fbpx
Browsing Category

ଟି-୨୦ ବିଶ୍ୱକପ୍

(Video) ଭାରତ-ନେଦରଲାଣ୍ଡ ମ୍ୟାଚ ମଝିରେ ଯୁବକ କଲେ ପ୍ରେମ ନିବେଦନ: ଏବେ ଭିଡିଓ ହେଉଛି ଭାଇରାଲ

ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପରେ ନେଦରଲାଣ୍ଡକୁ ମାତ ଦେଇ ଟୁର୍ଣ୍ଣାମେଣ୍ଟର ଦ୍ୱିତୀୟ ବିଜୟ ହାସଲ କରିଛି ଟିମ ଇଣ୍ଡିଆ । ଏହା ସହିତ ସେମିଫାଇନାଲ ପାଇଁ ମଧ୍ୟ ଆଉ ଏକ ପାଦ ଆଗକୁ ବଢାଇଛି ରୋହିତ ସେନା । ସିଡନୀ କ୍ରିକେଟ…

ପୁଣି ଚାଲିଲା କିଙ୍ଗ୍‌ କୋହଲି ରାଜ୍: ୨୦୧୯ ପରେ ପ୍ରଥମ ଥର ପାଇଁ ୧୦୦୦ ରନ୍ ମାର୍କ ପାର କଲେ

ନୂଆଦିଲ୍ଲୀ: ଭାରତୀୟ ତାରକା ବ୍ୟାଟ୍ସମ୍ୟାନ୍ ବିରାଟ କୋହଲି ତାଙ୍କର ପୁରୁଣା ଫର୍ମକୁ ଫେରିଛନ୍ତି । ଏସିଆ କପ୍‌ ପରଠାରୁ ବିରାଟଙ୍କ ବ୍ୟାଟ୍‌ରୁ ରନ୍‌ର ବର୍ଷା ହେଉଛି । ଯାହା ଭାରତୀୟ ଟିମ୍ ପାଇଁ ଖୁସି ଖବର ଆଣି ଦେଇଛି…

ବିଶ୍ୱକପରେ ପାକିସ୍ତାନକୁ ୧ ରନରେ ମାତ ଦେଲା ଜିମ୍ବାୱେ: ସେମିରେ ସ୍ଥାନ ପାଇବାକୁ କରୁଛି ସଂଘର୍ଷ

ନୂଆଦିଲ୍ଲୀ: ଚଳିତ ଟି-୨୦ ବିଶ୍ୱକପରେ ପାକିସ୍ତାନର ସଂଘର୍ଷର କାହାଣୀ ଜାରି ରହିଛି । ଭାରତ ପରେ ଏବେ ଜିମ୍ବାୱେ ମଧ୍ୟ ପାକିସ୍ତାନକୁ ପରାସ୍ତ କରିଛି । ରୋମାଞ୍ଚକର ମ୍ୟାଚରେ ମାତ୍ର ୧ ରନରେ ଏକ ବିଜୟୀ ହୋଇଛି ଜିମ୍ବାୱେ…

T20 World Cupରେ ଦିଲଶାନଙ୍କ ରେକର୍ଡ ଭାଙ୍ଗିଲେ ହିଟମ୍ୟାନ ରୋହିତ: କଲେ ଏମିତି କାରନାମା

ନୂଆଦିଲ୍ଲୀ: ନେଦରଲାଣ୍ଡ ବିପକ୍ଷ ମ୍ୟାଚରେ ୫୬ ରନର ଏକ ବିଶାଳ ବିଜୟ ହାସଲ କରିଛି ଭାରତ । ଏହି ମ୍ୟାଚରେ ନିଜ ପୁରୁଣା ରୂପକୁ ଫେରିଛନ୍ତି ଟିମ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା । ଗତ କିଛିଟା ମ୍ୟାଚରେ ଶାସ୍ତାରେ ଆଉଟ…

ନେଦରଲାଣ୍ଡକୁ ମାତ ଦେଲା ଟିମ ଇଣ୍ଡିଆ: ସେମିଫାଇନାଲ ପାଇଁ ବଢାଇଲା ଆଉ ଏକ ପାଦ

ନୂଆଦିଲ୍ଲୀ: ଟି-୨୦ ବିଶ୍ବକପରେ ନେଦରଲାଣ୍ଡକୁ ମାତ ଦେଇଛି ଟିମ ଇଣ୍ଡିଆ । ପାକିସ୍ତାନ ପରେ ଏବେ ନେଦରଲାଣ୍ଡକୁ ହରାଇ ସେମିଫାଇନାଲ ଆଡକୁ ଆଉ ଏକ ପାଦ ପକାଇଛି ରୋହିତ ସେନା । ଭାରତୀୟ ବୋଲରଙ୍କ ଦମଦାର ବୋଲିଂକୁ ସାମନା…

ବର୍ଷା ପାଇଁ ବିଗିଡିଗଲା ବିଶ୍ୱକପର ପଏଣ୍ଟ ଟେବୁଲ: ଜାଣନ୍ତୁ କେଉଁ ସ୍ଥାନରେ ରହିଛି ଟିମ ଇଣ୍ଡିଆ

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆରେ ଜାରି ରହିଛି ଟି-୨୦ ବିଶ୍ୱକପ-୨୦୨୨ । ଆଜି ଏହି ମ୍ୟାଚର ସୁପର ୧୨ରେ ଦିନିକିଆର ବିଶ୍ୱ ଚମ୍ପିଆନ ଇଂଲଣ୍ଡକୁ ମାତ ଦେଇ ବିଜୟ ହାସଲ କରିଛି ଆୟରଲାଣ୍ଡ । ପ୍ରଥମେ ଏହି ଟୁର୍ଣ୍ଣାମେଣ୍ଟର…

Video: ଏକତା ଆଣିଲା କ୍ରିକେଟ ମ୍ୟାଚ୍, ମିଳିମିଶି ଧମାକାଦାର ଡ୍ୟାନ୍ସ କଲେ ଭାରତ, ପାକ୍ ପ୍ରଶଂସକ

ନୂଆଦିଲ୍ଲୀ: ଟି -୨୦ ବିଶ୍ୱକପରେ ପାକିସ୍ତାନ ବିପକ୍ଷରେ ଧମାକାଦାର ବିଜୟ ସହିତ ଅଭିଯାନ ଆରମ୍ଭ କରିଛି ଭାରତ। ପାକିସ୍ତାନ ମ୍ୟାଚ ରବିବାର ଦିନ ଭାରତ ଦୀପାବଳି ଉତ୍ସବ ଆରମ୍ଭ କରିଥିଲା। ଏହି ମ୍ୟାଚ ପରଠୁ ଭାରତ ଏବଂ…

ବିଶ୍ୱକପ ଚମ୍ପିଆନ ଇଂଲଣ୍ଡର ସ୍ଥିତି ସଙ୍ଗୀନ: D/L ନିୟମରେ ମାତ ଦେଲା ଆୟରଲାଣ୍ଡ

ନୂଆଦିଲ୍ଲୀ: ଦିନିକିଆ ବିଶ୍ୱକପ ଚମ୍ପିଆନ ଇଂଲଣ୍ଡ ଟି-୨୦ ବିଶ୍ୱକପରେ ଫେଲ ମାରିଛି । ଆୟରଲାଣ୍ଡ ବିପକ୍ଷ ମ୍ୟାଚରେ ପରାଜୟର ସାମନା କରିଛି ବଟଲର ବାହିନୀ । ଟି-୨୦ ଫର୍ମାଟ ପାଇଁ ଖତରନାକ ବ୍ୟାଟ୍ସମ୍ୟାନଙ୍କୁ ନେଇ ଭରପୂର…

ଶ୍ରୀଲଙ୍କା ଆଗରେ ଆସିଲା ଷ୍ଟୋଇନିସ ଝଡ: ବିଶ୍ୱକପରେ ପ୍ରଥମ ବିଜୟ ହାସଲ କଲା ଡିଫେଣ୍ଡିଂ ଚମ୍ପିଆନ

ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପରେ ଶ୍ରୀଲଙ୍କାକୁ ହରାଇ ପ୍ରଥମ ବିଜୟ ହାସଲ କରିଛି ଅଷ୍ଟ୍ରେଲିଆ । ଷ୍ଟାର ଅଲରାଉଣ୍ଡର ମାର୍କସ ଷ୍ଟୋଇନିସଙ୍କ ଝଡରେ ଚିତପଟାଙ୍ଗ ହୋଇଛି ଶ୍ରୀଲଙ୍କା । ପରାଜୟର ନାଗଫ।।ରେ ଫସିତିବା ବେଳେ…

ଭାରତଠୁ ହାରିବା ପରେ ହାତରୁ ଯିବ ନେତୃତ୍ୱ! ବାବର ଆଜମଙ୍କୁ ନେଇ ଦାବି କଲେ ଦଳର ପୂର୍ବତନ ଅଧିନାୟକ

ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପରେ ଭାରତ ପାକିସ୍ତାନକୁ ହରାଇବା ପରେ ବିଭିନ୍ନ କାରଣରୁ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ଧିରେ ଧିରେ ପୂର୍ବତନ ଖେଳାଳିମାନେ ଏହା ଉପରେ ପ୍ରତିକ୍ରିୟା ମଧ୍ୟ ଦେଉଛନ୍ତି । ବିରାଟ କୋହଲିଙ୍କ…