Browsing Category

ରାଜନୀତି

ଦିଦିଙ୍କ ପାଇଁ ବାଂଲାଦେଶୀ ଆମ୍ବ, ହସିନାଙ୍କ ପାଇଁ ତ୍ରିପୁରା ସପୁରୀ

କୋଲକାତା: ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଧନ୍ୟବାଦ ଜଣାଇଥିବା ବେଳେ ତ୍ରିପୁରା ମୁଖ୍ୟମନ୍ତ୍ରୀ ବିପ୍ଲବ ଦେବ ସପୁରୀ ପଠାଇଛନ୍ତି । ହସିନା ପଶ୍ଚିମବଙ୍ଗ…

ଦଳୀୟ କର୍ମୀଙ୍କୁ ଚାପୁଡ଼ା ମାରିଲେ କର୍ଣ୍ଣାଟକ କଂଗ୍ରେସ ମୁଖ୍ୟ: ଦେଖନ୍ତୁ ଭାଇରାଲ ଭିଡିଓ

ବେଙ୍ଗାଲୁରୁ: ନିଜର ବିବାଦୀୟ ବ୍ୟବହାର ପାଇଁ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି କର୍ଣ୍ଣାଟକ କଂଗ୍ରେସ ମୁଖ୍ୟ ଡି କେ ଶିବକୁମାର । ତେବେ ଏଥର ନିଜର ଜଣେ ଦଳୀୟ କର୍ମୀଙ୍କୁ ଚାପୁଡା ମାରିଛନ୍ତି ଶିବକୁମାର । କର୍ମୀ ଜଣଙ୍କୁ…

ଧର୍ମେନ୍ଦ୍ରଙ୍କ ପ୍ରମୋସନ ନା ଡିମୋସନ୍?

ସବୁ କଳ୍ପନାଜଳ୍ପନା ପରେ କେନ୍ଦ୍ରରେ ନରେନ୍ଦ୍ର ମୋଦୀ ସରକାରର ଦ୍ୱିତୀୟ କାର୍ଯ୍ୟକାଳର ପ୍ରଥମ ମନ୍ତ୍ରିମଣ୍ଡଳ ସଂପ୍ରସାରିତ ହୋଇଛି । ୪୩ ନୂତନ ମନ୍ତ୍ରୀଙ୍କୁ ମନ୍ତ୍ରୀ ପରିଷଦରେ ସାମିଲ କରାଯାଇଛି । ଏଥିରେ ୩୫ ନୂଆ…

ଦିଦିଙ୍କୁ ଘାରିଲାଣି ମୁଖ୍ୟମନ୍ତ୍ରୀ ପଦ ହରାଇବାର ଭୟ, ବିଧାନ ପରିଷଦ ଗଠନ ହିଁ ଏକମାତ୍ର ବାଟ

ନୂଆଦିଲ୍ଲୀ: ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ସମୟରେ ରାଜ୍ୟରେ ବିଧାନ ପରିଷଦ ଗଠନ କରିବାକୁ ପ୍ରତିଶ୍ରୁତି ଦେଇଥିଲେ ମୁଖ୍ୟମନ୍ତୀ ମମତା ବାନାର୍ଜୀ । ସେଥିପାଇଁ ସମ୍ବିଧାନର ଧାରା ଅନୁଯାୟୀ ପଶ୍ଚିମବଙ୍ଗରେ ଏକ ବିଧାନ…

ଶ୍ରମିକ ହନ୍ତସନ୍ତ; ୧୫ରେ ବନ୍ଦ ଡାକରା ଦେଲେ ବାମପନ୍ଥୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମହାମାରୀ ଯୋଗୁଁ ସାଧାରଣ ଜନତା ଦରମରା ହୋଇଗଲେଣି । ଏଭଳି ସ୍ଥିତିରେ ନିତ୍ୟ ବ୍ୟବହାର୍ଯ୍ୟ ଅତ୍ୟାବଶ୍ୟକ ସାମଗ୍ରୀର ଅହେତୁକ ଦରବୃଦ୍ଧି କଲବଲ କରସାରିଲାଣି । ସେହିପରି ବିଭିନ୍ନ କାରଣ ଯୋଗୁଁ…

ଅଶ୍ୱିନୀ ବୈଷ୍ଣବ ହେବେ ମୁଖ୍ୟମନ୍ତ୍ରୀ !

ଓଡ଼ିଶା ଭାସ୍କର ବ୍ୟୁରୋ: ଅଶ୍ୱିନୀ ବୈଷ୍ଣବ ସମ୍ପ୍ରତି ଜାତୀୟ ରାଜନୀତିରେ ପାଲଟିଛନ୍ତି ସବୁଠୁ ଚର୍ଚ୍ଚିତ ଚେହେରା । ଅପ୍ରତ୍ୟାଶିତ ଭାବେ ଦେଶର ଗମନାଗମନର ଜୀବନ ରେଖା କୁହାଯାଉଥିବା ରେଳ ମନ୍ତ୍ରଣାଳୟ ପରି…

ଜମ୍ମୁ-କଶ୍ମୀରରେ ବଢିବ ବିଧାନସଭା ଆସନ, ୮୩ରୁ ହେବ ୯୦, ଆସନ୍ତା ବର୍ଷ ହୋଇପାରେ ନିର୍ବାଚନ

ନୂଆଦିଲ୍ଲୀ : ଜମ୍ମୁ-କଶ୍ମୀରରୁ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ପ୍ରତ୍ୟାହାର ଏବଂ  ପୁନର୍ଗଠନକୁ ଏବେ ମଧ୍ୟ ବିରୋଧୀ ଦଳ ହଜମ କାରି ପାରୁ ନାହାନ୍ତି । ପୁଣିି ଥରେ ଘାଟିରେ ଅନୁଚ୍ଛେଦ ୩୭୦ ଲାଗୁ କରିବାକୁ ସେମାନେ ଦାବି…

ତାତିଲା ଯୁବ କଂଗ୍ରେସ, ପେଟ୍ରାଲ-ଡିଜେଲ ଦର ବୃଦ୍ଧି ପ୍ରତିବାଦରେ ଗର୍ଜିଲା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶା ପ୍ରଦେଶ ଯୁବ କଗ୍ରେଂସ ସଭାପତି ପକ୍ଷରୁ ଦର ବୃଦ୍ଧିର ତୀବ୍ର ପ୍ରତିବାଦ କରାଯାଇଛି । ଡ. ସ୍ମୃତିରଞ୍ଜନ ଲେଙ୍କାଙ୍କ ଆହ୍ୱାନରେ ଏବଂ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ରଞ୍ଜିତ…

ଏହି କାରଣରୁ ଇସ୍ତଫା ଦେଇଥିଲେ ହର୍ଷବର୍ଦ୍ଧନ, ରବିଶଙ୍କର ସମେତ ଅନ୍ୟ ମନ୍ତ୍ରୀ! କାରଣ କହିଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ମୋଦୀ ସରକାରର ଦ୍ୱିତୀୟ କାର୍ଯ୍ୟକାଳର ପ୍ରଥମ ମନ୍ତ୍ରିମଣ୍ଡଳ ପୁର୍ନଗଠନକୁ ନେଇ ଏବେ ସବୁଠି ଚର୍ଚ୍ଚା । ବିଶେଷ କରି ମନ୍ତ୍ରିମଣ୍ଡଳରୁ କିଛି ବରିଷ୍ଠ ନେତାଙ୍କ ଇସ୍ତଫା ନେଇ ଚର୍ଚ୍ଚା ଜୋର ଧରିଛି । ଏହାକୁ…

ମୋଦୀଙ୍କ ଟିମରେ ପଶ୍ଚିମବଙ୍ଗରୁ ୪ ନୂଆ ମୁହଁ, ବଢ଼ିବ ମମତାଙ୍କ ଟେନସନ୍

ନୂଆଦିଲ୍ଲୀ: ପଶ୍ଚିମଙ୍ଗରେ ବିଧାନସଭା ନିର୍ବାଚନ ସରିଥିଲେ ମଧ୍ୟ ବିଜେପି ଓ ଓ ଟିଏମସି ମଧ୍ୟରେ ଯୁଦ୍ଧ ଅବ୍ୟାହତ ରହିଛି ଓ ଏହା ଆଗକୁ ବୋଧହୁଏ ଜାରି ରହିବ । ଦୁଇଦିନ ତଳେ ପୁନର୍ଗଠିତ ହୋଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର…