Browsing Category

T20 World Cup

ଟି-୨୦ ବିଶ୍ୱକପରୁ ବାଦ୍ ପଡ଼ିବେ କିଙ୍ଗ କୋହଲି? BCCI ଚୟନକର୍ତ୍ତାଙ୍କ ପ୍ରଥମ ପସନ୍ଦ ନୁହଁନ୍ତି ବିରାଟ

ନୂଆଦିଲ୍ଲୀ: ଦିନିକିଆ ବିଶ୍ୱକପରେ ଦମଦାର ପ୍ରଦର୍ଶନ କରି ସର୍ବାଧିକ ରନ୍ ସଂଗ୍ରହ କରିଛନ୍ତି ଟିମ ଇଣ୍ଡିଆର ପୂର୍ବତନ ଅଧିନାୟକ ବିରାଟ କୋହଲି । ସମଗ୍ର ଟୁର୍ଣ୍ଣାମେଣ୍ଟରେ ୭୦୦ରୁ ଅଧିକ ରନ୍ କରି ଗୋଲ୍ଡେନ୍ ବ୍ୟାଟ ନିଜ…

ଟି-୨୦ ବିଶ୍ୱକପ ୨୦୨୪ ଆୟୋଜନ କରିବା ନେଇ ପଛଘୁଞ୍ଚା ଦେଲା ଡୋମିନିକା

ଏଥର ଆଇସିସି ଟି-୨୦ ବିଶ୍ୱକପ ୨୦୨୪ର ଆୟୋଜକ ଆମେରିକା ଓ ୱେଷ୍ଟ ଇଣ୍ଡିଜ ରହିବେ । ଏହି ଟି-୨୦ ବିଶ୍ୱକପରେ ମୋଟ୍ ୨୦ଟି ଦଳ ଅଂଶ ଗ୍ରହଣ କରୁଛନ୍ତି । ଏହି ସମୟରେ ଏକ ଖବର ସାମ୍ନାକୁ ଆସିଛି ଯେ ଏକ ସହର ବିଶ୍ୱକପ ମ୍ୟାଚ୍…

ଭାରତ ବିପକ୍ଷରେ ନୂଆ ଦଳ ଖେଳିବ ବିଶ୍ୱକପ: ଜିମ୍ବାୱେକୁ ଚକମା ଦେଇ ପାଇଲା ଟିକେଟ

ନୂଆଦିଲ୍ଲୀ: ଆସନ୍ତାବର୍ଷ ଆମେରିକା ଏବଂ ୱେଷ୍ଟଇଣ୍ଡିଜରେ ଆୟୋଜିତ ହେବାକୁ ଯାଉଛି ଟି-୨୦ ବିଶ୍ୱକପ । ଏହି ଟୁର୍ଣ୍ଣାମେଣ୍ଟରେ ସାମିଲ ହେବାକୁ ଯାଉଛି ଆଉ ଏକ ନୂଆ ଟିମ୍ । ଟି-୨୦ ବିଶ୍ୱକପରେ ୨୦ତମ ଦଳ ଭାବରେ ସାମିଲ…

ଅଚାନକ World Cupରେ ସାମିଲ ହେଲେ ୨ ନୂଆ ଦଳ: ୧୦ ବର୍ଷ ପରେ ବିଶ୍ୱକପ ଖେଳିବ ଏହି ଟିମ୍

ନୂଆଦିଲ୍ଲୀ: ଦିନିକିଆ ବିଶ୍ୱକପ ଏବେ ରୋମାଞ୍ଚକର ରୂପ ନେଇଛି । ଭାରତ ୭ଟି ବିଜୟରେ ୧୪ ପଏଣ୍ଟ ସହ ସେମି ଫାଇନାଲକୁ ପ୍ରବେଶ କରି ସାରିଛି । ଏହାପରେ ବାକି ୩ଟି ସ୍ଥାନ ପାଇଁ ୬ଟି ଟିମ ମଧ୍ୟରେ ଲାଗିଛି ଟଣାଓଟରା । ତେବେ…

ପୁରସ୍କାର ବାବଦକୁ ବିଶ୍ୱ କପ୍ ବିଜେତା କ୍ରିକେଟ ଦଳଙ୍କୁ ମିଳିବ କେତେ ଟଙ୍କା? ଘୋଷଣା ହେଲା ପୁରସ୍କାର ରାଶି…

ଓଡିଶା ଭାସ୍କର; ଆସନ୍ତା ଅକ୍ଟୋବର ୫ରୁ ଆରମ୍ଭ ହେବାକୁ ଯାଉଛି ଦିନିକିଆ କ୍ରିକେଟ ବିଶ୍ୱ କପର ମହାଲଢେଇ । ଏହା ପୂର୍ବରୁ ଆନ୍ତର୍ଜାତିକ କ୍ରିକେଟ୍‌ କାଉନ୍‌ସିଲ (ଆଇସିସି) ବିଶ୍ୱକପ୍‌ର ପୁରସ୍କାର ରାଶି ଘୋଷଣା କରିଛି।…

ଭାରତ ନୁହେଁ, ଏହି ସ୍ଥାନରେ ଖେଳାଯିବ ବିଶ୍ୱକପ: ଆଇସିସି କଲା ବଡ଼ ଘୋଷଣା

ନୂଆଦିଲ୍ଲୀ: ଦିନିକିଆ ବିଶ୍ୱକପକୁ ଆଉ ଖୁବ କମ୍ ଦିନ ୨ ବାକି ରହିଛି । ଏଥିପାଇଁ ପ୍ରସ୍ତୁତି ଜୋରଦାର ଚାଲିଥିବା ବେଳେ ଖେଳାଳିମାନେ ମଧ୍ୟ ନିଜକୁ ପ୍ରସ୍ତୁତ କରୁଛନ୍ତି । ତେବେ ଚଳିତବର୍ଷର ବିଶ୍ୱକପର ଆୟୋଜନ ଭାରତ…

Mission ’24 ପାଇଁ ଟିମ ଇଣ୍ଡିଆର ନୂଆ ରଣନୀତି: ଟି୨୦ ବିଶ୍ୱକପରେ ରୋହିତ-କୋହଲିଙ୍କ ବିନା ଖେଳିବ ଭାରତ!

ନୂଆଦିଲ୍ଲୀ: ଆଗାମୀ ଅକ୍ଟୋବରରେ ହେବାକୁ ଯାଉଛି ଦିନିକିଆ ବିଶ୍ୱକପ ୨୦୨୩ । ଦୀର୍ଘ ୧୨ ବର୍ଷ ପରେ ଭାରତ ପାଖରେ ବିଶ୍ୱକପ ଟ୍ରଫି ହାତେଇବାର ଏକ ସୁବର୍ଣ୍ଣ ସୁଯୋଗ ରହିଛି । ତେବେ ବର୍ତ୍ତମାନ ଦିନିକିଆ ବିଶ୍ୱକପ ଉପରେ…

ଜୁନ୍ ୪ ତାରିଖରୁ ଆରମ୍ଭ ହେବ ଟି-୨୦ ବିଶ୍ୱକପ୍ ୨୦୨୪: କେଉଁଠି ଖେଳାଯିବ ମେଗା ଟୁର୍ଣ୍ଣାମେଣ୍ଟ?

ନୂଆଦିଲ୍ଲୀ: ଆସନ୍ତାବର୍ଷ ଅନୁଷ୍ଠିତ ହେବ ଟି-୨୦ ବିଶ୍ୱକପର ନବମ ସଂସ୍କରଣ । ଏହି ମେଗା ଇଭେଣ୍ଟ ପାଇଁ ଘୋଷଣା ହୋଇଯାଇଛି ତାରିଖ । ରିପୋର୍ଟ ଅନୁସାରେ ଆସନ୍ତାବର୍ଷ ଜୁନ୍ ୪ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଟି-୨୦…

ଅଳ୍ପକେ ବଞ୍ଚିଗଲା ବିମାନରେ ଥିବା ୨୧୪ ଜଣ ଲୋକଙ୍କର ଜୀବନ: ଫିଲିପାଇନ୍ସରେ VietJe ବିମାନର ଜରୁରୀ ଅବତରଣ

ନୂଆଦିଲ୍ଲୀ: ଟେକନିକାଲ ତ୍ରୁଟି କାରଣରୁ ବୁଧବାର ସକାଳେ ଭିଏତଜେଟ୍ ବିମାନ ଉତ୍ତର ଫିଲିପାଇନ୍ସରେ ଜରୁରୀକାଳୀନ ଅବତରଣ କରିଥିଲା । ବିମାନରେ ୨୧୪ ଜଣ ଲୋକ ଥିଲେ ଏବଂ ସମସ୍ତେ ସୁରକ୍ଷିତ ଅଛନ୍ତି । ଫିଲିପାଇନ୍ସର…

World Cup 2023: ଭାରତ ବନାମ ପାକିସ୍ତାନ କ୍ରିକେଟ ମ୍ୟାଚ, ଏହି ତାରିଖରେ ହେବାକୁ ଯାଉଛନ୍ତି ମୁହାଁମୁହିଁ

ନୂଆଦିଲ୍ଲୀ:ଆସିଲା ବଡ଼ ଅପ ଡେଟ। କ୍ରିକେଟ ଦେଖିବାକୁ ସମସ୍ତେ ଖୁବ ପସନ୍ଦ କରନ୍ତି ଆଉ ସମୟର ସହ ଏବେ ଲୋକ ମାନଙ୍କ ରୁଚି ଏହି ଖେଳ ପ୍ରତି ଆହୁରି ବଢି ଚାଲିଛି। ଖେଳ ଭିତରେ ଯେତେବେଳେ ଭାରତ ଆଉ ପାକିସ୍ତାନ ମ୍ୟାଚ ଥାଏ…