Browsing Category

ଖେଳ

ତୃତୀୟ ମ୍ୟାଚରେ ଦଳରୁ ବାଦ୍ ପଡିବେ ଏହି ଖେଳାଳି: ଉମ୍ରାନ ମଲିକଙ୍କୁ ମିଳିବ କି ସୁଯୋଗ?

ଚେନ୍ନାଇ: ଅଷ୍ଟ୍ରେଲିଆ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଶୋଚନୀୟ ପରାଜୟକୁ ସହଜରେ ଗ୍ରହଣ କରି ପାରିନି ଟିମ ଇଣ୍ଡିଆ । ଭାରତୀୟ ପଶଂସକ ମଧ୍ୟ ଏହାକୁ ନେଇ ଅସନ୍ତୋଷ ଜାହିର କରିଛନ୍ତି । ଏହି ସିରିଜ ବର୍ତ୍ତମାନ ୧-୧ରେ ବରାବର…

ଦିନିକିଆର ସବୁଠୁ ଦ୍ରୁତତମ ଶତକ ହାସଲ କଲେ ମୁଶଫିକୁର: ରଚିଲେ ଇତିହାସ

ନୂଆଦିଲ୍ଲୀ: ବାଂଲାଦେଶ କ୍ରିକେଟ ଟିମର ୱିକେଟ କିପର ବ୍ୟାଟ୍ସମ୍ୟାନ ମୁଶଫିକୁର ରହିମ ରଚିଛନ୍ତି ଏକ ନୂଆ ଇତିହାସ । ଆୟରଲାଣ୍ଡ ବିପକ୍ଷ ମ୍ୟାଚରେ ଶତକ ହାସଲ କରି ଦିନିକିଆ କ୍ରିକେଟରେ ଏହି ନୂଆ ରେକର୍ଡ ହାସଲ କରିଛନ୍ତି…

ପଖାଳ ଦିବସ ପାଳନ କରୁଛି ଫୁଟବଲ ଟିମ୍: ମହାନ ଉଦ୍ଦେଶ୍ୟରେ ହେଉଛି କାର୍ଯ୍ୟକ୍ରମ

ଭୁବନେଶ୍ୱର: ଓଡ଼ିଆ ସଂସ୍କୃତ଼ି ଓ ପରମ୍ପରାର ଭିନ୍ନ ଏକ ପରିଚୟ ପଖାଳ । ତେଣୁ ଏହି ପଖାଳ କଂସାକୁ ସମ୍ମାନ ପୂର୍ବକ ପ୍ରତିବର୍ଷ ମାର୍ଚ୍ଚ ୨୦ ତାରିଖକୁ ବିଶ୍ୱ ପଖାଳ ଦିବସ ଭାବରେ ପାଳନ କରାଯାଏ । ଏହି ପରମ୍ପରାକୁ ବଜାୟ…

ଶେଷ ହେଲା ବିଶ୍ୱ ଟେଷ୍ଟ ଚମ୍ପିଆନସିପ: ଏବେ ଫାଇନାଲ ମ୍ୟାଚ ଉପରେ ନଜର

ନୂଆଦିଲ୍ଲୀ: ଶ୍ରୀଲଙ୍କା ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଦ୍ୱିତୀୟ ଟେଷ୍ଟ ସହ ଶେଷ ହୋଇଛି ବିଶ୍ୱ ଟେଷ୍ଟ ଚମ୍ପିଆନସିପ ୨୦୨୩ର ଯାତ୍ରା । ଟୁର୍ଣ୍ଣାମେଣ୍ଟର ଶେଷ ଭିତରେ ଫାଇନାଲରେ ପହଞ୍ଚିଛନ୍ତି ବିଶ୍ୱର ଦୁଇ ସର୍ବଶ୍ରେଷ୍ଠ ଦଳ…

ଶୋଚନୀୟ ପରାଜୟ ପରେ ଛାଡିଲେ ଅଧିନାୟକ ପଦ: ଅଚାନକ ନେଲେ ଏମିତି ନିଷ୍ପତ୍ତି

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ବିପକ୍ଷ ଦ୍ୱିତୀୟ ଦିନିକିଆ ମ୍ୟାଚରେ ଶୋଚନୀୟ ପରାଜୟ ବରଣ କରିଛି ଟିମ ଇଣ୍ଡିଆ । ଅନ୍ୟ ପକ୍ଷରେ ନ୍ୟୁଜିଲାଣ୍ଡ-ଶ୍ରୀଲଙ୍କା ମଧ୍ୟରେ ଟେଷ୍ଟ ସିରିଜ ଶେଷ ହୋଇଛି । ଏପଟେ ଭାରତ ଏବଂ ସେପଟେ…

ଭାରତ ଛାଡି ଇଂଲଣ୍ଡ ଦଳରୁ ଖେଳିବେ ଅର୍ଶଦୀପ ସିଂହ: କ’ଣ ରହିଛି ପ୍ରକୃତ ସତ୍ୟତା?

ଚଣ୍ଡୀଗଡ: ଟିମ ଇଣ୍ଡିଆ ଏବଂ ଭାରତୀୟ କ୍ରିକେଟ ଫ୍ୟାନ୍ସମାନଙ୍କୁ ଲାଗିଛି ଏକ ଶକ୍ତ ଝଟକା । ଏବେ ଭାରତ ଛାଡି ଆଉ ଏକ ଦଳ ପକ୍ଷରୁ ଖେଳିବେ ଟିମ ଇଣ୍ଡିଆର ଜଣେ ଷ୍ଟାର ଖେଳାଳି । ଏହି ଖେଳାଳି ହେଉଛନ୍ତି ଟି-୨୦ କ୍ରିକେଟରେ…

ଅଷ୍ଟ୍ରେଲିଆର ଏକତରଫା ବିଜୟ: ୧୦ ୱିକେଟରୁ ଭାରତକୁ ଦେଲା ମାତ୍

ବିଶାଖାପାଟନା: ଦ୍ୱିତୀୟ ଦିନିକିଆରେ ଏକତରଫା ଭାବରେ ବିଜୟ ହାସଲ କରିଛି ଅଷ୍ଟ୍ରେଲିଆ । ଭାରତ ଦେଇଥିବା ୧୧୮ ରନର ଚୋଟ ଲକ୍ଷ୍ୟକୁ ମାତ୍ର ୧୧ ଓଭରରେ ପୂରଣ କରିଥିବା ବେଳେ ଏହି ମ୍ୟାଚକୁ ୧୦ ୱିକେଟରେ ଦଳ ଜିତି ନେଇଛି ।…

ଦ୍ୱିତୀୟ ଦିନିକିଆରେ ପଲଟି ମାରିଲା ରୋହିତ ସେନା: ଷ୍ଟାର୍କ ଆଟାକରେ ଫସିଲେ ୫ ଖେଳାଳି

ବିଖାଖାପଟନା ପ୍ରଥମ ଦିନିକିଆ ପରାଜୟ ପରେ ଦ୍ୱିତୀୟ ମ୍ୟାଚରେ କମବ୍ୟାକ କରିଛି ଅଷ୍ଟ୍ରେଲିଆ ଟିମ୍ । ଭାରତର ବ୍ୟାଟିଂ ଅର୍ଡରକୁ ସମ୍ପୂର୍ଣ୍ଣ ଧ୍ୱଂସ କରିବାରେ ସଫଳ ହୋଇଛି ଅଷ୍ଟ୍ରେଲିଆର ବୋଲିଂ ଆଟାକ । ଅଷ୍ଟ୍ରେଲିଆର ପେସ…

ATK ମୋହନ ବାଗାନ୍ ପୁଣି ISL ଚମ୍ପିଆନ: ରୋମାଞ୍ଚକର ଫାଇନାଲରେ ପେନାଲ୍ଟି ସୁଟଆଉଟ୍‌ରେ ହାରିଲା ବେଙ୍ଗାଲୁରୁ ଏଫସି

ଗୋଆ: ପ୍ରାୟ ୬ ମାସର ଜବରଦସ୍ତ ଆକ୍ସନ ପରେ ଇଣ୍ଡିଆନ୍ ସୁପର ଲିଗ୍ ରୋମାଞ୍ଚକର ଫାଇନାଲ ମ୍ୟାଚ ସହିତ ଶେଷ ହୋଇଛି। ଗୋଆର ଫାଟୋରଡା ଷ୍ଟାଡିୟମରେ ଅନୁଷ୍ଠିତ ଟୁର୍ନାମେଣ୍ଟର ନବମ ସିଜିନର ଫାଇନାଲରେ ଏଟିଏକ ମୋହନ ବାଗାନ ଏବଂ…

ଏସିଆ କପ୍ ପାଇଁ ପାକିସ୍ତାନ ଯିବା ଉଚିତ ନୁହେଁ: ସୁରକ୍ଷା ବ୍ୟବସ୍ଥାକୁ ନେଇ ହରଭଜନଙ୍କ ବୟାନ

ନୂଆଦିଲ୍ଲୀ: ଚଳିତବର୍ଷ ହେବାକୁ ଥିବା ଏସିଆ କପକୁ ନେଇ ଆଶଙ୍କା ଲାଗି ରହିଛି । ଏହି ଟୁର୍ଣ୍ଣାମେଣ୍ଟ ପାକିସ୍ତାନରେ ଆୟୋଜନ ହେବାକୁ ଥିବା ବେଳେ ଭାରତ ଏଥିରେ ଭାଗ ନେବାକୁ ମନା କରି ଦେଇଛି । ତେବେ ଭାରତ ଏସିଆ କପରେ ଭାଗ…