fbpx
Browsing Category

ରାଜନୀତି

BIG BREAKING: ପୁଣି ଦିଲ୍ଲୀ ଗଲେ ରାଜ୍ୟ ବିଜେପି ନେତୃତ୍ୱ

ଓଡ଼ିଶା ଭାସ୍କର: ପୁଣି ଡକରା ପାଇ ଦିଲ୍ଲୀ ଗଲେ ରାଜ୍ୟ ବିଜେପି ନେତୃତ୍ୱ। ଏହା ସହ ଓଡ଼ିଶା ଗସ୍ତରେ ଆସିଥିବା ବିଜେପି ରାଜ୍ୟ ନିର୍ବାଚନ ପ୍ରଭାରୀ ଓ ସହ ପ୍ରଭାରୀ ମଧ୍ୟ ସେମାନଙ୍କ ସହିତ ଦିଲ୍ଲୀ ଯାଇଛନ୍ତି। ବିଜେପି…

ପଶ୍ଚିମବଙ୍ଗ ରାଜନୀତି: TMC ଲୋକସଭା ନିର୍ବାଚନ ତାଲିକାରୁ ଅଭିନେତ୍ରୀ ନୁସରତ ଆଉଟ ରଚନା ଇନ୍

କୋଲକତା: ପଶ୍ଚିମବଙ୍ଗରେ ତୃଣମୂଳ କଂଗ୍ରେସ (ଟିଏମସି) ରବିବାର (ମାର୍ଚ୍ଚ ୧୦, ୨୦୨୪) ଲୋକସଭା ନିର୍ବାଚନ ୨୦୨୪ ପାଇଁ ତା'ର ପ୍ରଥମ ପ୍ରାର୍ଥୀ ତାଲିକା ଘୋଷଣା କରିଛି । ରାଜଧାନୀ କୋଲକାତାରେ ଟିଏମସି ସୁପ୍ରିମୋଙ୍କ…

ଲୋକସଭା ନିର୍ବାଚନ ୨୦୨୪: ୪୨ ପ୍ରାର୍ଥୀଙ୍କ ତାଲିକା ଜାରି କରିବା ସହ ମମତା କଲେ ବଡ ଘୋଷଣା

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନକୁ ନେଇ ସାମ୍ନାକୁ ଆସିଲା ବଡ ଅପଡେଟ୍ । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ଟିଏମସି ଅଧ୍ୟକ୍ଷ ମମତା ବାନାର୍ଜୀ ବଡ ଘୋଷଣା କରିଛନ୍ତି । ମମତା ଘୋଷଣା କରିଛନ୍ତି କି ଟିଏମସି ପଶ୍ଚିମବଙ୍ଗରେ…

ଲୋକସଭା ନିର୍ବାଚନର ଏକ ସପ୍ତାହ ପୂର୍ବରୁ କାହିଁକି ଇସ୍ତଫା ଦେଲେ ନିର୍ବାଚନ କମିଶନର? ଜାଣନ୍ତୁ, ଏହା ପଛର କାରଣ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନର ଏକ ସପ୍ତାହ ପୂର୍ବରୁ ଶନିବାର ଦିନ ନିର୍ବାଚନ କମିଶନର ଅରୁଣ ଗୋଏଲ ଇସ୍ତଫା ଦେଇଛନ୍ତି। ଏବଂ ତାଙ୍କ ଇସ୍ତଫା ରାଷ୍ଟ୍ରପତିଙ୍କ ଦ୍ୱାରା ଗ୍ରହଣ କରାଯାଇଥିବା ଜଣାପଡିଛି। ତେବେ ଆସନ୍ତା…

ରାଜସ୍ଥାନରେ ରାଜନୈତିକ ଅସ୍ଥିରତା, କଂଗ୍ରେସ ଛାଡ଼ି ବିଜେପିରେ ସାମିଲ ହେଲେ ୩୨ ଜଣ ନେତା

ଜୟପୁର: ଲୋକସଭା ନିର୍ବାଚନ ପୂର୍ବରୁ ରାଜସ୍ଥାନରେ ଦେଖାଦେଇଛି ରାଜନୈତିକ ଅସ୍ଥିରତା । କଂଗ୍ରେସକୁ ଲାଗିଛି ବଡ଼ ଝଟକା । ଆଜି ରାଜସ୍ଥାନର ୩୨ ଜଣ କଂଗ୍ରେସ ନେତା ବିଜେପିରେ ଯୋଗ ଦେଛନ୍ତି । ଜୟପୁର ସ୍ଥିତ ବିଜେପି ପ୍ରଦେଶ…

TMC ପାଇଁ ନିର୍ବାଚନ ଲଢ଼ିବେ କ୍ରିକେଟର ୟୁସୁଫ ପଠାନ: ଅଭିନେତ୍ରୀ ରଚନା ବାନାର୍ଜୀଙ୍କୁ ଟିକେଟ

ନୂଆଦିଲ୍ଲୀ: ଆସନ୍ତା ଲୋକସଭା ନିର୍ବାଚନରେ ରାଜନୀତି ମଇଦାନରେ ପାଦ ଥାପିବେ ଟିମ ଇଣ୍ଡିଆର ପୂର୍ବତନ କ୍ରିକେଟର ୟୁସୁଫ ପଠାନ। ଟିଏମସି ପକ୍ଷରୁ ନିର୍ବାଚନ ପାଇଁ ଟିକେଟ ହାସଲ କରିଛନ୍ତି ଭାରତର ପୂର୍ବତନ ଷ୍ଟାର…

ପଦ୍ମ ଛାଡି ହାତ ଧରିଲେ ଏହି ସାଂସଦ, ଏକ୍ସରେ ସୂଚନା ଦେବା ସହ କାରଣ ବି କହିଲେ

ନୂଆଦିଲ୍ଲୀ: ହିସାରର ବିଜେପି ସାଂସଦ ବ୍ରିଜେନ୍ଦ୍ର ସିଂହ ଦଳରୁ ଇସ୍ତଫା ଦେଇଛନ୍ତି । ସେ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ନିଜ ଇସ୍ତଫା ବିଷୟରେ ସୂଚନା ଦେଇଛନ୍ତି । ସେ କହିଛନ୍ତି ମୁଁ ରାଜନୈତିକ ବାଧ୍ୟବାଧ୍ୟକତା…

AAPକୁ ବଡ଼ ଝଟକା, ଇସ୍ତଫା ଦେଲେ ଅଭିନେତ୍ରୀ ସମ୍ଭାବନା ସେଠ୍

ନୂଆଦିଲ୍ଲୀ: ସାଧାରଣ ନିର୍ବାଚନ ପୂର୍ବରୁ ଦଳ ବଦଳ ପ୍ରକ୍ରିୟା ଜାରି ରହିଛି । ଏଥିମଧ୍ୟରେ ଆମ୍ ଆଦମୀ ପାର୍ଟି(ଆପ୍) କୁ ଲାଗିଛି ବଡ଼ ଝଟକା । ଲୋକପ୍ରିୟ ଭୋଜପୁରୀ ଫିଲ୍ମ ଅଭିନେତ୍ରୀ ସମ୍ଭାବନା ସେଠ୍ AAPରୁ ଇସ୍ତଫା…

ରାଜନୀତି ଦୁନିଆରେ ଡେବ୍ୟୁ କରିବେ ଶାମୀ! ନିର୍ବାଚନରେ ବିଜେପି ଦେଇପାରେ ପ୍ରାର୍ଥି ଟିକେଟ

ନୂଆଦିଲ୍ଲୀ: ଆସନ୍ତା ଲୋକସଭା ନିର୍ବାଚନରେ ରାଜନୀତିରେ ପାଦ ଥାପିବାକୁ ଯାଉଛନ୍ତି ଷ୍ଟାର ବୋଲର ମହମ୍ମଦ ଶାମୀ । ଏହି ନିର୍ବାଚନ ଜରିଆରେ ଭାରତୀୟ ଜନତା ପାର୍ଟି ତରଫରୁ ସେ ଡେବ୍ୟୁ କରିପାରନ୍ତି ବୋଲି ଅନୁମାନ କରାଯାଉଛି…

ଆଜି ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥି ଘୋଷଣା କରିବ ବିଜେପି! ତାଲିକାରେ ୧୫୦ ଆଶାୟୀଙ୍କ ନାମ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପାଇଁ ଏବେ ନିଜ ଗଡ଼ ପ୍ରସ୍ତୁତ କରୁଛନ୍ତି ବିଭିନ୍ନ ରାଜନୈତିକ ଦଳ । ତେବେ ଏହି ଦୌଡ଼ରେ ବିଜେପି ଖୁବ ଆଗରେ ରହିଛି । ପ୍ରଥମ ପର୍ଯ୍ୟାୟରେ ୧୯୫ ଆସନ ପାଇଁ ପ୍ରାର୍ଥି ଘୋଷଣା କରିଛି ଭାରତୀୟ…