Browsing Category
ସ୍ପେସାଲ
ତିନି ପୁରୁଷ ଧରି ଦେଶସେବାରେ, ଶଶାଙ୍କ ଶେଖରଙ୍କ ଆଶା ଅଧାରେ ଅଟକିଗଲା
ଓଡ଼ିଶା ଭାସ୍କର ବ୍ୟୁରୋ: ମୁଁ ଯେବେ ନଥିବି, ମୋ ପରିବାର କଥା ତୁମେ ବୁଝିବ । ମୁଁ ଜାଣିଛି ପୁଅ ତୁମକୁ ଅଝଟ କରିବ, ହେଲେ ତାକୁ ବୁଝେଇଦେବ । ମୋ ମା’ କଥା ବୁଝିବ, ମୋ ବାଟ ଚାହିଁ ସେ ସବୁବେଳେ ଘର ଆଗରେ ଠିଆ ହେଇ…
ଝିଅର ବୟସ ୧୩, ମହାଭାରତକୁ ଦେଲେ ନୂଆ ରୂପ
ଓଡ଼ିଶା ଭାସ୍କର ବ୍ୟୁରୋ: ବୟସ କଅଁଳ । ବୁଦ୍ଧି କିନ୍ତୁ ପାକଳ । ଏପରି ମେଧା ଶକ୍ତି ଯେ ମହାଭାରତ ଭଳି ପୌରାଣିକ ଗାଥାକୁ ମାତ୍ର ହଜାରେ ଛନ୍ଦରେ ସଜାଇ ପଦ୍ୟ ରଚନା କରିଦେଲେ । ଅସମ୍ଭବ ଲାଗୁଥିଲେ ବି ସମ୍ଭବ କରି…
ଅଗଷ୍ଟ ୫ରେ ଡ୍ୟୁଟିକୁ ଫେରିଲେ ଯବାନ, ୭ରେ ହୋଇଗଲେ ସହିଦ୍; ସସମ୍ମାନ ଦିଆଗଲା ଶ୍ରଦ୍ଧାଞ୍ଜଳି
ହରିୟାଣା: ଅଗଷ୍ଟ ୫ ତାରିଖରେ ଡ୍ୟୁଟିକୁ ଫେରିଥିଲେ ଯବାନ । ହେଲେ ୭ ତାରିଖରେ ଯୁଦ୍ଧ ସମୟରେ ସହିଦ୍ ହୋଇଗଲେ । ହରିୟାଣାର ହିସାର ଗାଁରେ ରହୁଥିବା ୨୪ ବର୍ଷିୟ ଯବାନ ସୁରେନ୍ଦ୍ର କାଲୀରାମନା ଜମ୍ମୁ-କାଶ୍ମୀରର ଉରୀ…
ଅଗଷ୍ଟ ୧୫ର ଏହି ୧୦ଟି ଅଜଣା ତଥ୍ୟ ବିଷୟରେ ଆପଣ ଜାଣନ୍ତି କି?
ଭାରତର ସ୍ୱାଧୀନତା ଆନ୍ଦୋଳନର ନେତୃତ୍ୱ ମହାତ୍ମା ଗାନ୍ଧୀ ନେଇଥିଲେ, ଏକଥା ସମସ୍ତେ ଜାଣନ୍ତି । ମାତ୍ର ଏହା ପଛର ଅନେକ କଥା ବୋଧହୁଏ ଅନେକଙ୍କୁ ଅଗୋଚର ଥିବ । ଆଜି ବି ଏପରି କିଛି କଥା ଜନମାନସରେ ଲୁଚି ରହିଛି, ଯାହା…
ଡିପ୍ରେସନରୁ ମୁକ୍ତି ପାଇବାରେ ଗୋଲମରିଚ ବେଶ୍ ଲାଭଦାୟକ
ଆଜିକାଲି ପ୍ରତ୍ୟେକ ରୋଷେଇ ଘରେ ଗୋଲମରିଚ ଦେଖିବାକୁ ମିଳିଥାଏ । ଖାଦ୍ୟକୁ ସ୍ୱାଦିଷ୍ଟ କରିବା ସହିତ ସ୍ୱାସ୍ଥ୍ୟକୁ ସୁସ୍ଥ ରଖିବାରେ ଗୋଲମରିଚ ଅତ୍ୟନ୍ତ ଲାଭଦାୟକ । କାଶ, ପେଟରେ ଗ୍ୟାସ୍ ଇତ୍ୟାଦି ସମସ୍ୟା ପାଇଁ ଗୋଲମରିଚ…
୨ ହଜାର ପାକିସ୍ତାନୀ ସୈନ୍ୟଙ୍କ ଝାଳ ବାହାର କରିଦେଇଥିଲେ ୧୨୦ ଭାରତୀୟ ଯବାନ; Battle of longewala
ନୂଆଦିଲ୍ଲୀ: ଭାରତୀୟ ଯବାନଙ୍କ ବୀରତ୍ୱର କାହାଣୀ ସର୍ବଦା ଦେଶକୁ ଅନୁପ୍ରାଣିତ କରିଥାଏ । ଏପରି ଏକ ଘଟଣା ଘଟିଥିଲା ୧୯୭୧ ମସିହାରେ । ଡିସେମ୍ବର ୪, ୧୯୭୧ ମସିହାରେ ମାତ୍ର ୧୨୦ ଜଣ ଭାରତୀୟ ଯବାନ ଅଦମ୍ୟ ସାହସର…
ମଦ ପିଉଥିଲେ ସାବଧାନ, ମା’-ବାପା ହୋଇପାରିବେନି!
ଓଡ଼ିଶା ଭାସ୍କର ବ୍ୟୁରୋ: ଆଲକହଲ୍ ବା ମଦ୍ୟପାନ ଆଜିକାଲି ସାଧାରଣ କଥା ହୋଇଗଲାଣି । ପାର୍ଟି ନାଁରେ ହେଉ କି କିଛି ସ୍ପେସାଲ୍ ଅକାଜେନ୍, ଲୋକେ ଟିକେ ମଜା କରିବାକୁ ପରସ୍ପରକୁ ଅଫର୍ କରନ୍ତି । ତେବେ ମଦ ପିଉଥିଲେ ସାବଧାନ!…
OYO ଆଇପିଓ: ଓଡ଼ିଆ ପୁଅ ରୀତେଶଙ୍କ ଲମ୍ବାଡିଆଁ; ଖୁବଶୀଘ୍ର ହେବେ ୯ ବିଲିୟନ୍ ଡଲାର କମ୍ପାନୀର ମାଲିକ
ଭୁବନେଶ୍ୱର (ଓଡ଼ିଶା ଭାସ୍କର): ଓଡିଆ ପୁଅ ରୀତେଶ ଅଗ୍ରୱାଲଙ୍କ ଓୟୋ ହୋଟେଲ୍ସ ଆଣ୍ଡ ରୁମସର ଆଇପିଓ ଲଞ୍ଚ ହେବାକୁ ଯାଉଛି । ସଫ୍ଟବ୍ୟାଙ୍କ ନିବେଶରେ ଚାଲୁଥିବା ଓୟୋ ପାଇଁ ଖୁସି ଖବର । ଆଇପିଓ ଲଞ୍ଚ ପୂର୍ବରୁ ତିନୋଟି…
୧୭ ହଜାର ଫୁଟ ଉଚ୍ଚରେ ସଜାଗ ଭାରତୀୟ ଯବାନ, କରୁଛନ୍ତି ଶକ୍ତି ପ୍ରଦର୍ଶନ
ଓଡ଼ିଶା ଭାସ୍କର ବ୍ୟୁରୋ: ସର୍ବଦା ସଜାଗ ଭାରତୀୟ ଯବାନ । ଶତ୍ରୁକୁ ମାତ୍ ଦେବାକୁ ଏବେ ବି କରୁଛନ୍ତି ଶକ୍ତି ପ୍ରଦର୍ଶନ । ପୂର୍ବ ଲଦାଖର ଗୋଗରାରେ ପ୍ରାୟ ୧୫ ମାସ ଧରି ସାମ୍ନା-ସାମ୍ନି ହେବା ପରେ ଭାରତ ଓ ଚୀନ୍…
ମୁକ୍ତି ସଂଗ୍ରାମର ଓଡ଼ିଆ ଯୋଦ୍ଧାଙ୍କୁ ମିଳିଲା ରାଷ୍ଟ୍ରପତି ପୁରସ୍କାର
ଓଡ଼ିଶା ଭାସ୍କର ବ୍ୟୁରୋ: ପୁଣି ଜଣେ ଓଡ଼ିଆଙ୍କୁ ମିଳିଲା ରାଷ୍ଟ୍ରପତି ପୁରସ୍କାର । ଦେଶ ସ୍ୱାଧୀନତା ପାଇଁ ଲଢ଼େଇ କରିଥିବା ଏହି ଯୋଦ୍ଧା ଜଣଙ୍କ ହେଉଛନ୍ତି ଭଦ୍ରକ ଜିଲ୍ଲା ବାସୁଦେବପୁରର ସାରଦା ପ୍ରସାଦ ରାୟ(୯୬) । ଅଗଷ୍ଟ…