Browsing Category

ରାଜନୀତି

YSRCP ମୁଖ୍ୟ ଜଗନ ରେଡ୍ଡୀ ଲେଖିଲେ ପିଏମ ମୋଦୀଙ୍କୁ ଚିଠି, କରିଲେ ଏହି ଅନୁରୋଧ

ନୂଆଦିଲ୍ଲୀ: ତିରୁପତି ଲଡୁ ବିବାଦରେ YSRCP ମୁଖ୍ୟ ଜଗନ ମୋହନ ରେଡ୍ଡୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖିଛନ୍ତି। ଏହି ଚିଠିରେ ସେ ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କ ଉପରେ…

ସିପାହୀ ବିଦ୍ରୋହ କଥା କହି ତିରୁପତି ବିବାଦରେ ଆଧ୍ୟାତ୍ମିକ ଗୁରୁଙ୍କ କ୍ଷୋଭ

ନୂଆଦିଲ୍ଲୀ: ତିରୁପତି ଲଡୁ (ପ୍ରସାଦମ) ବିବାଦ ଭିତରେ ଆଧ୍ୟାତ୍ମିକ ଗୁରୁ ତଥା ଆର୍ଟ ଅଫ ଲିଭିଙ୍ଗର ପ୍ରତିଷ୍ଠାତା ଶ୍ରୀ ଶ୍ରୀ ରବି ଶଙ୍କର ଘଟଣାକୁ ନେଇ ଗଭୀର ଦୁଃଖବ୍ୟକ୍ତ କରିଛନ୍ତି । ଘଟଣାକୁ ନିନ୍ଦା କରିବା ସହ ଧର୍ମ…

ଶ୍ରୀଲଙ୍କା ନିର୍ବାଚନରେ ଅନୁରା କୁମାରା ବିଜୟୀ, ହେବେ ନୂତନ ରାଷ୍ଟ୍ରପତି

ନୂଆଦିଲ୍ଲୀ: ଶ୍ରୀଲଙ୍କାର ନୂଆ ରାଷ୍ଟ୍ରପତି ହେବେ ଅନୁରା କୁମାରା ଦିଶାନାୟକେ। ସେ ଶ୍ରୀଲଙ୍କା ନିର୍ବାଚନରେ ବିଜୟୀ ହୋଇଛନ୍ତି। ଶ୍ରୀଲଙ୍କାରେ ଦେଶର ୧୦ମ ରାଷ୍ଟ୍ରପତି ନିର୍ବାଚନ ୨୧ ସେପ୍ଟେମ୍ବରରେ ଭୋଟିଂ ହୋଇଥିଲା ଏବଂ…

ମୁସଲିମ୍ କାର୍ଡ ଖେଳିଲା ବିଜେପି, ମାଗଣାରେ ମିଳିବ ଗ୍ୟାସ ସିଲିଣ୍ଡର

ନୂଆଦିଲ୍ଲୀ: ଜାମ୍ମୁ କାଶ୍ମୀରରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଯାଇଛି । ଏହାରି ଭିତରେ କେନ୍ଦ୍ରୀୟ ଗୃହମନ୍ତ୍ରୀ ଅମିତ ଶାହ ଜାମ୍ମୁ ଯାଇ ପ୍ରତିଶୃତି ବର୍ଷା କରିଛନ୍ତି । ଏକ ରାଲିକୁ ସମ୍ବୋଧିକ କରିବା ସମୟରେ ସେ…

ସରିଛି ଆର୍ଥିକ ସଂକଟ, ଚାଲିଛି ମତଦାନ… ପ୍ରାୟ ୭୫% ଜନତାଙ୍କ ଭୋଟିଙ୍ଗ, ମତଗଣନା ଜାରି

କଲମ୍ବୋ: ଶ୍ରୀଲଙ୍କାରେ ସନ୍ଧ୍ୟା ୪ଟାରେ ଶେଷ ହୋଇଛି ରାଷ୍ଟ୍ରପତି ନିର୍ବାଚନ ପ୍ରକ୍ରିୟା । ଦେଶର ପ୍ରାୟ ୧.୭ କୋଟି ଭୋଟରଙ୍କ ମଧ୍ୟରୁ ପ୍ରାୟ ୭୫% ଭୋଟର ନୂଆ ରାଷ୍ଟ୍ରପତିଙ୍କ ପାଇଁ ମତଦାନ କରିଛନ୍ତି । ତେବେ ବର୍ତ୍ତମାନ…

(Video) ‘କେଜ୍ରିୱାଲଙ୍କୁ ପୁଣିଥରେ CM ହେବାକୁ ପଡିବ’, ଶପଥ ନେବା ପରେ ମୁଖ୍ୟମନ୍ତ୍ରୀ ଆତିଶୀଙ୍କ ପ୍ରଥମ ବିବୃତ୍ତି

ନୂଆଦିଲ୍ଲୀ: ଆମ୍ ଆଦମୀ ପାର୍ଟୀର ନେତା ଆତିଶୀ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ଏହାପରେ ସେ ନିଜର ପ୍ରଥମ ଭାଷଣରେ ନିଜ ଗୁରୁ ଏବଂ ଜାତୀୟ ସଂଯୋଜକ ଅରବିନ୍ଦ କେଜ୍ରିୱାଲଙ୍କର ପ୍ରଂଶସା କରିଛନ୍ତି।…

(Video) ଦିଲ୍ଲୀର ନୂଆ ମୁଖ୍ୟମନ୍ତ୍ରୀ ହେଲେ ଆତିଶୀ, ଅନ୍ୟ ୫ ମନ୍ତ୍ରୀ ବି ନେଲେ ଶପଥ

ନୂଆଦିଲ୍ଲୀ: ଆମ୍ ଆଦମୀ ପାର୍ଟୀର ନେତା ଆତିଶୀ ଆଜି ଦିଲ୍ଲୀ ମୁଖ୍ୟମନ୍ତ୍ରି ଭାବେ ଶପଥ ପାଠ କରିଛନ୍ତି। ଏଥିସହ ଗୋପାଲ ରାୟ, ସୌରଭ ଭରଦ୍ୱାଜ, କୈଳାଶ ଗେହଲଟ, ଇମ୍ରାନ ହୁସୈନ ଏବଂ ପ୍ରଥମଥର ବିଧାୟକ ହୋଇଥିବା ଅହଲାବନ…

(Video): ସୀମା ଟପିଲେ କଂଗ୍ରେସ ସାଂସଦ, ପ୍ରଚାର ସମୟରେ ବୃଦ୍ଧଙ୍କୁ ମାରିଲେ ଗୋଇଠା

ଚଣ୍ଡିଗଡ଼: ପାଖେଇ ଆସୁଛି ହରିୟାଣା ବିଧାନସଭା ନିର୍ବାଚନ । ଏଥିପାଇଁ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ଜୋରସୋର ପ୍ରସ୍ତୁତି ଚାଲିଛି । ମହିଳାଙ୍କ ବିରୋଧରେ ଭୁଲ ଟିପ୍ପଣୀ ଦେବା ମାମଲାରେ ଛନ୍ଦି ହୋଇଥିବା କଂଗ୍ରେସ ସାଂସଦ…

Delhi CM Oath Ceremony: ଆଜି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଆତିଶୀ, କ୍ୟାବିନେଟରେ 5 ମନ୍ତ୍ରୀ

ନୂଆଦିଲ୍ଲୀ: ସରିଲା କେଜ୍ରିଓ୍ବାଲ ଯୁଗ । ଆଜି ଦିଲ୍ଲୀ ପାଇବ ନୂଆ ମୁଖ୍ୟମନ୍ତ୍ରୀ । ଦିଲ୍ଲୀର ତୃତୀୟ ମହିଳା ମୁଖ୍ୟମନ୍ତ୍ରୀ ହେବେ ଆତିଶୀ ମର୍ଲେନା । ଦିଲ୍ଲୀର ମନୋନିତ ମୁଖ୍ୟମନ୍ତ୍ରୀ ଆଜି ସନ୍ଧ୍ୟା 4ଟା 30ରେ ଶପଥ…

BJPର ବଡ଼ ଘୋଷଣା; ପ୍ରତ୍ୟେକ ମହିଳାଙ୍କୁ ମାସିକ ମିଳିବ ୨,୧୦୦ ଟଙ୍କା: ଏହି ଦିନକୁ ଅପେକ୍ଷା

ନୂଆଦିଲ୍ଲୀ: ସୁଭଦ୍ରା ଯୋଜନା ଅଧୀନରେ ଓଡ଼ିଶାର ମହିଳା ହିତାଧିକାରୀ ମାନଙ୍କୁ ଟଙ୍କା ଯୋଗାଇ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହାବ୍ୟତୀତ ଆହୁରି ସରକାର ସାଧାରଣ ଜନତାଙ୍କ ବିକାଶ ଏବଂ ସୁବିଧା ପାଇଁ…