Browsing Category
ଖେଳ
ଦେଶର ଟେକ ରଖିଲେ… ବିଦେଶ ମାଟିରେ ଜିତିଲେ ୩ ସ୍ୱର୍ଣ୍ଣ ପଦକ, ହେଲେ ମିଳିଲାନି ସରକାରୀ ସହାୟତା
ପଟିଆଲା: ପଞ୍ଜାବ ରାଜପୁରାର କମଲଦୀପ ବିଦେଶରେ କମାଲ କରି ଦେଖାଇଛନ୍ତି । କମଲଦୀପଙ୍କ ନିକଟକୁ ଏବେ ଛୁଟୁଛି ଶୁଭେଚ୍ଛାର ସୁଅଁ । ଥାଇଲାଣ୍ଡ ବାକୁରେ ଆୟୋଜିତ ଭାରତ୍ତୋଳନ ପ୍ରତିଯୋଗିତାରେ ଭାଗ ନେଇ କମଲଦୀପ ୩ଟି ସ୍ୱର୍ଣ୍ଣ…
T20 କ୍ରିକେଟରେ କିଏ ସର୍ବଶ୍ରେଷ୍ଠ? ବୁମରାହ-ଭୁବନେଶ୍ୱରଙ୍କୁ ପକାଇଲେ ପଛରେ, ସୃଷ୍ଟି ହେବ କି ଇତିହାସ?
ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା ବିପକ୍ଷ ତୃତୀୟ ଟି-୨୦ରେ ବିଜୟ ହାସଲ କରିଛି ଟିମ ଇଣ୍ଡିଆ । ତିଲକ ବର୍ମାଙ୍କ ବିସ୍ପୋରକ ଶତକ, ଅଭିଷେକଙ୍କ ଅର୍ଦ୍ଧଶତକ ଏବଂ ଷ୍ଟାର ବୋଲରଙ୍କ ଦମଦାର ପ୍ରଦର୍ଶନ ବଳରେ ମ୍ୟାଚ ଉପରେ କବଜା…
(Video) ଆରେ ବଲ୍ ବହୁତ ଦାମୀ, ଫେରାଇ ଦିଅ… ବିଶାଳ ଛକା ପରେ ବଲ୍ ଧରି ପଳାଇଗଲେ ଫ୍ୟାନ୍ସ
ନୂଆଦିଲ୍ଲୀ: ବର୍ତ୍ତମାନ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟି-୨୦ ସିରିଜ ଖେଳୁଛି ଟିମ ଇଣ୍ଡିଆ । ପ୍ରଥମ ମ୍ୟାଚରେ ୬୧ ରନର ଏକ ବିଶାଳ ବିଜୟ ହାସଲ କରିଛି ଭାରତ । ତେବେ ପ୍ରଥମ ମ୍ୟାଚରେ ସଞ୍ଜୁ ସାମସନଙ୍କ ଶତକ ଏବଂ ସ୍ପିନ୍…
(Video) ପଡ଼ିଆରେ ମୁହାଁମୁହିଁ ହେଲେ ଭାରତ-ଦକ୍ଷିଣ ଆଫ୍ରିକାର ଦୁଇ ଖେଳାଳି: ସମାଧାନ କରିବାକୁ ଦୌଡ଼ିଲେ ଅମ୍ପାୟାର
ନୂଆଦିଲ୍ଲୀ: ଗତ ୮ ତାରିଖରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଇଥିବା ପ୍ରଥମ ଟି-୨୦ ମ୍ୟାଚ ଅବସରରେ ଘଟିଥିଲା ଏକ ବଡ଼ ଅଘଟଣ । ମ୍ୟାଚ ଚାଲିଥିବା ବେଳେ ପଡ଼ିଆ ମଝିରେ ହଠାତ୍ ଦୁଇ ଦେଶର ଦୁଇ ଖେଳାଳିଙ୍କ ମଧ୍ୟରେ…
Coach ପଦ ଛାଡ଼ିବେ ଗୁରୁ ଗୌତମ! BGT ସିରିଜ ଭାରତ ପାଇଁ ଅଗ୍ନିପରୀକ୍ଷା, ‘ଗମ୍ଭୀର’ ସ୍ଥିତିରେ କୋଚ୍ ପଦବୀ
ନୂଆଦିଲ୍ଲୀ: ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ସିରିଜ ପରାଜୟ ପରେ ଭାରତୀୟ ଦଳ ଉପରେ ଉଠିଛି ପ୍ରଶ୍ନ । ଏହାସହିତ କୋଚ୍ ଗୌତମ ଗମ୍ଭୀରଙ୍କ ଉପରେ ମଧ୍ୟ ଏକ ବଡ଼ ପ୍ରଶ୍ନ ସୃଷ୍ଟି ହୋଇଛି । ଘରୋଇ ମାଟିରେ ନ୍ୟୁଜିଲାଣ୍ଡ ହାତରୁ…
ଇତିହାସ ରଚିଲେ ସଞ୍ଜୁ ସାମସନ: T-20 କ୍ରିକେଟରେ ଶତକ ସହ ବିଶାଳ ରେକର୍ଡର ଅଧିକାରୀ
ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ ସିରିଜର ପ୍ରଥମ ମ୍ୟାଚରେ ଇତିହାସ ଲେଖିଛନ୍ତି ଭାରତର ଷ୍ଟାର ଓପନର ସଞ୍ଜୁ ସାମସନ । ପ୍ରଥମ ମ୍ୟାଚରେ ଶତକ ହାସଲ କରି ଟି-୨୦ କ୍ରିକେଟରେ ସେ ଏକ ନୂଆ ରେକର୍ଡ ସୃଷ୍ଟି…
(Video) ଦଳରୁ Ban ହେଲେ ଷ୍ଟାର କ୍ରିକେଟର: ପଡ଼ିଆରେ ଏମିତି ବ୍ୟବହାର ପଡ଼ିଲା ମହଙ୍ଗା, ବୋର୍ଡ ନେଲା Action
ନୂଆଦିଲ୍ଲୀ: କ୍ରିକେଟରେ ନିୟମ ଭାଙ୍ଗିବା ଯେକୌଣସି ଖେଳାଳିଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇପାରେ । ଏଥିପାଇଁ କ୍ରିକେଟ ବୋର୍ଡ କଡ଼ା କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରିପାରେ । ସଂଘର୍ଷପୂର୍ଣ୍ଣ ମ୍ୟାଚରେ ଅନେକ ସମୟରେ…
ଅଣ୍ଡର-୧୯ ଏସିଆ କପର ଶିଡ୍ୟୁଲ ଘୋଷଣା: ପୁଣି ଥରେ ଦେଖିବାକୁ ମିଳିବ ଭାରତ-ପାକିସ୍ତାନ ଲଢ଼େଇ
ନୂଆଦିଲ୍ଲୀ: ଇମର୍ଜିଂ ଏସିଆ କପ ଟି-୨୦ର ସଫଳତା ପରେ ଏସିଆନ କ୍ରିକେଟ କାଉନସିଲ ପୁରୁଷ ଅଣ୍ଡର-୧୯ ଏସିଆ କପର ଶିଡ୍ୟୁଲ ଘୋଷଣା କରିଛି । ବରିଷ୍ଠ ଖେଳାଳିଙ୍କ ପରେ ଏବେ ଏସିଆର ଜୁନିୟର ଖେଳାଳିଙ୍କ ମଧ୍ୟରେ ଘମାଘୋଟ ଲଢ଼େଇ…
ପାକିସ୍ତାନରେ Champions Trophy ଖେଳିବନି ଟିମ ଇଣ୍ଡିଆ: PCB ଆଗରେ ଭାରତ ରଖିଲା ନୂଆ Demand
ନୂଆଦିଲ୍ଲୀ: ଆସନ୍ତାବର୍ଷ ପାକିସ୍ତାନ ଆୟୋଜନ କରିବ ଚମ୍ପିଆନ୍ସ ଟ୍ରଫି-୨୦୨୫ । କିନ୍ତୁ ଏହାପୂର୍ବରୁ ଭାରତୀୟ କ୍ରିକେଟ ବୋର୍ଡ ନେଇଛି ଏକ ବଡ଼ ନିଷ୍ପତ୍ତି । ଟୁର୍ଣ୍ଣାମେଣ୍ଟ ପାଇଁ ପାକିସ୍ତାନ ଯିବାକୁ ମନା କରିଛି ଭାରତ…
ICC ଚମ୍ପିଆନ୍ସ ଟ୍ରଫି ପରେ ଦିନିକିଆରୁ ଅବସର ନେବେ ଷ୍ଟାର ଅଲରାଉଣ୍ଡର, ବଡ଼ ନିଷ୍ପତ୍ତି ନେଲେ ମହମ୍ମଦ ନବି
ଆଫଗାନିସ୍ତାନ: କ୍ରିକେଟ୍ ଜଗତରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି । ଆଫଗାନିସ୍ତାନ କ୍ରିକେଟ ଦଳର ଷ୍ଟାର ଅଲରାଉଣ୍ଡର ମହମ୍ମଦ ନବି ଦିନିକିଆ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି । ଆଇସିସି ଚମ୍ପିଆନ୍ସ ଟ୍ରଫି ୨୦୨୫ ତାଙ୍କ…