Browsing Category

ଖେଳ

ଟିମ ଇଣ୍ଡିଆକୁ ଫେରିବେ ପାଣ୍ଡ୍ୟା: NCA ଶିବିରରେ ଯୋଗ ଦେବାକୁ ମିଳିଲା ଆଦେଶ

ନୂଆଦିଲ୍ଲୀ: ଖୁବ ଶୀଘ୍ର ଟିମ ଇଣ୍ହିଆକୁ କମବ୍ୟାକ କରି ପାରନ୍ତି ଦଳର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା । ଜାତୀୟ କ୍ରିକେଟ ଏକାଡେମୀରେ ହେବାକୁ ତିବା ଶିବିରରେ ଯୋଗ ଦେବାକୁ ପାଣ୍ଡ୍ୟାକୁ ଆଦେଶ ଦିଆଯାଇଛି ।…

ଫେରିପାରନ୍ତି ଚହର: ଆଘାତ ସମସ୍ୟାରୁ ବାହାରିବା ପାଇଁ ଜିମରେ କଡା କସରତ କରୁଛନ୍ତି ଚେନ୍ନାଇର ଷ୍ଟାର ବୋଲର

ନୂଆଦିଲ୍ଲୀ: ଇଣ୍ଡିଆନ ପ୍ରିମିୟର ଲିଗକୁ ଆଉ ମାତ୍ର କେଇଟା ଦିନ ବାକି ରହିଛି । କିନ୍ତୁ ଟୁର୍ଣ୍ଣାମେଣ୍ଟକୁ ନେଇ ଆରମ୍ଭ ହୋଇ ସାରିଛି ଚର୍ଚ୍ଚା । ଏହାରି ଭିତରେ ଲିଗର ସବୁଠୁ ସଫଳତମ ଦଳ ଚେନ୍ନାଇକୁ ମିଳିଛି ଗୋଟିଏ ଖୁସି…

କିଏ ହେବେ RCBର ଅଧିନାୟକ?: ପୁଣି ବିରାଟ ଧରିବେ କି ଦଳର ମଙ୍ଗ? ସୂଚନା ଦେଲେ ଡାନିଏଲ ଭିଟ୍ଟୋରୀ

ନୂଆଦିଲ୍ଲୀ: ଇଣ୍ଡିଆନ ପ୍ରିମିୟର ଲିଗର ୧୫ତମ ସଂସ୍କରଣ ପାଇଁ ଆରମ୍ଭ ହୋଇଯାଇଛି ଅଙ୍କକଷା । ସମସ୍ତ ଦଳ ଏବେ ଟ୍ରଫି ପାଇଁ ଆରମ୍ଭ କଲେଣି ଯୋଜନା । ଏହା ଭିତରେ କିନ୍ତୁ ଫସି ଯାଇଛି ବିରାଟ କୋହଲିଙ୍କ ଟିମ ରୋୟଲ…

ଧୋନୀଙ୍କ ବାୟୋପିକ ପରେ ଏବେ ସିଲଭର ସ୍କ୍ରିନରେ ନୀରଜ ଆଣିବେ ଏହି ଖେଳାଳିଙ୍କ କାହାଣୀ: ଏହି ଅଭିନେତା ଆସିବେ ନଜର

ମୁମ୍ବାଇ: ୧୭ ବର୍ଷ ପରେ କ୍ରିକେଟ ବଲ ଧରି କମବ୍ୟାକ କରିବାକୁ ଯାଉଛନ୍ତି ଶ୍ରେୟସ ଅଭିନେତା ତଲପଡେ । ୨୦୦୫ରେ "ଇକବାଲ' ସିନେମା ପରେ ଚଳିତବର୍ଷ ପୁଣି ଥରେ ବୋଲିଂ କରିବେ ଶ୍ରେୟସ । କେବଳ ସେ ନୁହେଁ ନୀରଜ ପାଣ୍ଡେ ଏବଂ…

ସାମନାକୁ ଆସିଲା ସେନ ୱାର୍ଣ୍ଣଙ୍କ ମୃତ୍ୟୁର ପ୍ରକୃତ ସତ୍ୟ: ଥାଇଲାଣ୍ଡ ପୋଲିସ ତରଫରୁ ମିଳିଲା ସୂଚନା

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆର ପୂର୍ବତନ ଲେଗ ସ୍ପିନର ତଥା କିଙ୍ଗ ଅଫ ସ୍ପିନ ସେନ ୱାର୍ଣ୍ଣଙ୍କ ମୃତ୍ୟୁକୁ ନେଇ ଏକ ବଡ ସତ୍ୟତା ସାମନାକୁ ଆସିଛି । ତାଙ୍କ ମୃତ୍ୟୁର ରହସ୍ୟ ସ୍ପଷ୍ଟ କରିଛି ଥାଇଲାଣ୍ଡ ପୋଲିସ ଡିପାର୍ଟମେଣ୍ଟ ।…

ସେନ ଓ୍ଵର୍ଣ୍ଣଙ୍କଠୁ ଭଲ ସ୍ପିନର ହେଉଛନ୍ତି ମୁଥୟା ମୁରଲୀଧରଣ, ଏମିତି ଟିପ୍ପଣୀ ଦେଇ ବିବାଦରେ ଗାଭାସ୍କର

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ମହାନ ସ୍ପିନର ସେନ ଓ୍ଵର୍ଣ୍ଣଙ୍କ ଗତ ଶୁକ୍ରବାର ଅକାଳ ବିୟୋଗ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୫୨ ବର୍ଷ ବୟସ ହୋଇଥିଲା। ଓ୍ଵର୍ଣ୍ଣଙ୍କ ଦେହାନ୍ତ ଖବରରେ ପୂରା କ୍ରୀଡା ଜଗତରେ ଶୋକର ଲହରି…

IPL 2022 ପାଇଁ ନିଜର ଲୁକ୍ ବଦଳାଇଲେ ମହେନ୍ଦ୍ର ସିଂହ ଧୋନୀ, ଫଟୋ ଭାଇରାଲ୍

ନୂଆଦିଲ୍ଲୀ: ଚେନ୍ନାଇ ସୁପର କିଙ୍ଗ୍ସର ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ଆଇପିଏଲ ୨୦୨୨ ପାଇଁ ନିଜର ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି। ଆଇପିଏଲ ୨୦୨୨ ମାର୍ଚ୍ଚ ୨୬ରୁ ଆରମ୍ଭ ହେବ। ଉଦଘାଟନୀ ମ୍ୟାଚରେ ମୁହାଁମୁହିଁ ହେବେ…

ମିତାଲିଙ୍କ ବିଶ୍ୱକପ୍‌ ରେକର୍ଡ, ପ୍ରଥମ ମହିଳା ଭାବେ ହାସଲ କଲେ ରେକର୍ଡ

ନୂଆଦିଲ୍ଲୀ: ଭାରତୀୟ ମହିଳା କ୍ରିକେଟ ଦଳର ଅଧିନାୟିକା ମିଥାଲି ରାଜ ନ୍ୟୁଜିଲାଣ୍ଡରେ ଚାଲିଥିବା ଚଳିତ ୫୦ ଓଭର ବିଶିଷ୍ଟ ମହିଳା ଦିନିକିଆ ବିଶ୍ୱକପରେ ପ୍ରତିଷ୍ଠା କରିଛନ୍ତି ଏକ ନିଆରା ରେକର୍ଡ । କ୍ରିକେଟ ଜଗତର ପ୍ରଥମ…

ରଣଜୀ ଟ୍ରଫି: ମୁମ୍ବାଇ ନିକଟରୁ ଓଡିଶାର ଶୋଚନୀୟ ପରାଜୟ

ଅହମଦାବାଦ: ଚଳିତ ବର୍ଷର ଘରୋଇ ରଣଜୀ ଟ୍ରଫି କ୍ରିକେଟ ପ୍ରତିଯୋଗିତାରେ ଲଗାତର ଦ୍ୱିତୀୟ ପରାଜୟ ସ୍ୱିକାର କଲା ଓଡିଶା । ରଣଜୀ ଟ୍ରଫି ଏଲିଟ ଗ୍ରୁ ଡି” ଦ୍ୱିତୀୟ ମ୍ୟାଚରେ ସୌରାଷ୍ଟ୍ର ଠାରୁ ଶୋଚନୀୟ ପରାଜୟ ସ୍ୱିକାର…

କାହିଁକି ପାଳି ଘୋଷଣା କଲେ ରୋହିତ: ମ୍ୟାଚ ବିଜୟ ପରେ ପ୍ରେସମିଟରେ ଏ ନେଇ କହିଲେ ଭାରତର ଅଧିନାୟକ

ମୋହାଲୀ: ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଟେଷ୍ଟରେ ବିଜୟ ସହ ଅଧିନାୟକ ପଦର ଅଭିଯାନ ଆରମ୍ଭ କରିଛନ୍ତି ରୋହିତ ଶର୍ମା । ମୋହାଲୀରେ ଭାରତ ହାସଲ କରିଛି ଏକ ମହାବିଜୟ । ଗୋଟିଏ ଇନିଂସ ଏବଂ ୨୨୨ରନରେ ଶ୍ରୀଲଙ୍କାକୁ ମାତ ଦେଇଛି…