Browsing Category
ରାଜନୀତି
ବିଧାନସଭା ନିର୍ବାଚନ ପୂର୍ବରୁ ମାୟାବତୀ ଓ ବିଜେପିକୁ ଝଟକା, ସମାଜବାଦୀ ପାର୍ଟିରେ ସାମିଲ ହେଲେ ୭ ବିଧାୟକ
ନୂଆଦିଲ୍ଲୀ : ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ ମାୟାବତୀଙ୍କ ନେତୃତ୍ୱାଧୀନ ବହୁଜନ ସମାଜ ପାର୍ଟି(ବିଏସପି)କୁ ଲାଗିଛି ଜୋରଦାର ଝଟକା । ଶନିବାର ବିଏସପିର ଛଅ ଜଣ ବିଧାୟକ ସମାଜବାଦୀ ପାର୍ଟି(ଏସପି)ରେ…
‘ରାଜନୀତିକୁ ଗମ୍ଭୀରତାର ସହ ନେଉ ନାହିଁ କଂଗ୍ରେସ, ଏହି ଦଳ ପାଇଁ ହିଁ ମୋଦୀ ଆହୁରି ଶକ୍ତିଶାଳୀ ହେଉଛନ୍ତି’
ପାଣାଜି : ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗୋଆ ଗସ୍ତର ଶେଷ ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କାହିଁକି ଆହୁରି ଶକ୍ତିଶାଳୀ ହେଉଛନ୍ତି ତାର କାରଣ କହିଛନ୍ତି । ସେ କହିଛନ୍ତି ଦେଶର ସବୁଠୁ ବଡ…
କଂଗ୍ରେସ ସହ ପିକେଙ୍କର ବଢ଼ିଲା ଅଡ଼ୁଆ, ବିଜେପିକୁ ଖୁସି କରିବାକୁ ଏହା ଏକ ଚାଲ୍ ଥିଲା କି?
ନୂଆଦିଲ୍ଲୀ: ଗତ କିଛିଦିନ ପୂର୍ବରୁ ରାଜନୀତିକ ନୀତି ନିର୍ଦ୍ଧାରକ ପ୍ରଶାନ୍ତ କିଶୋର କଂଗ୍ରେସର ଖୁବ୍ ନିକଟତର ହେବାରେ ଲାଗିଥିଲେ । ଏପରିକି ପ୍ରଶାନ୍ତ କଂଗ୍ରେସରେ ମିଶିବା ନେଇ ବହୁବାର ଆଲୋଚନା ହେଉଥିଲା । ହେଲେ ଅଚାନକ…
TMCରେ ଯୋଗଦେଲେ ଟେନିସ କିମ୍ବଦନ୍ତୀ ଲିଆଣ୍ଡର ପେସ୍
ନୂଆଦିଲ୍ଲୀ: ଟେନିସ କିମ୍ବଦନ୍ତୀ ଲିଆଣ୍ଡର ପେସ୍ ଟିଏମସିରେ ସାମିଲ ହୋଇଛନ୍ତି । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଉପସ୍ଥିତିରେ ସେ ଟିଏମସିରେ ଯୋଗଦେଇଥିବା ବେଳେ ଦିଦି ଲିଆଣ୍ଡରଙ୍କୁ ଛୋଟ ଭାଇ ବୋଲି ସମ୍ବୋଧନ…
ବିଜେଡିରେ ମିଶିଲେ ବିଶ୍ୱରଞ୍ଜନ ମଲ୍ଲିକ, ପ୍ରତିକ୍ରିୟାରେ ଏପରି କହିଲେ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବିଜେଡିରେ ସାମିଲ ହୋଇଛନ୍ତି ବରୀର ନେତା ବିଶ୍ୱରଞ୍ଜନ ମଲ୍ଲିକ । ଶତାଧିକ ସମର୍ଥକଙ୍କ ସହ ବିଶ୍ୱରଞ୍ଜନ ବିଜେଡିରେ ଯୋଗ ଦେଇଛନ୍ତି । ଏହି ମିଶ୍ରଣ କାର୍ଯ୍ୟକ୍ରମରେ ବିଜେଡିର ସାଙ୍ଗଠନିକ…
ବିଜେଡ଼ିରୁ ବିଦା ହେଲେ ଶୈଳେସ ଡାନି; ଜାଣନ୍ତୁ କଣ ରହିଛି କାରଣ
ଭୁବନେଶ୍ୱର (ଓଡ଼ିଶା ଭାସ୍କର): ବିଜେଡିରୁ ବିଦା ହୋଇଛନ୍ତି ଶୈଳେସ ଡାନି । ସମ୍ବଲପୁର ବିଜୁ ଜନତା ଦଳର ସଦସ୍ୟ ରହିଥିବା ଡାନିଙ୍କୁ ଦଳବିରୋଧୀ କାର୍ଯ୍ୟ ପାଇଁ ନିଲମ୍ବିତ କରାଯାଇଛି । ଦଳବିରୋଧୀ କାର୍ଯ୍ୟ ପାଇଁ ତୁରନ୍ତ…
ରାହୁଲ ଗାନ୍ଧୀଙ୍କୁ ପିକେଙ୍କ ଉପଦେଶ : ଏହି ଭ୍ରମରେ ରୁହନ୍ତୁ ନାହିଁ ଯେ, ମୋଦୀ ଶୀଘ୍ର କ୍ଷମତାରୁ ବାହାର ହୋଇଯିବେ
ନୂଆଦିଲ୍ଲୀ : ନିର୍ବାଚନୀ ରଣନୀତିକାର ତଥା ଇଣ୍ଡିଆନ ପଲିଟିକଲ ଆକ୍ସନ କମିଟିର ମୁଖ୍ୟ ପ୍ରଶାନ୍ତ କିଶୋରଙ୍କ ଏକ ବୟାନ ଏବେ ଚର୍ଚ୍ଚାରେ । ପ୍ରଶାନ୍ତ କିଶୋର କହିଛନ୍ତି, ଭାରତୀୟ ଜନତା ପାର୍ଟି ଆଗାମୀ ଦିନରେ ଦଶନ୍ଧି ଧରି…
ଗୋଷ୍ଠୀ କନ୍ଦଳରେ ସମ୍ପୃକ୍ତ ଅତନୁ ସବ୍ୟସାଚୀ; ପର୍ଯ୍ୟବେକ୍ଷକଙ୍କ ନିକଟରେ ସଙ୍ଗୀନ ଅଭିଯୋଗ
ମହାକାଳପଡା(ଓଡ଼ିଶା ଭାସ୍କର): ମହାକାଳପଡ଼ା ବିଧାୟକ ଅତନୁ ସବ୍ୟସାଚୀ ପାଟକୁରାରେ ଗୋଷ୍ଠୀ କନ୍ଦଳ କରୁଥିବା ନେଇ ସଞ୍ଜୟ ଅଗ୍ରୱାଲ ଅଭିଯୋଗ କରିଛନ୍ତି । ମଙ୍ଗଳବାର ପାଟକୁରା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କରିଲୋପାଟଣା…
Pegasus ସ୍ପାଏୱେୟାର ମାମଲା; ଦେଶରେ ଗଣତନ୍ତ୍ରର ହତ୍ୟା ହୋଇଛି
ନୂଆଦିଲ୍ଳୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀ ବୁଧବାର କେନ୍ଦ୍ର ସରକାରଙ୍କୁ ଆକ୍ରମଣ କରିଛନ୍ତି । ଭାରତୀୟ ଗଣତନ୍ତ୍ର ବ୍ୟବସ୍ଥାକୁ ହତ୍ୟା କରିବା ପାଇଁ ପେଗାସସ୍ ସ୍ପାଏୱେୟାର ବ୍ୟବହାର କରାଯାଇଛି ବୋଲି ରାହୁଲ କହିଛନ୍ତି…
ଅମରିନ୍ଦରଙ୍କ ସହିତ ସର୍ମ୍ପକକୁ ନେଇ ଅରୁସା କହିଲେ- ‘ଲଭର ନୁହେଁ କ୍ୟାପଟେନ୍ ମୋ ସୋଲମେଟ୍’
ଚଣ୍ଡିଗଡ଼: ପଞ୍ଜାବ ମୁଖ୍ୟମନ୍ତ୍ରୀ ପଦରୁ କ୍ୟାପଟେନ୍ ଅମରିନ୍ଦର ସିଂହଙ୍କ ଇସ୍ତଫା ପରେ ମହିଳା ସାମ୍ବାଦିକ ଅରୁସା ଆଲମଙ୍କ ତାଙ୍କ ସମ୍ପର୍କକୁ ନେଇ ରାଜ୍ୟର ରାଜନୀତି ସରଗରମ ହୋଇଛି । ସେ ଚଳିତବର୍ଷ ସେପ୍ଟେମ୍ବର ମାସରେ…