Browsing Category

ସ୍ପେସାଲ

ଆପଣଙ୍କ ହ୍ୱାଟ୍ସଆପ୍ DP କିଏ ଲୁଚି-ଛପି ଦେଖୁଛି? ଜାଣିବା ପାଇଁ ଆପଣାନ୍ତୁ ଏହି ସହଜ ଟିପ୍ସ

ନୁଆଦିଲ୍ଲୀ: ଦୁନିଆରେ ସବୁଠାରୁ ଅଧିକ ବ୍ୟବହୃତ ହେଉଥିବା ଚାଟିଂ ଆପ୍ ମଧ୍ୟରେ ହ୍ୱାଟ୍ସଆପ ନମ୍ବର ୧ । ଯଦି ଆପଣ ହ୍ୱାଟ୍ସଆପରେ ପ୍ରୋଫାଇଲ ଫଟୋ ବା DP ରଖିଛନ୍ତି ଓ ଜାଣିବାକୁ ଚାହୁଁଛନ୍ତି କି ଆପଣଙ୍କ DP କିଏ-କିଏ…

ପାକିସ୍ତାନ ମନାଉଛି ସ୍ୱାଧୀନତା ଦିବସ, କଣ ଏହା ବେଆଇନ୍? ଜାଣିବାକୁ ପଢ଼ନ୍ତୁ ପୂରା ରିପୋର୍ଟ

ଓଡ଼ିଶା ଭାସ୍କର ବ୍ୟୁରୋ: ଆଜି ଅଗଷ୍ଟ ୧୪ ତାରିଖ । ଏହି ଦିନକୁ ପାକିସ୍ତାନ ନିଜର ସ୍ୱାଧୀନତା ଦିବସ ଭାବରେ ପାଳନ କରୁଛି । ୧୯୪୭ ମସିହାରେ, ଯେତେବେଳେ ବ୍ରିଟିଶମାନେ ଭାରତକୁ ମୁକ୍ତ କରିବା ପାଇଁ ଏକ ଆଇନ ପ୍ରସ୍ତୁତ କଲେ…

ସବୁଠୁ ବଡ଼ ତିରଙ୍ଗା ପତାକା ଉଡ଼ିବ ଆମେରିକାରେ, ପୂରା କଥା ଜାଣନ୍ତୁ

ଓଡ଼ିଶା ଭାସ୍କର ବ୍ୟୁରୋ: ଯୁକ୍ତରାଷ୍ଟ୍ରରେ ଉଡ଼ିବ ଭାରତୀୟ ଜାତୀୟ ପତାକା । ତେବେ ଉକ୍ତ ତିରଙ୍ଗା ପତାକା ସବୁଠୁ ବଡ଼ । ଅଗଷ୍ଟ ୧୫ ତଥା ଭାରତର ସ୍ୱାଧୀନତା ଦିବସକୁ ଆମେରିକାରେ ବଡ଼ ଧୁମଧାମରେ ପାଳନ କରାଯିବ। ଆମେରିକାରେ…

ଲେଡି ଫିଙ୍ଗର୍ ଭଳି ଲେଡିଙ୍କ ଫିଙ୍ଗର୍ କାଟିଦିଆଯାଏ, କାରଣ କଣ ଜାଣିଲେ ମୁଣ୍ଡରେ ହାତ ଦେବେ

ଓଡ଼ିଶା ଭାସ୍କର ବ୍ୟୁରୋ: ମଣିଷ ସମାଜ ସ୍ଥାନ କାଳ ଅନୁସାରେ ଏହାର ସାମାଜିକ ଚଳଣି ବଦଳାଇଥାଏ । ନିଜ ପାଇଁ ନିଜ ବିଶ୍ୱାସରେ ଗଢ଼ିଥାଏ ପରମ୍ପରା । ଆଉ ସେ ମଧ୍ୟରେ ରହିଯାଇଥାଏ ଅନେକ ବିଶ୍ୱାସ ଏବଂ ଅନ୍ଧବିଶ୍ୱାସ । କିନ୍ତୁ…

ଦେବାଶିଷଙ୍କୁ ଝୁରୁଛି କିଶୋରନଗର, ମାଟି ପାଇଁ ଦେଲେ ବଳିଦାନ

ଓଡ଼ିଶା ଭାସ୍କର ବ୍ୟୁରୋ: ଜଙ୍ଗଲରେ ପାଦେ ପାଦେ ଥିଲା ଶତ୍ରୁ ଆକ୍ରମଣ ଭୟ । ସର୍ବଦା ସଜାଗ ରହୁଥିଲେ ବୀର ଯବାନ । ଶତ୍ରୁର ପ୍ରତିଟି ଆକ୍ରମଣକୁ ପ୍ରତିହତ କରିବାକୁ ସତର୍କ ରହୁଥିଲେ । ନକ୍ସଲମାନଙ୍କ ମୃତ୍ୟୁଯନ୍ତାକୁ ମାତ୍…

କାଳିଆକୁ ହରାଇ ଜଗା ପାଇଲା ସୁଭଦ୍ରା; ଜାଣନ୍ତୁ ପୂରା ଖବର

ଓଡ଼ିଶା ଭାସ୍କର ବ୍ୟୁରୋ: ଏଇ ୬ ଦିନ ହେଲା ଆସିଛି ସୁଭଦ୍ରା। ହେଲେ କୋଉ ସ୍ଥାନକୁ ଜାଣନ୍ତି? କନ୍ଧମାଳ-ଫୁଲବାଣୀରେ ଭୂମିଷ୍ଠ ହୋଇଛି ସୁଭଦ୍ରା। ହଁ, ସନ୍ଦେହରେ ରୁହନ୍ତୁନି; ଆମେ କହୁଛୁ #ଜଗା_କାଳିଆଙ୍କ କଥା।…

୧୧ ବର୍ଷୀୟା ଛାତ୍ରୀ ହେଲେ ବିଶ୍ୱର ଶ୍ରେଷ୍ଠ ବୁଦ୍ଧିମତୀ, ଚମକୁଛି ଦକ୍ଷତା

ଓଡ଼ିଶା ଭାସ୍କର ବ୍ୟୁରୋ: ଆମେରିକାରେ ରହୁଥିବା ଭାରତୀୟ ବଂଶୋଦ୍ଭବ ଛାତ୍ରୀ ନତାଶା ପେରୀ । ବୟସ ମାତ୍ର ୧୧ବର୍ଷ । ତେବେ ନିଜର ବିଚକ୍ଷଣ ପ୍ରତିଭା ବଳରେ ସେ ପାଲଟି ଯାଇଛନ୍ତି ବିଶ୍ୱର ସବୁଠାରୁ ବ୍ରାଇଟେଷ୍ଟ୍ ଷ୍ଟୁଡେଣ୍ଟ…

ପାକର ବିଷବୋଳା ବେନଟ୍ ବି ପରାସ୍ତ କରିପାରିଲାନି ବୀର ବିପିନଙ୍କୁ, ଜାଣନ୍ତୁ ପୂରା ଘଟଣା

ଓଡ଼ିଶା ଭାସ୍କର ବ୍ୟୁରୋ: କୁହନି ଆଉ ସେ କାର୍ଗିଲ୍ କଥା । ଥରି ଯାଉଛି ଦେହ । ମନରେ ପଶି ଯାଉଛି ଛନକା । ଏମିତି ଆଉ କାହା ଜୀବନରେ ନଆସୁ । ଆମକୁ ସୁରକ୍ଷାର ଅଭେଦ୍ୟ ବଳୟ ଦେଇଆସୁଥିବା ଏ ଦେଶର ବୀର ଯବାନମାନେ ସର୍ବଦା…

ଭଡ଼ାରେ ମିଳୁଛନ୍ତି ପତ୍ନୀ, ଅଧିକ ବୟସର ମହିଳାଙ୍କ ସହ କରିବାକୁ ପଡ଼େ…

ଶତାବ୍ଦୀ ଧରି ଅଲଗା ଅଲଗା ସ୍ଥାନରେ ବିଭିନ୍ନ ରୀତିନୀତି ଚାଲିଆସୁଛି । ଲୋକଙ୍କ ଖାଦ୍ୟଠାରୁ ଆରମ୍ଭ କରି ପୋଷାକ ପିନ୍ଧିବା, ପୂଜା କରିବା, ଏପରିକି ଜୀବନଶୈଳୀ ବି ଅଲଗା । ବିଭିନ୍ନ ସ୍ଥାନର ଯୌନ ପ୍ରାକ୍ଟିସ୍ ବି ଅଲଗା…

ଭଉଣୀ ଜଗିଛି ଭାଇକୁ ବାନ୍ଧିବ ରାଖୀ, ମା’ ଆଖିରୁ ଗଡୁଛି ଲୁହଧାର, ହେଲେ…

ଓଡ଼ିଶା ଭାସ୍କର ବ୍ୟୁରୋ: ସୱରି ସବୁଦିନ ବାଡ଼ି ବଗିଚାରୁ ଫୁଲଟିଏ ଆଣି ଭାଇର ପ୍ରତିମୂର୍ତ୍ତିରେ ରଖିଦିଅନ୍ତି । ମନର କୋହକୁ ଛାତିରେ ଚାପି ରଖି, ଚାହିଁ ରୁହନ୍ତି ଭାଇ ମୁହଁକୁ । ଏଇ ବରଷ ସେ ଭାଇକୁ ରାଖୀ ବାନ୍ଧି…