Browsing Category

କ୍ରିକେଟ ବିଶ୍ୱକପ୍

The 2023 ICC Men’s Cricket World Cup will be the 13th edition of the Cricket World Cup, a quadrennial One Day International cricket tournament contested by men’s national teams and organized by the International Cricket Council.

ICCର ବଡ଼ କାର୍ଯ୍ୟାନୁଷ୍ଠାନ: ଶ୍ରୀଲଙ୍କା କ୍ରିକେଟ ବୋର୍ଡର ମେମ୍ବରଶିପ୍ ସସପେଣ୍ଡ

ନୂଆଦିଲ୍ଲୀ: ଭାରତରେ ଚାଲିଥିବା ଦିନିକିଆ କ୍ରିକେଟ ବିଶ୍ୱକପ ଏହା ମଧ୍ୟରେ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି । ଆସନ୍ତା ୧୫ ତାରିଖରୁ ପ୍ରଥମ ସେମିଫାଇନାଲ ଆରମ୍ଭ ହେବ । ତେବେ ଏହା ମଧ୍ୟରେ ଆସିଛି ଏକ ବଡ଼ ଖବର ।…

World Cup ପରେ ବଡ଼ ନିଷ୍ପତ୍ତି ନେବେ ଅଧିନାୟକ! ନେତୃତ୍ୱ ପଦରୁ ଦେଇପାରନ୍ତି ଇସ୍ତଫା

ନୂଆଦିଲ୍ଲୀ: ଦିନିକିଆ ବିଶ୍ୱକପ-୨୦୨୩ରେ ସବୁଠାରୁ ସଫଳ ଦଳ ରହିଛି ଭାରତୀୟ କ୍ରିକେଟ ଟିମ । ରୋହିତଙ୍କ ନେତୃତ୍ୱରେ ପ୍ରଥମ ଦଳ ଭାବରେ ସେମି ଫାଇନାଲରେ ପହଞ୍ଚିଛି ଟିମ ଇଣ୍ଡିଆ । ୮ଟି ମ୍ୟାଚ ଖେଳିଥିବା ବେଳେ ରୋହି୍ତ…

World Cup-2023 ସେମି ଫାଇନାଲରେ ସୁଯୋଗ ପାଇବ କି ପାକିସ୍ତାନ? କାଳ ସାଜିଲା ଶ୍ରୀଲଙ୍କାର ପରାଜୟ

ନୂଆଦିଲ୍ଲୀ: ଦିନିକିଆ ବିଶ୍ୱକପ ବର୍ତ୍ତମାନ ରୋମାଞ୍ଚକର ସ୍ଥିତିରେ ପହଞ୍ଚିସାରିଛି । ସେମି ଫାଇନାଲ ପାଇଁ ଭାରତ, ଦକ୍ଷିଣ ଆଫ୍ରିକା ଏବଂ ଅଷ୍ଟ୍ରେଲିଆ ୩ଟି ସ୍ଥାନ ପକ୍କା କରି ସାରିଛନ୍ତି । କିନ୍ତୁ ଚତୁର୍ଥ ଦଳ ପାଇଁ…

World Cupରେ ପୁଣି ଫେଲ ମାରିଲା ଶ୍ରୀଲଙ୍କା: ପରାଜୟ ସହିତ ଶେଷ ହେଲା ବିଶ୍ୱକପ ଯାତ୍ରା

ନୂଆଦିଲ୍ଲୀ: ଦମଦାର ବ୍ୟାଟିଂରେ ସେମି ଫାଇନାଲ ପାଇଁ ଆଉ ଏକ ପାଦ ବଢାଇଛି ନ୍ୟୁଜିଲାଣ୍ଡ । ଶ୍ରୀଲଙ୍କାକୁ ଚକମା ଦେଇ ବଡ଼ ବିଜୟ ହାସଲ କରିଛି କିୱି ଦଳ । ୧୭୨ ରନର ଏକ ଛୋଟ ଟାର୍ଗେଟର ପିଛା କରି ନ୍ୟୁଜିଲାଣ୍ଡ ୫ ୱିକେଟରେ…

World Cup-2023ରେ ଇତିହାସ ରଚିବେ ଅଧିନାୟକ ରୋହିତ! ନେଦରଲାଣ୍ଡ ବିପକ୍ଷରେ ଭାଙ୍ଗିବେ ୨୦ ବର୍ଷର ରେକର୍ଡ

ନୂଆଦିଲ୍ଲୀ: ଚଳିତ ଦିନିକିଆ ବିଶ୍ୱକପରେ ଦମଦାର ପ୍ରଦର୍ଶନ କରି ପ୍ରଥମ ଦଳ ଭାବରେ ସେମି ଫାଇନାଲରେ ପ୍ରବେଶ କରିଛି ଟିମ ଇଣ୍ଡିଆ । ଏହି ଟୁର୍ଣ୍ଣାମେଣ୍ଟରେ ଦଳ ୮ଟି ମ୍ୟାଚ ଖେଳିଥିବା ବେଳେ ସମସ୍ତ ମ୍ୟାଚରେ ବିଜୟ ହାସଲ…

WORLD CUP 2023; ନେଦରଲାଣ୍ଡ୍‌ସ ଆଗରେ ୩୪୦ ରନ୍‌ର ଟାର୍ଗେଟ ରଖିଲା ଇଂଲଣ୍ଡ

ଓଡିଶା ଭାସ୍କର; ଆଜି ପୁଣେସ୍ଥିତ ମହାରାଷ୍ଟ୍ର କ୍ରିକେଟ୍‌ ଆସୋସିଏସନ୍‌ ଷ୍ଟାଡିୟମ୍‌ରେ ଲଢେଇ ଜାରି ରଖିଛନ୍ତି ଇଂଲଣ୍ଡ ଓ ନେଦରଲାଣ୍ଡ୍‌ସ । ଏହି ଶକ୍ତିଶାଳୀ ଟିମ ମଧ୍ୟରେ ପ୍ରଥମ ଇନିଂସ ଶେଷ ହୋଇଥିବା ବେଳେ…

ପାକିସ୍ତାନର ବାବର ଆଜାମଙ୍କୁ ପଛରେ ପକାଇ ବିଶ୍ୱର ଏକ ନମ୍ବର ବ୍ୟାଟର୍‌ ହେଲେ ଗିଲ, ପୁଣିଥରେ ଏକ ନମ୍ବର ବୋଲର ସିରାଜ

ଓଡିଶା ଭାସ୍କର; ବିଶ୍ୱକପ ୨୦୨୩ରେ ନିଜର ଦମଦାର ପ୍ରଦର୍ଶନ ଜାରି ରଖିଛି ଟିମ୍‌ ଇଣ୍ଡିଆ । ବୋଲିଂ ଓ ବ୍ୟାଟିଂରେ ସୁନ୍ଦର ପାରଦର୍ଶିତା ପ୍ରଦର୍ଶନ କରି ଚଳିତ ବିଶ୍ୱକପ ପଏଣ୍ଟ ଟେବୁଲରେ ଏକ ନମ୍ବର ସ୍ଥାନରେ ରହିଛି ଭାରତ ।…

ବିଶ୍ୱକପରୁ ବାଦ୍ ପଡ଼ିଲେ ନିଜେ ଦଳର ଅଧିନାୟକ: ପରବର୍ତ୍ତୀ ମ୍ୟାଚରେ ଏହି ଖେଳାଳି ନେବେ ନେତୃତ୍ୱ

ନୂଆଦିଲ୍ଲୀ: ଲିଗ୍ ଷ୍ଟେଜର ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି ଦିନିକିଆ ବିଶ୍ୱକପ-୨୦୨୩ । ଅଧିକାଂଶ ଦଳ ନିକଟରେ ଲିଗ୍ ଷ୍ଟେଜରେ ଆଉ ମାତ୍ର ଗୋଟିଏ ଲେଖାଏଁ ମ୍ୟାଚ ବାକି ରହିଛି । ତେବେ ଏହି ସମୟରେ ଦଳର ଅଧିନାୟକ ହିଁ…

ଆଉ ଦୁଇ ପାଦ ବାକି, ଭାରତ ହେବ ବିଶ୍ୱ ଚାମ୍ପିୟନ: ୨୦୧୫ ଓ ୨୦୧୯ ବିଶ୍ୱକପର ଭୁଲରୁ ଶିକ୍ଷାଲାଭ କରୁ ଟିମ୍ ଇଣ୍ଡିଆ, ଧୈର୍ଯ୍ୟ ରଖିବା ଆବଶ୍ୟକ

ନୂଆଦିଲ୍ଲୀ: ଭାରତରେ ଆୟୋଜିତ ହେଉଥିବା ଚଳିତ ଦିନିକିଆ ବିଶ୍ୱକକପରେ ଟିମ୍ ଇଣ୍ଡିଆ ତା’ର ବିଜୟ ଯାତ୍ରା ଜାରି ରଖିଛି । ଏକମାତ୍ର ଦଳ ଭାବେ ବିଶ୍ୱକପରେ ଭାରତ ବର୍ତ୍ତମାନ ସୁଦ୍ଧା ଅପରାଜେୟ ରହି ୮ଟି ମ୍ୟାଚରୁ ୧୬ଟିରେ…

World Cupରୁ ବାଦ୍ ପଡ଼ିଲା ଶ୍ରୀଲଙ୍କା ଦଳ: ୩ ୱିକେଟରେ ବାଂଲାଦେଶକୁ ବିଜୟୀ

ନୂଆଦିଲ୍ଲୀ: ଶ୍ରୀଲଙ୍କା ବିପକ୍ଷ ମ୍ୟାଚରେ ଦମଦାର ବିଜୟ ହାସଲ କରିଛି ବାଂଲାଦେଶ । ଏହି ପରାଜୟ ପରେ ଚଳିତ ବିଶ୍ୱକପ ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡ଼ିଛି ଶ୍ରୀଲଙ୍କା । ପୂର୍ବରୁ ବାଂଲାଦେଶ ଏହି ଦୌଡ଼ରୁ ବାଦ୍ ପଡ଼ିଥିବା ବେଳେ…