Browsing Category

ଖେଳ

ସବୁ କିଣିଲା, Captain କିଣିବାକୁ ଭୁଲିଗଲା KKR! କିଏ ହେବ ଚମ୍ପିଆନ୍ ଦଳର ଅଧିନାୟକ?

ନୂଆଦିଲ୍ଲୀ: ଆଇପିଏଲ-୨୦୨୫ ପାଇଁ ନିଲାମୀ ପ୍ରକ୍ରିୟା ଶେଷ ହୋଇସାରିଛି । ମେଗା ଅକ୍ସନରେ ପ୍ରତ୍ୟେକ ଦଳ ନିଜ ନିଜ ସ୍କ୍ୱାଡ ପ୍ରସ୍ତୁତ କରି ସାରିଛନ୍ତି । କିନ୍ତୁ ପୂର୍ବ ବର୍ଷର ଚମ୍ପିଆନ୍ କୋଲକାତା ନାଇଟ ରାଇଡର୍ସ ମୋଟ…

BGT ସିରିଜ ଅଧାରୁ ଭାରତ ଫେରିଲେ କୋଚ୍ ଗମ୍ଭୀର: ଦ୍ୱିତୀୟ ଟେଷ୍ଟରେ କିଏ ନେବ ଦାୟିତ୍ୱ?

ନୂଆଦିଲ୍ଲୀ: ବର୍ଡର ଭାଗାସ୍କର ଟ୍ରଫିର ପ୍ରଥମ ଟେଷ୍ଟରେ ବିଶାଳ ବିଜୟ ହାସଲ କରିଛି ଟିମ ଇଣ୍ଡିଆ । ତେବେ ପ୍ରଥମ ବିଜୟ ପରେ ଦ୍ୱିତୀୟ ଟେଷ୍ଟ ପାଇଁ ଭାରତ ପ୍ରସ୍ତୁତି କରୁଛି । କିନ୍ତୁ ୟା ଭିତରେ ଦଳକୁ ଏକ ଶକ୍ତ ଝଟକା…

୨୭ କୋଟିରୁ କେତେ ପାଇବେ ଋଷଭ ପନ୍ତ? ନିଲାମର ସବୁତକ ଟଙ୍କା ପାଇବେନି ଷ୍ଟାର କ୍ରିକେଟର

ନୂଆଦିଲ୍ଲୀ: ଆଇପିଏଲ-୨୦୨୫ ପାଇଁ ଶେଷ ହୋଇସାରିଛି ମେଗା ଅକ୍ସନ । ଏହି ନିଲାମୀରେ ଇତିହାସ ସୃଷ୍ଟି କରିଛନ୍ତି ଟିମ ଇଣ୍ଡିଆର ଷ୍ଟାର କ୍ରିକେଟର ଋଷଭ ପନ୍ତ । ଆଇପିଏଲ ଇତିହାସରେ ସବୁଠାରୁ ମହଙ୍ଗା ଖେଳାଳି ଭାବରେ ବିକ୍ରି…

କେଉଁ ଖେଳାଳିଙ୍କୁ ବାଛିଲା ଦଳ, କିଏ ପଡ଼ିଲା ବାଦ୍‌… ଜାଣନ୍ତୁ ପୁରା ତାଲିକା

ନୂଆଦିଲ୍ଲୀ: ଇଣ୍ଡିଆନ୍ ପ୍ରିମିୟର ଲିଗ୍‌(IPL) ୨୦୨୫ ମେଗା ନିଲାମୀ ଶେଷ ହୋଇଛି । ସାଉଦୀ ଆରବର ଜେଦାହ ସହରରେ ନଭେମ୍ବର ୨୪ ଏବଂ ୨୫ ଦୁଇ ଦିନ ଧରି ଚାଲିଥିଲା ଏହି ମେଗା ନିଲାମୀ । ଏଥର ନିଲାମଧାରୀ ଥିଲେ ମଲ୍ଲିକା ସାଗର…

ରଣଜୀ ମ୍ୟାଚ୍‌ରେ ଗୋଟିଏ ଇନିଂସରେ ୧୦ ୱିକେଟ୍ ନେଇଥିବା ଅଂଶୁଲ କାମ୍ବୋଜଙ୍କୁ କିଏ କିଣିଲା?

ନୂଆଦିଲ୍ଲୀ: ରଣଜୀ ମ୍ୟାଚ୍ ରେ ଗୋଟିଏ ଇନିଂସରେ ସମସ୍ତ ୧୦ ୱିକେଟ୍ ନେବାର ରେକର୍ଡ ରଖୁଥିବା ଅଂଶୁଲ କାମ୍ବୋଜ ଆଇପିଏଲ୍ ନିଲାମରେ ବେସ୍ ପ୍ରାଇସ୍ ଠାରୁ ୧୧ ଗୁଣା ଅଧିକ ଟଙ୍କା ପାଇ ଚର୍ଚ୍ଚାକୁ ଆସିଛନ୍ତି । ନିକଟରେ କେରଳ…

ବିକ୍ରି ହେଲେନି ଅର୍ଜୁନ ତେନ୍ଦୁଲକର, ୧୩ ବର୍ଷୀୟ ବୈଭବ ସୂର୍ୟ୍ୟବଂଶୀ ହେଲେ IPLର ସର୍ବକନିଷ୍ଠ ଖେଳାଳି

ନୂଆଦିଲ୍ଲୀ : ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ୨୦୨୫ ସିଜିନ୍ ପାଇଁ ଦୁଇ ଦିନିଆ ମେଗା ନିଲାମ ୨୪ ଏବଂ ୨୫ ନଭେମ୍ବରରେ ସାଉଦି ଆରବରରେ ଅନୁଷ୍ଠିତ ହୋଇଛି । ଏଥିରେ ୧୩ ବର୍ଷ ବୟସ୍କା ବୈଭବ ସୂର୍ୟ୍ୟବଂଶୀ ଆଲୋଡ଼ନ…

ପର୍ଥ ଟେଷ୍ଟରେ ଅଷ୍ଟ୍ରେଲିଆକୁ ପରାସ୍ତ କରିବା ପରେ କ’ଣ କହିଲେ ଭାରତୀୟ ଅଧିନାୟକ ବୁମ୍ରା ?

ନୂଆଦିଲ୍ଲୀ: ବର୍ଡର ଗାଭାସ୍କର ଟ୍ରଫିର ପ୍ରଥମ ଟେଷ୍ଟରେ ଭାରତ ଅଷ୍ଟ୍ରେଲିଆକୁ ପରାସ୍ତ କରିଛି। ପର୍ଥରେ ଖେଳାଯାଇଥିବା ଏହି ଟେଷ୍ଟ ମ୍ୟାଚରେ ଭାରତ ଅଷ୍ଟ୍ରେଲିଆକୁ ୨୯୫ ରନରେ ପରାସ୍ତ କରିଛି। ଭାରତୀୟ ଦଳର ଅଧିନାୟକ…

ଆଇପିଏଲ ମେଗା ଅକ୍ସନ ୨୦୨୫ Live: ଭୁବନେଶ୍ୱର କୁମାର ଓ ଦୀପକ ଚହରଙ୍କ ଉପରେ ଟଙ୍କା ବର୍ଷା

ନୂଆଦିଲ୍ଲୀ: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ) ମେଗା ଅକ୍ସନ ୨୦୨୫ର ପ୍ରଥମ ଦିନରେ ଋଷଭ ପନ୍ତ, ଶ୍ରେୟସ ଆୟର, କେଏଲ ରାହୁଲଙ୍କ ପରି ଖେଳାଳିମାନେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ସାଜିଥିଲେ । ପନ୍ତଙ୍କୁ ଲକ୍ଷ୍ନୌ ୨୭…

ଅଣ୍ଡର-୧୯ ଜାତୀୟ ବ୍ୟାଡମିଣ୍ଟନ ଚାମ୍ପିୟନଶିପରେ ଓଡ଼ିଶାକୁ ସ୍ୱର୍ଣ୍ଣ: କମାଲ କଲେ ଓଡ଼ିଆ ଝିଅ ବିଶାଖା ଟୋପ୍ପୋ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କ୍ରୀଡ଼ା କ୍ଷେତ୍ରରେ ପୁଣି ଥରେ ଏକ ବଡ଼ ସୁନାମ ଆଣିଛି ଓଡ଼ିଶା । ୪୭ତମ ଜାତୀୟ କନିଷ୍ଠ (ଅଣ୍ଡର-୧୯) ବ୍ୟାଡମିଣ୍ଟନ ପ୍ରତିଯୋଗିତାରେ ଓଡ଼ିଶାକୁ ମିଳିଛି ସ୍ୱର୍ଣ୍ଣ ପଦକ । ବାଳିକା ଏକକରେ…

WTC ଫାଇନାଲରୁ ଅଷ୍ଟ୍ରେଲିଆ ଆଉଟ୍! ପର୍ଥ ଟେଷ୍ଟରେ ବିଜୟ ପରେ ପଏଣ୍ଟ ଟେବୁଲ ଟପରେ ଭାରତ, କଙ୍ଗାରୁ ତଳକୁ ଖସିଲା

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆକୁ ପ୍ରଥମ ଟେଷ୍ଟରେ ୨୯୫ ରନରେ ପରାସ୍ତ କରିବା ପରେ ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପ୍ (ଡବ୍ଲ୍ୟୁଟିସି) ପଏଣ୍ଟ ଟେବୁଲରେ ବଡ଼ ଧରଣର ଓଲଟପାଲଟ ଦେଖିବାକୁ ମିଳିଛି । ପର୍ଥ ଟେଷ୍ଟରେ ପରାଜୟ ପରେ ଟିମ୍…