Browsing Category

ଜ୍ଞାନ ବିଜ୍ଞାନ

ପଶୁମାନେ ଶୋଇବା ବେଳେ ଭବିଷ୍ୟତ ସ୍ୱପ୍ନରେ ଥାନ୍ତି ବିଭୋର

ମଣିଷଙ୍କ ପରି ପଶୁ, ପକ୍ଷୀ ମଧ୍ୟ ସ୍ୱପ୍ନ ଦେଖନ୍ତି । ଏକଥା ଅବିଶ୍ୱସନୀୟ ହେଲେ ମଧ୍ୟ ନିରାଟ ସତ । ତେବେ ସେମାନେ ସ୍ୱପ୍ନ ଦେଖନ୍ତି, ଏହାର କି ପ୍ରମାଣ ରହିଛି? ପଶୁପକ୍ଷୀ କଣ ସ୍ୱପ୍ନ ଦେଖନ୍ତି? ଆସନ୍ତୁ ଜାଣିବା…

ଆଶ୍ଚର୍ଯ୍ୟ ! ପାଣି ଭିତରେ ନିଶ୍ୱାସ ନେଇପାରେ ଏହି ଜୀବ… ଜାଣନ୍ତୁ ରିସର୍ଚ୍ଚରୁ କ’ଣ ହେଲା ଖୁଲାସା

ଓଡ଼ିଶା ଭାସ୍କର: ସାଧାରଣତଃ ଆମେ ଝିଟିପିଟିକୁ କାନ୍ଥ ଚାଲୁଥିବାର ଦେଖିଥାଉ । କିନ୍ତୁ ଏପରି ଏକ ଝିଟିପିଟିର ଏକ ପ୍ରଜାତି ଅଛି ଯାହା ପାଣିରେ ପାଣିରେ ବାସ କରିଥାଏ । ଏହାର ନାଁ ହେଉଛି ୱାଟର ଏନୋଲ(Anolis aquaticus) ।…

ଶସ୍ତାରେ ମିଳିବ iPhone ! ଏହି ଦିନ ହେବ ଲଞ୍ଚ୍‌… ରହିଛି ଏହି ସବୁ ଫିଚର

ନୂଆଦିଲ୍ଲୀ: ନିକଟରେ ଆପଲ କମ୍ପାନୀ iPhone ସିରିଜ୍ 16କୁ ନେଇ ଚର୍ଚ୍ଚାରେ ଥିଲା । ବର୍ତ୍ତର୍ମାନ iPhone କୁ ନେଇ ଏକ ନୂଆ ଖବର ସାମ୍ନାକୁ ଆସିଛି । ଖୁବ୍ ଶୀଘ୍ର ଆପଲ iPhone SE 4 ଲଞ୍ଚ୍ କରିବାକୁ ଯୋଜନା କରୁଛି ।…

ନୂତନ ବ୍ଲଡ୍ ଗ୍ରୁପ୍ ଆବିଷ୍କାର କଲେ ବୈଜ୍ଞାନିକ, ବିରଳ ରୋଗୀଙ୍କ ଚିକିତ୍ସା ପାଇଁ ହେବ ଲାଭଦାୟକ

ନୂଆଦିଲ୍ଲୀ: ଆଜିକାଲି ଟେକ୍ନୋଲୋଜି ବହୁତ ଆଡଭାନ୍ସ ହୋଇଯାଇଛି । ଜନ କଲ୍ୟାଣକୁ ଦୃଷ୍ଟିରେ ରଖି ବୈଜ୍ଞାନିକମାନେ ସବୁବେଳେ ନୂତନ ଆବିଷ୍କାରରେ ବ୍ୟସ୍ତ ରହିଥାନ୍ତି । ମନୁଷ୍ୟ ଶରୀରରେ ରକ୍ତ ଗୁରୁତ୍ୱପୂର୍ଣ୍ଣ ଭୂମିକା…

ମଙ୍ଗଳ ଓ ଚନ୍ଦ୍ର ପରେ ଏବେ ଶୁକ୍ର ଗ୍ରହ ଉପରେ ଭାରତର ନଜର; ୨୦୨୮ ସୁଦ୍ଧା ଶେଷ ହେବ ମିଶନ

ନୂଆଦିଲ୍ଲୀ: କେନ୍ଦ୍ରରେ ଏନଡିଏ ସରକାରର ୧୦୦ ଦିନ ପୂର୍ତ୍ତି ଅବସରରେ କ୍ୟାବିନେଟର ପ୍ରଥମ ବୈଠକ ବସିଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ କ୍ୟାବିନେଟ 'ଶୁକ୍ର ଅର୍ବିଟ ମିଶନ'କୁ ଅନୁମୋଦନ କରିଛନ୍ତି…

ଚନ୍ଦ୍ରଯାନ-୪ ଓ ଶୁକ୍ର ଅର୍ବିଟର ମିଶନକୁ କ୍ୟାବିନେଟ୍ ଅନୁମୋଦନ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ ମନ୍ତ୍ରୀମାନେ ଚନ୍ଦ୍ରଯାନ-୪ ଅଭିଯାନକୁ ଅନୁମୋଦନ କରିଛନ୍ତି। ଭାରତୀୟ ମହାକାଶଚାରୀମାନଙ୍କୁ ଚନ୍ଦ୍ରକୁ ନେଇ ସୁରକ୍ଷିତ ଭାବେ ପୃଥିବୀକୁ…

ଲେବାନନ ଉପରେ ଇଜରାଇଲର ଆକ୍ରମଣ ପରେ ଟ୍ରେଣ୍ଡ କରୁଛି ପେଜର ଆଟାକ୍

ନୂଆଦିଲ୍ଲୀ: ଲେବାନନରେ ହୋଇଥିବା ବିସ୍ଫୋରଣ ପଛରେ ଇଜରାଏଲର ହାତ ଥିବା ସମ୍ଭାବନା । ଏହି ସନ୍ଦେହ ପରେ ଆଟାକକୁ ନେଇ ଅନେକ ନୂଆ ନୂଆ ଓ ରୋଚକ ତଥ୍ୟ ସାମ୍ନାକୁ ଆସୁଛି । ଏଥିରେ ହିଜବୁଲ୍ଲାହର ଫୋନ ତୋଡୋ ଅଭିଯାନ ପାଇଁ…

Aliens ପଠାଉଛନ୍ତି କି ସିଗନାଲ? ପୃଥିବୀକୁ ଆସିଲା Deep Spaceର ରେଡିଓ ସିଗନାଲ

ନୂଆଦିଲ୍ଲୀ: ଅନ୍ତରୀକ୍ଷରେ ୮ ଆରବ ବର୍ଷର ଯାତ୍ରା କରିବା ପରେ ରେଡିଓ ତରଙ୍ଗର ଏକ ସମୂହ ଏବେ ଭାରତରେ ପହଞ୍ଚିଛି । ଏହି ରହସ୍ୟମୟ ଏବଂ ଶକ୍ତିଶାଳୀ ସିଗନାଲ ବର୍ତ୍ତମାନ ପର୍ଯ୍ୟନ୍ତ ଦେଖା ଯାଇଥିବା ସବୁଠାରୁ ସୁଦୂର ଏବଂ…

Oh My God; ଫାଟିଯିବ ଭୟାନକ ଆଗ୍ନେୟଗିରି! ୧୦ ବର୍ଷରୁ ହେଉଛି ଅଶାନ୍ତ… ମହାପ୍ରଳୟ ଦେଖିପାରେ ପୃଥିବୀ

ନୂଆଦିଲ୍ଲୀ: ୟୁରୋପର ସବୁଠାରୁ ଭୟଙ୍କର ଆଗ୍ନେୟଗିରି, ଇଟାଲୀର ସୁପରଭୋଲକାନୋ କ୍ୟାମ୍ପି ଫ୍ଲେଗରେଇ । ଏବେ ବୈଜ୍ଞାନିକମାନେ ଆଶଙ୍କା କରୁଛନ୍ତି କି ଏହି ଜ୍ୱାଳାମୁଖୀର କୌଣସି ବି ସମୟରେ ବିସ୍ଫୋରଣ ହୋଇପାରେ । ଏହା ଯଦି…

ମଙ୍ଗଳରେ ହେଉଥିବା ପରିବର୍ତ୍ତନ ମଣିଷ ପାଇଁ ଆଣିଦେବ ବଡ ସମ୍ଭାବନା

ଆମ ବୈଜ୍ଞାନିକଙ୍କ ପାଇଁ ମଙ୍ଗଳ ପ୍ରଥମ ପସନ୍ଦ ହୋଇଛି । ମଙ୍ଗଳରେ ବସବାସ କରିବାକୁ ମଣିଷର ଗବେଷଣା ଜାରି ରହିଛି । ଏହି ଗବେଷଣା କାଳରେ ମଙ୍ଗଳକୁ ନେଇ ନୂଆ ନୂଆ ତଥ୍ୟ ସବୁ ସାମ୍ନାକୁ ଆସିବାରେ ଲାଗିଛି । ନାଶା…