Browsing Category

ଖେଳ

ମୋ ରେକର୍ଡ ଭାଙ୍ଗୁ ଭାଙ୍ଗୁ ନିଜ ହାଡ ଭାଙ୍ଗି ନଦିଅନ୍ତୁ ଉମରାନ ମଲିକ: ସୋଏବ ଅଖତର

ନୂଆଦିଲ୍ଲୀ: ଭାରତୀୟ ଦ୍ରୁତ ବୋଲର ଉମରାନ ମଲିକ ଆଇପିଏଲ ୨୦୨୨ରେ ନିଜ ଗତିରେ ସଭିଙ୍କୁ ଚକିତ କରିଛନ୍ତି। ନିୟମିତ ୧୫୦ କିମି ବେଗରେ ବୋଲିଂ କରୁଥିବା ଉମରାନ ଶୀଘ୍ର ଭାରତୀୟ ଦଳ ପକ୍ଷରୁ ଖେଳିବାର ଆଶା ରହିଛି। ଅନେକ…

୧୬ ବର୍ଷ ପରେ FA କପ୍ ଜିତିଲା ଲିଭରପୁଲ୍: ୬-୫ର ପେନାଲ୍ଟିରେ ଟାଇଟଲ୍ କବଜା

ନୂଆଦିଲ୍ଳୀ: ଦୀର୍ଘ ୧୬ ବର୍ଷର ବ୍ୟବଧାନରେ ଏଫ୍ଏ କପ୍ ଟାଇଟଲ୍ ଜିତି ନେଇଛି ଲିଭରପୁଲ୍ । ଶନିବାର ୱେମ୍ବଲିରେ ଖେଳା ଯାଇଥିବା ମୁକାବିଲାରେ ଲିଭରପୁଲ୍ ୬-୫ର ପେନାଲ୍ଟି ଶୁଟ୍ ଆଉଟରେ ଚେଲସୀକୁ ପରାସ୍ତ କରିଥିଲେ ।…

କାର୍ ଦୁର୍ଘଟଣାରେ ପ୍ରାଣ ହରାଇଲେ ଆଣ୍ଡ୍ର୍ୟୁ ସାଇମଣ୍ଡସ: ଦୁଇ ଥର ଜିତିଛନ୍ତି ବିଶ୍ୱକପ୍

ନୂଆଦିଲ୍ଳୀ: ଶେନ୍ ୱାର୍ଣ୍ଣ ଏବଂ ରଡ୍ ମାର୍ଶଙ୍କ ପରେ ପ୍ରାଣ ହରାଇଛନ୍ତି ଆଉ ଜଣେ କ୍ରିକେଟର । ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି ଆଣ୍ଡ୍ର୍ୟୁ ସାଇମଣ୍ଡସ । ଶନିବାର ବିଳମ୍ବିତ ରାତିରେ…

୧୫ଥର ଟାଇଟଲ ବିଜେତା ଚୀନକୁ ହରାଇ କୋରିଆ, ୧୨ ବର୍ଷ ପରେ ହାସଲ କଲା ଉବର କପ୍‌ ଚାମ୍ପିଅନ

ବ୍ୟାକଂକ(ଥାଇଲାଣ୍ଡ): ଦକ୍ଷିଣ କୋରିଆ ଜିତିଲା ସମ୍ମାନ ଜନକ ମହିଳା ଟିମ ଚାମ୍ପିଅନଶି୍‌ ଉବର କପ ବ୍ୟାଡମିଣ୍ଟନ ଟାଇଟଲ । ଶନିବାର ଦିନ ଅନୁଷ୍ଠିତ ଫାଇନାଲ ମ୍ୟାଚରେ ଗତ ଥରର ଚାମ୍ପିଅନ୍‌ ତଥା ୧୫ଥର ଟାଇଟଲ ବିଜେତା ଚୀନକୁ…

ରିଟାୟାରମେଣ୍ଟ ଟ୍ୱିଟକୁ ଅଚାନକ କାହିଁକି ଡିଲିଟ କଲେ ରାୟୁଡୁ?: ରହସ୍ୟ ଖୋଲିଲେ ଚେନ୍ନାଇର ସିଇଓ

ନୂଆଦିଲ୍ଲୀ: ରିଟାୟାରମେଣ୍ଟ ନେଇ କରିଥିବା ଟ୍ୱିଟକୁ ଏବେ ଡିଲିଟ କରି ଦେଇଛନ୍ତି ଚେନ୍ନାଇ ସୁପର କିଙ୍ଗସର ଷ୍ଟାର କ୍ରିକେଟର ଅମ୍ବାତି ରାୟୁଡୁ । ଏହାପରେ ତାଙ୍କ ଫ୍ୟାନ୍ସମାନଙ୍କୁ ପାଇଁ ଟିକିଏ ଆଶ୍ୱସ୍ତି ମିଳିଛି ।…

ପଞ୍ଜାବ-ନବାଙ୍ଗଲୋର ମ୍ୟାଚ୍ ମଧ୍ୟରେ ଆସିଲା କଳା ବିଲେଇ, ବିାରଟ କୋହଲିଙ୍କୁ ଟ୍ରୋଲ କଲେ ପ୍ରଶଂସକ

ମୁମ୍ବାଇ: ଆଇପିଏଲ ଚଳିତ ସିଜନରେ ବିରାଟ କୋହଲି ୩ଥର ଗୋଲଡେନ୍ ଡକରେ ଆଉଟ୍ ହେଲେଣି । ତାଙ୍କ ଖେଳ ଜୀବନର ଏହା ସବୁଠୁ ଖରାପ ସମୟ ଚାଲୁଥିବା କୁହାଯାଉଛି । ଶୁକ୍ରବାର ପଞ୍ଜାବ କିଙ୍ଗସ୍ ବିପକ୍ଷ ମ୍ୟାଚ୍ ରେ ବିରାଟ ଭଲ…

KKR vs SRH: ଆଜି ହାରିଲେ ପ୍ଲେ ଅଫରୁ ବାଦ୍ ପଡିବ କୋଲକାତା, ହାଇଦ୍ରାବାଦର ଖେଳ ବି ବିଗିଡିପାରେ

ପୁଣେ: ଆଜି ଆଇପିଏଲର ୬୧ତମ ମୁକାବିଲାରେ ମୁହାଁମୁହିଁ ହେବେ କୋଲକାତା ନାଇଟ୍ ରାଇଡର୍ସ ଏବଂ ସନରାଇଜର୍ସ ହାଇଦ୍ରାବାଦ। ଏହି ମ୍ୟାଚ୍ ପୁଣେର ମହାରାଷ୍ଟ୍ର କ୍ରିକେଟ୍ ଆସୋସିଏସନ ଷ୍ଟାଡିୟମରେ ଖେଳାଯିବ। ଦୁଇ ଦଳ ପାଇଁ…

ଜନ୍‌ ଡେଭିଡ୍‌ ଓଡ଼ିଶା ହକିର ନୂଆ ନିର୍ଦ୍ଦେଶକ

ଭୁବନେଶ୍ୱର, (ଭାସ୍କର ନ୍ୟୁଜ୍‌) : ଓଡ଼ିଶା ହକିର ନୂଆ ନିର୍ଦ୍ଦେଶକ ଭାବେ ନିଯୁକ୍ତ ହୋଇଛନ୍ତି ଜନ୍‌ ଡେଭିଡ । ଅଷ୍ଟ୍ରେଲିଆର ଜନ୍‌ ଡେଭିଡ୍‌ ଓଡ଼ିଶା ହକିର ବିକାଶ ପାଇଁ କାମ କରିବେ । ଓଡ଼ିଶା ହକିକୁ ଏକ ନୂତନ ସୋପାନରେ…

ପଞ୍ଜାବକୁ ବେୟାରଷ୍ଟୋ ଏବଂ ଲିଭିଙ୍ଗଷ୍ଟୋନ୍ ପାୱାର୍, ବାଙ୍ଗଲୋର ଆଗରେ ୨୧୦ରନ୍ ର ବିଜୟ ଲକ୍ଷ୍ୟ

ମୁମ୍ବାଇ: ଆଇପିଏଲ ୨୦୨୨ରେ ଆଜିର ମ୍ୟାଚ୍ ପଞ୍ଜାବ କିଙ୍ଗସ୍ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗଲୋର ମଧ୍ୟରେ ଚାଲିଛି । ବାଙ୍ଗଲୋର ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବା ପାଇଁ ପଞ୍ଜାବକୁ ଆମନ୍ତ୍ରଣ କରିଥିଲା । ନିର୍ଦ୍ଧାରିତ…

ଧୋନୀ ଖେଳିବେ IPL-୨୦୨୩? ଧୋନୀଙ୍କ ରିଟାୟାରମେଣ୍ଟକୁ ନେଇ ଏମିତି କହିଲେ ସୁନୀଲ ଗାଭାସ୍କର

ନୂଆଦିଲ୍ଲୀ: ଚଳିତ IPL ସିଜନରେ ଦ୍ୱିତୀୟ ଦଳ ଭାବରେ ପ୍ଲେଅଫରୁ ବାଦ ପଡିଛି ଚେନ୍ନାଇ । ମୁମ୍ବାଇ ବିପକ୍ଷ ମ୍ୟାଚରେ ପରାଜୟର ସାମନା କରି ପ୍ଲେଅଫରୁ ବାହାର ହୋଇଛି ୟେଲୋ ଆର୍ମି । ତେବେ ପ୍ଲେଅଫରୁ ବାଦ ପଡିବା ପରେ ଏବେ…