Browsing Category
ଖେଳ
ହକି ଇଣ୍ଡିଆ ଲିଗ୍ ନିଲାମୀ ୨୦୨୪: ହରମନପ୍ରୀତ ସିଂହଙ୍କୁ ୭୮ ଲକ୍ଷରେ କିଣିଲା ସୁରମା ହକି କ୍ଲବ
ନୂଆଦିଲ୍ଲୀ: ଆରମ୍ଭ ହୋଇଛି ହକି ଇଣ୍ଡିଆ ଲିଗ୍ (ଏଚଆଇଏଲ) ୨୦୨୪ର ନିଲାମୀ ପ୍ରକ୍ରିୟା । ଦିଲ୍ଲୀଠାରେ ଅକ୍ଟୋବର ୧୩, ୧୪ ଓ ୧୬ ତାରିଖରେ ଏହି ନିଲାମୀ କରାଯିବ । ଏହି ନିଲାମୀ ପ୍ରକ୍ରିୟାରେ ଏକ ହଜାର ଖେଳାଳି ସାମିଲ ହେବେ…
(Video) ସମସ୍ତଙ୍କ ହୃଦୟ ଜିତିନେଲେ ହାର୍ଦ୍ଦିକ… ମ୍ୟାଚ୍ ମଝିରେ Selfie ନେଲେ ଷ୍ଟାର ଅଲରାଉଣ୍ଡର
ନୂଆଦିଲ୍ଲୀ: ବାଂଲାଦେଶ ବିପକ୍ଷ ୩ଟି ଯାକ ମ୍ୟାଚରେ ବିଜୟୀ ହୋଇ ଟି-୨୦ ସିରିଜ ଉପରେ କବଜା କରିଛି ଟିମ ଇଣ୍ଡିଆ । ଏହି ସିରିଜରେ ଭାରତର ଅନେକ ଖେଳାଳି ନିଜ ପ୍ରଦର୍ଶନରେ କ୍ରିକେଟପ୍ରେମୀଙ୍କ ପ୍ରଶଂସାର ପାତ୍ର ହୋଇଛନ୍ତି…
ମହିଳା ଟି-୨୦ ବିଶ୍ୱକପରେ ଏକ ବିରଳ ସଂଯୋଗ! ପାକିସ୍ତାନ ଜିତିଲେ ସେମିଫାଇନାଲରେ ପହଞ୍ଚିବ ଭାରତ
ନୂଆଦିଲ୍ଲୀ: ମହିଳା ଟି-୨୦ ବିଶ୍ୱକପରେ ଆଜି ଗ୍ରୁପ-ଏ’ରେ ଅଷ୍ଟ୍ରେଲିଆକୁ ଭେଟିବ ଟିମ୍ ଇଣ୍ଡିଆ । ସେମିରେ ପହଞ୍ଚିବା ପାଇଁ ହେଲେ ଭାରତକୁ ଏହି ମ୍ୟାଚରେ ଜିତିବା ବେଶ୍ ଗୁରୁତ୍ୱପୂର୍ଣ୍ଣ । ତେବେ ଡିଫେଣ୍ଡିଂ ଚାମ୍ପିୟନ…
White Wash କଲା ସୂର୍ଯ୍ୟବାହିନୀ: ୧୩୩ ରନରେ ମ୍ୟାଚ ଉପରେ କବଜା କଲା ଟିମ ଇଣ୍ଡିଆ
ନୂଆଦିଲ୍ଲୀ: ବାଂଲାଦେଶ ବିପକ୍ଷ ଶେଷ ଟି-୨୦ ମ୍ୟାଚ୍ ଉପରେ ବିଶାଳ ବିଜୟ ହାସଲ କରିଛି ଟିମ ଇଣ୍ଡିଆ । ବାଂଲାଦେଶକୁ ୧୩୩ ରନର ଏକ ବିଶାଳ ବ୍ୟବଧାନରେ ଜିତି ବାଂଲାଦେଶକୁ କ୍ଲିନ ସ୍ୱିପ କରିବାରେ ସଫଳ ହୋଇଛି…
ବାଂଲାଦେଶ ବିପକ୍ଷ ଅନ୍ତିମ ଟି-୨୦ରେ ଭାରତୀୟ କ୍ରିକେଟଙ୍କର ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଲା: ପଡ଼ିଆକୁ ଆସିପାରିଲେନି
ନୂଆଦିଲ୍ଲୀ: ଆଜି ହାଇଦ୍ରାବାଦ ଠାରେ ବାଂଲାଦେଶ ବିପକ୍ଷରେ ଟିମ୍ ଇଣ୍ଡିଆ ତା’ର ଅନ୍ତିମ ତଥା ତୃତୀୟ ଟି-୨୦ ମ୍ୟାଚ ଖେଳୁଛନ୍ତି । ଟି-୨୦ ସିରିଜରେ ପୂର୍ବରୁ ଭାରତ ୨-୦ରେ ଆଗୁଆ ରହିବା ସହ ସିରିଜକୁ କବଜା କରିନେଇଛି ।…
(Video) ଶେଷ ଟି-୨୦ରେ ଗର୍ଜିଲା ସଞ୍ଜୁଙ୍କ ବ୍ୟାଟ୍: ହାସଲ କଲେ ବିସ୍ଫୋରକ ଶତକ, ବିଶାଳ ରେକର୍ଡରେ ସାମିଲ
ନୂଆଦିଲ୍ଲୀ: ବାଂଲାଦେଶ ବିପକ୍ଷ ତୃତୀୟ ତଥା ଶେଷ ଟି-୨୦ ମ୍ୟାଚରେ ଗର୍ଜିଛି ସଞ୍ଜୁ ସାମସନଙ୍କ ବ୍ୟାଟ୍ । ମାତ୍ର ୪୦ ବଲରୁ ଶତକ ହାସଲ କରିଛନ୍ତି ସଞ୍ଜୁ ସାମସନ । ପ୍ରଥମ ଦୁଇଟି ମ୍ୟାଚରେ ସଞ୍ଜୁ ଫେଲ ହୋଇଥିବା ବେଳେ ଶେଷ…
Delhi Capitals ଛାଡ଼ିବେ ଋଷଭ ପନ୍ତ! ଅକ୍ସନ ମଇଦାନରେ ହେବ ଏଣ୍ଟ୍ରି, IPL ପୂର୍ବରୁ ପୋଷ୍ଟକୁ ନେଇ ଚର୍ଚ୍ଚା
ନୂଆଦିଲ୍ଲୀ: ଆଇପିଏଲ-୨୦୨୫ ପାଇଁ ରିଟେନସନ୍ ପଲିସି ଘୋଷଣା ହେବା ଦିନରୁ ଏହାକୁ ନେଇ ଚର୍ଚ୍ଚା ଲାଗି ରହିଛି । ଆଗାମୀ ସିଜନ ପାଇଁ ମେଗା ଅକ୍ସନ ହେବାକୁ ଥିବା ବେଳେ ଫ୍ରାଞ୍ଚାଇଜିର ରିଟେନସନ୍ ଟିମକୁ ନେଇ ବଢିଛି ଉତ୍ସାହ…
ଦିନେ ଝାଡ଼ୁ-ପୋଛା ମାରୁଥିଲେ ରିଙ୍କୁ ସିଂ; କ୍ରିକେଟ୍କୁ ବିରୋଦ୍ଧ କରୁଥିଲେ ବାପା, ପଢ଼ନ୍ତୁ ସଙ୍ଘର୍ଷର ଭିନ୍ନ କାହାଣୀ
ନୂଆଦିଲ୍ଲୀ: ଭାରତୀୟ ଦଳର ଷ୍ଟାର ବ୍ୟାଟ୍ସମ୍ୟାନ୍ ରିଙ୍କୁ ସିଂହ ଆଜି ଅର୍ଥାତ୍ ଅକ୍ଟୋବର ୧୨ରେ ନିଜର ୨୭ତମ ଜନ୍ମଦିନ ପାଳନ କରୁଛନ୍ତି। ରିଙ୍କୁ ଏବେ ଭାରତୀୟ ଟି-୨୦ ଦଳର ଅନ୍ୟତମ ପ୍ରମୁଖ ଖେଳାଳି। ଟି-୨୦ ବ୍ୟତୀତ ସେ…
ଆଜି ଭାରତ-ବାଂଲାଦେଶ ତୃତୀୟ ଟି-ଟ୍ୱେଣ୍ଟି ମ୍ୟାଚ୍; ହାଇଦ୍ରାବାଦରେ ମୁହାଁମୁହିଁ ହେବେ ୨ ଟିମ୍
ମୁମ୍ୱାଇ: ଆଜି ଭାରତ-ବାଂଲାଦେଶ ତୃତୀୟ ଟି-ଟ୍ୱେଣ୍ଟି ମ୍ୟାଚ୍। ପ୍ରଥମ ଥର ପାଇଁ ହାଇଦ୍ରାବାଦରେ ମୁହାଁମୁହିଁ ହେବେ ୨ ଟିମ୍। ବାଂଲାଦେଶ ବିପକ୍ଷରେ କ୍ଲିନ୍ ସୁଇପ୍ ଲକ୍ଷ୍ୟରେ ଭାରତୀୟ ଟିମ୍। ୩ ମ୍ୟାଚ ବିଶିଷ୍ଟ…
ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍ ପାଇଁ ଭାରତୀୟ ଦଳ ଘୋଷଣା କଲା BCCI: ବୁମ୍ରା ଉପଅଧିନାୟକ ନିଯୁକ୍ତ
ନୂଆଦିଲ୍ଲୀ: ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍ ପାଇଁ ଭାରତୀୟ ଦଳ ଘୋଷଣା ହୋଇଛି । ଏନେଇ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ତରଫରୁ ଆଜି ଅଫିସିଆଲ ଭାବେ ଘୋଷଣା କରାଯାଇଛି । ତିନି ମ୍ୟାଚ ବିଶିଷ୍ଟ…