Browsing Category

ଖେଳ

କ୍ରିକେଟ୍ ପ୍ରଶଂସକଙ୍କ ପାଇଁ ଖୁସି ଖବର, ଭାରତ-ଇଂଲଣ୍ଡ ଟେଷ୍ଟ ସିରିଜରେ ଦର୍ଶକରେ ଭରି ରହିବ ଷ୍ଟାଡିୟମ

ନୂଆଦିଲ୍ଲୀ : ଭାରତୀୟ ଦଳ ଇଂଲଣ୍ଡ ଗସ୍ତରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଖେଳିବ। ଅଗଷ୍ଟ ୪ରୁ ଏହି ବହୁପ୍ରତୀକ୍ଷିତ ସିରିଜ୍ ଆରମ୍ଭ ହେବାକୁ ଯାଉଛି। ହେଲେ ଦର୍ଶକଙ୍କ ପାଇଁ ଖୁସି ଖବର। ଏବେ ଦର୍ଶକରେ…

ଅଲିମ୍ପିକ୍ସରେ ଜାତୀୟ ପତାକା ଧରିବେ ମେରୀ ଓ ମନପ୍ରୀତ୍

ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ସକୁ ୧୫ ଦିନ ବାକି ରହିଥିବା ବେଳେ ଭାରତୀୟ ଅଲିମ୍ପିକ ସଂଘ(ଆଇଓଏ) ପକ୍ଷରୁ ବଡ ଘୋଷଣା କରାଯାଇଛି । ମେରୀ କମ୍ ଓ ମନପ୍ରୀତ୍ ସିଂ ଭାରତୀୟ ମାର୍ଚ୍ଚପୋଷ୍ଟର ନେତୃତ୍ୱ ନେବେ ବୋଲି ଆଇଓଏ…

ଆଇପିଏଲର ନିଲାମର ତାରିଖ ସ୍ଥିର, ସାମିଲ ହେବେ ୨ ନୂଆ ଟିମ୍, ଏତିକି ଖେଳାଳିଙ୍କୁ ମିଳିବ ସୁଯୋଗ

ନୂଆଦିଲ୍ଲୀ : ବିଶ୍ଵର ସବୁଠୁ ବଡ ଟି-୨୦ ଲିଗ୍ ଆଇପିଏଲରେ ଆହୁରି ମଜା ଜମିବ। ଦଳ ସଂଖ୍ୟା ବଢିବ ଏବଂ ଦର୍ଶକଙ୍କୁ କ୍ରିକେଟର ରୋମାଞ୍ଚ ଆହୁରି ଦେଖିବାକୁ ମିଳିବ। ଇଣ୍ଡିଆନ ପ୍ରିମିୟର ଲିଗର ଆଗାମୀ ସଂସ୍କରଣରେ ଦୁଇ ନୂତନ…

ମିଥାଲି ରାଜଙ୍କ ବିଶ୍ୱ ରେକର୍ଡ

ଓର୍ସେଷ୍ଟର: ଭାରତୀୟ ମହିଳା ଦିନିକିଆ ଦଳର ଅଧିନାୟିକା ମିଥାଲି ରାଜ ଆଉ ଏକ ବିଶ୍ୱରେକର୍ଡ ନିଜ ନାମରେ କରିଛନ୍ତି । ଇଂଲଣ୍ଡ ବିପକ୍ଷ ଅନ୍ତିମ ଦିନିକିଆରେ ଅପରାଜିତ ଅର୍ଦ୍ଧଶତକ ହାସଲ କରିଥିବା ମିଥାଲି ୩ଟି ଯାକ…

ଭିସା ପାଇଁ ରିଜିଜୁ ଓ ମୋଦିଙ୍କୁ ଅନୁରୋଧ କଲେ ମହିଳା ଟେନିସ ଖେଳାଳି

ନୂଆଦିଲ୍ଲୀ: ଭାରତୀୟ ମହିଳା ଟେନିସ ଖେଳାଳି ରିୟା ଭାଟିଆ ନିଜ ସୋସିଆଲ ମିଡିଆ ପୋଷ୍ଟକୁ ନେଇ ଚର୍ଚ୍ଚାରେ ଅଛନ୍ତି । ୨୩ ବର୍ଷୀୟ ରିୟା ନିଜର ଆମେରିକା ଭିସା ପାଇଁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଓ କେନ୍ଦ୍ର କ୍ରୀଡା ଓ…

ସ୍ଵତନ୍ତ୍ର ପ୍ରୋଟିନଯୁକ୍ତ ଖାଦ୍ୟ ପରେ ଏବେ ମୋତେ ଟିଭି ଦରକାର, ସୁଶୀଲଙ୍କ ଜେଲ୍ କର୍ତ୍ତୃପକ୍ଷଙ୍କଠାରେ ଅଜବ ଦାବି

ନୂଆଦିଲ୍ଲୀ : ଏବେ ମୋତେ ଟିଭି ଦରକାର। ଟିଭି ଲାଗିଲେ ମୁଁ କୁସ୍ତି ସମ୍ବନ୍ଧିତ ଖବର ବିଷୟରେ ଅପଡେଟ୍ ହୋଇ ପାରିବି। ତେଣୁ ମୋ ସେଲରେ ଟିଭି ଲଗାଯାଉ। ଏମିତି ଦାବି କରିଛନ୍ତି ସାଗର ଧନକର ହତ୍ୟା ମାମଲାରେ ତିହାର…

ଅର୍ଜୁନ ରଣତୁଙ୍ଗାଙ୍କୁ ମୁହଁତୋଡ ଜବାବ ଦେଲେ ଆକାଶ ଚୋପ୍ରା, ଶ୍ରୀଲଙ୍କା ଟିମର ଏମିତି କ୍ଲାସ୍ ନେଲେ

ନୂଆଦିଲ୍ଲୀ : ଶ୍ରୀଲଙ୍କା ଗସ୍ତରେ ଥିବା ଭାରତର ଦ୍ଵିତୀୟ ଧାଡିର ଖେଳାଳିଙ୍କୁ ନେଇ ଆପତ୍ତିଜନକ ଟିପ୍ପଣୀ କରିଥିବା ଶ୍ରୀଲଙ୍କାର ପୂର୍ବତନ ଅଧିନାୟକ ଅର୍ଜୁନ ରଣତୁଙ୍ଗାଙ୍କୁ ଆକାଶ ଚୋପ୍ରା ମୁହଁତୋଡ ଜବାବ ଦେଇଛନ୍ତି।…

ଇଣ୍ଡିଆ-ଇଂଲଣ୍ଡ ଟେଷ୍ଟ ସିରିଜ: ଓପନିଂ ବ୍ୟାଟ୍ସମ୍ୟାନ ଚୟନ ସମସ୍ୟା ନେଇ ଚିନ୍ତାରେ ବିରାଟ ବାହିନୀ, ୪ ଖେଳାଳିଙ୍କୁ ନେଇ ଚର୍ଚ୍ଚା

ନୂଆଦିଲ୍ଲୀ (ଓଡ଼ିଶ ଭାସ୍କର): ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ ଓପନିଂ ଯୋଡି ଚୟନ କରିବା ନେଇ ସମସ୍ୟାରେ ପଡିଛି କୋହଲି ବାହିନୀ । କାରଣ ଯୁବ ଓପନର ଶୁବମନ ଗିଲ୍‌ ଅହତ ହୋଇ ସିରିଜରୁ ବାଦ୍‌ ପଡିବା ପରେ ସମସ୍ୟା…

ପୃଥ୍ୱୀ ଶଙ୍କୁ ଖେଳାଇବା ନେଇ ନିଶ୍ଚିତ କୋହଲି-ଶାସ୍ତ୍ରୀ: ଅନିଶ୍ଚିତ ଚୟନ କମିଟି

ନୂଆଦିଲ୍ଲୀ: ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି ଏବଂ କୋଚ୍ ରବି ଶାସ୍ତ୍ରୀଙ୍କ ଏକ ନିଷ୍ପତ୍ତିକୁ ନେଇ ବିବାଦ ଉଠିଛି । ଇଂଲଣ୍ଡ ବିପକ୍ଷ ସିରିଜ୍ ପୂର୍ବରୁ ଦଳ ଚୟନରେ ଉଭୟ ଖେଳାଳିଙ୍କ ହସ୍ତକ୍ଷେପକୁ ନେଇ ବିବାଦ…

ବିସିସିଆଇର ବଡ ଘୋଷଣା: ଫେରିଲା ରଣଜୀ ଟ୍ରଫି

ମୁମ୍ବାଇ: ଶନିବାର ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ପକ୍ଷରୁ ବଡ ଘୋଷଣା କରାଯାଇଛି । ୨୦୨୧-୨୨ ପାଇଁ ଘରୋଇ କ୍ରିକେଟର କାର୍ଯ୍ୟସୂଚୀ ଘୋଷିତ ହୋଇଥିବା ବେଳୋ ରଣଜୀ ଟ୍ରଫି ପ୍ର୍ରତ୍ୟାବର୍ତ୍ତନ କରିଛି ।…