fbpx
BJD SKY
BJD SKY
Browsing Category

Cricket

Cricket News, Live Cricket Score Online: Get the Latest Cricket News Today, top cricket headlines, and live cricket match scores online at OdishaBhaskar.com

ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚ ଭାରତ ପାଇଁ କର ବା ମର ପରସ୍ଥିତି: ହାରିଲେ ସେମିରୁ ବିଦା, ପାକିସ୍ତାନ ବିଗାଡ଼ିଦେଲା ସବୁ ଅଙ୍କ

ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପରେ ଭାରତ ପରାଜୟରୁ ନିଜର ଅଭିଯାନ ଆରମ୍ଭ କରିଛି । ନିଜର ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ ନିକଟରୁ ଟିମ୍ ଇଣ୍ଡିଆ ଲଜ୍ଜାଜନକ ଭାବେ ୧୦ ୱିକେଟରେ ପରାଜୟ ବରଣ କରିଛି । ଏହି ବିଜୟ ପରେ…

IPL 2022: ଆଉ କିଛି ସମୟ ପରେ ଘୋଷଣା ହେବ ଆଇପିଏଲର ଦୁଇଟି ନୂତନ ଟିମ୍, ସବୁଠୁ ଆଗରେ ଏହି ଦୁଇ ସହର

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ସୋମବାର ଆଉ କିଛି ସମୟ ପରେ ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ)ର ଦୁଇଟି ନୂତନ ଦଳ ଘୋଷଣା କରିବାକୁ ଯାଉଛି । କୁହାଯାଉଛି ନିଲାମ ପ୍ରକ୍ରିୟା ଆରମ୍ଭ ହେବା…

ଆମେ ବିଶ୍ୱ କପରେ କେବେ ନା କେବେ ପାକିସ୍ତାନଠୁ ହାରିବୁ, ସତ ହୋଇଗଲା ଧୋନୀଙ୍କ ଭବିଷ୍ୟତବାଣୀ

ନୂଆଦିଲ୍ଲୀ : ଅକ୍ଟୋବର ୨୪ ତାରିଖକୁ ଭାରତୀୟ ପ୍ରଶଂସକ ଯଥା ଶୀଘ୍ର ଭୁଲିବାକୁ ଚାହିଁବେ । କାରଣ ଏହି ଦିନ ତାହା ହୋଇଗଲା ଯାହା ଗତ ୨୯ ବର୍ଷ ଧରି କେବେ ହୋଇନଥିଲା । ଟି-୨୦ ବିଶ୍ୱ କପ୍ ୨୦୨୧ର ମହାମୁକାବିଲାରେ…

ପରାଜୟ ପରେ ଅଜବ ପ୍ରଶ୍ନ ଶୁଣି ପାକିସ୍ତାନୀ ସାମ୍ବାଦିକଙ୍କ ମୁହଁ ବନ୍ଦ କରି ଦେଲେ କୋହଲି, କହିଲେ- ବିବାଦ ଦରକାର …

ନୂଆଦିଲ୍ଲୀ : ଟି-୨୦ ବିଶ୍ୱ କପର ସୁପର ୧୨ ରାଉଣ୍ଡର ପ୍ରଥମ ମୁକାବିଲାରେ ଭାରତ ପାକିସ୍ତାନ ହାତରୁ ୧୦ ୱିକେଟରେ ପରାଜିତ ହୋଇଛି । ଭାରତ ପ୍ରଥମ ଥର ବିଶ୍ୱ ଇତିହାସରେ ପାକିସ୍ତାନଠୁ ପରାଜୟ ଭୋଗିଛି । ମ୍ୟାଚ୍ ପରେ…

ଅଶ୍ୱିନୀଙ୍କୁ କାହିଁକି ରଖାଗଲା ବାହାରେ, ଷଷ୍ଠ ବୋଲର କୁଆଡ଼େ ଗଲେ: ଫର୍ମରେ ଥାଇ ବି ଟିମ୍ ଇଣ୍ଡିଆର ଲଜ୍ଜାଜନକ ପରାଜୟକୁ ନେଇ ଉଠିଲା ପ୍ରଶ୍ନ

ନୂଆଦିଲ୍ଲୀ: ବହୁ ପ୍ରତୀକ୍ଷିତ ଟି-୨୦ ବିଶ୍ୱକପରେ ପଦାର୍ପଣ ମ୍ୟାଚରେ ଭାରତ ତା’ର ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନଠାରୁ ଲଜ୍ଜାଜନକ ଭାବେ ପରାଜୟ ବରଣ କରିଛି । ପ୍ରଥମ ଥର ପାଇଁ ଭାରତ ଏକ ବିଶ୍ୱକପ ମ୍ୟାଚରେ ପାକ…

କୋହଲିଙ୍କ ଅର୍ଦ୍ଧଶତକ ବେକାର; ଭାରତକୁ ଧରାଶାୟୀ କଲେ ଆଜମ-ରିଜୱାନ

ନୂଆଦିଲ୍ଳୀ: ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳା ଯାଉଥିବା ଟି-୨୦ ବିଶ୍ୱକପର ସୁପର-୧୨ ମୁକାବିଲାରେ ପାକିସ୍ତାନ ବିଜୟ ହାସଲ କରିବା ସହିତ ଇତିହାସ ରଚିଛି ପାକିସ୍ତାନ । ପ୍ରଥମେ ବ୍ୟାଟିଂ କରି ଭାରତ ମାତ୍ର ୧୫୧ ରନ…

କୋହଲିଙ୍କ ୧୦ମ ଅର୍ଦ୍ଧଶତକ; ପାକିସ୍ତାନ ସମ୍ମୁଖରେ ୧୫୨ ରନର ଲକ୍ଷ୍ୟ

ନୂଆଦିଲ୍ଳୀ: ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳା ଯାଉଥିବା ଟି-୨୦ ବିଶ୍ୱକପର ସୁପର-୧୨ ମୁକାବିଲାରେ ପାକିସ୍ତାନ ସମ୍ମୁଖରେ ୧୫୨ ରନର ଲକ୍ଷ୍ୟ ଧାର୍ଯ୍ୟ କରିଛି ଭାରତ । ଅଧିନାୟକ ବିରାଟ କୋହଲିଙ୍କ ଅର୍ଦ୍ଧଶତକ ଓ ଋଷଭ…

ଖାତା ଖୋଲି ପାରିଲେନି ରୋହିତ; ପ୍ରଥମ ଓଭରରେ ଝଟକା ଦେଲେ ଆଫ୍ରିଦି

ନୂଆଦିଲ୍ଳୀ: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଖେଳା ଯାଇଥିବା ସୁପର-୧୨ ମୁକାବିଲାରେ ଭାରତକୁ ପ୍ରାରମ୍ଭିକ ଝଟକା ଦେଇଛନ୍ତି ଶାହିନ ଆଫ୍ରିଦି । ୧୯ ବର୍ଷୀୟ ଶାହିନ ଆଫ୍ରିଦି ପ୍ରଥମ ଓଭରରେ ରୋହିତ ଶର୍ମାଙ୍କୁ ଆଉଟ କରିଥିବା…

ଆସାଲଙ୍କାଙ୍କ ଦମଦାର ଅର୍ଦ୍ଧଶତକ; ୫ ୱିକେଟରେ ଜିତିଲା ଶ୍ରୀଲଙ୍କା

ନୂଆଦିଲ୍ଳୀ: ଟପ ଅର୍ଡର ବ୍ୟାଟ୍ସମ୍ୟାନ ଚରିଥ୍ ଆସାଲଙ୍କାଙ୍କ ଦମଦାର ଅର୍ଦ୍ଧଶତକ ଜରିଆରେ ବାଂଲାଦେଶକୁ ୫ ୱିକେଟରେ ହରାଇଛି ଶ୍ରୀଲଙ୍କା । ୧୭୨ ରନ ଲକ୍ଷ୍ୟର ପିଛା କରୁଥିବା ଶ୍ରୀଲଙ୍କା ୧୮.୫ ଓଭରରେ ୫ ୱିକେଟ ହରାଇ ୧୭୨…

ଅପରାଜେୟ ଧାରା ବଜାୟ ଲଖିବା ଲକ୍ଷ୍ୟରେ କୋହଲି ; ପ୍ରଥମେ ବ୍ୟାଟିଂ କରିବ ଭାରତ

ନୂଆଦିଲ୍ଳୀ: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଖେଳାଯାଉଥିବା ମୁକାବିଲାରେ ଟସ ଜିତି ବୋଲିଂ ନିଷ୍ପତ୍ତି ନେଇଛି ପାକିସ୍ତାନ । ପାକ୍ ଅଧିନାୟକ ବାବର ଆଜମ ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲେ । ଟି-୨୦ ବିଶ୍ୱକପରେ…