Browsing Category
ଖେଳ
୪ ଜୁଲାଇରେ ହେବ ଭାରତୀୟ ଅଲମ୍ପିକ ସଂଘର ଚୟନ, କୁସ୍ତି ଖେଳାଳି ଏବଂ ସରକାରଙ୍କ ଆଲୋଚନା ପରେ ନିଆଗଲା ନିଷ୍ପତ୍ତି
ନୂଆଦିଲ୍ଲୀ: ଭାରତୀୟ ଅଲମ୍ପିକ ସଂଘ ୪ ଜୁଲାଇରେ ଭାରତୀୟ କୁସ୍ତି ମହାସଂଘର ଚୟନ କରିବ । ଜାମ୍ମୁ-କାଶ୍ମୀର ହାଇକୋର୍ଟର ପୂର୍ବତନ ମୁଖ୍ୟ ନ୍ୟାୟାଧିଶ ମହେଶ ମିତ୍ରଲ କୁମାରଙ୍କୁ ଭାରତୀୟ କୁସ୍ତି ମହାସଂଘର ନିର୍ବାଚନ…
ଟ୍ରଫି ମିଳିଲାନି, କଟିଲା ସମ୍ପୂର୍ଣ୍ଣ ମ୍ୟାଚ ଫିସ୍: WTC Finalରେ ଟିମ ଇଣ୍ଡିଆର ଖାଲିହାତ
ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ବିପକ୍ଷରେ ପରାଜୟ ପରେ ବିଶ୍ୱ ଟେଷ୍ଟ ଚମ୍ପିଆନସିପ ହାତଛଡା କରିଛି ଟିମ ଇଣ୍ଡିଆ । ଏହା ସହିତ ଟିମ ଇଣ୍ଡିଆକୁ ଲାଗିଛି ଆଉ ଏକ ଶକ୍ତ ଝଟକା । ମ୍ୟାଚ ପରେ ଟିମ ଇଣ୍ଡିଆ ଉପରେ ଲାଗିଛି ଏକ ବଡ…
ରେସଲିଙ୍ଗ ଫେଡେରେସନ ବିବାଦ: ବୃଜଭୂଷଣଙ୍କ ବିରୋଧରେ ବୟାନ ଦେଇ ବଡ ଇଭେଣ୍ଟରୁ ବାହାରିଲେ ରେଫରୀ
ନୂଆଦିଲ୍ଲୀ: ରେସଲିଙ୍ଗ ଫେଡେରେସନ ଅଫ ଇଣ୍ଡିଆକୁ ନେଇ ବଢୁଛି ବିବାଦ । ଜୁନ୍ ୧୫ ତାରିଖ ସୁଦ୍ଧା ମାମଲାର କୌଣସି ସ୍ଥାୟୀ ସମାଧାନ ନ ହେଲେ ପୁଣିଥରେ ଧାରଣା କରିବା ପାଇଁ ଚେତାବନୀ ଦେଇଛନ୍ତି ରେସଲର । ଏହା ମଧ୍ୟରେ…
ମାନିଗଲେ ରୋହିତ-ରାହୁଲ ଦ୍ରାବିଡ: ଏହି ୩ କାରଣ ପାଇଁ WTC Final-2023 ହାରିଲା ଟିମ ଇଣ୍ଡିଆ
ନୂଆଦିଲ୍ଲୀ: ବିଶ୍ୱ ଟେଷ୍ଟ ଚମ୍ପିଆନସିପ-୨୦୨୩ରେ ମଧ୍ୟ ଭାରତର ବିଫଳତା ଜାରି ରହିଛି । ଅଷ୍ଟ୍ରେଲିଆଠୁ ପରାଜୟ ବରଣ କରି ଆଉ ଏକ ଆଇସିସି ଟ୍ରଫି ଜିତିବାର ସୁଯୋଗ ହାତଛଡା କରିଛି ଟିମ୍ ଇଣ୍ଡିଆ । ଏହି ପରାଜୟ ପରେ ସମସ୍ତ…
‘ଟେଷ୍ଟରେ ଏହା ମୋର ଶେଷ ମ୍ୟାଚ…’ WTC Final ପରାଜୟ ପରେ ସନ୍ନ୍ୟାସ ନେଲେ ରୋହିତ! ଭାଇରାଲ ହେଉଛି ଟ୍ୱିଟ
ନୂଆଦିଲ୍ଲୀ: ବିଶ୍ୱ ଟେଷ୍ଟ ଚମ୍ପିଆନସିପର ଫାଇନାଲ ମ୍ୟାଚରେ ଚମ୍ପିଆନର ମୁକୁଟ ପିନ୍ଧିଛି ଅଷ୍ଟ୍ରେଲିଆ । ଏହି ମହା ମୁକାବିଲାକୁ ୨୦୯ ରନ ପଛରେ ପଡିଯାଇଛି ରୋହିତ ସେନା । ତେବେ ଏଭଳି ଏକ ଲଜ୍ଜାଜନକ ପରାଜୟ ପରେ ଭାରତୀୟ…
ଇତିହାସ ରଚିଲେ ଜୋକୋଭିକ: ଫ୍ରେଞ୍ଚ ଓପନ ଫାଇନାଲରେ ଜିତିଲେ
ନୂଆଦିଲ୍ଲୀ: ଫ୍ରେଞ୍ଚ ଓପନ ୨୦୨୩ ଫାଇନାଲରେ ସର୍ବିଆର ଟେନିସ ତାରକା ଇତିହାସ ରଚିଛନ୍ତି । ନୋଭମ୍କ ଜୋକୋଭିକ ଶାନଦାର ପ୍ରଦର୍ଶନ କରି ନରୱେର କାସପର ରୁଡଙ୍କୁ ସିଧାସଳଖ ୭-୬, ୬-୩, ୭-୫ ସେଟରେ ପରାସ୍ତ କରିଛନ୍ତି । ଏହି…
ଦକ୍ଷିଣ କୋରିଆକୁ ହରାଇ ପ୍ରଥମ ମହିଳା ଜୁନିୟର ଏସିଆ କପ୍ ଜିତିଲା ଭାରତ
ନୂଆଦିଲ୍ଲୀ: ଏକ ଐତିହାସିକ ମୁକାବିଲାରେ ଭାରତୀୟ ମହିଳା ଜୁନିୟର ହକି ଟିମ୍ ୪ ଥର ବିଜେତା ଦକ୍ଷିଣ କୋରିଆକୁ ହରାଇ ପ୍ରଥମ ଥର ପାଇଁ ଏସିଆ କପ୍ ଚାମ୍ପିୟନ ହୋଇଛି । ଜାପାନରେ ଖେଳାଯାଉଥିବା ଏହି ମ୍ୟାଚ୍ରେ ଭାରତ ଦକ୍ଷିଣ…
କାହିଁକି ଲଜ୍ଜାଜନକ ଭାବେ ହାରିଲା ଭାରତ: ଏଥିପାଇଁ ଦାୟୀ କିଏ?
ନୂଆଦିଲ୍ଲୀ: ପୁଣି କୋଟି କୋଟି ଦର୍ଶକଙ୍କୁ ନିରାଶ କରିଛି ଟିମ୍ ଇଣ୍ଡିଆ । ଇଂଲଣ୍ଡର ଓଭାଲ ଗ୍ରାଉଣ୍ଡରେ ଚାଲିଥିବା ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ (ଡବ୍ଲ୍ୟୁଟିସି) ଫାଇନାଲରେ ଅଷ୍ଟ୍ରେଲିଆ ନିକଟରୁ ୨୦୯ ରନରେ ଶୋଚନୀୟ ଭାବେ…
ଆଇସିସି ଟୁର୍ଣ୍ଣାମେଣ୍ଟରେ ପୁଣି ଫେଲ୍ ମାରିଲା ଭାରତ, ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍ ଫାଇନାଲରେ ୨୦୯ ରନ୍ରେ ହରାଇଲା ଅଷ୍ଟ୍ରେଲିଆ
ନୂଆଦିଲ୍ଲୀ: ପୁଣି ଥରେ ଆଇସିସି ଟୁର୍ଣ୍ଣାମେଣ୍ଟରେ ନିରାଶ ହେଲେ ଭାରତୀୟ ଟିମ୍ । ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍ରେ ଭାରତକୁ ୨୦୯ ରନ୍ରେ ହରାଇ ଅଷ୍ଟ୍ରେଲିଆ ବିଜୟ ମୁକୁଟ ହାସଲ କରିଛି । ଏହି ଐତିହାସିକ ମୁକାବିଲାରେ…
୫ ମାସ ରହିଲାନି ମେଜର ଧ୍ୟାନଚାନ୍ଦଙ୍କ ଷ୍ଟାଚ୍ୟୁ: ଭୁଷୁଡ଼ି ପଡିଲା ୪୦ ଫୁଟର ପ୍ରତିମୂର୍ତ୍ତି
ରାଉରକେଲା: ହକିର ଜନକ ମେଜର ଧ୍ୟାନଚାନ୍ଦଙ୍କ ପ୍ରତିମୂର୍ତ୍ତିକୁ ୫ ମାସ ବି ପୂରଣ ହୋଇନି । ଆଜି ଭୁଷୁଡି ପଡିଛି ୪୦ ଫୁଟର ବିଶାଳ ପ୍ରତିମୂର୍ତ୍ତି । ହକିର ଜଣେ ଜାଦୁଗର ଭାବରେ ସୁପରିଚିତ ମେଜର ଧ୍ୟାନଚାନ୍ଦଙ୍କ…