Browsing Category

ଖେଳ

IPL-2023 ଅଧାରୁ ବିଦାୟ ନେଇପାରନ୍ତି ରୋହିତ-ବିରାଟ! କାହିଁକି ଏମିତି ନିଷ୍ପତ୍ତି?

ନୂଆଦିଲ୍ଲୀ: ଆଇପିଏଲ-୨୦୨୩ ଚାଲୁ ରହିଥିବା ବେଳେ ଦୁଇଟି ପ୍ରମୁଖ ଦଳକୁ ଲାଗିପାରେ ଶକ୍ତ ଝଟକା । ମୁମ୍ବାଇ ଇଣ୍ଡିଆନ୍ସ ଏବଂ ରୋୟଲ ଚାଲେଞ୍ଜର୍ସ ବାଙ୍ଗାଲୋରର ଦୁଇ ଜଣ ସୁପରଷ୍ଟାର ଟୁର୍ଣ୍ଣାମେଣ୍ଟ ଅଧାରୁ ବିଦାୟ…

ଦିଲ୍ଲୀରେ #MeToo ; ଯୋଦ୍ଧାଙ୍କୁ ଛାଡିଲେନି ! ଯୌନ ଶୋଷଣ ଅଭିଯୋଗରେ ସାରା ରାତି ଧାରଣାରେ ବସିଲେ ମହିଳା କୁସ୍ତି ଯୋଦ୍ଧା

ନୂଆଦିଲ୍ଲୀ: ରେସଲିଂ ଫେଡେରେସନ୍ ଅଫ୍ ଇଣ୍ଡିଆ (WFI) ମୁଖ୍ୟ ଏବଂ ଅନ୍ୟ କୋଚ୍ ବିରୋଧରେ ଯୌନ ଶୋଷଣ ଅଭିଯୋଗ ଆସିଛି । ଏହି ଅଭିଯୋଗରେ ମହିଳା କୁସ୍ତିଯୋଦ୍ଧାମାନେ ଗତକାଲି ରାତିରୁ ଯନ୍ତରମନ୍ତର ନିକଟରେ ଧାରଣାରେ…

ଅନୋଖା ଅନ୍ଦାଜରେ ସଚିନଙ୍କୁ ଜନ୍ମଦିନର ଶୁଭେଚ୍ଛା: ସେହୱାଗ କାହିଁକି କଲେ ଏମିତି?

ନୂଆଦିଲ୍ଲୀ: ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ଜନ୍ମଦିନ ଅବସରରେ ବିଭିନ୍ନ ମହଲରୁ ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି । ପୂର୍ବତନ ସାଥୀ ଖେଳାଳି ବିରେନ୍ଦ୍ର ସେହୱାଗ ମଧ୍ୟ ଏଥିରୁ ବାଦ୍ ପଡିନାହାନ୍ତି । ଟ୍ୱିଟରରେ…

SACHIN @ 50, ବୟସର ଅର୍ଦ୍ଧଶତକରେ ମାଷ୍ଟର ବ୍ଲାଷ୍ଟର: କ୍ରିକେଟ ଜଗତ ପାଇଁ ସେ ଭଗବାନ

ନୂଆଦିଲ୍ଲୀ: ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର, ଏହି ଗୋଟିଏ ନାଁ ହିଁ ଯଥେଷ୍ଟ ତାଙ୍କ ବିଷୟରେ ଜାଣିବା ପାଇଁ । ପିଲାଠାରୁ ବୁଢା ପର୍ଯ୍ୟନ୍ତ ଏମିତି କେହି ଜଣେ ବ୍ୟକ୍ତି ନାହିଁ ଯିଏ, ସଚିନଙ୍କୁ ଜାଣି ନଥିବ ।…

ଯେବେ ସଚିନ୍‌ଙ୍କ ରନ୍ ବର୍ଷାରେ ଗ୍ରାଉଣ୍ଡରେ ସୃଷ୍ଟି ହୋଇଥିଲା ଧୁଳି ଝଡ଼, ରାତିରେ ଶୋଇ ପାରି ନଥିଲେ ଅଷ୍ଟ୍ରେଲିଆ ବୋଲର

ନୂଆଦିଲ୍ଲୀ: କ୍ରିକେଟ୍‌ର ଭଗବାନ କୁହାଯାଉଥିବା ମାଷ୍ଟର ବ୍ଲାଷ୍ଟର ସଚିନ୍ ତେନ୍ଦୁଲକର ଭାରତ ପାଇଁ ଅନେକ ସ୍ମରଣୀୟ ଇନିଂସ ଖେଳିଛନ୍ତି । ତାଙ୍କର ଏପରି ଏକ ସ୍ମରଣୀୟ ଇନିଂସ ୧୯୯୮ ମସିହାରେ ପାକିସ୍ତାନର ଶାରଜା…

ରାହାନେ ଓ ଶିବମଙ୍କ ଦ୍ରୁତ ଅର୍ଦ୍ଧଶତକ: କୋଲକାତା ଆଗରେ ୨୩୬ ରନ୍‌ର ବିଶାଳ ବିଜୟ ଲକ୍ଷ୍ୟ ଧାର୍ଯ୍ୟ କଲା ଚେନ୍ନାଇ

କୋଲକାତା: ଇଣ୍ଡିଆନ୍ ପ୍ରିମିୟର ଲିଗରେ ଆଜିର ଦ୍ୱିତୀୟ ମ୍ୟାଚ୍ କୋଲକାତାର ଇଡେନ୍ ଗାର୍ଡେନରେ କୋଲକାତା ନାଇଟ ରାଇଡ଼ର୍ସ ଏବଂ ଚେନ୍ନାଇ ସୁପର କିଙ୍ଗସ ମଧ୍ୟରେ ଖେଳାଯାଉଛି। ଟସ୍ ହାରି ପ୍ରଥମେ ବ୍ୟାଟିଂ କରି ଚେନ୍ନାଇ ଦଳ…

ରୋମାଞ୍ଚକର ମୁକାବିଲାରେ ରାଜସ୍ଥାନକୁ ୭ ରନରେ ହରାଇଲା ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର

ନୂଆଦିଲ୍ଲୀ: ଆଇପିଏଲର ୩୨ ତମ ମ୍ୟାଚରେ ୭ ରନରେ ରାଜସ୍ଥାନକୁ ରୟାଲସ୍ କୁ ହରାଇଛି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର। ୧୯୦ ରନର ବିଜୟ ଲକ୍ଷ୍ୟକୁ ପିଛା କରି ରାଜସ୍ଥାନ ୬ ୱିକେଟ୍ ହରାଇ ୧୮୨ ରନରେ ସୀମିତ ରହିଯାଇଥିଲା।…

ମ୍ୟାକ୍ସୱେଲ ଏବଂ ଡୁ ପ୍ଲେସିସ୍ ଙ୍କ ଅର୍ଦ୍ଧଶତକ: ରାଜସ୍ଥାନ ରୟାଲ୍ସକୁ ୧୯୦ ରନ୍‌ର ଟାର୍ଗେଟ ଦେଲା ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର

ବାଙ୍ଗଲୋର: ଆଇପିଏଲ୍ ୨୦୨୩ ର ୩୨ ତମ ମ୍ୟାଚ୍ ରେ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଟସ୍ ହାରିବା ପରେ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୧୮୯/୯ ସ୍କୋର କରିଛି। ଏବେ ରାଜସ୍ଥାନ ଆଗରେ ୧୯୦ ରନ୍‌ର ବିଜୟ ଲକ୍ଷ ଥିବା ବେଳେ…

କ୍ୟାପଟେନ ମାହିଙ୍କ ଆଗରେ ସବୁ ଫେଲ: IPLରେ ଏହି ବିରଳ ରେକର୍ଡର ଅଧିକାରୀ M.S Dhoni

ନୂଆଦିଲ୍ଲୀ: ଆଇପିଏଲ ଇତିହାସରେ ସବୁଠୁ ସପଳ ଦଳ ଭିତରେ ରହିଛି ଚେନ୍ନାଇ ସୁପର କିଙ୍ଗସ । କ୍ୟାପଟେନ କୁଲ ଏମ.ଏସ ଧୋନୀଙ୍କ ନେତୃତ୍ୱରେ ଅନେକ ବିଶ୍ୱ ରେକର୍ଡ ସ୍ଥାପନା ହୋଇଛି । ଏମିତି ଅନେକ ରେକର୍ଡ ମଧ୍ୟ ରହିଛି,…

ଅର୍ଶଦୀପଙ୍କ ଶେଷ ୨ ଓଭରରେ ପଲଟିଲା ମ୍ୟାଚ: ମିଡିଲ ଷ୍ଟମ୍ପ ସହିତ ଭାଙ୍ଗିଗଲା ମୁମ୍ବାଇ ସ୍ୱପ୍ନ

ମୁମ୍ବାଇ: ମୁମ୍ବାଇ ଇଣ୍ଡିଆନ୍ସ ଏବଂ ପଞ୍ଜାବ କିଙ୍ଗସ ମଧ୍ୟ ହୋଇଥିବା ରୋମାଞ୍ଚକର ମୁକାବିଲାରେ ଦେଖିବାକୁ ମିଳିଛି ଆଇପିଏଲ-୨୦୨୩ର ଜବରଦସ୍ତ ଟ୍ୱିଷ୍ଟ । ସୁନିଶ୍ଚିତ ବିଜୟ ସ୍ୱପ୍ନକୁ ଦୁଇ ଓଭରରେ ଶେଷ କରି ଦେଇଛନ୍ତି…