Browsing Category
ଖେଳ
ଇଟାଲି ୟୁରୋ କପ୍-୨୦୨୦ ଚାମ୍ପିୟନ୍
ନୂଆଦିଲ୍ଲୀ: ଇଟାଲି ହୋଇଛି ଉଫା ୟୁରୋ କପ୍-୨୦୨୦ ଚାମ୍ପିଅନ । ଘରୋଇ ଟିମ୍ ଇଂଲଣ୍ଡକୁ ହରାଇ ଇଟାଲି ଏହି ବିଜୟ ହାସଲ କରିଛି । ଫଳରେ ଘରୋଇ ମାଟିରେ ଇଂଲଣ୍ଡର ଟାଇଟଲ ଆଶା ଧୂଳିସାତ ହୋଇଯାଇଛି । ପେନାଲ୍ଟି ସୁଟଆଉଟରେ…
ଦୀପ୍ତି ଶର୍ମାଙ୍କ ଅଲରାଉଣ୍ଡ ସଫଳତା: ସିରିଜକୁ ଫେରିଲେ ଭାରତୀୟ ମହିଳା
ଲଣ୍ଡନ: ପ୍ରଥମ ଟି-୨୦ ମୁକାବିଲାରେ ପରାଜିତ ହେବା ପରେ ଦୃଢ ଭାବରେ ପ୍ରତ୍ୟାବର୍ତ୍ତନ କରିଛି ଭାରତୀୟ ମହିଳା ଦଳ । ଦ୍ୱିତୀୟ ଟି-୨୦ ମୁକାବିଲାକୁ ୮ ରନରେ ଜିତିବା ସହିତ ଭାରତୀୟ ଦଳ ଚମକ୍ରାର ପ୍ରତ୍ୟାବର୍ତ୍ତନ କରିଛି ।…
ଜୋକୋଭିଚଙ୍କୁ ଷଷ୍ଠ ୱିମ୍ବଲଡନ୍ ଟାଇଟଲ୍: ନାଡାଲ ଓ ଫେଡେରରଙ୍କ ସମକକ୍ଷ
ଲଣ୍ଡନ: ବିଶ୍ୱ ମାନ୍ୟତାରେ ଏକ ନମ୍ବର ସ୍ଥାନରେ ରହିଥିବା ସର୍ବିଆର ନୋଭାକ୍ ଜୋକୋଭିଚ୍ ଷଷ୍ଠ ୱିମ୍ବଲଡନ୍ ଟାଇଟଲ ହାସଲ କରିଛନ୍ତି । ଏହା ସହିତ କ୍ୟାରିୟରର ୨୦ତମ ଗ୍ରାଣ୍ଡସ୍ଲାମ ଟାଇଟଲ ହାସଳ କରିବା ସହିତ ରୋଜର ଫେଡେରର…
କ୍ରିକେଟ ଇତିହାସର ସବୁଠୁ ମହଙ୍ଗା ବ୍ୟାଟ, ଦାମ ଶୁଣିଲେ ଉଡ଼ିଯିବ ହୋସ୍, ମହେନ୍ଦ୍ର ସିଂହ ଧୋନୀ ଏହାର ମାଲିକ
ନୂଆଦିଲ୍ଲୀ: ମେହନ୍ଦ୍ର ସିଂହ ଧୋନୀ ନିଜର ଇଣ୍ଟରନ୍ୟାସନାଲ କ୍ରିକେଟ କ୍ୟାରିୟରରେ ଅନେକ ରେକର୍ଡ କରିଛନ୍ତି । କ୍ରିକେଟ ଇତିହାସରେ ନିଜ ନାମରେ ସେ ଅନେକ ରେକର୍ଡ କରିଛନ୍ତି । ନିଜର ଚମକ୍ରାର ବ୍ୟାଟିଂ ଜରିଆରେ ସେ ଅନେକ…
ୟୁରୋ କପର ଜନସମୁଦ୍ର ପାଇଁ ଇଂଲଣ୍ଡରେ ଆସିବ କରୋନାର ତୃତୀୟ ଲହର, ବିଶେଷଜ୍ଞଙ୍କ ଚେତାବନୀ
ନୂଆଦିଲ୍ଲୀ: କରୋନାର ଦ୍ୱିତୀୟ ଲହର କ୍ରମଶଃ ହ୍ରାସ ପାଇବା ପରେ ୟୁରୋପରେ ୟୁରୋ କପ୍-୨୦୨୦ ଅନୁଷ୍ଠିତ ହୋଇଥିଲା । ତେବେ ବର୍ତ୍ତମାନ ପରିସ୍ଥିତି ଏପରି ହୋଇଛି ଯେ, ୟୁରୋ କପ୍ କରୋନାର ତୃତୀୟ ଲହରକୁ ଡାକି ଆଣିବ । ଇଂଲଣ୍ଡ…
କୋପା ଆମେରିକା: ୨୮ ବର୍ଷ ପରେ ଆର୍ଜେଣ୍ଟିନା ଚାମ୍ପିୟନ୍
ନୂଆଦିଲ୍ଲୀ: ଆର୍ଜେଣ୍ଟିନା ଚଳିତ ବର୍ଷର କୋପା ଆମେରିକା ଚାମ୍ପିୟନ ହୋଇଛି । ଫାଇନାଲ ମ୍ୟାଚରେ ବ୍ରାଜିଲକୁ ୧-୦ ଗୋଲରେ ହରାଇ ଆର୍ଜେଣ୍ଟିନା କୋପା ଆମେରିକା ମୁକୁଟ ପିନ୍ଧିଛି । ଦୀର୍ଘ ୨୮ ବର୍ଷ ପରେ ଆର୍ଜେଣ୍ଟିନା କୋପା…
ବାଘ ଚୟନ କରୁଛି ୟୁରୋ-୨୦୨୦ ବିଜେତା; ଭାଇରାଲ ହେଉଛି ଭିଡିଓ
ନୂଆଦିଲ୍ଲୀ: ପୂର୍ବରୁ ଅକ୍ଟୋପସ ପଲ୍ ବିଶ୍ୱକପ୍ ବିଜେତା ଚୟନ କରି ଚର୍ଚ୍ଚାକୁ ଆସିଥିବା ବେଳେ ବର୍ତ୍ତମାନ ଏକ ବାଘର ଭିଡିଓ ସୋସିଆଲ ମିଡିଆରେ ବେଶ ଭାଇରାଲ ହୋଇଛି । ସର୍ବିଆର ଚିଡିଆଖାନାରେ ରହିଥିବା ଏହି ବାଘଟିର ନାମ…
ଇତିହାସ ରଚିଲେ ବାର୍ଟ୍ଟି; ପ୍ରଥମ ଅଷ୍ଟ୍ରେଲୀୟ ମହିଳା ୱିମ୍ବଲଡନ ଚାମ୍ପିୟନ୍
ଲଣ୍ଡନ: ବିଶ୍ୱ ମାନ୍ୟତାରେ ଏକ ନମ୍ବର ସ୍ଥାନରେ ରହିଥିବା ଅଷ୍ଟ୍ରେଲିଆର ଆସଲେ ବାର୍ଟ୍ଟିି ୱିମ୍ବଲଡନ ଟେନିସ୍ ଟୁର୍ଣ୍ଣାମେଣ୍ଟରେ ଚାମ୍ପିୟନ ଆଖ୍ୟା ଅର୍ଜନ କରିଛନ୍ତି । ଚେକ୍ ରିପବ୍ଲିକର କାରୋଲିନା ପ୍ଲିସକୋଭାଙ୍କୁ…
ଗୁରୁ-ଶିଷ୍ୟ ସମ୍ପର୍କରେ କଳଙ୍କ: କୋଚଙ୍କ ବିରୋଧରେ ଯୌନ ଶୋଷଣ ଅଭିଯୋଗ ଆଣିଲେ ୭ ମହିଳା ଆଥଲେଟ୍
ଚେନ୍ନାଇ: ଗୁରୁ ଶିଷ୍ୟ ଭଳି ପବିତ୍ର ସମ୍ପର୍କରେ ଲାଗିଛି କଳଙ୍କ । ତାମିଲନାଡୁର ଆଥଲେଟିକ୍ସ କୋଚ୍ ପି ନାଗରାଜନଙ୍କ ନାମରେ ଏଭଳି ଏକ ସଙ୍ଗୀନ ଅଭିଯୋଗ ଆଣିଛନ୍ତି ୭ ମହିଳା ଆଥଲେଟ୍ । ପ୍ରଶିକ୍ଷଣ ନାଁରେ ନାଗରାଜନ…
ଦ୍ୱିତୀୟ ଥର ପାଇଁ ପିତା ହେଲେ ହରଭଜନ, ପୁଅ ସନ୍ତାନଙ୍କୁ ଜନ୍ମ ଦେଲେ ଗୀତା
ନୂଆଦିଲ୍ଲୀ: ଭାରତୀୟ କ୍ରିକେଟର୍ ଦ୍ୱିତୀୟ ଥର ପାଇଁ ପିତା ହୋଇଛନ୍ତି । ପତ୍ନୀ ଗୀତା ବସରା ଗୋଟିଏ ପୁଅକୁ ଜନ୍ମ ଦେଇଛନ୍ତି । ଏନେଇ ହରଭଜନ ସିଂ ସୋସିଆଲ୍ ମିଡିଆ ହ୍ୟାଣ୍ଡେଲ୍ ରେ ସୂଚନା ଦେଇଛନ୍ତି । ହରଭଜନ ଏହି ଖୁସି…