Browsing Category

Cricket

Cricket News, Live Cricket Score Online: Get the Latest Cricket News Today, top cricket headlines, and live cricket match scores online at OdishaBhaskar.com

ଏସିଆ କପ୍ ୨୦୨୫ରେ ବିଜେତା ଟିମ୍‌କୁ ମିଳିବ ଏତିକି କୋଟି, ହାରିବା ଟିମ୍ ମଧ୍ୟ ହେବେ ମାଲାମାଲ

ନୂଆଦିଲ୍ଲୀ: ଏସିଆ କପ୍ ୨୦୨୫ ଆଜି ଠୁ ଆରମ୍ଭ ହେଉଛି। ଏହି ଟୁର୍ଣ୍ଣାମେଣ୍ଟରେ ମୋଟ ୮ଟି ଦଳ ଅଂଶଗ୍ରହଣ କରିବେ। ଯାହାକୁ ଦୁଇଟି ଗ୍ରୁପରେ ରଖାଯାଇଛି। ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚ୍ ଆବୁଧାବିର ଶେଖ ଜାଏଦ…

ଏସିଆ କପ୍ ର ପ୍ରଥମ ମ୍ୟାଚରେ କ’ଣ ସଞ୍ଜୁ ସାମସନଙ୍କୁ ଏଣ୍ଟ୍ରି ମିଳିବ, ସବୁ କହିଦେଲେ ଅଧିନାୟକ ସୂର୍ଯ୍ୟକୁମାର ଯାଦବ

ନୂଆଦିଲ୍ଲୀ: ଭାରତ ଏସିଆ କପ୍ ୨୦୨୫ରେ ତା'ର ଅଭିଯାନ ଆରମ୍ଭ କରିବାକୁ ଯାଉଛି। ଏହାର ପ୍ରଥମ ମ୍ୟାଚ୍ ସେପ୍ଟେମ୍ୱର ୧୦ ତାରିଖ ଅର୍ଥାତ୍ ଆସନ୍ତାକାଲି UAE ବିପକ୍ଷରେ ଖେଲାଯିବ। ଏହି ମ୍ୟାଚ୍ ପୂର୍ବରୁ ଟିମ୍ ଇଣ୍ଡିଆର…

ପଡ଼ିଆରେ ହେବ ଜୋରଦାର ଟକ୍କର, କୌଣସି ପରିସ୍ଥିତିରେ ମାନିବୁନି ହାର, କ୍ୟାପଟେନଙ୍କ କଥା ଶୁଣି ପାକିସ୍ତାନର ପିଳେହିପାଣି

ନୂଆଦିଲ୍ଲୀ: ଏସିଆ କପ୍ 2025 ର ପର୍ଯ୍ୟାୟ ସ୍ଥିର ହୋଇଯାଇଛି ଏବଂ ଟୁର୍ଣ୍ଣାମେଣ୍ଟ ଆଜି ଅର୍ଥାତ୍ 9 ସେପ୍ଟେମ୍ବରରୁ ଆରମ୍ଭ ହେବାକୁ ଯାଉଛି। ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚରେ ଆଫଗାନିସ୍ତାନ ଏବଂ ହଂକଂ ମୁହାଁମୁହିଁ…

ବିରାଟ କୋହଲିଙ୍କ ମନ ଆଉ ପୂର୍ବପରି ନାହିଁ, ଦିନେଶ କାର୍ତ୍ତିକଙ୍କର ଆଶ୍ଚର୍ଯ୍ୟକର ବୟାନ

ନୂଆଦିଲ୍ଲୀ: ବିରାଟ କୋହଲିଙ୍କ ଶରୀର ଫିଟ୍ ଅଛି କିନ୍ତୁ ତାଙ୍କ ମନ ଆଉ ପୂର୍ବପରି ନାହିଁ।  ଏକଥା ଆମେ କହୁନାହୁଁ, ଏପରି ଏକ ଆଶ୍ଚର୍ଯ୍ୟକର ବୟାନ ଦେଇଛନ୍ତି ଦିନେଶ କାର୍ତ୍ତିକ। ପୂର୍ବତନ ଭାରତୀୟ ଓ୍ୱିକେଟକିପର୍…

Asia Cup 2025: କେବେ, କେଉଁଠି, କାହାକୁ ମଇଦାନରେ ଭେଟିବ ଟିମ୍ ଇଣ୍ଡିଆ; ଜାଣି ନିଅନ୍ତୁ ପୁରା ସିଡ୍ୟୁଲ୍

ନୂଆଦିଲ୍ଲୀ: ଏସିଆ କପ୍ ୨୦୨୫ ୯ ସେପ୍ଟେମ୍ବର ଅର୍ଥାତ ଆଜିଠୁ ଆରମ୍ଭ ହେବାକୁ ଯାଉଛି। ଏଥର ଏସିଆ କପ୍ ଟି୨୦ ଫର୍ମାଟରେ ଖେଳାଯିବାକୁ ଅଛି। ଟିମ୍ ଇଣ୍ଡିଆ ୧୦ ସେପ୍ଟେମ୍ବରରୁ ଏହାର ଅଭିଯାନ ଆରମ୍ଭ କରିବ।…

ସ୍ୱାମୀ-ସ୍ତ୍ରୀ ଦୁହେଁ Asia Cupରେ କରିବେ ରୋଜଗାର, ଜାଣନ୍ତୁ କେମିତି

ନୂଆଦିଲ୍ଲୀ: ଏସିଆ କପରେ ଟଙ୍କା ବର୍ଷା ହେଲେ, ଏଠାରେ ରୋଜଗାର କରିବାକୁ ବହୁତ ଲୋକେ ଅଛନ୍ତି। ହେଲେ ସମସ୍ତଙ୍କ ନଜର ସ୍ୱମୀ-ସ୍ତ୍ରୀଙ୍କ ଏକ ଯୋଡ଼ି ଉପରେ ରହିବ। ଏମାନେ ଅଳ୍ପ ନୁହେଁ ବହୁତ ଟଙ୍କା କରିବେ ରୋଜଗାର। ଆମେ…

ଏସିଆ କପ୍ ପୂର୍ବରୁ ଆସିଲା ବଡ଼ ଖବର, ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କଲେ ଏହି ବୋଲର୍

ନୂଆଦିଲ୍ଲୀ: ଏସିଆ କପ୍ ଆରମ୍ଭ ହେବା ପୂର୍ବରୁ କହିବାକୁ ଗଲେ ମ୍ୟାଚ୍ ଆରମ୍ଭ ହେବାର କିଛି ସମୟ ପୂର୍ବରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। କାରଣ ଏସିଆ କପ୍ ର ପ୍ରଥମ ମ୍ୟାଚ୍ ସେପ୍ଟେମ୍ୱର ୯ ତାରିଖ ଅର୍ଥାତ୍ ଆଜି ଆରମ୍ଭ…

“ମୁଁ ଭଗବାନ..”, ବିରାଟ ଏବଂ ରୋହିତଙ୍କୁ ନେଇ କାହିଁକି ଏମିତି କହିଲେ ପୂର୍ବତନ କ୍ରିକେଟର

ନୂଆଦିଲ୍ଲୀ: ପୂର୍ବତନ ଭାରତୀୟ କ୍ରିକେଟର ଯୋଗରାଜ ସିଂହ ନିଜର ଏକ କଡ଼ା ବୟାନକୁ ନେଇ ଚର୍ଚ୍ଚାରେ ରହିଆସିଛନ୍ତି। ଏବେ ସେ ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କ ODI କ୍ୟାରିୟର ଉପରେ ନିଜର ମତ ଦେଇଛନ୍ତି। ବିରାଟ ଏବଂ…

Asia Cup 2025: ଆଫଗାନିସ୍ତାନର Playing 11ରେ କେତେ ଜଣ ଅଛନ୍ତି ସ୍ପିନର? ଏହି ପ୍ଲାନ ରଚିଛନ୍ତି କ୍ୟାପ୍ଟେନ୍ ରଶିଦ ଖାନ

ନୂଆଦିଲ୍ଲୀ: ଏସିଆ କପ ୨୦୨୫ର ଆଜି ଶୁଭାରମ୍ଭ ହେବ। ଏଥର ଏସିଆ କପ ଟି୨୦ ଫର୍ମାଟରେ ଖେଳାଯିବ। ଟୁର୍ଣ୍ଣାମେଣ୍ଟର ଆରମ୍ଭ ଆଫଗାନିସ୍ତାନ ଏବଂ ହଙ୍ଗକଙ୍ଗ ମଧ୍ୟରେ ହେବାକୁ ଥିବା ମ୍ୟାଚ୍ ସହ ହେବ। ଏହି ଦୁଇ ଟିମ…

Asia Cup 2025: ଏଥର ପଡ଼ିଆରେ ସୀମିତ ରହିବନି IND vs PAK ଲଢ଼େଇ, କମେଣ୍ଟ୍ରିରେ ଯୁଦ୍ଧ ଜୋରଦାର୍; ଦିଗ୍ଗଜଙ୍କ ହାତରେ ରହିବ ମାଇକ

ନୂଆଦିଲ୍ଲୀ: ଏସିଆ କପ୍ ୨୦୨୫ର ଉତ୍ସାହ କେବଳ ପଡ଼ିଆ ପର୍ଯ୍ୟନ୍ତ ସୀମିତ ରହିବ ନାହିଁ, ବରଂ ଏଥର ଭାରତ ଏବଂ ପାକିସ୍ତାନ ମଧ୍ୟରେ "ଯୁଦ୍ଧ" କମେଣ୍ଟ୍ରି ବକ୍ସରେ ମଧ୍ୟ ଦେଖିବାକୁ ମିଳିବ। ସୋନି ସ୍ପୋର୍ଟସ୍ ନେଟୱାର୍କ…