Browsing Category

ଖେଳ

କୋହଳ ହେବ କାର୍ଯ୍ୟକାଳ ! ୯ ମାସ ନୁହେଁ, ୨୦୨୪ ପର୍ଯ୍ୟନ୍ତ ବିସିସିଆଇର ଅଧ୍ୟକ୍ଷ ଭାବେ ରହିପାରନ୍ତି ଗାଙ୍ଗୁଲି

ନୂଆଦିଲ୍ଲୀ,୧ ।୧୨: ବିସିସିଆଇ କାର୍ଯ୍ୟନିର୍ବାହୀଙ୍କ ପାଇଁ କୋହଳ ହେବ ପଦବୀ ସମୟ ସୀମା । ସୌରଭ ଗାଙ୍ଗୁଲିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସାଧାରଣ ବୈଠକରେ ଏନେଇ ନିଷ୍ପତ୍ତି ନିଆଯାଇଛି । ଏହି ନିଷ୍ପତ୍ତିକୁ ଅନୁମୋଦନ ପାଇଁ…

ଓଡିଶାରେ ହେବ ୨୦୨୩ ହକି ବିଶ୍ୱକପ୍

ଭୁବନେଶ୍ୱର,୨୭ ।୧୧(ଓଡିଶା ଭାସ୍କର): ୨୦୨୩ ପୁରୁଷ ହକି ବିଶ୍ୱକପ୍ ଓଡିଶାରେ ଆୟୋଜିତ ହେବ । ଏନେଇ ଆଜି କଳିଙ୍ଗ ଷ୍ଟାଡିୟମରେ ବଡ ଘୋଷଣା କରାଯାଇଛି । ଭୁବନେଶ୍ୱର ଓ ରାଉରକେଲାରେ ଖେଳାଯିବ ଏହି ବିଶ୍ୱକପ୍ ମ୍ୟାଚ୍ ।…

ଝିଲି ପାଇବେ ଏକଲବ୍ୟ କ୍ରୀଡା ପୁରସ୍କାର

ଭୁବନେଶ୍ୱର,୨୪ ।୧୧(ଓଡିଶା ଭାସ୍କର): ରାଜ୍ୟର ଭାରୋତ୍ତୋଳିକା ଝିଲି ଦଳବେହେରା ପାଇବେ ଏକଲବ୍ୟ କ୍ରୀଡା ପୁରସ୍କାର । ପ୍ରତିବର୍ଷ କ୍ରିଡାକ୍ଷେତ୍ରରେ ପୁରସ୍କାର ପ୍ରଦାନ କରୁଥିବା ଇମ୍ଫା କମ୍ପାନୀ ପକ୍ଷରୁ ଏନେଇ ସୂଚନା…

ବାରବାଟୀ ମ୍ୟାଚ୍ ପାଇଁ ବଜେଟ୍ ପ୍ରସ୍ତୁତ

କଟକ,୨୪ ।୧୧(ଓଡିଶା ଭାସ୍କର): ବାରବାଟୀ ଦିନିକିଆ ମ୍ୟାଚ ପାଇଁ ୬ କୋଟିର ବ୍ୟୟ ଅଟକଳ କରାଯାଇଛି । ଓସିଏର ଗୁରୁତ୍ୱପୂର୍ଣ୍ଣ ବୈଠକରେ ଏନେଇ ଆଲୋଚନା ହୋଇଛି । ମ୍ୟାଚ ସୁପରିଚାଳନା ଓ ଦର୍ଶକଙ୍କ ସୁବିଧା ଉପରେ ଗୁରୁତ୍ୱ…

ପିଙ୍କ ଟେଷ୍ଟ ମ୍ୟାଚରେ ଭାରତ ବିଜୟୀ

କୋଲକାତା,୨୪ ।୧୧: କୋଲକାତାରେ ପ୍ରଥମ ପିଙ୍କ ବଲ ଟେଷ୍ଟ ମ୍ୟାଚରେ ବାଂଲାଦେଶକୁ ହରାଇଲା ଭାରତ । ବାଂଲାଦେଶକୁ ଏକ ଇନିଂସ ଓ ୪୬ ରନରେ ହରାଇଲା ଟିମ୍ ଇଣ୍ଡିଆ । ଉମେଶ ଯାଦବଙ୍କ ସର୍ବାଧିକ ୫ ଓ ଇଶାନ୍ତ ଶର୍ମାଙ୍କୁ ୪ଟି…

୧୦୬ ରନରେ ଅଲଆଉଟ ହେଲା ବାଙ୍ଗଲାଦେଶ

କୋଲକାତା, ୨୨ା୧୧: ଭାରତ ଓ ବାଙ୍ଗଲାଦେଶ ମଧ୍ୟରେ କୋଲକାତାରେ ଆଜି ଇଡ଼େନ ଗାର୍ଡ଼େନ୍ସରେ ଦିବାରାତ୍ର ଟେଷ୍ଟ ମ୍ୟାଚ ଖେଳାଯାଇଛି । ୧୦୬ ରନ୍ କରି ଅଲଆଉଟ ହୋଇଛି ବାଙ୍ଗଲାଦେଶ । ଇଶାନ୍ତ ଶର୍ମାଙ୍କୁ ସର୍ବାଧିକ ୫ଟି ୱିକେଟ…

ବୋଲିଂ କରିବ ଭାରତ

କୋଲକାତା,୨୨ ।୧୧: ଭାରତ ଓ ବାଂଲାଦେଶ ମଧ୍ୟରେ କୋଲକାତା ଇଡେନ ଗାର୍ଡେନ୍ସରେ ଐତିହାସିକ ଦିବାରାତ୍ର ଟେଷ୍ଟ ମ୍ୟାଚ୍ ଖେଳାଯିବ । ଟସ୍ ଜିତି ବାଂଲାଦେଶ ପ୍ରଥମେ ବ୍ୟାଟିଂର ନିଷ୍ପତ୍ତି ନେଇଛି । ଆଜି ଭାରତ ଖେଳୁଛି ପ୍ରଥମ…