Browsing Category
ସ୍ପେସାଲ
ଦୃଶ୍ୟମାନ ହେଲା ରମଜାନର ଚାନ୍ଦ, ରବିବାର ପ୍ରଥମ ରୋଜା
ନୂଆଦିଲ୍ଲୀ: ଦେଶରେ ଶନିବାର ରମଜାନର ଚାନ୍ଦ ଦେଖିବାକୁ ମିଳିଛି। ଚାନ୍ଦ ଦୃଶ୍ୟମାନ ହେବା ପରେ ରମଜାନର ମାସ ଆଜିଠୁ ଆରମ୍ଭ ହୋଇ ଯାଇଛି । ଜାମା ମସଜିଦର ଶାହି ଇମାମ ଏହାର ଘୋଷଣା କରିଛନ୍ତି । ଗୋଟିଏ ମାସ ପର୍ଯ୍ୟନ୍ତ…
୧୧ ବର୍ଷ ପୂର୍ବେ ୱାଙ୍ଖେଡେରେ ଉଡିଥିଲା ଧୋନୀଙ୍କ ହେଲିକପ୍ଟର: ସ୍ମରଣୀୟ ମୂହୂର୍ତ୍ତରେ ମନେ ପଡେ ଭାରତୀୟ ଦଳର ସଫଳତା
ନୂଆଦିଲ୍ଲୀ: ଭାରତର ବିଶ୍ୱକପ୍ ବିଜୟକୁ ପୁରିଛି ୧୧ ବର୍ଷ । ୨୦୧୧ ମସିହାର ଆଜିର ଦିନରେ ଭାରତ ନିଜର ଦ୍ୱିତୀୟ ଦିନିକିଆ ବିଶ୍ୱକପ୍ ବିଜୟୀ ହୋଇଥିଲା । ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ବିଜୟ ସୂଚକ ଛକା ମାରିବା…
ରାଶିଫଳ(ଶନିବାର,୦୨ ଏପ୍ରିଲ,୨୦୨୨)
ମେଷ : ସ୍ଵଭାବରେ ଉଗ୍ରତା ଉପରେ ନିୟନ୍ତ୍ରଣ ରଖିବାକୁ ଉପଦେଶ । ଶାରୀରିକ ତଥା ମାନସିକ ଅସୁସ୍ଥତା ଅନୁଭବ କରିପାରନ୍ତି । କମ ସଫଳତା ମିଳିବାରୁ ନିରାଶା ହୋଇପାରନ୍ତି । ସନ୍ତାନମାନଙ୍କ ବିଷୟରେ ଚିନ୍ତା ହୋଇପାରେ ।…
ଓଡ଼ିଆ ପୁଅ ହେବେ କି ଦେଶର ପରବର୍ତ୍ତୀ ରାଷ୍ଟ୍ରପତି, ବିଶ୍ୱଭୂଷଣଙ୍କୁ ନେଇ ଦିଲ୍ଲୀ ଦରବାରରେ ଜୋରଦାର ଚର୍ଚ୍ଚା
ନୂଆଦିଲ୍ଲୀ: ଆସନ୍ତା ଜୁଲାଇ ୨୫ ତାରିଖରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କର କାର୍ଯ୍ୟକାଳ ସମାପ୍ତ ହେବାକୁ ଯାଉଛି । ତେଣୁ ଦେଶର ପରବର୍ତ୍ତୀ ରାଷ୍ଟ୍ରପତି ପଦରେ କିଏ ବସିବ ତାହାକୁ ନେଇ ଆରମ୍ଭ ହୋଇଯାଇଛି ଚର୍ଚ୍ଚା ।…
ଦୈନିକ ନିବେଶ କରନ୍ତୁ ୧୦୦ ଟଙ୍କା: ହୋଇଯିବେ କୋଟିପତି, ଆପଣାନ୍ତୁ ଏହି ପ୍ରଶେସ୍
ନୂଆଦିଲ୍ଲୀ: ଦୈନିକ ୧୦୦ ଟଙ୍କା ନିବେଶରେ ଆପଣ କୋଟିପତି ହେଇଯିବେ । ଏହା ଶୁଣିବାକୁ ସାମାନ୍ୟ ଅବାସ୍ତବ ଲାଗୁଛି । ତେବେ ଦୈନିକ ୧୦୦ ଟଙ୍କାର ନିବେଶରେ ଆପଣ କୋଟିପତିି ହୋଇ ପାରିବେ । ସିଷ୍ଟମେଟିକ ଇନଭେଷ୍ଟମେଣ୍ଟ ପ୍ଲାନ…
ରାଶିଫଳ(ଶୁକ୍ରବାର,୦୧ ଏପ୍ରିଲ,୨୦୨୨)
ମେଷ : ଆଜି ଆପଣ ସାଂସାରିକ ବିଷୟକୁ ଏକପାଖରେ ରଖିକରି ଆଧ୍ୟାତ୍ମିକତା ଆଡ଼କୁ ଧ୍ୟାନ ରହିବ। ଗଭୀର ଭାବନା ଏବଂ ମନ୍ଥନ ଆପଣଙ୍କୁ ଅଲୌକିକ ଅନୁଭୂତି କରାଇବ। ବାଣୀ ଉପରେ ନିୟନ୍ତ୍ରଣ ରଖିବା ବହୁତ ଭ୍ରାନ୍ତ ଧାରଣାରୁ ବଞ୍ଚିତ…
ଅଧିକ ସୋସିଆଲ ମିଡିଆ ବ୍ୟବହାର କଲେ ଏହି ରୋଗର ଶିକାର ହେବେ ଯୁବତୀ! ଏବେଠୁ ହୁଅ ସାବଧାନ୍
ନୂଆଦିଲ୍ଲୀ: ଆଜିକାଲିର ସମୟରେ ଯୁବପିଢ଼ିମାନେ ସୋସିଆଲ ମିଡିଆରେ ଅଧିକ ସମୟ ବିତାଉଛନ୍ତି । ଏହାର ଅଧିକ ବ୍ୟବହାର ସ୍ୱାସ୍ଥ୍ୟ ଉପରେ ବି ପ୍ରଭାବ ପଡୁଛି । ଯୁବପିଢ଼ିମାନଙ୍କଠାରେ ପଡୁଥିବା ସୋସିଆଲ ମିଡିଆ ପ୍ରଭାବକୁ ନେଇ…
ଏହି ୫ କାରଣରୁ ହୋଇଥାଏ ମୋବାଇଲ ବ୍ୟାଟେରୀ ବିସ୍ଫୋରଣ: ଆଜି ହିଁ ହୋଇ ଯାଆନ୍ତୁ ସତର୍କ
ନୂଆଦିଲ୍ଳୀ: ମୋବାଇଲ ଫାଟିବା ଏକ ସାଧାରଣ ସମସ୍ୟା । ଆଜିକାଲି ଯୁବପିଢିଙ୍କ ଫୋନ ଫାଟୁଥିବା ବେଳେ ଏହାର ବିଭିନ୍ନ କାରଣ ରହିଛି । ଏହି ସମସ୍ୟାକୁ ନେଇ ମୋବାଇଲ କମ୍ପାନୀ ପକ୍ଷରୁ ସର୍ବଦା ଗ୍ରାହକଙ୍କୁ ଦୋଷାରୋପ…
ରାଶିଫଳ(ଗୁରୁବାର,୩୧ ମାର୍ଚ୍ଚ,୨୦୨୨)
ମେଷ - ଆଜି କୌଣସି ଯୋଜନା ମୁତାବକ ସଫଳ ହେବେ ମାତ୍ର ଜୀବନସାଥିର ସ୍ବାସ୍ଥ୍ୟ ବିଗିଡିବ, ଆୟ କରିବାର ସୁଯୋଗ ସୃଷ୍ଟି ହେବ ଏବଂ ବ୍ୟବସାୟରେ ଲାଭ ବଢିବ ଓ ବିବାହଯୋଗ୍ୟ ପିଲାଙ୍କର ବିବାହ ସମ୍ଭାବନା ସୃଷ୍ଟି ହେବ,…
୧୬ ବର୍ଷ ପରେ ବୈଜ୍ଞାନିକଙ୍କୁ ମିଳିଲା ଆଶ୍ଚର୍ଯ୍ୟଜନକ ତଥ୍ୟ: ପ୍ଲୁଟୋରେ ହେଉଛି ବରଫ ଉଦଗୀରଣ
ନୂଆଦିଲ୍ଳୀ: ୧୬ ବର୍ଷ ପରେ ବୈଜ୍ଞାନିକଙ୍କୁ ମିଳିଛି ଆଶ୍ଚର୍ଯ୍ୟ କଲାଭଳି ସୂଚନା । ପ୍ଲୁଟୋ ଯାହାକୁକି ମୃତ ଗ୍ରହ ଭାବରେ ବିବେଚନା କରାଯାଉଥିଲା ସେଠାରେ ଦେଖିବାକୁ ମିଳୁଛି ବରଫ ଉଦ୍ଗୀରଣ । ଏହି ନୂତନ ଫଟୋ ସାମ୍ନାକୁ…