Browsing Category
ଖେଳ
ଭାରତୀୟ ମହିଳା ହକିର ୧୫ Super Girl
ଟୋକିଓ -୨୦୨୦ରେ ଇତିହାସ ରଚିବାରୁ ମାତ୍ର ଗୋଟିଏ ପାଦ ଦୂରରେ ରହି ଯାଇଥିଲା । ଏପରିକି ପ୍ରଥମ ଥର ପାଇଁ ଭାରତୀୟ ଦଳର ପରାଜୟ ସମଗ୍ର ଦେଶକୁ ଭାବୁକ କରି ଦେଇଥିଲେ । ଏହି ଭାରତୀୟ ଦଳରେ ଏକାଧିକ ଖେଳାଳି ସମସ୍ତଙ୍କୁ…
ଆଇପିଏଲ-୧୪ ଦ୍ୱିତୀୟ ଭାଗ: ମିଳିଲା ସବୁଜ ସଙ୍କେତ, ଖେଳିବେ ଅଷ୍ଟ୍ରେଲିଆ ଓ ଇଂଲଣ୍ଡ କ୍ରିକେଟର୍
ନୂଆଦିଲ୍ଲୀ: ଆସନ୍ତା ସେପ୍ଟେମ୍ବର ୧୯ରୁ ଅକ୍ଟୋବର ୧୫ ତାରିଖ ପର୍ଯ୍ୟନ୍ତ ୟୁନାଇଟେଡ ଆରବ ଏମିରେଟ୍ସରେ ଅନୁଷ୍ଠିତ ହେବାକୁ ଥିବା ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ)କ୍ରିକେଟର ଦ୍ୱିତୀୟ ଭାଗରେ ଅଷ୍ଟ୍ରେଲିଆ ଓ ଇଂଲଣ୍ଡ…
ଭାରତୀୟ ଜର୍ସିରେ ପଡିଆରେ ପଶିଲେ ଦର୍ଶକ; ହସି ହସି ଗଡ଼ିଗଲେ ସିରାଜ
ନୂଆଦିଲ୍ଲୀ: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଅନୁଷ୍ଠିତ ଦ୍ୱିତୀୟ ଟେଷ୍ଟ ମ୍ୟାଚରେ ଏକ ଅଭାବନୀୟ ଘଟଣା ଘଟିଛି । ଭାରତୀୟ ଦଳର ଫିଲ୍ଡିଂ ସମୟରେ ଜଣେ ଦର୍ଶକ ଭାରତୀୟ ଦଳର ଜର୍ସି ପିନ୍ଧି ପଡିଆ ମଧ୍ୟକୁ ପଶି ଆସିଥିଲେ । ଲଞ୍ଚ…
ରାହୁଲଙ୍କ ଉପରକୁ ସାମ୍ପେନ କର୍କ ଫିଙ୍ଗିଲେ ଦର୍ଶକ; ଏମିତି ପ୍ରତିକ୍ରିୟା ପ୍ରକାଶ କଲେ ଭାରତୀୟ ଫ୍ୟାନ
ନୂଆଦିଲ୍ଲୀ: କ୍ରିକେଟର ମକ୍କା ଲର୍ଡସରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । କ୍ରିକେଟ ଖେଳାଳିଙ୍କ ପ୍ରତି ଜାତିଆଣ ମନ୍ତବ୍ୟ ମନରୁ ଲିଭିନଥିବା ବେଳେ ଲର୍ଡସ ଟେଷ୍ଟରେ ସମାନ ଏକ ଘଟଣା ଦେଖିବାକୁ ମିଳିଛି । ଭାରତୀୟ…
ପ୍ରେମିକ ଅଲିମ୍ପିକ୍ ପଦକ ଜିତି ଫେମସ ହେବା ପରେ…. ବ୍ରେକ୍ ଅପ ପାଇଁ ପଶ୍ଚାତାପ କରୁଛନ୍ତି ପୂର୍ବତନ ପ୍ରେମିକା
ନୂଆଦିଲ୍ଲୀ: ବ୍ରେକଅପ୍ର ୫ ବର୍ଷ ପରେ ଏହାର ମଧୁର ପ୍ରତିଶୋଧ ନେଇଛନ୍ତି ନ୍ୟୁଜିଲାଣ୍ଡ ଆଥଲେଟ । ନ୍ୟୁଜିଲାଣ୍ଡ ଆଥଲେଟ ହେଡନ ୱାଇଲ୍ଡ ଟୋକିଓ-୨୦୨୦ରେ ବ୍ରୋଞ୍ଜ ପଦକ ଜିତିବା ସହିତ ନିଜର ପୂର୍ବତନ ପ୍ରେମିକାଙ୍କ ଠାରୁ…
ଲର୍ଡ୍ସରେ ଭାରତୀୟ ଦଳ ଉପରେ ଭାରି ନପଡୁ ବିରାଟ କୋହଲିଙ୍କ ଏହି ନିଷ୍ପତ୍ତି, ପ୍ରଥମ ଇନିଂସରେ ଖୋଲିଲା ପୋଲ୍
ନୂଆଦିଲ୍ଲୀ : ଭାରତ ଓ ଇଂଲଣ୍ଡ ମଧ୍ୟରେ ଐତିହାସିକ ଲର୍ଡ୍ସ ଗ୍ରାଉଣ୍ଡରେ ଦ୍ୱିତୀୟ ଟେଷ୍ଟ ଖେଳାଯାଉଛି । ଖେଳର ଦ୍ୱିତୀୟ ଦିନରେ ଜେମ୍ସ ଆଣ୍ଡରସନଙ୍କ ଘାତକ ବୋଲିଂ ଦମରେ ଇଂଲଣ୍ଡ ମ୍ୟାଚରେ ପ୍ରତ୍ୟାବର୍ତ୍ତନ କରିଛି । ଏହା…
IPL-14ର ଦ୍ୱିତୀୟ ଭାଗ : ଦୁବାଇରେ ଚେନ୍ନାଇ ସୁପର କିଙ୍ଗସ୍ ଓ ମୁମ୍ବାଇ ଇଣ୍ଡିଆନ ଟିମ୍, ଖୁବ୍ଶୀଘ୍ର ଆରମ୍ଭ କରିବେ ଅଭ୍ୟାସ
ମୁମ୍ବାଇ (ଭାସ୍କର ନ୍ୟୁଜ୍) :ଆସନ୍ତା ସେପ୍ଟେମ୍ବର ୧୯ ତାରିଖରୁ ୟୁନାଇଟେଡ ଆରବ ଏମିରେଟ୍ସରେ ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ)ର ଦ୍ୱିତୀୟ ଭାଗ ଅନୁଷ୍ଠିତ ହେବାକୁ ଯାଉଥିବା ବେଳେ ଶୁକ୍ରବାର ଦିନ ମହେନ୍ଦ୍ର ସିଂ…
୩୬୪ ରନ୍ ରେ ଭାରତ ଅଲଆଉଟ
ନୂଆଦିଲ୍ଲୀ: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯାଉଥିବା ପାଞ୍ଚ ମ୍ୟାଚ୍ ଟେଷ୍ଟ ସିରିଜର ଦ୍ୱିତୀୟ ମ୍ୟାଚ୍ ଲର୍ଡ୍ସଠାରେ ଖେଳାଯାଉଛି। ଟେଷ୍ଟ ମ୍ୟାଚର ଦ୍ୱିତୀୟ ଦିନରେ ଭାରତର ପ୍ରଥମ ଇନିଂସରେ ୩୬୪ ରନ କରି ଅଲଆଉଟ ହୋଇଛି ।…
ଅଲିମ୍ପିକରେ ଜାମାଇକାର ଖେଳାଳିଙ୍କୁ ଗୋଲ୍ଡ ମେଡାଲ କେମିତି ଜିତାଇଲେ ଅଜଣା ଯୁବତୀ?
ନୂଆଦିଲ୍ଲୀ: ହାଁସଲେ ପାର୍ଚମେଣ୍ଟ ହେଉଛନ୍ତି ଜାମାଇକାର ଟ୍ରାକ ଆଣ୍ଡ ଫିଲ୍ଡ ଆଥଲେଟ । ଆଉ ଏବେ ସେ ଟୋକିଓ ଅଲିମ୍ପିକରେ ୧୧୦ ମିଟର ହର୍ଡଲ ରେସରେ ଗୋଲ୍ଡ ମେଡାଲ ଜିତିଛନ୍ତି । କିନ୍ତୁ ଟୋକିଓରେ ଯଦି ଜଣେ ଅଜଣା ମହିଳା…