Browsing Category
ଖେଳ
ଉତ୍କଳ ଆଲୁମିନା ପକ୍ଷରୁ ଜିଲ୍ଲାସ୍ତରୀୟ ଭଲିବଲ୍ ଟୁର୍ଣ୍ଣାମେଣ୍ଟ ଉଦଯାପିତ
କାଶୀପୁର : ଗ୍ରାମାଞ୍ଚଳ କ୍ରୀଡା ଓ ସଂସ୍କୃତିର ବିକାଶ ସାଧନ ଏବଂ ଏହି ଅଞ୍ଚଳର ସ୍ଥାନୀୟ କ୍ରୀଡା ପ୍ରତିଭାମାନଙ୍କୁ ଉତ୍ସାହିତ କରିବା ସକାଶେ ଆଦିତ୍ୟ ବିର୍ଲା ଗ୍ରୁପ୍ର ହିଣ୍ଡାଲ୍କୋ ଇଣ୍ଡଷ୍ଟ୍ରିଜ ଲିମିଟେଡର ଏକ…
ଆସନ୍ତାକାଲିଠାରୁ ଏଫ୍ଆଇଏଚ୍ ହକି ପ୍ରୋ-ଲିଗ୍: ପ୍ରଥମ ମ୍ୟାଚରେ ମୁହାଁମୁହିଁ ହେବେ ଭାରତ ଓ ଜର୍ମାନୀ
ଭୁବନେଶ୍ୱର: ରାଉରକେଲାର ବିର୍ସାମୁଣ୍ଡା ହକି ଷ୍ଟାଡିୟମରେ ଆସନ୍ତାକାଲିଠାରୁ ଏଫ୍ଆଇଏଚ୍ ହକି ପ୍ରୋ-ଲିଗ୍ ଆରମ୍ଭ ହେବ। ଏଠାରେ ଭାରତ ସମେତ ବିଶ୍ୱବିଜୟୀ ଜର୍ମାନୀ ଏବଂ ବିଶ୍ୱ ର୍ୟାଙ୍କିଙ୍ଗର ଚତୁର୍ଥସ୍ଥାନରେ ଥିବା…
(Video)୪ର୍ଥ ଟେଷ୍ଟ ପୂର୍ବରୁ ଷ୍ଟାଡିୟମ ବୁଲିଲେ ପ୍ରଧାନମନ୍ତ୍ରୀ, ମୋଦୀଙ୍କ ଉପସ୍ଥିତି ଟିମ ଇଣ୍ଡିଆ ପାଇଁ ଆଣିବା କି ଗୁଡଲକ
ନୂଆଦିଲ୍ଲୀ: ଭାରତ ଏବଂ ଅଷ୍ଟ୍ରେଲିଆ ଦଳ ମଧ୍ୟରେ ୪ ମ୍ୟାଚ୍ ବିଶିଷ୍ଟ ସିରିଜର ଆଜି ହେଉଛି ଶେଷ ଏବଂ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଅଷ୍ଟ୍ରେଲୀୟ ପ୍ରଧାନମନ୍ତ୍ରୀ ଆନ୍ଥୋନୀ…
India vs Australia: ଟସ ହାରି ମ୍ୟାଚ ଜିତିବା ଆଶାରେ ଟିମ ଇଣ୍ଡିଆ, ମୋଦୀଙ୍କ ଉପସ୍ଥିତି ଆଣିବ କି ବିଜୟ?
ନୂଆଦିଲ୍ଲୀ: ଭାରତ ଏବଂ ଅଷ୍ଟ୍ରେଲିଆ ଦଳ ମଧ୍ୟରେ ୪ ମ୍ୟାଚ୍ ବିଶିଷ୍ଟ ସିରିଜର ଆଜି ହେଉଛି ଶେଷ ଏବଂ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍। ବର୍ତ୍ତମାନ ଭାରତୀୟ ଦଳ ସିରିଜରେ ୨-୧ରେ ଆଗରେ ରହିଛି। ଏହି ମ୍ୟାଚ୍ ପାଇଁ ଭାରତୀୟ ଦଳରେ…
Ind-Aus ଶେଷ ଟେଷ୍ଟରେ ମୋଦି ପକାଇବେ ଟସ୍! ଅହମ୍ମଦାବାଦ ଟେଷ୍ଟ ରଚିବ କି ଇତିହାସ?
ଅହମ୍ମଦାବାଦ: ବର୍ଡର ଗାଭାସ୍କର ଟ୍ରଫିର ଚତୁର୍ଥ ଟେଷ୍ଟ ମ୍ୟାଚକୁ ନେଇ ଚର୍ଚ୍ଚା ଜୋର ଧରିଛି । ଅହମ୍ମଦାବାଦର ଏହି ଟେଷ୍ଟ ଇତିହାସ ରଚିବାକୁ ଯାଉଛି । କାରଣ ଭାରତ ଏବଂ ଅଷ୍ଟ୍ରେଲିଆର ଦୁଇ ପ୍ରଧାନମନ୍ତ୍ରୀ ଏହି ମ୍ୟାଚରେ…
Entry କରିବେ ଇଶାନ କିଶାନ! ଚତୁର୍ଥ ଟେଷ୍ଟରେ କ’ଣ ରହିବ ଭାରତର ପ୍ଲେଇଙ୍ଗ ୧୧?
ଅହମ୍ମଦାବାଦ: ବର୍ଡର ଗାଭାସ୍କର ଟ୍ରଫିର ଚତୁର୍ଥ ଟେଷ୍ଟକୁ ନେଇ ସମସ୍ତଙ୍କ ମନରେ ଉତ୍ସାହ ଶିଖରରେ ପହଞ୍ଚିଛି । ମାର୍ଚ୍ଚ ୯ତାରିଖରୁ ଏଠାରେ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବ ଚତୁର୍ଥ ତଥା ଶେଷ ଟେଷ୍ଟ ମ୍ୟାଚ । ଭାରତ…
ଚକ୍ରବ୍ୟୁହର ଶିକାର ହୋଇଥିଲେ ଯୁବରାଜ: ୬ ବଲରେ ୬ ଛକା ମାରିବା ପରେ କକ୍ଷଣ ହୋଇଥିଲା ତାଙ୍କ ସହ?
ନୂଆଦିଲ୍ଲୀ: ୨୦୦୭ ଟି-୨୦ ବିଶ୍ୱକପରେ ଇଂଲଣ୍ଡ ବିପକ୍ଷରେ ଯୁବରାଜଙ୍କ ପାଳି ଆଜି ବି ସମସ୍ତଙ୍କର ମେନେ ଅଛି । କିନ୍ତୁ ଏହା ପରେ ଯୁବରାଜଙ୍କ ସହ ଘଟିଥିବା ଘଟଣା ହୁଏତ କେହି ଜାଣି ନଥିବେ । ଇଂଲଣ୍ଡ ବିପକ୍ଷ ମ୍ୟାଚରେ…
Commentry କରିବେ ମୋଦି: ଦୁଇ ଦେଶର ପ୍ରଧାନମନ୍ତ୍ରୀ ଚତୁର୍ଥ ଟେଷ୍ଟରେ କରିବେ କମେଣ୍ଟ୍ରି
ଅହମ୍ମଦାବାଦ: ବର୍ଡର ଗାଭାସ୍କର ଟ୍ରଫିର ଚତୁର୍ଥ ଟେଷ୍ଟ ଖୁବ ସ୍ପେଶାଲ ହେବାକୁ ଯାଉଛି । ଭାରତ-ଅଷ୍ଟ୍ରେଲିଆ ବିପକ୍ଷ ଏହି ମ୍ୟାଚରେ ଉଭୟ ପହଞ୍ଚିବେ ଉଭୟ ଦେଶର ପ୍ରଧାନମନ୍ତ୍ରୀ । ଅହମ୍ମଦାବାଦରେ ଖେଳାଯାଉଥିବା ଏହି…
Team India ଡ୍ରେସିଙ୍ଗ ରୁମରେ ହୋଲି ସେଲିବ୍ରେସନ: ରୋହିତ, ବିରାଟଙ୍କ ସହ ରଙ୍ଗରେ ଭିଜିଲା ଭାରତୀୟ ଦଳ
ଅହମ୍ମଦାବାଦ: ବର୍ଡର ଗାଭାସ୍କର ଟ୍ରଫିର ଚତୁର୍ଥ ଟେଷ୍ଟ ଆରମ୍ଭ ପୂର୍ବରୁ ରଙ୍ଗରେ ରଙ୍ଗୀନ ହୋଇଛି ଭାରତୀୟ ଦଳ । ରଙ୍ଗର ପର୍ବ ହୋଲିକୁ ଜୋରସୋରରେ ପାଳନ କରିଛି ଭାରତୀୟ ଟିମ । ଅଧିନାୟକ ରୋହିତ ଶର୍ମାଙ୍କଠାରୁ ଆରମ୍ଭ କରି…
Lucknow Super Giantsର ନୂଆ ଅବତାର: IPL-2023 ପାଇଁ ଲଞ୍ଚ କଲା ନୂଆ ଜର୍ସି
ନୂଆଦିଲ୍ଲୀ: ମାର୍ଚ୍ଚ ୩୧ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଆଇପିଏଲ-୨୦୨୩ । ଟ୍ରଫି ହାତେଇବା ପାଇଁ ପ୍ରତ୍ୟେକ ଦଳ ଆରମ୍ଭ କରି ସାରିଲେଣି ଅଙ୍କକଷା । ଏହାମଧ୍ୟରେ କେ.ଏଲ ରାହୁଲଙ୍କ ନେତୃତ୍ୱାଧୀନ ଲକ୍ଷ୍ନୌ ସୁପର ଜିଆଣ୍ଟସ…