Browsing Category
Top Stories
Retirement Ageରେ ହେଲା ପରିବର୍ତ୍ତନ! ୬୦ ନୁହେଁ, ଏଣିକି ଏତିକି ବର୍ଷ ପର୍ଯ୍ୟନ୍ତ କରିପାରିବେ ଚାକିରି
ନୂଆଦିଲ୍ଲୀ: ସରକାରୀ କର୍ମଚାରୀ ମାନଙ୍କର ବୟସସୀମା ବୃଦ୍ଧି କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର । ଏଣିକି ୬୦ ବର୍ଷରେ କର୍ମଚାରୀଙ୍କୁ ମିଳିବନି ଅବସର । ଏହି ବୟସସୀମା ବୃଦ୍ଧି କରାଇବାକୁ ସରକାରଙ୍କ…
କଟକରେ ପୁଣି ଲଜ୍ଜା, 6 ବର୍ଷର ଶିଶୁକୁ ଦୁଷ୍କର୍ମ ପରେ ଯୁବକ ଫେରାର
ଭୁବନେଶ୍ବର: କଟକରୁ ପୁଣି ଲଜ୍ଜାଜନକ ଖବର ସାମ୍ନାକୁ ଆସିଛି । ବାରଙ୍ଗ ତ୍ରିଶୂଳିଆ ଅଞ୍ଚଳରେ 6 ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି । ତେବେ ପୀଡିତାକୁ ଉଦ୍ଧାର କରି କଟକ ଶିଶୁଭବନରେ ଭର୍ତ୍ତି…
ପ୍ରଥମଥର ଗୁୟାନାରେ ପହଞ୍ଚିଲେ ଭାରତର ପ୍ରଧାନମନ୍ତ୍ରୀ, ଏୟାରପୋର୍ଟରେ ରାଷ୍ଟ୍ରପତି ମହମ୍ମଦ ଇରଫାନ କଲେ ସ୍ୱାଗତ
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର ଦିନ ଗୁୟାନା ପହଞ୍ଚିଛନ୍ତି । ସେ ୫୬ ବର୍ଷ ମଧ୍ୟରେ ଏହି ଦେଶକୁ ଯାତ୍ରା କରିଥିବା ପ୍ରଥମ ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଗୁୟାନାର ରାଷ୍ଟ୍ରପତି…
ଟ୍ରଫି ପାଇଁ ଫାଇନାଲ ଫାଇଟ: Asian Hockey Campionshipରେ ଭାରତ-ଚୀନ କଡ଼ା ଟକ୍କର
ନୂଆଦିଲ୍ଲୀ: ଏସିଆ ମହିଳା ହକି ଚମ୍ପିଆନସିପ୍ ରେ ଆଜି ଭାରତ ଏବଂ ଚୀନ ମଧ୍ୟରେ ହେବ ଫାଇନାଲ ଟକ୍କର । ସେମି ଫାଇନାଲରେ ଜାପାନକୁ ମାତ୍ ଦେଇ ଫାଇନାଲରେ ପ୍ରବେଶ କରିଛି ଟିମ ଇଣ୍ଡିଆ । ଜାପାନ ବିପକ୍ଷରେ ଏକପାଖିଆ ବିଜୟ ସହ…
(Video) ଇଲେକ୍ଟ୍ରିକ ବାଇକ ଶୋ’ରୁମରେ ଭୟଙ୍କର ଅଗ୍ନିକାଣ୍ଡ, ୨୦ ବର୍ଷୀୟ କର୍ମଚାରୀଙ୍କର ମୃତ୍ୟୁ
ନୂଆଦିଲ୍ଲୀ: ଏକ ଇଲେକ୍ଟ୍ରିକ ବାଇକ ଶୋରୁମରେ ଭୟଙ୍କର ନିଆଁ ଲାଗିବାର ଦୃଶ୍ୟ ବର୍ତ୍ତମାନ ସାମ୍ନାକୁ ଆସିଛି । ବେଙ୍ଗଲୁରୁ ରଜାଜୀନଗରରେ ରାଜକୁମାର ରୋଡରେ ଥିବା ମାୟ ଇଭି ଇଲେକ୍ଟ୍ରିକରେ ମଙ୍ଗଳବାର ଭୟଙ୍କର ନିଆଁ…
ରାଜ୍ୟ ସୂଚନା କମିଶନରେ ନିଯୁକ୍ତି ପାଇଁ ବିଜ୍ଞପ୍ତି, ଏହି ଦିନ ରହିଛି ଶେଷ ତାରିଖ
ଭୁବନେଶ୍ବର: ରାଜ୍ୟ ସୂଚନା କମିଶନରେ ବାହାରିଲା ଚାକିରି ସୁଯୋଗ । 4 ସୂଚନା କମିଶନର ପଦବୀ ପାଇଁ ଚାକିରି ସୁଯୋଗ ବାହାରିଛି । ଦୀର୍ଘଦିନ ଧରି ବନ୍ଦ ରହିଥିବା ବେଳେ ମୋହନ ସରକାର ବର୍ତ୍ତମାନ ଏହାକୁ କ୍ରିୟାଶୀଳ କରିବା…
ଖାଦ୍ୟ ଯୋଗାଣ ଅଧିକାରୀଙ୍କ ଘରେ ଭିଜିଲାନ୍ସ: ସମ୍ପତ୍ତି ଠୁଳ ଅଭିଯୋଗରେ ଚାଲିଛି ରେଡ୍
ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ଛନ୍ଦି ହୋଇଛନ୍ତି ଆଉ ଜଣେ ବଡ଼ ଅଫିସର । ବଡ଼ବାବୁଙ୍କ ସମ୍ପତ୍ତି ଉପରେ ପଡ଼ିଛି ଭିଜିଲାନ୍ସ ବିଭାଗର ତୀକ୍ଷ୍ଣ ନଜର । ସୁବର୍ଣ୍ଣପୁର ଜିଲ୍ଲାର ଖାଦ୍ୟ ଯୋଗାଣ ଅଧିକାରୀଙ୍କ ଘରେ ଆରମ୍ଭ ହୋଇଛି…
ସକାଳୁ ମୁହଁ ନ ଧୋଇ ପିଅନ୍ତୁ ପାଣି: ମିଳିଥାଏ ଅନେକ ଫାଇଦା, ମିଳିଥାଏ ଏହିସବୁ ଲାଭ
ଓଡ଼ିଶା ଭାସ୍କର: ପାଣି ଆମ ଜୀବନ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ । କିନ୍ତୁ ଆପଣ ଜାଣନ୍ତି କି ସକାଳେ ବାସି ମୁଁହ ରେ ପିଇବା ଦ୍ୱାରା ଆମ ପାଟିରେ ଯେଉଁ ଲାଳ ରହିଥାଏ,ତାହା ପେଟକୁ ଚାଲିଯାଇଥାଏ । ଏବଂ ତାହା ଆମକୁ…
ସଠିକ ସମୟରେ ଲ୍ୟାଣ୍ଡ କରିପାରିଲାନି Air India, ଯାତ୍ରୀଙ୍କୁ ଅଧରାସ୍ତାରେ ଛାଡି ଚାଲିଗଲେ ପାଇଲଟ୍
ନୂଆଦିଲ୍ଲୀ: ଏୟାର ଇଣ୍ଡିଆକୁ ନେଇ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି । ଜୟପୁର ଇଣ୍ଟରନ୍ୟାସନାଲ ଏୟାରପୋର୍ଟରେ ଏୟାର ଇଣ୍ଡିଆର ପାଇଲଟ ଅଧାରୁ ବିମାନ ଛାଡି ଚାଲିଯାଇଛନ୍ତି । ପ୍ୟାରିସରୁ ଦିଲ୍ଲୀ ଯାଉଥିବା…
ଆବାସ ବାଣ୍ଟିଲେ ନଗର ଉନ୍ନୟନ ମନ୍ତ୍ରୀ, ବସ୍ତି ବାସିନ୍ଦାଙ୍କୁ ଥଇଥାନ
ଭୁବନେଶ୍ବର: ହାଉସିଂ ପ୍ରକଳ୍ପରେ ବସ୍ତି ବାସିନ୍ଦାଙ୍କୁ ଥଇଥାନ କରାଯାଇଛି । 116 ହିତାଧିକାରୀଙ୍କୁ ଘର ବାଣ୍ଟିଲେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡ. କୃଷ୍ଣଚନ୍ଦ୍ର ମହାପାତ୍ର । ବସ୍ତିବାସିନ୍ଦାଙ୍କ ଜୀବନରେ…