Browsing Category
ରାଜନୀତି
ଆଜି ବିଜେଡିରେ ମିଶିବେ ପ୍ରଦୀପ ମାଝୀ, ରାଜନୀତିରେ ଆରମ୍ଭ କରିବେ ନୂଆ ଇନିଂସ୍
ଭୁବନେଶ୍ୱର, (ଭାସ୍କର ନ୍ୟୁଜ୍): ନବରଙ୍ଗପୁରର ପୂର୍ବତନ କଂଗ୍ରେସ ସାଂସଦ ପ୍ରଦୀପ ମାଝୀ ଶନିବାର ବିଜୁ ଜନତା ଦଳ (ବିଜେଡି)ରେ ଯୋଗ ଦେବେ । ନବରଙ୍ଗପୁରରେ ଆୟୋଜିତ ହେବାକୁ ଥିବା ବିଜେଡିର ମିଶ୍ରଣ କାର୍ଯ୍ୟକ୍ରମରେ…
ମମିତା ମେହେର ହତ୍ୟା ମାମଲା: ଆଜି ୧୨ ଘଣ୍ଟିଆ ଗଜପତି ବନ୍ଦ
ପାରଳାଖେମୁଣ୍ଡି, (ଭାସ୍କର ନ୍ୟୁଜ୍): କଳାହାଣ୍ଡି ଜିଲ୍ଲା ମହାଲିଙ୍ଗ ସନ୍ସାଇନ୍ ପବ୍ଲିକ୍ ସ୍କୁଲ୍ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲାରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଦାବିରେ ଶନିବାର ବିଜେପି…
ଆଜି ଝାରସୁଗୁଡ଼ା ବନ୍ଦ, ସକାଳ ୬ଟାରୁ ଦିନ ୨ଟା ଯାଏଁ ଯାତାୟତ ସବୁ ଠପ୍
ଝାରସୁଗୁଡ଼ା: ମମିତା ମେହେର ହତ୍ୟାକାଣ୍ଡରେ ଦୋଷୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଓ ଏହି ମାମଲାକୁ ସିବିଆଇ ତଦନ୍ତ କରିବା ଦାବିରେ ଜିଲ୍ଲା ବିଜେପି ପକ୍ଷରୁ ୮ ଘଣ୍ଟିଆ ଝାରସୁଗୁଡ଼ା ବନ୍ଦ ଡାକରା ଦିଆଯାଇଛି । ଶନିବାର…
ପୁଣି ତେଜିଲା ସିଦ୍ଧୁ-ଅମରିନ୍ଦର ବିବାଦ: ଅମରିନ୍ଦର ବାରୁଦ ବୀହିନ ଗୁଳି
ନୂଆଦିଲ୍ଲୀ: ପୂର୍ବତନ ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂଙ୍କୁ ପୁଣି ଥରେ ଆକ୍ରମଣ କରିଛନ୍ତି ପଞ୍ଜାବ କଂଗ୍ରେସ ସଭାପତି ନଭଜୋତ ସିଂ ସିଦ୍ଧୁ । ସିଦ୍ଧୁ ଆକ୍ରମଣ କରିବା ସହିତ କ୍ୟାପଟେନ ବାରୁଦ ସରି ଯାଇଥିବା ଗୁଳି…
ପଶ୍ଚିମବଙ୍ଗରେ ପୁଣି ଦିଦିଙ୍କ ଯାଦୁ: ୪ଟି ବିଧାନସଭା ଆସନକୁ ପୋଛିନେଲା TMC, ଅମାନତ ହରାଇଲା BJP
ନୂଆଦିଲ୍ଲୀ: ପଶ୍ଚିମବଙ୍ଗରେ ପୁଣି ଦେଖିବାକୁ ମିଳିଛି ଦିଦିଙ୍କ ଯାଦୁ । ନିକଟରେ ଶେଷ ହୋଇଥିବା ୪ଟି ବିଧାନସଭା ନିର୍ବାଚନର ଫଳାଫଳ ଆସିଯାଇଛି । ତେବେ ଏଥିରେ ଦିଦି ୪ଟି ଆସନକୁ ମୂଳପୋଛ କରିଦେଇଥିବା ବେଳେ ବିଜେପି ୩ଟି…
୪ ଦିନିଆ ରିମାଣ୍ଡରେ ଗଲେ ଅନୀଲ ଦେଶମୁଖ୍, ଇଡ଼ି ଉଗାରିବ ମନି ଲଣ୍ଡ୍ରିଂର ଅନେକ ଗୁମର
ମୁମ୍ବାଇ : ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନୀଲ ଦେଶମୁଖଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଗିରଫ କରିଥିବା ବେଳେ ମଙ୍ଗଳବାର କୋର୍ଟରେ ହାଜର କରାଇଥିଲା । ଏହାପରେ କୋର୍ଟଙ୍କ ଅନୁମତି କ୍ରମେ ଅନୀଲ୍ଙ୍କୁ ୪…
ଦଳରେ ଯୋଗ ଦେବା ପାଇଁ ମୋଦୀଙ୍କୁ କହିଲେ ଇସ୍ରାଏଲ ପ୍ରଧାନମନ୍ତ୍ରୀ: ଏମିତି ଜବାବ ଦେଲେ ମୋଦୀ, ଦେଖନ୍ତୁ ଭାଇରାଲ ଭିଡିଓ
ନୂଆଦିଲ୍ଲୀ: ଗ୍ଲାସଗୋରେ ପରସ୍ପରକୁ ପ୍ରଥମ ଥର ପାଇଁ ଭେଟିଥିଲେ ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଇସ୍ରାଏଲ ପ୍ରଧାନମନ୍ତ୍ରୀ ନାଫ୍ଟାଲି ବେନେଟ୍ଟ । ଉଭୟ ନେତାଙ୍କ ମଧ୍ୟରେ ଅନୁଷ୍ଠିତ ଏହି ପ୍ରଥମ ବୈଠକ ବେଶ…
୫୦ ହଜାରର ସାର୍ଟ, ୨ ଲକ୍ଷ ଟଙ୍କାର ଜୋତା ସହ ୧୫ କୋଟିର ପାର୍ଟି; ସମୀର ୱାଂଖେଡେଙ୍କ ଉପରେ ମନ୍ତ୍ରୀ ନବାବ ମଲ୍ଲିକଙ୍କ ନୂଆ ଆକ୍ରୋଶ
ମୁମ୍ବାଇ: ଏନସିବିର ଜୋନଲ ଡାଇରେକ୍ଟର ସମୀର ୱାଂଖେଡେଙ୍କ ନାରେ ବିବାଦ ଥମିବାରେ ନା ନେଉନି । ପୁଣି ଏନସିପି ନେତା ଏବଂ ମହାରାଷ୍ଟ୍ର ସରକାରରେ ଥିବା ମନ୍ତ୍ରୀ ନବାବ ମଲ୍ଲିକଙ୍କ ନୂଆ ଆକ୍ରୋଶ ଗଣମାଧ୍ୟମ ସାମ୍ନାକୁ ଆସିଛି…
ମନି ଲଣ୍ଡ୍ରିଂ ମାମଲାରେ ଗିରଫ ହୋଇଥିବା ଅନିଲ ଦେଶମୁଖ କିଏ? ଜାଣନ୍ତୁ ଏହି ବିଶେଷ ରିପୋର୍ଟରେ…
ମୁମ୍ବାଇ: ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନିଲ ଦେଶମୁଖଙ୍କୁ ଗିରଫ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) । ତାଙ୍କ ଗିରଫଦାରୀ ସମ୍ପର୍କରେ ଇଡି ପକ୍ଷରୁ ସୂଚନା ଦିଆଯାଇଛି । ଇଡି କାର୍ଯ୍ୟାଳୟରୁ ମିଳିଥିବା…
ସାଲୁଜାଙ୍କ ଗାଁରେ ଥିଲି, ମମିତାଙ୍କୁ ଭେଟି ନାହିଁ: ଜବାବ ଦେଲେ ଦିବ୍ୟଶଙ୍କର
ଭୁବନେଶ୍ୱର(ଓଡ଼ିଶା ଭାସ୍କର): କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ଖୁଲାସାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର । ସାଲୁଜାଙ୍କ ଦ୍ୱାରା କରାଯାଇଥିବା ଦାବି…