୁବନେଶ୍ୱର,(ଭାସ୍କର ନ୍ୟୁଜ୍‌) : ଆସନ୍ତା ୨୪ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ପୌର ନିର୍ବାଚନ ନିମନ୍ତେ ମଙ୍ଗଳବାର ସନ୍ଧ୍ୟାରେ ପ୍ରଚାର ଶେଷ ହୋଇଛି । ରାଜ୍ୟର ୧୦୬ ମ୍ୟୁନିସିାଲିଟି ଓ ଏନ୍‌ଏସି ଏବଂ ୩ଟି ମହାନଗର…

ସିଏମ୍‌ସି ନିର୍ବାଚନ: ସଂନ୍ଧ୍ୟାରେ ସରିବ ପ୍ରଚାର, ଶେଷ ଦିନରେ ଦମ୍‌ ଦେଖାଇବେ ପ୍ରାର୍ଥୀ

କଟକ(ଭାସ୍କର ନ୍ୟୁଜ୍‌):   ଆଜି ସନ୍ଧ୍ୟାରେ ସରୁଛି  ଚଳିତ ପୌର ନିର୍ବାଚନ ପ୍ରଚାର। ଆସନ୍ତା ୨୪ ତାରିଖରେ ନିର୍ବାଚନ ଥିବାରୁ ପ୍ରାର୍ଥମାନଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦିତା ଜୋରସୋରରେ ଆରମ୍ଭ ହୋଇଛି । ବିଶେଷ କରି ବିଭିନ୍ନ…

ପୁଷ୍କର ସିଂହ ଧାମୀ ହେବେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ: ବିଜେପି ବିଧାୟକ ଦଳ ବୈଠକରେ ଲାଗିଲା ମୋହର

ଉତ୍ତରାଖଣ୍ଡରେ ମୁଖ୍ୟମନ୍ତ୍ରୀ ହେବେ ପୁଷ୍କର ସିଂହ ଧାମୀ । କ୍ରମାଗତ ଦ୍ୱିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବେ ଧାମି । ସୋମବାର ଭାରତୀୟ ଜନତା ପାର୍ଟୀ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ଭାବେ ପୁଷ୍କର ଧାମୀଙ୍କ ନାଁ ରେ ମୋହର…

ପୌର ନିର୍ବାଚନ: ଶକ୍ତି ପ୍ରଦର୍ଶନ କରୁଛନ୍ତି ବନ୍ଦିତା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତା ୨୪ ତାରିଖରେ ରାଜ୍ୟରେ ଅନୁଷ୍ଠିତ ହେବ ପୌର ନିର୍ବାଚନ । ହାତରେ ଆଉ ମାତ୍ର ଦୁଇ ଦିନ ସମୟ ରହିଥିବାରୁ ସମସ୍ତ ରାଜନୈତିକ ଦଳର ପ୍ରାର୍ଥୀମାନେ ଜୋରସୋରରେ ପ୍ରଚାର ଅଭିଯାନ ଚଳାଇଛନ୍ତି…

ବ୍ରହ୍ମପୁର ମହାନଗର ନିର୍ବାଚନ: ୨୫୦ ବୁଥ୍‌ରେ ହେବ ମତଦାନ, ୯୬ଟି ସମ୍ବେଦନଶୀଳ ବୁଥ୍ ଉପରେ ପୋଲିସ ଫୋକସ୍

ବ୍ରହ୍ମପୁର, (ଭାସ୍କର ନ୍ୟୁଜ): ସହରର କିଛି ୱାର୍ଡର ବୁଥ୍‌ ପରିଦର୍ଶନ କଲେ ଏସ୍ପି ପିଇବା ପାଣିଠାରୁ ଆରମ୍ଭ କରି ଫାଷ୍ଟଏଡ୍‌ ଏବଂ ଅନ୍ୟାନ୍ୟ ବ୍ୟବସ୍ଥା ରହିବ । ବ୍ରହ୍ମପୁର ମହାନଗର ନିଗମରେ ହେବାକୁ ଥିବା ୨୫୦ଟି ବୁଥ୍‌…

ନିଜ ଆସନ ଟଳମଳ ସମୟରେ ମୋଦୀ ସରକାରଙ୍କୁ ପ୍ରଶଂସା କଲେ ଇମ୍ରାନ ଖାନ, କହିଲେ- ଭାରତକୁ ସଲାମ

ନୂଆଦିଲ୍ଲୀ: ପାକିସ୍ତାନରେ ରାଜନୈତିକ ଅସ୍ଥିରତା ଚରମରେ ରହିଛି। ଦେଶରେ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଗାଦି ଟଳମଳ ହେବାରେ ଲାଗିଛି। ଏମିତି ବିଷମ ପରିସ୍ଥିତିରେ ଇମ୍ରାନ ଭାରତକୁ ପ୍ରଶଂସା କରିଛନ୍ତି। ଖୈବର…

RJD ରେ ମିଶିଲା LJD; ୨୫ ବର୍ଷ ପରେ ଏକାଠି ହେଲେ ଲାଲୁ-ଶରଦ

ନୂଆଦିଲ୍ଲୀ: ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶରଦ ଯାଦବ ରବିବାର ତାଙ୍କର ଲୋକତାନ୍ତ୍ରିକ ଜନତା ଦଳ(ଏଲଜେଡି) କୁ ଲାଲୁ ପ୍ରସାଦ ଯାଦବଙ୍କ ରାଷ୍ଟ୍ରୀୟ ଜନତା ଦଳ(ଆରଜେଡି) ସହ ମିଶ୍ରଣ ନେଇ ଘୋଷଣା କରିଛନ୍ତି । ଦୁଇ ପାର୍ଟୀର…

ୟୁପି ଏମଏଲସି ନିର୍ବାଚନ: ୩୫ ଆଶାୟୀଙ୍କ ନାଁ ଘୋଷଣା କଲା ସମାଜବାଦୀ ପାର୍ଟୀ

ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପରେ ଏବେ ବିଧାନ ପରିଷଦ ନିର୍ବାଚନକୁ ନେଇ ଚର୍ଚ୍ଚା ଜୋର ଧରିଛି । ସମାଜବାଦୀ ପାର୍ଟୀ ବିଧାନ ପରିଷଦ ନିର୍ବାଚନ ପାଇଁ ୩୫ ସିଟରୁ ୩୩ ଆଶାୟୀଙ୍କ ନାମ ଘୋଷଣା କରିଛି ଏବଂ ଅନ୍ୟ ୨ ସିଟ…

ମଣିପୁର ମୁଖ୍ୟମନ୍ତ୍ରୀ ପଦରେ ବସିବେ ଏନ୍.ବୀରେନ ସିଂହ: ସର୍ବସମ୍ମତିରେ ହେଲେ ନେତା ନିର୍ବାଚିତ

ମଣିପୁରରେ ପୁଣି ଥରେ ମୁଖ୍ୟମନ୍ତ୍ରୀ ପଦରେ ବସିବେ ଏନ୍.ବୀରେନ ସିଂହ । ଲଗାତାର ଦ୍ୱିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ପଦରେ ବସିବାକୁ ଯାଉଛନ୍ତି ବୀରେନ ସିଂହ ।  ଏନେଇ ମଣିପୁର ବିଜେପି ବିଧାୟକ ଦଳ ବୈଠକରେ ସର୍ବସମ୍ମତିରେ…