Browsing Category
ରାଜନୀତି
ରାଜ୍ୟପାଳ ଧନକଡଙ୍କ ଉପରେ ବର୍ଷିଲେ ଟିଏମସି ସାଂସଦ, କହିଲେ- ଅଙ୍କଲ ଜୀ ରାଜଭବନକୁ ଥଇଥାନ କେନ୍ଦ୍ର କରି ଦେଲେ
କୋଲକାତା: ପଶ୍ଚିମବଙ୍ଗ ନିର୍ବାଚନ ପରେ ମଧ୍ୟ ଆରୋପ-ପ୍ରତ୍ୟାରୋପ ପର୍ବ ଜାରି ରହିଛି। କେତେବେଳେ ରାଜ୍ୟ ଏବଂ କେନ୍ଦ୍ର ସରକାର ମଧ୍ୟରେ କଳି ହେଉଛି ତ ଆଉ କେତେବେଳେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ରାଜ୍ୟପାଳ…
କର୍ଣ୍ଣାଟକ ରାଜନୀତି ଚଳଚଂଚଳ, ୟେଦୁରପ୍ପା କହିଲେ- ମୁଁ ସେହି ଦିନ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବି, ଯେଉଁ ଦିନ…
ବେଙ୍ଗାଲୁରୁ : ଗତ କିଛି ମାସ ହେବ କର୍ଣ୍ଣାଟକ ରାଜନୀତି ଚଳଚଂଚଳ ହୋଇ ଉଠିଛି । ରାଜ୍ୟ ବିଜେପିରେ ଦଳୀୟ କନ୍ଦଳ ବଢୁଥିବା ଦେଖିବାକୁ ମିଳିଛି । କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ବିଏସ ୟେଦୁରପ୍ପାଙ୍କ ବିରୋଧରେ ବିଜେପିର…
ବଙ୍ଗ ବିଜେପିରେ ତେଜୁଛି ଅଶାନ୍ତି, ରାଜ୍ୟ ମଙ୍ଗୁଆଳ ହଟହଟା
କୋଲକାତା: ସରିଛି ନିର୍ବାଚନ କିନ୍ତୁ ଥମିନି ଅଶାନ୍ତି। ପଶ୍ଚିମବଙ୍ଗ ବିଜେପିରେ ଏଭଳି ଅବସ୍ଥା। ତୃଣମୂଳସ୍ତରରେ କର୍ମୀମାନେ ଖୁବ୍ ଅସନ୍ତୁଷ୍ଟ ଥିବା ସ୍ପଷ୍ଟ ହୋଇଛି। ଦଳର ବରିଷ୍ଠ ନେତୃବୃନ୍ଦ ତଥା ବଡ଼ ପଦବୀରେ ଥିବା…
ନିତି ଆୟୋଗର ଏସଡିଜି ରିପୋର୍ଟକୁ ନେଇ ବିଜେପି-ବିଜେଡି ବାକଯୁଦ୍ଧ
ଭୁବନେଶ୍ୱର, (ଓଡିଶା ଭାସ୍କର): ନିତି ଆୟୋଗ ଦ୍ୱାରା ପ୍ରକାଶିତ ସ୍ଥାୟୀ ବିକାଶ ଲକ୍ଷ୍ୟ (ଏସଡିଜି) ରିପୋର୍ଟକୁ ନେଇ ବିଜେଡି ଓ ବିଜେପି ମଧ୍ୟରେ ବାକଯୁଦ୍ଧ ଆରମ୍ଭ ହୋଇଯାଇଛି । ଏହି ରିପୋର୍ଟ ଦ୍ୱାରା ଓଡ଼ିଶାର…
ଗୌତମ ଗମ୍ଭୀର ଫାଉଣ୍ଡେସନକୁ ଦୋଷୀ କହିଲା ଡ୍ରଗ କଣ୍ଟ୍ରୋଲର
ନୂଆଦିଲ୍ଲୀ: କ୍ରିକେଟର ତଥା ରାଜନେତା ଗୌତମ ଗମ୍ଭୀର ଏବଂ ଆମ ଆଦମୀ ପାର୍ଟୀର ବିଧାୟକ କରୋନା ଔଷଧକୁ ଅବୈଧ ଭାବରେ କରୋନା ଔଷଧକୁ ମହଜୁଦ କରି ରଖିବା ଘଟଣାରେ ଦୋଷୀ ହୋଇଛି । ଗୌତମ ଗମ୍ଭୀରଙ୍କ ସଂସ୍ଥା ଗୌତମ ଗମ୍ଭୀର…
ପାୱାର-ଫଡନଭିସ୍ ସାକ୍ଷାତ ପଛର ରହସ୍ୟ କ’ଣ ହୋଇପାରେ, ବଦଳିବ କି ମହାରାଷ୍ଟ୍ରର ରାଜନୀତିକ ସମୀକରଣ?
ମୁମ୍ବାଇ: ପୁଣି ଥରେ ମହାରାଷ୍ଟ୍ରର ରାଜନୀତି ଚଳଚଞ୍ଚଳ ହୋଇଉଠିଛି । କିଛିଦିନ ପୂର୍ବରୁ ଏନସିପି ମୁଖ୍ୟ ଶରଦ ପାୱାର ଓ ବିଜେପି ନେତା ଦେବେନ୍ଦ୍ର ଫଡନଭିସଙ୍କର ସାକ୍ଷାତ ହୋଇଥିଲା । ତେବେ ଦୁଇ ନେତାଙ୍କର ସାକ୍ଷାତକୁ ନେଇ…
ନକ୍ସଲ କମାଣ୍ଡରରୁ କଂଗ୍ରେସ ବିଧାୟିକା ପର୍ଯ୍ୟନ୍ତ ସାଥୀକ୍କାଙ୍କ ଯାତ୍ରା, ଜାଣନ୍ତୁ ଗରିବଙ୍କ ଦୁଃଖ ଦୂର କରିବାକୁ କିପରି ଥିଲା ତାଙ୍କ ସଂଘର୍ଷ
ତେଲେଙ୍ଗାନା: ନକ୍ସଲ କମାଣ୍ଡରରୁ କଂଗ୍ରେସ ନେତା ସାଜିଥିବା ଦନସାରୀ ଅନୁସୂୟା ତଥା ସାଥୀକ୍କା ଆଜି ସାରା ଦେଶର ନାଗରିକଙ୍କ ପାଇଁ ଉଦାହରଣ ପାଲଟିଛନ୍ତି । ଦିନ ଥିଲା ସେ ମାଓ ବୋର୍ଡରରେ ଜଣେ ନକ୍ସଲ କମାଣ୍ଡର ହିସାବରେ…
ଦିଦିଙ୍କ ମାଷ୍ଟର ଷ୍ଟ୍ରୋକ୍: ମୁଖ୍ୟ ସଚିବ ପଦରୁ ଅବସର ନେଲେ ବନ୍ଦୋପାଧ୍ୟାୟ, ହେଲେ ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା
କୋଲକାତା : ମୁଖ୍ୟ ସଚିବ ଅଲପନ ବନ୍ଦୋପାଧ୍ୟାୟଙ୍କୁ ନେଇ କେନ୍ଦ୍ର ସରକାର ଓ ମମତା ବାନାର୍ଜୀଙ୍କ ସରକାର ମଧ୍ୟରେ ଟଣା ଓଟରା ଜାରି ରହିଛି। ମୁଖ୍ୟ ସଚିବଙ୍କୁ କେନ୍ଦ୍ରକୁ ଡକାଇବା ନେଇ ଜାରି ବିବାଦ ମଧ୍ୟରେ ସୋମବାର…
ଗଡ଼କରୀଙ୍କୁ ପ୍ରଶଂସା କଲେ କଂଗ୍ରେସ ନେତା ଅଶୋକ ଚୌହ୍ୱାନ, କହିଲେ…
ନୂଆଦିଲ୍ଲୀ: କେନ୍ଦ୍ରୀୟ ମନ୍ତ୍ରୀଙ୍କ ସମେତ ବିଜେପିର ଅନେକ ନେତୃବୃନ୍ଦ ସେମାନଙ୍କ କାର୍ଯ୍ୟଶୈଳୀକୁ ନେଇ ସର୍ବଦା ଚର୍ଚ୍ଚାରେ ରହିଥାନ୍ତି। ଏପରିକି ବେଳେବେଳେ ବିରୋଧୀ ଦଳ ନେତାମାନେ ମଧ୍ୟ ସେମାନଙ୍କୁ ପ୍ରଶଂସା କରିବାକୁ…
ମୋଦୀ ଭ୍ୟାକ୍ସିନ କହି ବିରୋଧୀ ପ୍ରଶ୍ନ ଉଠାଉଥିଲେ, ଏବେ ଟିକା ପାଇଁ ଡହଳ ବିକଳ ହେଉଛନ୍ତି
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ଵାଧୀନ ଏନଡିଏକୁ ପୁରିଛି ସାତ ବର୍ଷ। ହେଲେ ଦ୍ଵିତୀୟ ପାଳିର ପ୍ରଥମ ଦୁଇ ବର୍ଷରୁ ଅଧିକ ସମୟ କରୋନା ସଂଘର୍ଷରେ ଚାଲି ଯାଇଛି। ଏହି ଅବସରରେ ବିଜେପି…