Browsing Category
ଖେଳ
ଟସ୍ ଜିତି କୋହଲିଙ୍କ ବ୍ୟାଟିଂ ନିଷ୍ପତି: LORD’S ପରେ LEEDS ବିଜୟ ଲକ୍ଷ୍ୟରେ ଭାରତ
ନୂଆଦିଲ୍ଲୀ: ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳା ଯାଉଥିବା ତୃତୀୟ ଟେଷ୍ଟରେ ଟସ୍ ଜିତି ବ୍ୟାଟିଂ ନିଷ୍ପତି ନେଇଛି ଭାରତ। ଲିଡ୍ସ ରେ ଖେଳାଯାଉଥିବା ଟେଷ୍ଟରେ ବିରାଟ କୋହଲି ଟସ୍ ଜିତି ବ୍ୟାଟିଂ ନିଷ୍ପତି ନେଇଥିବା ବେଳେ…
ଆଜିଠୁ ଭାରତ- ଇଂଲଣ୍ଡ ତୃତୀୟ ଟେଷ୍ଟ: ବିରାଟଙ୍କ ଉପରେ ସମସ୍ତଙ୍କ ନଜର, ବ୍ୟାଟିଂ ବିଫଳତା ଦୂର କରିବ ଘରୋଇ ଦଳ
ଲିଡ୍ସ (ହେଡିଙ୍ଗଲେ): ବୁଧବାରଠୁ ଘରୋଇ ଇଂଲଣ୍ଡ ଓ ଭାରତ ମଧ୍ୟରେ ଆରମ୍ଭ ହେବ ତୃତୀୟ ଟେଷ୍ଟ । ଐତିହାସିକ ଲର୍ଡ୍ସ ଗ୍ରାଉଣ୍ଡରେ ଅନୁଷ୍ଠିତ ଚଳିତ ଟେଷ୍ଟ କ୍ରିକେଟ ସିରିଜର ଦ୍ୱିତୀୟ ମ୍ୟାଚରେ ଇଂଲଣ୍ଡକୁ ୧୫୧ ରନରେ…
ଟୋକିଓ ପାରାଅଲିମ୍ପିକ୍ସ ଉଦ୍ଘାଟନୀରେ ସ୍ଥାନ ପାଇବ ଆଫଗାନିସ୍ତାନ ଜାତୀୟ ପତାକା
ଟୋକିଓ: ତାଲିବାନ ଆତଙ୍କବାଦୀ ବଳପୂର୍ବକ ଆଫଗାନିସ୍ତାନ ଶାସନ କ୍ଷମତା ଅକ୍ତିଆର କରି ନେବା ପରେ ଦେଶରେ ଅପ୍ରୀତିକର ପରିସ୍ଥିତି ଜାରି ରହିଛି । ମୁଖ୍ୟତଃ କାବୁଲ ବିମାନ ବନ୍ଦରରେ ସବୁଠାରୁ ଖରାପ ପରିସ୍ଥିତି ସୃଷ୍ଟି…
ଆଜିଠୁ ଟୋକିଓ ପାରାଅଲିମ୍ପିକ୍ସ -୨୦୨୦ : ଭାରତର ଲକ୍ଷ୍ୟ ସର୍ବାଧିକ ପଦକ
ନୂଆଦିଲ୍ଲୀ (ଭାସ୍କର ନ୍ୟୁଜ୍): ଆଜିଠୁ ନ୍ୟାସନାଲ ଷ୍ଟାଡିୟମରେ ଆରମ୍ଭ ହେବାକୁ ଯାଉଛି ଟୋକିଓ ପାରାଲିମ୍ପିକ୍ସ-୨୦୨୦ । ସମ୍ରାଟ ନାରୁହିଟୋ କ୍ରୀଡ଼ାକୁ ଉଦ୍ଘାଟନି କାର୍ଯ୍ୟକ୍ରମ ରହିଛି । ବିଶ୍ୱର ୧୬୩ଟି ଦେଶରୁ ମୋଟ୍…
ଅଞ୍ଜୁ ବବି ଜର୍ଜଙ୍କୁ ଧନ୍ୟବାଦ ଜଣାଇଲେ ନୀରଜ ଚୋପ୍ରା, ଜାଣନ୍ତୁ କଣ ରହିଛି କାରଣ
ନୂଆଦିଲ୍ଲୀ: ଭାରତୀୟ ଅଲମ୍ପିକ୍ସ ହିରୋ ନୀରଜ ଚୋପ୍ରା ପୂର୍ବତନ ମହିଳା ଲଙ୍ଗ ଜମ୍ପର ଅଞ୍ଜୁ ବବି ଜର୍ଜଙ୍କୁ ଧନ୍ୟବାଦ ଜଣାଇଛନ୍ତି। ୨୦ ବର୍ଷରୁ କମ ବିଶ୍ଵ ଚାମ୍ପିଅନସିପରେ ଶୈଳୀ ସିଂଙ୍କ ରୌପ୍ୟ ପଦକ ହାସଲ ପରେ ନୀରଜ…
ଟୋକିଓ ପାରା ଅଲିମ୍ପିକ୍ସ : ଉଦଘାଟନୀ ଉତ୍ସବରେ ଯୋଗ ଦେବେ ଭାରତର ୫ ଆଥ୍ଲେଟ୍ ଓ ୬ ଅଫିସିଆଲ୍
ଟୋକିଓ: ଆଉ ଦୁଇ ଦିନ ପରେ ଅନୁଷ୍ଠିତ ହେବାକୁ ଥିବା ଟୋକିଓ ପାରା ଅଲିମ୍ପିକ୍ସର ଉଦଘାଟନୀ ଉତ୍ସବରେ ଯୋଗ ଦେବେ ଖୁବ୍ କମ୍ ସଂଖ୍ୟକ ଆଥଲେଟ୍ ଓ କର୍ମକର୍ତ୍ତା । କାରଣ ଜାପାନରେ କରୋନା ସଂକ୍ରମଣ ଆତଙ୍କ ଜାରି ରହିଥିବା…
ବୁଧବାର ଠାରୁ ଇଂଲଣ୍ଡ ବିପକ୍ଷ ତୃତୀୟ ଟେଷ୍ଟ, କୋହଲି ବାହିନୀର ଅଭ୍ୟାସ ଆରମ୍ଭ
ଲିଡ୍ସ: ବୁଧବାର ଠାରୁ ଅନୁଷ୍ଠିତ ହେବ ଭାରତ-ଇଂଲଣ୍ଡ ତୃତୀୟ ଟେଷ୍ଟ କ୍ରିକେଟ ମ୍ୟାଚ । ଭାରତୀୟ ଦଳ ରବିବାର ଦିନ ଅଭ୍ୟାସ ଆରମ୍ଭ କରିଛନ୍ତି । ଟ୍ରେଣ୍ଟ ବ୍ରିଜରେ ଅନୁଷ୍ଠିତ ପ୍ରଥମ ଟେଷ୍ଟ ବିନା ଫଇସଲାରେ ସମାପ୍ତ…
ପୂର୍ବତନ ଫୁଟବଲ୍ ଷ୍ଟାର ହକିମଙ୍କ ପରଲୋକ
ନୂଆଦିଲ୍ଲୀ: ଭାରତର ପୂର୍ବତନ ଫୁଟବଲ ତାରକା ସୟଦ ଶହୀଦ ହକିମଙ୍କର ରବିବାର ଦିନ ପରଲୋକ ହୋଇ ଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୨ ବର୍ଷ ବୟସ ହୋଇଥିଲା । ୧୯୬୦ ରୋମ ଅଲିମ୍ପିକ୍ସରେ ସେ ଭାରତୀୟ ଦଳର ଅନ୍ୟତମ ସଦସ୍ୟ ଥିଲେ…
ବିଶ୍ଵ U-20 ଆଥଲେଟିକସ: ପଦକ ବିଜେତାଙ୍କୁ ନବୀନ ପଟ୍ଟନାୟକଙ୍କ ଶୁଭେଚ୍ଛା
ନୂଆଦିଲ୍ଲୀ: ୨୦ ବର୍ଷରୁ କମ୍ ବିଶ୍ଵ ଆଥଲେଟିକସ ଚାମ୍ପିଅନସିପ ପଦକ ବିଜେତାଙ୍କୁ ନବୀନ ପଟ୍ଟନାୟକ ଶୁଭେଚ୍ଛା ଜଣାଇଛନ୍ତି। ୧୦ କିମି ଚାଲିରେ ଭାରତ ପାଇଁ ରୌପ୍ୟ ପଦକ ଜିତିଥିବା ଅମିତ୍ ଖତ୍ରି, ଲଙ୍ଗ ଜମ୍ପର ଶୈଳୀ ସିଂ ଓ…
ଭୁବନେଶ୍ୱରରେ ୪ ଓଡ଼ିଆ ହକି ଖେଳାଳିଙ୍କ ସହ ରାତ୍ରି ଭୋଜନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ଭୁବନେଶ୍ୱର(ଭାସ୍କର ନ୍ୟୁଜ୍): ଟୋକିଓ ଅଲମ୍ପିକ୍ସରେ ଭାଗ ନେଇ ଓଡ଼ିଶା ଏବଂ ଭାରତକୁ ଗୌରବାନିତ୍ୱ କରିଥିବା ଭାରତୀୟ ପୁରୁଷ ଓ ମହିଳା ହକି ଦଳର ୪ ଜଣ ଓଡ଼ିଆ ହକି ଖେଳାଳି ଦିଗ୍ରେସ ଏକ୍କା, ନମିତା ଟୋପୋ, ବୀରେନ୍ଦ୍ର…