Browsing Category

ରାଜନୀତି

କିଏ ହେବ ଉତ୍ତରାଖଣ୍ଡର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ, ଏହି ତିନି ନେତାଙ୍କୁ ଦିଲ୍ଲୀ ଡାକରା

ନୂଆଦିଲ୍ଲୀ: କିଏ ହେବ ଉତ୍ତରାଖଣ୍ଡର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ । ଏନେଇ ବିଜେପି ନେତାଙ୍କ ମଧ୍ୟରେ ଅଙ୍କ ଛିଣ୍ଡି ପାରୁନି । ରାଜ୍ୟର ମୁଖିଆ ଦାୟିତ୍ୱ କିଏ ନେବ ସେନେଇ ଏକପ୍ରକାର ସସପେନ୍ସ ଜାରି ରହିଛି । ତେବେ ରାଜ୍ୟର…

ଆବଶ୍ୟକ ନାହିଁ ୪ର୍ଥ ସାମ୍ମୁଖ୍ୟ: ଓୱେସୀଙ୍କ ସହିତ ମେଣ୍ଟକୁ ସଞ୍ଜୟ ରାଉତଙ୍କ ପ୍ରତ୍ୟାଖ୍ୟାନ

ନୂଆଦିଲ୍ଲୀ: ଅସଦ୍ଦୁଦ୍ଦିନ ଓୱେସୀଙ୍କ ନେତୃତ୍ୱାଧୀନ AIMIM ବିଜେପିର 'ବି' ଦଳ ନୁହେଁ ବୋଲି ସ୍ପଷ୍ଟ କରିଛନ୍ତି ଏଆଇଏମ୍ଆଇଏମ୍ ନେତା ଇମତିଆଜ୍ ଜଲିଲ୍ । ଜଲିଲ୍ କହିଛନ୍ତି ଯେ ମହାରାଷ୍ଟ୍ର ସରକାରଙ୍କ ଏନସିପି ନେତା ତଥା…

ପଞ୍ଜାବର ଯୁବକଙ୍କୁ ଭଗବନ୍ତ ମାନଙ୍କ ଉପହାର: ୨୫ ହଜାର ପଦରେ ଦେବେ ନିଯୁକ୍ତି, ପ୍ରଥମ କ୍ୟାବିନେଟ ବୈଠକରେ ମଞ୍ଜୁରୀ

ପଞ୍ଜାବରେ ମନ୍ତ୍ରୀମଣ୍ଡଳ ବିସ୍ତାର ପରେ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ ନିଜ ପ୍ରଥମ କ୍ୟାବିନେଟ୍ ବୈଠକରେ ବଡ଼ ନିଷ୍ପତ୍ତି ନେଇଛନ୍ତି । ପଞ୍ଜାବର ସରକାରୀ ବିଭାରେ ଖାଲି ଥିବା ୨୫ ହଜାର ପଦବୀ ନିଯୁକ୍ତି ଦେବା ନେଇ ଘୋଷଣା…

ସାମ୍ନାକୁ ଆସିଲା ଯୋଗୀ ଆଦିତ୍ୟନାଥଙ୍କ ଶପଥ ଗ୍ରହଣର ତାରିଖ, ଏହି ବ୍ୟକ୍ତିଙ୍କୁ କରାଯିବ ଆମନ୍ତ୍ରଣ

ନୂଆଦିଲ୍ଲୀ ୧୮।୦୩: ଯୋଗୀ ଆଦିତ୍ୟନାଥ ଉତ୍ତର ପ୍ରଦେଶର ଦ୍ଵିତୀୟ ଥର ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି। ମାର୍ଚ୍ଚ ୨୫ରେ ସେ ମୁଖ୍ୟମନ୍ତ୍ରୀ ପଦର ଶପଥ ଗ୍ରହଣ କରିବେ। ମାର୍ଚ୍ଚ ୨୫ରେ ଲକ୍ଷ୍ନୌରେ ସହିଦ ପଦରେ ସ୍ଥିତ…

ଦୂର ହେବ କି କଂଗ୍ରେସର କଳହ ? ସୋନିଆ ଗାନ୍ଧୀଙ୍କୁ ଭେଟିଲେ ‘ଜି-୨୩’ର ନେତା ଗୁଲାମ ନବି ଆଜାଦ

ନୂଆଦିଲ୍ଲୀ: ପାଞ୍ଚ ରାଜ୍ୟରେ ଶୋଚନୀୟ ପରାଜୟ ପରେ କଂଗ୍ରେସ ଜାରି ଦଳୀୟ କଳହ ମଧ୍ୟରେ ଜି-୨୩ର ଅସନ୍ତୁଷ୍ଟ ନେତା ଗୁଲାମ ନବି ଆଜାଦ ଶୁକ୍ରବାର ପାର୍ଟିର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କୁ ୧୦ ଜନପଥରେ ଭେଟିଛନ୍ତି।…

କମେଡିଆନରୁ ସାଜିଲେ ମୁଖ୍ୟମନ୍ତ୍ରୀ: ୧୦ କ୍ୟାବିନେଟ ମନ୍ତ୍ରୀଙ୍କ ସହ ଏହି ତାରିଖରେ ନେବେ ଶପଥ

ନୂଆଦିଲ୍ଲୀ: ପଞ୍ଜାବରେ ଅଦ୍ଭୂତପୂର୍ବ ବିଜୟ ସହିତ ସରକାର ଗଠନ କରିବାକୁ ଯାଉଛି ଆପ୍ । ଭଗୱନ୍ତ ମାନ୍ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିସାରିଛନ୍ତି । ତେବେ କମେଡିଆନରୁ ମୁଖ୍ୟମନ୍ତ୍ରୀ ସାଜିଥିବା ମାନଙ୍କ…

ଜି-୨୩ ଆଗରେ ମୁଣ୍ଡ ନୁଆଁଇଲା ଗାନ୍ଧୀ ପରିବାର ?  ଆଜି ଗୁଲାମ ନବି ଆଜାଦଙ୍କୁ ଭେଟି ପାରନ୍ତି ସୋନିଆ 

ନୂଆଦିଲ୍ଲୀ: ପାଞ୍ଚ ରାଜ୍ୟର ବିଧାନସଭା ନିର୍ବାଚନରେ ଶୋଚନୀୟ ପରାଜୟ ପରେ କଂଗ୍ରେସରେ ଜୋର ଧରିଛି ବିରୋଧର ସ୍ଵର। ଅସନ୍ତୁଷ୍ଟ ଜି-୨୩ ଗ୍ରୁପ ଲଗାତାର ବୈଠକ କରି ପାର୍ଟି ହାଇକମାଣ୍ଡଙ୍କୁ ଦଳର ସଂଗଠନରେ ପରିବର୍ତ୍ତନ…

BJP ପାଖରେ କମ୍ ବିଧାୟକ ଅଛନ୍ତି, ସମସ୍ତ ବିରୋଧୀ ଏକଜୁଟ୍ ହେଲେ ଭାଜପା ରାଷ୍ଟ୍ରପତି ନିର୍ବାଚନ ଜିତି ପାରିବନି: ମମତା

ନୂଆଦିଲ୍ଲୀ: ନିକଟରେ ୫ଟି ରାଜ୍ୟର ବିଧାନସଭା ନିର୍ବାଚନ ସମାପ୍ତ ପରେ ଏବେ ସମସ୍ତଙ୍କର ନଜର ରାଷ୍ଟ୍ରପତି ନିର୍ବାଚନ ଉପରେ ରହିଛି । କାରଣ ଆସନ୍ତା ଜୁଲାଇ ୨୪ ତାରିଖରେ ବର୍ତ୍ତମାନର ରାଷ୍ଟ୍ରପତି ରାମନାଥ କୋବିନ୍ଦ…

ଭୋଟ୍ ପାଇଁ ଛୁଟି: ପୌର ନିର୍ବାଚନ ପାଇଁ ସରକାରୀ କର୍ମଚାରୀଙ୍କୁ ମିଳିବ ୩ ଦିନ ଛୁଟି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମତଦାନ ଦିନ କର୍ମଚାରୀଙ୍କୁ ମିଳିବ ଛୁଟି । ରାଜ୍ୟରେ ଅନୁଷ୍ଠିତ ହେବାକୁ ଥିବା ପୌର ନିର୍ବାଚନରେ ଅଂଶଗ୍ରହଣ କରିବେ ସମସ୍ତ କର୍ମଚାରୀ । ଏ ନେଇ ରାଜ୍ୟର ସମସ୍ତ ଜିଲ୍ଲାପାଳଙ୍କୁ ଚିଠି…

‘ଆଜି ଜନତାଙ୍କ ହିତ ପାଇଁ ଏଭଳି ନିଷ୍ପତ୍ତି ନେବି, ଯାହା ଏପର୍ଯ୍ୟନ୍ତ କେହିବି ନେଇନାହଁନ୍ତି’: ଭଗବନ୍ତ ମାନ୍

ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ ଟ୍ୱିଟ କରି କହିଛନ୍ତି ଯେ ପଞ୍ଜାବ ଜନତାଙ୍କ ହିତ ପାଇଁ ଆଜି ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି । ସେ କହିଛନ୍ତି ପଞ୍ଜାବ ଇତିହାସରେ ଆଜି ପର୍ଯ୍ୟନ୍ତ କେହି ଏଭଳି ନିଷ୍ପତ୍ତି…